ମାଲେସିଆରେ ୫ ଶ୍ରମିକ ଫସିଥିବା ଘଟଣା: ଉଦ୍ଧାର ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ପରିବାର
ନୟାଗଡ଼ ଅଫିସ,୨୯।୧୧: ନୟାଗଡ଼ ଜିଲା ରଣପୁର ଓ ଶରଣକୁଳ ଥାନା ଅଞ୍ଚଳର ୫ ଶ୍ରମିକ ମାଲେସିଆରେ ଫସିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗୁରୁବାର ପରିବାର ଲୋକ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ସେମାନଙ୍କୁ ନେଇ ଯାଇଥିବା ସୁରଧ୍ୱନି ସଂସ୍ଥାର…
ମହାରାଷ୍ଟ୍ର କ୍ୟାବିନେଟ୍ର ପ୍ରଥମ ବୈଠକ:ରାୟଗଡ଼ ଲାଗି ୨୦କୋଟି ମଞ୍ଜୁର
ମୁମ୍ବାଇ, ୨୯।୧୧:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକ୍ରେ ଦାୟିତ୍ୱଗ୍ରହଣ କରିବା ପରେ ଗୁରୁବାର ରାତି ୮ରେ ପ୍ରଥମ କ୍ୟାବିନେଟ ବୈଠକ ବସିବା ସହ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜଧାନୀ ରାୟଗଡ଼ ଦୁର୍ଗର ସଂରକ୍ଷଣ ଲାଗି ୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।…
ମେଣ୍ଟ ସରକାରର ସିଏମ୍ପି:କୃଷି ଋଣଛାଡ଼କୁ ଗୁରୁତ୍ୱ
ମୁମ୍ବାଇ, ୨୯।୧୧:ମହାରାଷ୍ଟ୍ରରେ ନବଗଠିତ ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ସରକାର ରାଜ୍ୟରେ କୃଷକ ସମସ୍ୟାର ସମାଧାନ ଓ ସେମାନଙ୍କ ଋଣଛାଡ଼ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ସ୍ଥାନୀୟ ଯୁବତୀଯୁବକଙ୍କ ଲାଗି ୮୦ ପ୍ରତିଶତ କର୍ମନିଯୁକ୍ତି ସୁବିଧା ଯୋଗାଇ ଦେବାକୁ ମହାରାଷ୍ଟ୍ର ବିକାଶ ଅଘାଡ଼ି ପକ୍ଷରୁ…
ଝାଡ଼ଖଣ୍ଡ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ
ରାଞ୍ଚତ୍,୨୯।୧୧: ପ୍ରଥମ ପର୍ଯ୍ୟାୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ପାଲାମୌ, ଗୁମ୍ଲା, ଗରଓ୍ବା ଏବଂ ଲାଟେହାର ସମେତ ୧୩ଟି ଆସନରେ ଶନିବାର ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଚାରର ଶେଷ ଦିନରେ ସବୁ…
ପଶ୍ଚିମବଙ୍ଗ ଉପନିର୍ବାଚନ:ଟିଏମ୍ସି ୩ ଆସନ ପୋଛିନେଲା
କୋଲକାତା, ୨୯।୧୧:ପଶ୍ଚିମବଙ୍ଗର ୩ ବିଧାନସଭା ଆସନ ଲାଗି ହୋଇଥିବା ଉପନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମ୍ସି) ବାଜିମାରିଛି। ସମସ୍ତ ୩ ଆସନରେ ଟିଏମ୍ସିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କାଳିଆଗଞ୍ଜରେ ଟିଏମ୍ସି ପ୍ରାର୍ଥୀ ତପନ ଦେବ ସିହ୍ନା ଭାଜପା ପ୍ରାର୍ଥୀ କମଲ ଚନ୍ଦ୍ର ସର୍କାରଙ୍କୁ ୨,୪୧୮…
ପାର୍ଲାମେଣ୍ଟରେ ଚିଟ୍ଫଣ୍ଡ ବିଲ୍ ଗୃହୀତ
ନୂଆଦିଲ୍ଲୀ,୨୯।୧୧(ପି.ଟି.): ଚିଟ୍ଫଣ୍ଡ ସଂଶୋଧନ ବିଲ୍ ଗୁରୁବାର ପାର୍ଲାମେଣ୍ଟରେ ଗୃହୀତ ହୋଇଛି। ୨୦ ତାରିଖରେ ଏହା ଲୋକ ସଭାର ଅନୁମୋଦନ ଲାଭ କରିଥିବାବେଳେ ଗୁରୁବାର ରାଜ୍ୟ ସଭା ଏହାକୁ ମଞ୍ଜୁରୀ ଦେଇଛି। ପ୍ରସ୍ତାବିତ ବିଲ୍ରେ ବ୍ୟକ୍ତିବିଶେଷ କିମ୍ବା ୪ ଜଣରୁ କମ୍ ଲୋକଙ୍କ…
ଅଜିତଙ୍କୁ ମିଳିପାରେ ଉପମୁଖ୍ୟମନ୍ତ୍ରୀ ପଦ
ମୁମ୍ବାଇ, ୨୯।୧୧ :ଏନ୍ସିପି ନେତା ଅଜିତ ପାଓ୍ବାରଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହ ୬ ମନ୍ତ୍ରୀ ଶପଥ ନେଇଥିବାବେଳେ ତାଙ୍କ ପାଳି ପଡ଼ି ନ ଥିଲା। ଭାଜପା ନେତୃତ୍ୱାଧୀନ ସରକାରରେ ସେ ଉପମୁଖ୍ୟମନ୍ତ୍ରୀ…
ଅଣସଦସ୍ୟ ଭାବେ ଉଦ୍ଧବ ଅଷ୍ଟମ ମୁଖ୍ୟମନ୍ତ୍ରୀ
ମୁମ୍ବାଇ, ୨୯।୧୧:ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଉଦ୍ଧବ ଠାକ୍ରେ ଗୁରୁବାର ପ୍ରଥମ ଥର ଲାଗି ଶପଥଗ୍ରହଣ କରିଛନ୍ତି। ତେବେ ସେ ଏବେ ବିଧାନସଭା/ ବିଧାନ ପରିଷଦର ସଦସ୍ୟ ନାହାନ୍ତି। ଅଣସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ହେବା ଉଦ୍ଧବ ମହାରାଷ୍ଟ୍ରରେ ଅଷ୍ଟମ ରାଜନେତା।…
ଫଟୋଗ୍ରାଫରରୁ ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୨୯।୧୧(ପି.ଟି.):ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି। ଜଣେ ପେସାଦାର ଫଟୋଗ୍ରାଫରରୁ ଉଦ୍ଧବ ସବୁଠୁ ଧନୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ଜଣେ ମେଳାପୀ, ଭଦ୍ର ରାଜନେତା ଭାବେ ପରିଚିତ ୫୯ ବର୍ଷୀୟ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦକୁ…
ଜିଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ ଉପନିର୍ବାଚନ: ୪ ଜିଲା ପରିଷଦ ଅକ୍ତିଆର କଲା ବିଜେଡି
ଭୁବନେଶ୍ୱର,୨୯-୧୧(ବ୍ୟୁରୋ):ରାଜ୍ୟର ବିଭିନ୍ନ ଜିଲାରେ ଖାଲିପଡ଼ିଥିବା ୪ ଜିଲାପରିଷଦ ଆସନ, ୨୧ ସମିତି ସଭ୍ୟ, ୧୭ ସରପଞ୍ଚ ଓ ୩୦୩ ଓ୍ବାର୍ଡମେମ୍ବର ପଦ ପାଇଁ ବୁଧବାର ହୋଇଥିବା ଉପନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ସମସ୍ତ ୪ ଜିଲା ପରିଷଦ ଜୋନ୍ରେ ବିଜେଡି…
ଉଦ୍ଧବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ:୩ ଦଳରୁ ୨ ଜଣ ଲେଖାଏ ମନ୍ତ୍ରୀ
ମୁମ୍ବାଇ,୨୯-୧୧(ପି.ଟି.):ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍ରେ ମହାରାଷ୍ଟ୍ରର ଅଷ୍ଟାଦଶ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ସନ୍ଧ୍ୟାରେ ଶପଥ ଗ୍ରହଣ କରିଛନ୍ତି। ଶିବସେନାରୁ ଏହି ଶୀର୍ଷ ପଦବୀ ଅଳଙ୍କୃତ କରିବାରେ ୫୯ ବର୍ଷୀୟ ଉଦ୍ଧବ ତୃତୀୟ ନେତା। ତାଙ୍କ ପୂର୍ବରୁ ଶିବସେନାରୁ ମନୋହର ଜୋଷୀ ଏବଂ…
୧୦୦ କୋଟି କାରବାରରେ ଜିଏସ୍ଟି ଇ-ଇନଭଏସିଂ ଅନିବାର୍ଯ୍ୟ
ନୂଆଦିଲ୍ଲୀ,୨୯-୧୧: କୌଣସି କମ୍ପାନୀ ବାର୍ଷିକ ୧୦୦ କୋଟି ଟଙ୍କାର କାରବାର କରୁଥିଲେ ସେହି କ୍ଷେତ୍ରରେ ଆସନ୍ତା ବର୍ଷ ଏପ୍ରିଲ ପହିଲାରୁ ଜିଏସ୍ଟି ଇ-ଇନଭଏସିଂ ଅନିବାର୍ଯ୍ୟ ହେବ ବୋଲି ଗୁରୁବାର ସରକାର କହିଛନ୍ତି। ୧୦୦ କୋଟି ଟଙ୍କାରୁ କମ୍ କାରବାର କରୁଥିଲେ ଏହାକୁ…
Archives


