ମଣ୍ଡଳସ୍ତରୀୟ ପରିବର୍ଦ୍ଧିତ ତଥ୍ୟ ସଂଗ୍ରହ ବ୍ୟବସ୍ଥା ସମ୍ପର୍କିତ ତାଲିମ: ଏଣିକି ଅନ୍ଲାଇନ୍ରେ ପିଲାଙ୍କ ତଥ୍ୟ ପୂରଣ ହେବ
ଜଗତ୍ସିଂହପୁର ଅଫିସ୍,୬ା୨: ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ରଙ୍କ ନାମ ଲେଖାଠାରୁ ଆରମ୍ଭ କରି ବିଦ୍ୟାଳୟ ଛାଡିବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଫାଇଲ୍ରେ ରଖାଯାଉଛି। ଯଦ୍ଦ୍ବାରା ଅଯଥା କାଗଜପତ୍ର କାମ ସାଙ୍ଗକୁ ଅନେକ କିଛି ତ୍ରୁଟି ପରିଲକ୍ଷିତ ହେଉଛି। କିନ୍ତୁ ଏଣିକି ସେଭଳି ଆଉ ହେବନାହିଁ।…
ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ବୈଠକ: ‘ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚୁ’
ଜଗତ୍ସିଂହପୁର ଅଫିସ୍,୬ା୨: ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ଯୋଜନାଗୁଡିକ ଲୋକଙ୍କ ନିକଟରେ ପହଞ୍ଚିବା ଦରକାର। ଏଥିରୁ ଯେପରି କେହି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ। ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍ଭାବନା ସଭାଗୃହରେ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ…
ପ୍ରସ୍ତାବିତ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ପ୍ରକଳ୍ପ ବିରୋଧରେ ଗଣଧାରଣା ଜାରି: ସମର୍ଥନ ଜଣାଇଲେ ୪ ସଙ୍ଗଠନ
ଏରସମା,୬ା୨(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ଜିରାଇଲୋ ପଞ୍ଚାୟତର ଶରବା ଗ୍ରାମ ନିକଟରେ ହେବାକୁ ଥିବା ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପକୁ ବିରୋଧକରି ଭିଟାମାଟି ସୁରକ୍ଷା ସମିତି ଦେଇଥିବା ଧାରଣା ବୁଧବାର ୧୬ଦିନରେ ପହଞ୍ଚତ୍ଛି। ପ୍ରଶାସନ ଆନ୍ଦୋଳନକାରୀଙ୍କ ଦାବିକୁ ଗୁରୁତ୍ୱ ନ ଦେବା ଓ…
ବ୍ରାଉନସୁଗାର କାରବାରକୁ ନାହିଁ ଲଗାମ: ଥାନା, ଫାଣ୍ଡି, ମନ୍ଦିର ସମ୍ମୁଖରେ ଚାଲିଛି ବିକ୍ରି
ନୟାଗଡ଼ ଅଫିସ,୬ା୨: ଖୋର୍ଦ୍ଧା ପରେ ନୟାଗଡ଼ ଜିଲା ଏବେ ବ୍ରାଉନସୁଗାର ବ୍ୟବସାୟୀଙ୍କ କବ୍ଜାରେ। ଜିଲାର ବିଭିନ୍ନ ଥାନା, ଫାଣ୍ଡି, ମନ୍ଦିର, ଶିକ୍ଷାନୁଷ୍ଠାନ ସମ୍ମୁଖରେ ବ୍ରାଉନସୁଗାର ବିକ୍ରି ହେଉଛି। କାରବାର ବଢ଼ାଇବା ପାଇଁ ବେକାର ଯୁବକ, ଗରିବ ଲୋକଙ୍କୁ ଏଥିରେ ନିୟୋଜିତ କରାଯାଉଛି।…
୩୭ବର୍ଷରେ ଶ୍ରୀସନ୍ଥ: ୬ ବର୍ଷ ଡେଟିଂ ପରେ ଭୁବନେଶ୍ୱରୀ କୁମାରୀଙ୍କୁ କରିଥିଲେ ବିବାହ
ମୁମ୍ବାଇ,୬।୨: ଭାରତୀୟ କ୍ରିକେଟର ଶାନ୍ଥାକୁମାରନ୍ ଶ୍ରୀସନ୍ଥ ଗୁରୁବାର ୩୭ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୩ ଫେବୃୟାରୀ ୬ରେ କେରଳର କୋଥାମଙ୍ଗଳମ୍ଠାରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ ପଡ଼ିଆରେ ବେଶ୍ ସଫଳତା ହାସଲ କରିପାରି ନ ଥିବା ଶ୍ରୀସନ୍ଥ ମ୍ୟାଚ୍ ଫିକ୍ସିଂ ମାମଲାରେ ଜଡିତ…
ଚାଷ ଛଡାଇ ନେଲା ଚିନିକଳ: ବୁଡିବାକୁ ବସିଛି ଆଖୁଚାଷ
ନୟାଗଡ଼ ଅଫିସ,୬ା୨: ନୟାଗଡ଼ ଜିଲାର ପାରମ୍ପରିକ ଅର୍ଥକରୀ ଫସଲ ଆଖୁଚାଷ ଏବେ ବୁଡିବାକୁ ବସିଛି। କାହିଁ କେଉଁ କାଳରୁ ଏଠାକାର ଚାଷୀ ଆଖୁ ଚାଷ କରି ଘଣା ବୁଲାଇ ଗୁଡ କରିଆସୁଥିଲେ। ଚିନିକଳ ହେବା ପରେ ୧୯୮୦ ପରଠାରୁ ଗୁଡକୁ ଭୁଲି…
ବେକାରମୁକ୍ତ ମୟୂରଭଞ୍ଜ ଗଠନ ପାଇଁ ଦାବିପତ୍ର
ବାରିପଦା ଅଫିସ, ୬ା୨- ଅଣରାଜନୈତିକ ଯୁବ ସଂଗଠନ ଭଞ୍ଜ ସେନା ପକ୍ଷରୁ ବୁଧବାର ବେକାରମୁକ୍ତ ମୟୂରଭଞ୍ଜ ଗଠନ ଦାବିରେ ଜିଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଛି। ସେନାର ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଏକାଧିକ କର୍ମୀ ବେକାରମୁକ୍ତ…
ପ୍ରତିଦିନ ଖାଆନ୍ତୁ ୧୦୦ ଗ୍ରାମ ପନିର୍, ମିଳିବ ଏହିସବୁ ଫାଇଦା
ପନିର ଖାଇବାକୁ ଯେତିକି ସ୍ବାଦିଷ୍ଟ ଶରୀର ପାଇଁ ମଧ୍ୟ ସେତିକି ଉପକାରୀ। ପନିରରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, କ୍ୟାଲସିୟମ, ଫସଫରସ୍ ଭରପୂର ମାତ୍ରାରେ ଥାଏ। ରନ୍ଧା ପନିର ଅପେକ୍ଷା କଞ୍ଜା ପନିର ଖାଇବା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ୧୦୦ ଗ୍ରାମ…
ଦୁର୍ଘଟଣାରୁ ବର୍ତ୍ତିଲା ବସ୍, ୫୦ ପର୍ଯ୍ୟଟକ ସୁରକ୍ଷିତ
ଦାରିଙ୍ଗବାଡ଼ି/ ସୋରଡା, ୫।୨(ଡି.ଏନ.ଏ.) -କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଗାଜଲବାଡ଼ି ୯ ନଂ.ଘାଟି ବୁଲାଣୀ ରାସ୍ତାରେ ବୁଧବାର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛି ଏକ ଘରୋଇ ବସ୍। ୫୦ପର୍ଯ୍ୟଟକଙ୍କୁ ନେଇ ଏହି ବସ୍ ଦାରିଙ୍ଗବାଡିରୁ ଭୁବନେଶ୍ୱର ଫେରୁଥିଲା। ସୂଚନାପ୍ରକାରେ, ଭୁବନେଶ୍ୱରରୁ ଏକ ଘରୋଇ ବସ୍…
ବସ୍ଷ୍ଟାଣ୍ଡରେ ମିଳିବ ଶପିଂ ମଲ୍, ମଲ୍ଟିପ୍ଲେକ୍ସ ସୁବିଧା
ଭୁବନେଶ୍ୱର, ୫ା୨(ବ୍ୟୁରୋ): ରାଜ୍ୟର ସମସ୍ତ ବସ୍ଷ୍ଟାଣ୍ଡଗୁଡ଼ିକର ଉନ୍ନତୀକରଣ ହେବ। ସେଠାରେ ଶପିଂ ମଲ୍ କରାଯିବାକୁ ଯୋଜନା ଥିବାବେଳେ ଆବଶ୍ୟକସ୍ଥଳେ ବଡ଼ ବସ୍ଷ୍ଟାଣ୍ଟଗୁଡ଼ିକରେ ମଲ୍ଟିପ୍ଲେକ୍ସର ବ୍ୟବସ୍ଥା ମଧ୍ୟ କରାଯିବ। ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବାକୁ ଲକ୍ଷ୍ୟ ରଖି ବସ୍ଷ୍ଟାଣ୍ଡଗୁଡ଼ିକରେ ଏଭଳି ଅତ୍ୟାଧୁନିକ ସୁବିଧାସୁଯୋଗ…
ଶ୍ୱଶୁରଙ୍କ ଆକ୍ରମଣରେ ଜ୍ୱାଇଁ ଗୁରୁତର
ପରଜଙ୍ଗ, ୫।୨(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ମାଣିକମରା ଗ୍ରାମରେ ମଙ୍ଗଳବାର ରାତିରେ ଶ୍ୱଶୁର ଘର ଲୋକଙ୍କ ମରଣାନ୍ତକ ଆକ୍ରମଣରେ ଜ୍ୱାଇଁ ଗୁରୁତର ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଆକ୍ରମଣର ଶିକାର ହୋଇଛନ୍ତି ଯାଜପୁର ଜିଲା…
ବଲାଙ୍ଗୀର ସିଲେଟକାନୀରେ ଶିଶୁବଳି ସନ୍ଦେହ
ବଲାଙ୍ଗୀର ଅଫିସ/ଦେଓଗଁ।, ୫ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗଁ। ଥାନା ଅନ୍ତର୍ଗତ ସିଲେଟକାନୀ ଗଁ। ନିକଟ ସୋନଗଡ ନଦୀ କୂଳରୁ ବୁଧବାର ଜଣେ ନାବାଳକଙ୍କ ମୁଣ୍ଡଗଣ୍ଡି ବିଚ୍ଛିନ୍ନ ଅସ୍ଥିକଙ୍କାଳ, ଶାର୍ଟପ୍ୟାଣ୍ଟକୁ ପୋଲିସ ଉଦ୍ଧାର କରିଛି। ଉକ୍ତ ଅସ୍ଥିକଙ୍କାଳ ଓ ଶାର୍ଟପେଣ୍ଟ ୧୪ ଦିନ…
Archives


