Home Left

ଆଜିଠୁ ବଦଳିଲା ଏସବୁ ବଡ଼ ନିୟମ: କେଉଁଥିରେ ମିଳିବ ଲାଭ, କ’ଣ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ,୧।୯: ଆଜି ଅର୍ଥାତ୍‌ ୧ ସେପ୍ଟେମ୍ବରଠାରୁ ସାରା ଦେଶରେ ଅନେକ ବଡ଼ ପରିବର୍ତ୍ତନ ଆସିଛି। ସାଧାରଣ ଲୋକଙ୍କ ପାଇଁ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ଏହି ମାସଟି ମଧ୍ୟ ବିଶେଷ ହେବାକୁ ଯାଉଛି କାରଣ ୩ ସେପ୍ଟେମ୍ବରରୁ GST ପରିଷଦ ବୈଠକ ଅନୁଷ୍ଠିତ…

ସର୍ବକାଳୀନ ଶ୍ରେଷ୍ଠ-୫ କ୍ରିକେଟର୍‌ ବାଛିଲେ ଏବି ଡିଭିଲିୟର୍ସ: ବନ୍ଧୁ କୋହଲିଙ୍କୁ ମିଳିଲାନି ସ୍ଥାନ, ଲିଷ୍ଟ୍‌ରେ ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୧।୯: ପ୍ରତ୍ୟେକ କ୍ରିକେଟ ପ୍ରେମୀ ଏବି ଡିଭିଲିୟର୍ସ ଏବଂ ବିରାଟ କୋହଲିଙ୍କ ବନ୍ଧୁତା ବିଷୟରେ ଜାଣନ୍ତି। ଉଭୟ ଖେଳାଳି ପରସ୍ପରକୁ ବହୁତ ସମ୍ମାନ କରନ୍ତି ଏବଂ ଅନେକ ସମୟରେ ପରସ୍ପରର ପ୍ରଶଂସା କରିଛନ୍ତି। ନିକଟରେ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଡିଭିଲିୟର୍ସ…

କୀଟନାଶକ ଔଷଧ ଖାଇଦେଲେ ଯୁବକ, ତା’ପରେ ଘଟିଲା…

ବଲାଙ୍ଗୀର,୧।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଆଗଲପୁର ବ୍ଲକ ଅନ୍ତର୍ଗତ ରୋତ ଗାଁରେ ଜଣେ ଯୁବକ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆଗଲପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ…

ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ବଡ଼ ନିଷ୍ପତ୍ତି: ଭସାଣିରେ ଆଉ ବାଜିବନି…

ଭୁବନେଶ୍ବର,୧।୯: ଆଗକୁ ଦୁର୍ଗାପୂଜା। ଏନେଇ ବିଭିନ୍ନ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମିଶନରେଟ୍‌ ପୋଲିସ ଏବଂ ଦୁର୍ଗା ପୂଜା କମିଟି ପକ୍ଷରୁ ସୋମବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।…

ଟ୍ରକ୍‌ରେ ଲାଗିଗଲା ନିଆଁ, ଗାଡ଼ି ଧରି ଡ୍ରାଇଭର ସିଧା ପହଞ୍ଚିଲେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ, ପରେ କ’ଣ ଘଟିଲା ଦେଖନ୍ତୁ ଭିଡିଓ…

ପ୍ରାୟତଃ ଦେଖାଯାଏ ଯେ, ରାସ୍ତାରେ ଯାଉଥିବା ସମୟରେ ଗାଡ଼ିଗୁଡ଼ିକରେ ହଠାତ୍‌ ନିଆଁ ଲାଗିଯାଏ। ଏପରି ପରିସ୍ଥିତିରେ ଡ୍ରାଇଭର ଭୟଭୀତ ହୋଇଯାଆନ୍ତି। ଏପରି ପରିସ୍ଥିତିରେ ଡ୍ରାଇଭରମାନେ ପ୍ରାୟତଃ ଗାଡ଼ିକୁ ଅଟକାଇ ବାହାରକୁ ପଳାଇଯାଆନ୍ତି ଏବଂ ପରେ ନିଆଁ ଲିଭାଇବାର ଉପାୟ ଚିନ୍ତା କରନ୍ତି,…

ନଦୀରେ ଭାସିଗଲେ ଗାଈ ଚରାଳି

ଉଦଳା,୧।୯: ମୟୂରଭଞ୍ଜ ଜିଲା ଦେଓ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ନଦୀପାର୍‌ ବେଳେ ଭାସିଯାଇ ଜଣେ ନିଖୋଜ ହୋଇଯାଇଛନ୍ତି। ବ୍ୟକ୍ତିଜଣକ କାଳିମେଘା ଗ୍ରାମର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତବକ, ବ୍ୟକ୍ତିଜଣକ ଗାଈ ଚରାଇବାକୁ ନଦୀ ପାର୍‌ ହେଉଥିଲେ। ହେଲେ…

‘ତ୍ରିଶକ୍ତି’ର ମିଳନ ଦେଖି ଭୟଭୀତ ଆମେରିକା: ଭାରତ ବିରୋଧରେ ନରମିଲା ସ୍ବର

ବେଜିଂ,୧।୯: ଚାଇନାରେ ଅନୁଷ୍ଠିତ ହେଉଥିବା ସାଂଘାଇ ସହଯୋଗ ସଂଗଠନ (SCO) ବୈଠକ ଏହି ସମୟରେ ଅନେକ ଦୃଷ୍ଟିରୁ ଚର୍ଚ୍ଚାରେ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଗୋଟିଏ ମଞ୍ଚରେ…

ହାର୍ଟ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି…

ଆଜିକାଲି ହାର୍ଟ ବା ହୃହ୍‌ରୋଗ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭା ହୋଇଛି। ଏବେ ଏହାର ଚିକିତ୍ସା ପାଇଁ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ଅନୁସରଣ କରାଯାଉଛି। ଠିକ୍‌ ସମୟରେ ଚିକିତ୍ସିତ ହେଲେ ଅନେକେ ଏଥିରୁ ଆରୋଗ୍ୟ ଲାଭ କରିପାରୁଛନ୍ତି। ହେଲେ…

ଉମରକୋଟ ହାତୀ ଉପଦ୍ରବ: ଚାଷୀଙ୍କ ହଜିଲା ନିଦ

ଉମରକୋଟ,୧।୯: ନବରଙ୍ଗପୁର ଜିଲାର ଉମରକୋଟ ବ୍ଲକରେ ଆତଙ୍କ ଖେଳାଉଛନ୍ତି ଛତିଶଗଡର ହାତୀ। ମକା ଫସଲ ନଷ୍ଟ କରି ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି ହାତୀ ପଲ। ପୂର୍ବରୁ ଛତିଶଗଡ଼ ଓ ନବରଙ୍ଗପୁର ସୀମାନ୍ତ ରାଇଘର ବ୍ଲକ ରେ ଆତଙ୍କ ଖେଳାଉଥିବା ହାତୀଙ୍କ…

ବାଦଲଫଟା ବର୍ଷା

ବନ୍ୟା ବାତ୍ୟା ଭଳି ବାଦଲ ଫାଟିବା ଏକ ପ୍ରାକୃତିକ ବିତ୍ପାତ। ଏହା ବିଶେଷକରି ସମୁଦ୍ର ପତ୍ତନଠାରୁ ଯଥେଷ୍ଟ ଉଚ୍ଚରେ ଥିବା ପାର୍ବତ୍ୟାଞ୍ଚଳରେ ସଂଘଟିତ ହୋଇଥାଏ। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଚାନକ ବନ୍ୟା ଆସେ ଏବଂ ଘରଦ୍ୱାର ପାଣିରେ ଭସେଇ ନିଏ,…

ଟମକା-ମଙ୍ଗଳପୁର ରାସ୍ତା ଅବରୋଧ କଲେ ବସ୍ତିବାସିନ୍ଦା

କାଳିଆପାଣି,୧ା୯(ଅସିତ ମହାନ୍ତ): ଯାଜପୁର ଜିଲାର ସୁକିନ୍ଦା ତହସିଲ ଅନ୍ତର୍ଗତ ରାସୋଳ ପଞ୍ଚାୟତ ମଲ୍ଲାରସାହି ବସ୍ତିରେ ଟ୍ରକ୍‌ ପାର୍କିଂକୁ ବିରୋଧ କରି ସୋମବାର ବସ୍ତି ବାସିନ୍ଦା ଟମକା-ମଙ୍ଗଳପୁର ରାସ୍ତାରେ ଧାରଣା ବସିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରବିବାର କ୍ରୋମାଇଟ ଲୋଡ଼ିଂ କରିବାକୁ ଆସିଥିବା…

ରାଜ୍ୟରେ ହେବ ୩ ଅର୍ଥନୈତିକ ଜୋନ: ଉଷା ପାଢ଼ୀ

ଭୁବନେଶ୍ୱର,୧।୯: ପରିବହନ ସଚିବ ଉଷା ପାଢ଼ୀ ସୋମବାର ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ୩ଟି ଅର୍ଥନୈତିକ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ କହିଛନ୍ତି। କ୍ବାଡ ସିଟି ପ୍ରୋଗ୍ରାମ ଜରିଆରେ ସରକାର ଏହି ଯୋଜନା ରଖିଛନ୍ତି ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri