Home Left

ଆଜିଠୁ ଓଜେଇଇ ଆବେଦନ

ଭୁବନେଶ୍ୱର, ୬ା୨(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୦ ପାଇଁ ଗୁରୁବାରଠାରୁ ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୨୦ରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ଛାତ୍ରୀଛାତ୍ରମାନେ ojee.nic.in ଓ୍ବେବସାଇଟ୍‌ରୁ ଆଡମିଟ୍‌ କାର୍ଡ…

ରନ୍‌ ଓ୍ବେରେ ୩ ଖଣ୍ଡ ହେଲା ବିମାନ: ୧ ମୃତ, ୧୨୦ ଆହତ

ଅଙ୍କାରା,୬।୨: ତୁର୍କିର ପେଗାସସ ଏୟାର ଲାଇନ୍ସର ଏକ ବିମାନ ବୁଧବାର ଇସ୍ତାନବୁଲର ସବିହା ଗୋକେନ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ସମୟରେ ରନ୍‌ ଓ୍ବେରେ ଖସି ଯିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନଟି ୩ ଖଣ୍ଡ ହୋଇଯାଇଛି। ତେବେ ବିମାନରେ ଥିବା…

ଥରେଇଲା ବର୍ଷା, କୋହଲା ପବନ

ଭୁବନେଶ୍ୱର,୬ା୨(ବ୍ୟୁରୋ): କୋହଲା ପବନ ସାଙ୍ଗକୁ ବର୍ଷା ଦେହ ମୁଣ୍ଡ ଥରାଇ ଦେଇଛି। ଗତ ଦୁଇଦିନ ହେବ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଆକାଶରେ ବାଦଲ ଘୋଡ଼ାଇ ରଖିବା ସହ ତୁହାକୁ ତୁହା ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ଛତିଶଗଡ଼ ଏବଂ ଆଭ୍ୟନ୍ତରୀଣ…

ଗୋଟିଏ ଟ୍ରାଫିକ୍‌ରେ ଅଟକିଲା ସଲମାନ-ଅର୍ଜୁନଙ୍କ କାର୍‌, ତା’ ପରେ କ’ଣ ହେଲା ଜାଣନ୍ତୁ

ମୁମ୍ବାଇ: ସଲମାନ୍‌ ଖାଁ ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ତିକ୍ତତା ଦୀର୍ଘଦିନରୁ ଲାଗିରହିଛି। ଏପରିକି କେହି କାହାର ଛାଇ ଦେଖିପାରନ୍ତି ନାହିଁ। କିନ୍ତୁ ବୋନି କପୁରଙ୍କ ସହ ସଲମାନଙ୍କ ଭଲ ପଡ଼େ। ସଲମାନ୍‌ ଏବଂ ଅର୍ଜୁନ ବେଳେବେଳେ କେଉଁଠି ନା କେଉଁଠି…

ସରୋଗେଟ୍‌ ମାଆ ପାଇଁ ନ ରହୁ କଟକଣା

ନୂଆଦିଲ୍ଲୀ,୬ା୨(ଆଇଏଏନ୍‌ଏସ୍‌): ସରୋଗେଟ୍‌ ମାଆ ହେବା ପାଇଁ କଟକଣା ରହିବା ଉଚିତ ନୁହେଁ। ଯେକୌଣସି ମହିଳା ଚାହିଁଲେ ସେମାନଙ୍କୁ ଏଥିପାଇଁ ଅନୁମତି ମିଳିବା ଉଚିତ ବୋଲି ରାଜ୍ୟ ସଭା ଚୟନ କମିଟି ସୁପାରିସ୍‌ କରିଛି। କେବଳ ସମ୍ପର୍କୀୟ ମହିଳା ସରୋଗେଟ ମାଆ ହୋଇପାରିବେ…

ସଜ୍ଜାଦ ଲୋନ୍‌ ଅଟକମୁକ୍ତ ପରେ ଗୃହବନ୍ଦୀ

ଶ୍ରୀନଗର,୬ା୨: ଜମ୍ମୁ-କଶ୍ମୀରର ଦୁଇ ପ୍ରମୁଖ ରାଜନେତା ସଜ୍ଜାଦ ଲୋନ୍‌ ଓ ଓ୍ବାହିଦ ପାରାଙ୍କୁ ବୁଧବାର ଅଟକମୁକ୍ତ କରାଯିବା ପରେ ତାଙ୍କୁ ପ୍ରଶାସନ ଗୃହବନ୍ଦୀ ରଖିଛି। ଗତବର୍ଷ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ସହ ଏହି ନେତାମାନଙ୍କୁ ଅଟକ ରଖାଯାଇଥିଲା।…

ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା ପ୍ରଥମ ଦାନ

ନୂଆଦିଲ୍ଲୀ,୬।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଗଠନ କରାଯାଇଥିବା ଟ୍ରଷ୍ଟକୁ ଦାନ ମିଳିବା ଆରମ୍ଭ ହୋଇଛି। ମୋଦି ସରକାର ନବ ଗଠିତ ଟ୍ରଷ୍ଟକୁ ମନ୍ଦିର ନିର୍ମାଣ କରିବା ପାଇଁ ଏକ ଟଙ୍କା ଦାନ ଦେଇଥିବା ସୂଚନା ମିଳିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର…

ମହିଳାଙ୍କ ମୁହଁରେ ହସ ଫୁଟାଉଛି ଗୋଲାପି ବସ୍‌, ଏଥିରେ ରହିଛି ଅନେକ ସୁବିଧା

ପୁଣେ ସହରରେ ଗୋଲାପି ରଙ୍ଗର ବସ୍‌ ମହିଳାଙ୍କ ମୁହଁରେ ବେଶ୍‌ ହସ ଫୁଟାଇଛି। କାରଣ ଏଥିରେ ମହିଳାଙ୍କ ପାଇଁ ଶୌଚାଳୟ, କ୍ୟାଣ୍ଟିନ୍‌, ଫିଡିଂ ରୁମ୍‌ ଏବଂ ପିଲାଙ୍କ ସାନିଟାରୀ ନାପ୍‌କିନ୍‌ର ସୁବିଧା ରହିଛି। ବର୍ତ୍ତମାନ ଭିଡ଼ ଏବଂ ଲମ୍ବା ଯାତ୍ରାକୁ ନେଇ…

ଜନ୍ମର ୩୦ ଘଣ୍ଟା ପରେ କରୋନାଭାଇରସରେ ପୀଡିତ ହେଲେ ନବଜାତକ

ବେଜିଂ,୬।୨: ଚାଇନାରେ ମହାମାରୀର ରୂପ ନେଇଥିବା କରୋନାଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ହେଲେ ଚାଇନାରେ ଏହାର ଭୟାବହତା କେତେ ତାହା ସେଠାକାର ମୃତ୍ୟୁହାର ଓ ଆକ୍ରାନ୍ତଙ୍କୁ ଦେଖି ସହଜରେ ଅନୁମାନ କରାଯାଇ ପାରୁଛି। ତେବେ ଗର୍ଭସ୍ଥ ସନ୍ତାନ ମଧ୍ୟ…

ଗୁପ୍‌ଚୁପ୍‌ ପ୍ରସ୍ତୁତ କରୁଛନ୍ତି ଧୋନୀ

ଭାରତକୁ ୨ଟି ବିଶ୍ୱକପ୍‌ ବିଜୟୀ କରାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। କ୍ରିକେଟ ଖେଳୁ ନ ଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କ ଫଟୋ ହେଉ…

କହ୍ନେୟା କୁମାରଙ୍କ କାର୍‌କୁ ଆକ୍ରମଣ

ନୂଆଦିଲ୍ଲୀ,୬ା୨: ସିପିଆଇ ନେତା କହ୍ନେୟା କୁମାରଙ୍କ ଉପରେ ବିହାରରେ ବୁଧବାର ଟେକାମାଡ଼ ହୋଇଛି। ପାଟନାରୁ ୨୫୦ କି.ମି. ଦୂର ସୁପାଉଲଠାରେ ସେ କାର୍‌ରେ ଯାଉଥିବାବେଳେ କେତେଜଣ ବ୍ୟକ୍ତି ଆକ୍ରମଣ କରିଥିଲେ। ଜେଏନ୍‌ୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାର ସୁପାଉଲରୁ…

କେ. ପରାଶରନ୍‌ ହେବେ ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ

ନୂଆଦିଲ୍ଲୀ/ଲକ୍ଷ୍ନୌ,୬ା୨: ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ବିବାଦ ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରିଥିବା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ କେ. ପରାଶରନ୍‌ (୯୨) ରାମ ମନ୍ଦିର ନିର୍ମାଣ ପାଇଁ ଗଠନ ହେବାକୁ ଯାଉଥିବା ଟ୍ରଷ୍ଟର ମୁଖ୍ୟ ହେବେ ବୋଲି ଜଣାପଡିଛି। ଶ୍ରୀରାମ ଜନ୍ମଭୂମି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri