ଦେବ ଦୀପାବଳି ଉତ୍ସବ: କୌଶଲ୍ୟା, ଦଶରଥଙ୍କୁ ଦୀପଦାନ
ପୁରୀ ଅଫିସ,୨୬ା୧୧: ମାର୍ଗଶିର ଅମାବାସ୍ୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପିତୃପୁରୁଷ ଦଶରଥ ଓ କୌଶଲ୍ୟାଙ୍କୁ ଦୀପଦାନ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାଧୂପ ନୀତି ବଢିବା ପରେ ଦେବ ଦୀପାବଳି ନୀତି ଆରମ୍ଭ ହୋଇଥିଲା। ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ନୀତି ଭଳି ସମାନ ନୀତି…
୨୬/୧୧ ଆକ୍ରମଣକୁ ପୂରିଲା ୧୧ ବର୍ଷ: ବାଲୁକାକଳାରେ ଶହୀଦଙ୍କୁ ମନେପକାଇଲେ ସୁଦର୍ଶନ
ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ୨୦୦୮ ନଭେମ୍ବର ୨୬ରେ ବମ୍ବେରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ପୂରିଛି ୧୧ବର୍ଷ। ଏହି ଅବସରରେ ହିରୋମାନଙ୍କୁ ମନେପକାଇ ବାଲୁକାଶିଳ୍ପୀ ସୁଦର୍ଶନ ପୁରୀ ବେଳାଭୂମିରେ ଏକ ବାର୍ତ୍ତା ଦେଇଛନ୍ତି। ୨୬/୧୧ ଆକ୍ରମଣ ଅଭୂଲା ବୋଲି ସେ କହିବା ସହ…
ବାଲୁକାକଳାରେ ଦେଶବାସୀଙ୍କୁ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ଆଜି ୭୦ତମ ସମ୍ବିଧାନ ଦିବସ। ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାକଳା କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ବତନ୍ତ୍ରତା,ସମାନତା ଏବଂ ଭାତୃତ୍ୱ ସମ୍ବିଧାନର ତିନୋଟି ସ୍ତମ୍ଭ ବୋଲି ସେ ଅବିହୀତ କରିଛନ୍ତି। ପ୍ରକାଶଯୋଗ୍ୟ, ଭାରତର…
କାଟ୍ରୋସାଟ-୩ ଉତ୍କ୍ଷେପଣ ପୂର୍ବରୁ ତିରୁମାଲା ଦର୍ଶନ କଲେ ଇସ୍ରୋ ମୁଖ୍ୟ
ତିରୁପତି,୨୬।୧୧: ଇସ୍ରୋ ମୁଖ୍ୟ କେ. ଶିବନ୍ ଭାରତର ଉପଗ୍ରହ କାଟ୍ରୋସାଟ-୩ ଉତ୍କ୍ଷେପଣ ପୂର୍ବରୁ ମଙ୍ଗଳବାର ତିରୁପତିସ୍ଥିତ ତିରୁମାଲା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏଥିସହ ଭଗବାନ୍ଙ୍କ ଆଶୀର୍ବାଦ ମଧ୍ୟ ଭିକ୍ଷା କରିଛନ୍ତି। ସୂଚନାମୁତାବକ ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର…
ମାଲିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୧୩ ଫ୍ରାନ୍ସ ସେନା ଶହୀଦ
ପ୍ୟାରିସ୍,୨୬।୧୧: ପ୍ୟାରିସ୍ର ମାଲିରେ ଇସ୍ଲାମ ଚରମପନ୍ଥୀ ବିରୋଧରେ ଚାଲିଥିବା ଏକ ଅପରେଶନରେ ସୋମବାର ରାତିରେ ୨ ହେଲିକପ୍ଟର ମୁହାଁମୁହିଁ ହୋଇଥିଲେ। ଏହି ଦୁର୍ଘଟଣାରେ ଫ୍ରାନ୍ସର ୧୩ ସେନା ଶହୀଦ ହୋଇଛନ୍ତି। ଏନେଇ ମଙ୍ଗଳବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ସୂଚନା ଦେଇଛନ୍ତି।…
ଭାଜପା ବରିଷ୍ଠ ବିଧାୟକ କାଳିଦାସ ହେଲେ ଅସ୍ଥାୟୀ ବାଚସ୍ପତି
ମୁମ୍ବାଇ,୨୬।୧୧: ଭାଜପାର ବରିଷ୍ଠ ବିଧାୟକ କାଳିଦାସ କୋଲମ୍ବକରଙ୍କୁ ମଙ୍ଗଳବାର ଅସ୍ଥାୟୀ ବାଚସ୍ପତି ଭାବେ ମନୋନୀତ କରାଯାଇଛି। ସନ୍ଧ୍ୟାରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରି କାଳିଦାସଙ୍କୁ ରାଜଭବନରେ ଶପଥ ଗ୍ରହଣ କରାଇଥିଲେ। ବୁଧବାର ଅସ୍ଥାୟୀ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଶୀତକାଳୀନ ଅଧିବେଶନ ଆରମ୍ଭ…
୧୦୦ କୋଟି ତ ପଛ କଥା, ୧୦୦ ଟଙ୍କାର ପ୍ରମାଣ ଦେଲେ ରାଜନୀତି ଛାଡ଼ିଦେବି: ମହାରଥୀ
ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସରକାରୀ ଜମିକୁ ହଡ଼ପ କରିଥିବା ଭାଜପା ଅଭିଯୋଗ କରିବାକୁ ନେଇ ମନ୍ତ୍ରୀ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ସେ ଏହାକୁ ଖଣ୍ଡନ କରିବା ସହ…
ଅନନ୍ତନାଗ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରେନେଡ ଆକ୍ରମଣ: ସରପଞ୍ଚ ସମେତ ୨ମୃତ
ଶ୍ରୀନଗର,୨୬।୧୧: ଜମ୍ମୁ-କଶ୍ମୀର ଅନନ୍ତନାଗରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଅନନ୍ତନାଗରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଛନ୍ତି। ଏହି ଦୁର୍ଘଟଣାରେ ସରପଞ୍ଚ ସମେତ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ଏହା ପୂର୍ବରୁ ଶ୍ରୀନଗର…
ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ ଫଡ୍ନବିସ
ମୁମ୍ବାଇ,୨୬।୧୧: ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମଙ୍ଗଳବାର ଘୋଷଣା କରିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ। ଏହାପରେ ସେ ସନ୍ଧ୍ୟାରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟପାଳ ମଧ୍ୟ ଏହାକୁ…
ସାବରିମାଲା ମନ୍ଦିରରେ ଗଛ ପଡ଼ି ୧୧ ଶ୍ରଦ୍ଧାଳୁ ଆହତ
କୋଚି,୨୬।୧୧: ସାବରିମାଲା ମନ୍ଦିରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ମାରାକୋଟାମ୍-ଚନ୍ଦ୍ରନନ୍ଦନା ମାର୍ଗରେ ଏକ ଗଛ ପଡ଼ିବାରୁ ୧୧ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏନ୍ଡିଆରଏଫ୍ ଟିମ୍ ପହଞ୍ଚି ଯୁଦ୍ଧକାଳିନ ଭିତ୍ତିରେ ରାସ୍ତାରୁ ଗଛ ଉଠଇବା ସହ ଆହତଙ୍କୁ ଉଦ୍ଧାର କରିଥିଲା। ପରେ…
ସାବରିମାଳା ମନ୍ଦିରରେ ମହିଳାଙ୍କ ଉପରକୁ ଲଙ୍କା ପାଉଡର ସ୍ପ୍ରେ କଲେ ଯୁବକ
ଥିରୁଭନନ୍ତପୁରମ,୨୬।୧୧: କେରଳର ସାବରିମାଳା ମନ୍ଦିରରେ ଜଣେ ମହିଳାଙ୍କ ଲଙ୍କା ପାଉଡର ସ୍ପ୍ରେ କରାଯାଇଛି। ମନ୍ଦିରରେ ମହିଳାଙ୍କ ପ୍ରବେଶ ଅଧିକାର ଉପରେ ଲଢୁଥିବା ବିନ୍ଦୁ ଅମିନିଙ୍କ ଉପରେ ମଙ୍ଗଳବାର ଜଣେ ଯୁବକ ଲଙ୍କା ପାଉଡର ସ୍ପ୍ରେ କରିଥିଲେ। ପୋଲିସ କମିଶନର ଅଫିସ୍ ପାଖରେ…
ଉଦ୍ଧବ ହେବେ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ: ସଞ୍ଜୟ
ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ରାଜନୀତିର ଡ୍ରାମା ଏବେ ନୂଆ ମୋଡ ନେଇଛି। ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଥମେ ଉପ ମୁଖ୍ୟମନ୍ତ୍ରୀ ପଦରୁ ଏନ୍ସିପି ନେତା ଅଜିତ ପାଓ୍ବାର ଇସ୍ତଫା ଦେବା ପରେ ସମସ୍ତଙ୍କ ନଜର ରହିଥିଲା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସଙ୍କ ଉପରେ।…
Archives


