Home Left

କାମୁଡ଼ି ଦେଲା ସାପ: ଗୁରୁତରଙ୍କୁ ଖଟିଆରେ ବୁହାଗଲା ୩ କି.ମି.

ଦଶମନ୍ତପୁର,୧ା୯(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଲୁଲ୍ଲା ପଞ୍ଚାୟତ ପଦୁଗୁଡ଼ା ଗଁାରେ ସାପ କାମୁଡ଼ାରେ ଗୁରୁତର ଯୁବକଙ୍କୁ ଗ୍ରାମବାସୀ ଖଟିଆରେ ୩ କି.ମି. ଯାଏ ବୋହି ଚିକିତ୍ସାଳୟକୁ ନେଇଥିବା ସୋମବାର ଦେଖିବାକୁ ମିଳିଛି। ଗୁରୁତର ହେଲେ ସାରଥୀ ସାଉଁନ୍ତାଙ୍କ…

ଏସ୍କେଲେଟରରେ ଘଟିଲା ଏମିତି : ମହିଳାଙ୍କୁ କାଖେଇଦେଲେ ଯୁବକ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ ମଧ୍ୟ କରିଦିଏ। ଆଜିର ସମୟରେ, ସବୁଠି ଏସ୍କେଲେଟର ସାଧାରଣ ହୋଇଗଲାଣି। ଯାହା ସାହାଯ୍ୟରେ ଲୋକମାନେ…

ଶିକ୍ଷକଙ୍କ ପାଇଁ TET ପାସ୍ ବାଧ୍ୟତାମୂଳକ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ,୧।୯: ସୁପ୍ରିମକୋର୍ଟ ସୋମବାର ରାୟ ଦେଇଛନ୍ତି ଯେ, ଶିକ୍ଷକତା ସେବାରେ ଜାରି ରହିବା କିମ୍ବା ପଦୋନ୍ନତି ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଟିଇଟି) ବାଧ୍ୟତାମୂଳକ। ଜଷ୍ଟିସ ଦୀପଙ୍କର ଦତ୍ତା ଓ ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ ଏକ ରାୟରେ କହିଛନ୍ତି, ଯେଉଁ…

ନକଲି ସାର ଗୋଦାମରେ ଅଚାନକ ପହଞ୍ଚିଲେ କୃଷି ବିଭାଗ ଅଧିକାରୀ, ଭିତରେ ଥିଲା…

କୋଟପାଡ଼,୧।୯(ରାଜଶେଖର ): କୋରାପୁଟ ଜିଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ୧୨ ୱାର୍ଡ ଇଣ୍ଡୋର ଷ୍ଟାଡିୟମ ନିକଟରେ ଏକ ନକଲି ସାର ଗୋଦାମ ଉପରେ ଚଢାଉ ହେଇଥିବା ଜଣାପଡିଛି। ଉକ୍ତ ଗୋଦାମରେ ନକଲି ସାର ସହ କିଛି ରଙ୍ଗ, ଖଲି ବସ୍ଥା, ଏକ…

ମୋଦିଙ୍କ ସହ କଥା ହୋଇ ଖୁସିଖବର ଦେଲେ ପୁଟିନ୍‌, ଶୁଣିଲେ ନିଆଁ ହୋଇଯିବେ ଟ୍ରମ୍ପ

ନୂଆଦିଲ୍ଲୀ,ମସ୍କୋ, ୧।୯: ସୋମବାର ଚାଇନାର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସାକ୍ଷାତ ସମୟରେ ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା। ଦୁଇ ନେତା ପରସ୍ପରକୁ ଏପରି ଭେଟିଥିଲେ ଯେପରି ଦୁହେଁ ଭଲ ବନ୍ଧୁ ।…

ଟେଷ୍ଟ କ୍ରିକେଟ୍‌ରୁ ବ୍ରେକ୍‌ ନେଲେ ଏହି ଖେଳାଳି

ଲଣ୍ଡନ, ୧ା୯: ଇଂଲଣ୍ଡ ପେସର ଜେମି ଓଭର୍ଟନ ସୋମବାର ଟେଷ୍ଟ ତଥା ରେଡ୍‌-ବଲ କ୍ରିକେଟରୁ ଅନିଶ୍ଚିତ କାଳ ପାଇଁ ବ୍ରେକ୍‌ ନେଇଛନ୍ତି। ସମସ୍ତ ଫର୍ମାଟରେ ଖେଳିବା ତାଙ୍କ ଲାଗି ସମ୍ଭବ ନଥିବାରୁ ସେ ଏହି ନିଷ୍ପତ୍ତି ନେଇଥିବା କରିଛନ୍ତି। ୩୧ ବର୍ଷୀୟ…

ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗର ସହଯୋଗ ଲୋଡିଲେ ଭିଏସଏସ କର୍ମକର୍ତ୍ତା, ଦାବି ପତ୍ରରେ କହିଲେ…

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜର କେତେକ ଅଞ୍ଚଳରେ ବନ୍ୟପ୍ରାଣୀ ବିପଦରେ ପଡୁଛନ୍ତି। ବନ୍ୟପ୍ରାଣୀମାନେ ବିଶେଷ କରି ହାତୀ ଜଙ୍ଗଲରୁ ବାହାରି ଲୋକଙ୍କ ବ୍ୟାପକ କ୍ଷତି କରୁଛନ୍ତି। କେତେକ ଅଞ୍ଚଳରେ ଜଙ୍ଗଲ କ୍ଷୟ ହେଉଛି।…

ସାର ଅଭାବୀ ବିକ୍ରି: ୭୫୦ ଚାଷୀ ପାଇଁ ଆସିଲା ମାତ୍ର ଏତିକି ପ୍ୟାକେଟ୍‌, ପଡିଲେ ଚିନ୍ତାରେ…

ଗଞ୍ଜାମ, ୧/୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକରେ ୧୨ ହଜାର ୮୮୪ ହେକ୍ଟର ଚାଷ ଜମିରୁ ୭୮୬ ହେକ୍ଟର ଜମିରେ ଚାଷୀ ଧାନ ଚାଷ କରୁଛନ୍ତି । ବର୍ତ୍ତମାନ ଜମିରେ ଧାନ ତଳି ବଢ଼ିବାରେ ଲାଗିଛି । ଉନ୍ନତ ଫସଲ ନିମନ୍ତେ…

ଆୟୁର୍ବେଦ ମହାବିଦ୍ୟାଳୟରେ ସର୍ବଭାରତୀୟ ପ୍ରଶିକ୍ଷଣ: ୧୫ ରାଜ୍ୟରୁ ଯୋଗଦେଲେ

ବଲାଙ୍ଗୀର,୧।୯(ସୁନିଲ କୁମାର ମହାନ୍ତି): ସ୍ଥାନୀୟ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟଓ ଚିକିତ୍ସାଳୟରେ ଏକ ସର୍ବ ଭାରତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ତଥା ରାଷ୍ଟ୍ରୀୟ ଆୟୁର୍ବେଦ ବିଦ୍ୟା ପୀଠର ମିଳିତ ଆନୁକୁଲ୍ୟରେ ସର୍ବ…

ବିଦ୍ୟୁତ୍‌ ବିଭାଗର ଅବହେଳା! ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି…

ରିଷିଡା,୧।୯ (ସୁଶାନ୍ତ ମଲ୍ଲିକ): ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ବମକ ଗାଁର ଉଦ୍ୟମ ମାଝି ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ସକାଳ…

ଖରାପ ଲାଗିଲେ ବି ସତ: ପୁରୁଷଙ୍କ ପାଖରେ ଅଛି ଏଭଳି…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ପୁରୁଷଙ୍କୁ ନେଇ ବହୁତ କଥା କହିଛନ୍ତି। ପୁରୁଷମାନଙ୍କର କେତେକ କଠୋର ସତ ସେ କହିଛନ୍ତି। ତାହା ଖରାପ ଲାଗିଲେ ମଧ୍ୟ ସତ। ତେବେ ସବୁ ପୁରୁଷ ଏକାପରି ହୋଇ…

ସାର ଅଭାବ, କୃଷକଙ୍କ ସମସ୍ୟା ନେଇ ବିଜେଡିର ଆନ୍ଦୋଳନ

ଛତ୍ରପୁର,୧ା୯(ଦିଲୀପ ସାମଲ): ଗଞ୍ଜାମ ଜିଲାରେ ସାର ଅଭାବ ଏବଂ କୃଷକମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଜିଲାର ବହୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri