Home Left

ଦିଲ୍ଲୀ ଜୟ ପାଇଁ ୨୪୦ ଏମ୍‌ପିଙ୍କୁ ଭାଜପାର କଡ଼ା ନିର୍ଦ୍ଦେଶ: ୪ ଦିନ ରହିବେ ବସ୍ତିରେ

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ହାତେଇବା ପାଇଁ ଭାଜପା ପକ୍ଷରୁ ୨୪୦ ଏମ୍‌ପିଙ୍କ ଲାଗି କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ଏମ୍‌ପିମାନେ ଆସନ୍ତା ୪ ଦିନ ଧରି ଦିଲ୍ଲୀରେ ରହିବାକୁ ହାଇକମାଣ୍ଡ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ବସ୍ତିକୁ…

ସ୍ୟାଣ୍ଡଓ୍ବିଚ୍‌ ଚୋରି କରି ୯ କୋଟି ଟଙ୍କା ରୋଜଗାର କରୁଥିବା ଯୁବକଙ୍କ ଚାକିରି ଗଲା

ସ୍ୟାଣ୍ଡ୍‌ଓ୍ବିଚ୍‌ ଚୋରି କରି ଚାକିରି ହରାଇଛନ୍ତି ଜଣେ ଯୁବକ। ୩୧ ବର୍ଷୀୟ ପାରସ୍‌ ଶାହ ନାମକ ଏହି ଯୁବକ ଜଣେ ମିଲେନିୟର ଟ୍ରେଡର୍‌। ଆଫ୍ରିକା ଏବଂ ୟୁରୋପରେ ଥିବା ସିଟିଗ୍ରୁପ୍‌ କମ୍ପାନୀ ଅଧୀନରେ ସେ କାମ କରୁଥିଲେ। ତାଙ୍କ ବାର୍ଷିକ ରୋଜଗାର…

ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ପ୍ରସ୍ତାବ ପାରିତ କଲା ଦେଶର ପ୍ରଥମ ଗାଁ

ଅହମ୍ମଦନଗର,୪।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ବିରୋଧରେ ମହାରାଷ୍ଟ୍ରର ଏକ ଗାଁରେ ପ୍ରସ୍ତାବ ପାରିତ ହୋଇଛି। ଅହମ୍ମଦନଗର ଜିଲାରେ ଥିବା ଇସ୍ଲାକ୍‌ ଗାଁରେ ଏଭଳି କରାଯାଇଛି। ଗାଁରେ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର୍‌)କୁ ମଧ୍ୟ ବିରୋଧ କରାଯାଇଛି। ଗାଁର…

ପାଖେଇ ଆସୁଛି ସମୟ: ଖୁବ୍‌ଶୀଘ୍ର ମୋଦି ସରକାରଙ୍କୁ ରାମ ମନ୍ଦିର ଟ୍ରଷ୍ଟର ଘୋଷଣା କରିବାକୁ ପଡିବ

ନୂଆଦିଲ୍ଲୀ,୪।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରାୟ ୩ ମାସ ହେବ ସୁପ୍ରିମକୋର୍ଟ ରାୟ ଦେଇ ସାରିଛନ୍ତି। ହେଲେ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା)ର ମୋଦି ସରକାର ରାମ ମନ୍ଦିର ଟ୍ରଷ୍ଟର ଘୋଷଣା କରିପାରିଲେ ନାହିଁ। ଏବେ ରାମ ମନ୍ଦିର…

ଶେଷ କେମୋ ଭିଡିଓ ଶେୟାର କରି ରାତାରାତି ଷ୍ଟାର୍‌ ପାଲଟିଲେ ମହିଳା

କ୍ୟାନସ୍‌ର ବା କର୍କଟ ଏକ ମାରାତ୍ମକ ରୋଗ। ପ୍ରାରମ୍ଭିକ ସ୍ଥିତିରେ ଏହାର ନିରାକରଣ ସମ୍ଭବପର ହୋଇଥିଲେ ମଧ୍ୟ ରୋଗ ବଢିଗଲେ ଏହାର ନିଦାନ ଅନେକ କ୍ଷେତ୍ରରେ ସମ୍ଭବ ହୋଇ ନ ଥାଏ। ଫଳରେ ରୋଗୀଟି ମୃତ୍ୟୁବରଣ କରିଥାଏ। କ୍ୟାଟି ହେଲେଣ୍ଡ ନାମକ…

ଲେମ୍ବୁ ଚଟଣୀ

ଆବଶ୍ୟକ ସାମଗ୍ରୀ ଲେମ୍ବୁ ୪ଟି, ଜୀରା ଏକ ଚାମଚ, ହେଙ୍ଗୁ ସାମାନ୍ୟ, କଳା ଲୁଣ ଅଧା ଚାମଚ, ଲାଲ ଲଙ୍କା ଅଧା ଚାମଚ, ଲୁଣ ଏବଂ ଚିନି ସ୍ବାଦାନୁସାରେ। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଲେମ୍ବୁଗୁଡିକୁ ଛୋଟ ଛୋଟ କାଟି ସେଥିରୁ ମଞ୍ଜି…

ଧୋନୀ ମର୍ସିଡିଜ୍‌, ମନୀଷ ପାଣ୍ଡେ ଅଲଟୋ କାର୍‌

ନୂଆଦିଲ୍ଲୀ, ୪।୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜକୁ ଭାରତ ୫-୦ରେ କ୍ଲିନ୍‌ସୁଇପ୍‌ କରିଛି। ଏହି ଐତିହାସିକ ବିଜୟ ପରେ କେ.ଏଲ. ରାହୁଲ ଏବଂ ରୋହିତ ଶର୍ମାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତର ଏହି ବିଜୟରେ ଉଭୟଙ୍କ ଯୋଗଦାନ ଥିବା ଆଲୋଚନା…

ଘରେ ମଶା ହେଉଥିଲେ

ଧୀରେ ଧୀରେ ଶୀତ କମିବା ସହ ମଶାଙ୍କ ସଂଖ୍ୟା ବଢୁଛି, ଯାହାକୁ ରୋକିବା ଲାଗି ସାଧାରଣତଃ ମଶାମରା କଏଲ୍‌, ଲିକ୍ୱିଡ୍‌, ହିଟ୍‌ ଆଦି ବ୍ୟବହାର କରାଯାଉଛି। ହେଲେ ଏସବୁରୁ ନିର୍ଗତ ବିଷାକ୍ତ ଧୂଆଁ ସ୍ବାସ୍ଥ୍ୟୋପକାରୀ ନୁହେଁ। ତେଣୁ ଆପଣ ଚାହିଁଲେ ଘରେ…

ରୁହନ୍ତୁ ଟ୍ୟାନ୍‌ ଫ୍ରି

ଏଦିନେ ଅଧିକ ସମୟ ସୂର୍ଯ୍ୟକିରଣରେ ରହିବାକୁ ଅନେକଙ୍କୁ ଭଲ ଲାଗୁଥିବାରୁ ତ୍ୱଚାରେ ସନ୍‌ବର୍ନ ବା ଟ୍ୟାନିଂ ସମସ୍ୟା ଦେଖାଦିଏ। ଏହାକୁ ଦୂର କରିବା ଲାଗି ଅନେକେ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି। ଯଦି ଆପଣ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି…

ଓଭାରିଆନ୍‌ କ୍ୟାନ୍‌ସର, ଏକ ନୀରବ ଦସ୍ୟୁ

ନୀରବତା ହେଉଛି ପୃଥିବୀର ସବୁଠାରୁ ବଳିଷ୍ଠତମ ଭାଷା ଏବଂ ନିର୍ବାକ୍‌ ଶତ୍ରୁ ହେଉଛି ପୃଥିବୀର ସବୁଠାରୁ ଶକ୍ତିଶାଳୀ ଶତ୍ରୁ, ଯିଏ ଶବ୍ଦଟିଏ ମଧ୍ୟ ଉଚ୍ଚାରଣ ନ କରି ଶରୀରର ଚରମ କ୍ଷତି ପହଞ୍ଚାଇ ଥାଏ। ଠିକ୍‌ ସେହିଭଳି ମହିଳାଙ୍କ ଶରୀରର ଏକ…

ଏଠି ବୁକ୍‌ ଷ୍ଟୋରରେ ବହି ସହ ମିଳନ୍ତି ବିଲେଇ

ସମସ୍ତେ ପ୍ରାୟ ବୁକ୍‌ ଷ୍ଟୋରକୁ ବହି କିଣିବା ପାଇଁ ଯାଇଥାଆନ୍ତି। ହେଲେ କାନାଡାରେ ଏମିତି ଏକ ବୁକ୍‌ ଷ୍ଟୋର ରହିଛି ଯେଉଁଠି ଗ୍ରାହକ ବହି ସହ ଚାହିଁଲେ ବିଲେଇ ମଧ୍ୟ ଘରକୁ ଆଣିପାରିବେ। ଓଟିସ୍‌ ଆଣ୍ଡ କ୍ଲିମେଣ୍ଟାଇନ୍ସ ବୁକ୍ସ ଆଣ୍ଡ କଫି(Otis…

ମାସ୍କ ପିନ୍ଧି ନ ଥିବାରୁ ମହିଳାଙ୍କୁ ଧରିଲା ପୋଲିସ

ବେଜିଂ,୪।୨: ଚାଇନାରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ଖେଳିଯାଇଛି। ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ଚାଇନାରେ ୪୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଚାଇନା ସରକାର ଏହି ଭୂତାଣୁ ନ ବ୍ୟାପିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି ସମସ୍ତଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri