ବଳୟାକାର ସୂର୍ଯ୍ୟୋପରାଗ
ସୂର୍ଯ୍ୟୋପରାଗ କେବଳ ଅମାବାସ୍ୟା ତିଥିରେ ସଂଘଟିତ ହୋଇଥାଏ। ମାତ୍ର ସମସ୍ତ ଅମାବାସ୍ୟାରେ ସୂର୍ଯ୍ୟୋପରାଗ ଘଟି ନ ଥାଏ। କୌଣସି ଅମାବାସ୍ୟା ତିଥିରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସମତଳରେ ଅବସ୍ଥାନ କରିଥାନ୍ତି। ମାତ୍ର କେତେକ ଅମାବାସ୍ୟାରେ ଏ ତିନି ମହାକାଶୀୟ…
ଜୀବନସାଥୀ ଖୋଜିବା ପାଇଁ ୩୩ ହଜାର ଟଙ୍କା ଖର୍ଚ୍ଚରେ ହୋର୍ଡିଂ ଲଗାଇଲେ ଯୁବକ
ଜୀବନରେ ଉପଯୁକ୍ତ ସାଥୀଟିଏ ପାଇଁ ସମସ୍ତେ ଚେଷ୍ଟିତ ଥାନ୍ତି। ଆଜିକାଲି ସାଥୀ ଖୋଜିବା ପାଇଁ ବିଭିନ୍ନ ପ୍ରକାର ମ୍ୟାଟ୍ରିମୋନିଆଲ୍ ସାଇଟ୍ ମଧ୍ୟ ଉପଲବ୍ଧ ହେଲାଣି। କିନ୍ତୁ ଇଂଲଣ୍ଡ ଜଣେ ଯୁବକ ସାଥୀଟିଏ ପାଇବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେ…
ମେୟର ପଦବୀ: ନିର୍ବାଚନ ଲଢୁଛନ୍ତି ୨ କୁକୁର ଏବଂ ଛେଳି
ଓ୍ବର୍ମାଣ୍ଟୋ, ୩।୨: ମଣିଷ ନିର୍ବାଚନ ଲଢ଼ିଥାନ୍ତି। ତେବେ କୌଣସି ପ୍ରାଣୀ ନିର୍ବାଚନ ଲଢ଼ିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଆମେରିକାର ଉତ୍ତର ପୂର୍ବରେ ଥିବା ଓ୍ବର୍ମାଣ୍ଟୋ ସହରରେ ମେୟର ପଦବୀ ପାଇଁ ୩ ପ୍ରାଣୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।…
ଖାଉଟି ଠକେଇ
ନବରଙ୍ଗପୁର ଜିଲାରେ ଖାଉଟି ଠକାମିର ଶିକାର ହେଉଛନ୍ତି। ଏବେ ବି ଜିଲାରେ ମାଣ ଓ ଅଡା କାରବାର ହାଟ ବଜାରରେ ଦେଖିବାକୁ ମିଳୁଛି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଖାଉଟି ସଚେତନତା ଏଯାଏ ଆସି ନାହିଁ। ଫଳରେ ଚାଉଳ…
ଏଏପିକୁ ଟାର୍ଗେଟ କଲେ କପିଲ
ନୂଆଦିଲ୍ଲୀ,୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ନେତାମାନେ ପରସ୍ପର ମଧ୍ୟରେ ସେତେ ଦୋଷ ଲଦାଲଦି ହେଉଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ କପିଲ ମିଶ୍ରା ପୁଣିଥରେ ଆମ ଆଦମୀ ପାର୍ଟି(ଏଏପି)କୁ ଟାର୍ଗେଟ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନ୍ଆଇକୁ ଦେଇଥିବା…
ପୁଣି ଅଶାନ୍ତ ଜାମିଆ ପରିସର
ନୂଆଦିଲ୍ଲୀ,୩।୨: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ବିଳମ୍ବିତ ରାତିରେ ପୁଣି ଗୁଳି ଫୁଟିଛି। ଫଳରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗେଟ୍ ନମ୍ବର ୫ରେ ଗୁଳି ଫୁଟିବାର ଶବ୍ଦ ଶୁଭିବା ପରେ ନାଗରିକତା ସଂଶୋଧନ ଆଇନ(ସିଏଏ)…
ହଟାଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା: ୩୫୦୦ ଲୋକ ହେଲେ ସ୍ଥାନାନ୍ତର
ରୋମ୍,୩।୨: ଇଟାଲୀର ଭେନିସ୍ରେ ଏକ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମାକୁ ହଟାଯାଇଛି। ଏଥିପାଇଁ ୩୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବୋମାକୁ ନିଷ୍କ୍ରିୟ କରି ସମୁଦ୍ରରେ ଭସାଇ ଦିଆଯାଇଛି। ବୋମାକୁ ନିଷ୍କ୍ରିୟ କରିବା ସମୟରେ ସ୍ଥାନୀୟ ମାର୍କୋପୋଲୋ ବିମାନ ବନ୍ଦରରେ…
ସ୍ବାଗତ ଅପେକ୍ଷାରେ ମୋଗଲ ଗାର୍ଡେନ
ନୂଆଦିଲ୍ଲୀ,୩।୨: ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଏବେ ସଜେଇ ହୋଇ ଅତିଥିଙ୍କୁ ସ୍ବାଗତ କରିବାକୁ ଅପେକ୍ଷା ରଖିଛି। ଫେବୃୟାରୀ ୫ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଏହା ଆଗନ୍ତୁକଙ୍କୁ ସ୍ବାଗତ କରିବ ବୋଲି ଜଣାପଡିଛି। ଏଠାରେ ପ୍ରାୟ ୧୦ ହଜାରୁ ଅଧିକ ଟ୍ୟୁଲିପ,…
ବଲିଉଡ୍ରେ ଓ୍ବାହିଦା ରେହମାନଙ୍କୁ ଏହି ଅଭିନେତା ଦେଇଥିଲେ ବ୍ରେକ୍
ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ରର ପପୁଲାର ଓ ବରିଷ୍ଠ ଅଭିନେତ୍ରୀ ଓ୍ବାହିଦା ରେହମାନ ସୋମବାର ୮୨ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନ ଅବସରରେ ବଲିଉଡ୍ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଶୁଭେଚ୍ଛୁଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ୧୯୩୮ ଫେବୃୟାରୀ ୩ରେ ତାମିଲନାଡୁରେ…
ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରଥମଥର ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ ମୋଦି
ନୂଆଦିଲ୍ଲୀ,୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ପ୍ରଚାର ମଇଦାନୁ ଓହ୍ଲାଇଛନ୍ତି ଷ୍ଟାର ପ୍ରଚାରକମାନେ। ସୋମବାର ପ୍ରଥମଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଦିଲ୍ଲୀର କାରକାରଡୁମାଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ଅପରାହ୍ନ…
ବୁଦ୍ଧିମତ୍ତା ବଢ଼ାଏ ସୁନିଦ୍ରା
ଜଣେ ବ୍ୟକ୍ତି ରାତିରେ ଅତିକମ୍ରେ ୭-୮ ଘଣ୍ଟା ଶୋଇବା ଦରକାର। ହେଲେ ଅନେକଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇ ନ ଥାଏ। ନିକଟରେ ୟୁନିଭର୍ସିଟି ଅଫ୍ ଓ୍ବାଶିଂଟନର ବିଶେଷଜ୍ଞମାନେ ନିଦ୍ରାକୁ ନେଇ କରିଥିବା ଏକ ଗବେଷଣାରୁ ରୋଚକ ତଥ୍ୟ ଜାଣିପାରିଛନ୍ତି। ସଦ୍ୟ…
ହସ୍ପିଟାଲରୁ ଲୁଚି ପଳାଇଲେ ଚାଇନା ଫେରନ୍ତା ଛାତ୍ର: ଲୋକେ ଭୟଭୀତ
ଭୋପାଳ,୩।୨: ମଧ୍ୟପ୍ରଦେଶ ଛତରପୁରର ନୌଗାଁଓ ଅଞ୍ଚଳରେ ଚାଇନରୁ ଫେରିଥିବା ଜଣେ ଛାତ୍ରଙ୍କୁ କରୋନାଭାଇରସ ସଂକ୍ରମଣର ଆଶଙ୍କା କରି ଭର୍ତ୍ତି କରାଯାଇଥିଲା। ହେଲେ ସେ ହଠାତ୍ ହସ୍ପିଟାଲରୁ ଲୁଚି ପଳାଇବା ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ପ୍ରାୟ…
Archives


