Home Left

ଭାଲିଆଗୋଚ୍ଛା ନୃସିଂହ ମନ୍ଦିରରେ ୨ ଗରୁଡପକ୍ଷୀ

ସୋରଡା,୫ା୨(ଡି.ଏନ୍‌.ଏ.): ବ୍ଲକର ସୋରଡା ଆସିକା ରାସ୍ତା ଭାଲିଆଗୋଚ୍ଛା ନୃସିଂହ ମନ୍ଦିରରେ ବୁଧବାର ମଧ୍ୟାହ୍ନରେ ୨ଟି ଗରୁଡା ପକ୍ଷୀ କେଉଁଆଡୁ ଆସି ପହଁଞ୍ଚତ୍ଥିଲେ। ବିରଳ ଗରୁଡ ପକ୍ଷୀ ବିଷ୍ଣୁଙ୍କ ବାହନ ହୋଇଥିବାରୁ ପକ୍ଷୀ ୨ଟିକୁ ପୂଜାରୀ ଦେଖି ପୂଜା କରିଥିଲେ। ଭକ୍ତମାନେ ମଧ୍ୟ…

ଡିଫେନ୍ସ ଏକ୍ସପୋରେ ବନ୍ଧୁକ ଉଠାଇଲେ ମୋଦି

ଲକ୍ଷ୍ନୌ,୫।୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବୁଧବାର ଡିଫେନ୍ସ ଏକ୍ସପୋ ଆୟୋଜିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଆଧୁନିକ ଅସ୍ତ୍ରଶସ୍ତ୍ରର ଅନୁଧ୍ୟାନ କରିଥିଲେ। ସେଠାରେ କେବଳ ସେ ଅସ୍ତ୍ରଶସ୍ତ୍ରର ଅନୁଧ୍ୟାନ କରି ନ ଥିଲେ ବରଂ ଭର୍ଚୁଆଲ ଶୁଟିଂ ରେଞ୍ଜର…

ଆନ୍ଦୋଳନରୁ ଓହରିଲେ ରାଜସ୍ବ ଅମଲା, କ୍ଷେତ୍ର କର୍ମଚାରୀ

ଭଣ୍ଡାରିପୋଖରୀ,୫।୨(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ଏବଂ ଆର୍‌ଆଇ ରାମନାରାୟଣ ସାମଲଙ୍କୁ ବାଲିମାଫିଆଙ୍କ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ରାଜସ୍ବ ଅମଲା ଓ କ୍ଷେତ୍ର କର୍ମଚାରୀମାନେ ମଙ୍ଗଳବାରଠାରୁ କଲମଛାଡ଼ ଆନ୍ଦୋଳନ କରିଥିଲେ। ବୁଧବାର ଦ୍ୱିତୀୟ ଦିନରେ କର୍ମଚାରୀଙ୍କ…

ନାବାଳିକାଙ୍କୁ ଅପହରଣ କରି ବିବାହ ଘଟଣା: ଜେଲ ଗଲେ ଅଭିଯୁକ୍ତ ସ୍ବାମୀ

ରୂପ୍‌ସା,୫।୨(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରି ବିବାହ କରିଥିବା ଅଭିଯୋଗରେ ସିଂଲା ଥାନା ପୋଲିସ ଶୁକଦେବ ମଲିକ (୩୦)ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁ…

ହାର୍ଟ ଅପରେଶନ କରିବେ ଲେହମ୍ୟାନ

ସିଡ୍‌ନୀ, ୫।୨ (ଏଏଫ୍‌ପି): ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର୍‌ ତଥା କୋଚ୍‌ ଡାରେନ ଲେହମ୍ୟାନ ହାର୍ଟ ବାଇପାସ ଅପରେସନ କରିବେ। ବୁଧବାର ଛାତିରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଷ୍ଟ୍ରେଲିଆର ଏହି ଲୋକପ୍ରିୟ କ୍ରିକେଟର୍‌ଙ୍କ ବୁଧବାର ୫୦ତମ…

ନ୍ୟୁଜିଲାଣ୍ଡ ଗସ୍ତରେ ଭାରତର ପ୍ରଥମ ପରାଜୟ

ହାମିଲଟନ, ୫।୨(ପି.ଟି.): ଟି୨୦ ସିରିଜ୍‌ରେ ୫-୦ରେ ବିଜୟୀ ହୋଇ କ୍ଲିନ୍‌ ସୁଇପ୍‌ କରିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତ ଦିନିକିଆ ସିରିଜରେ କିନ୍ତୁ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ…

ପୁଣି ପରଭେଶଙ୍କ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସିଲାଣି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ କସରତ କରୁଥିବା ବେଳେ ନିର୍ବାଚନୀ ପ୍ରଚାରକୁ ମଧ୍ୟ ଜୋରଦାର କରାଯାଇଛି। ଇତିମଧ୍ୟରେ ଭାଜପାର ଏମ୍‌ପି ପରଭେଶ ବର୍ମାଙ୍କ ଉପରେ ନିର୍ବାଚନ କମିଶନ ବୁଧବାର ପୁଣି ଥରେ କଟକଣା…

ମାଲକାନଗିରି ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ: ଜିଲାର ବିକାଶରେ ଗଣପର୍ବର ଭୂମିକା ଗୁରୁତ୍ୱପୂର୍ଣ୍ଣ

ମାଲକାନଗିରି,୫ା୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ପଞ୍ଚାୟତ ସମିତି ତରଫରୁ ବୁଧବାର ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହୋଇଛି। ପୂର୍ବାହ୍ନରେ ନିକଟସ୍ଥ ସତୀଗୁଡା ଜଳଭଣ୍ଡାରର ଚମ୍ପାଖାରୀ ଗ୍ରାମ ଦୁର୍ଗା ମନ୍ଦିର ଘାଟରୁ ପବିତ୍ର ଜଳ ସଂଗ୍ରହ କରାଯାଇଥିଲା। ଶତାଧିକ ମହିଳା ପୁରୁଷ…

ସାମ୍ନାକୁ ଆସିଲା ରାମମନ୍ଦିର ଟ୍ରଷ୍ଟର ପ୍ରଥମ ସଦସ୍ୟଙ୍କ ନାମ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଗଠିତ ହୋଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟରେ ୧୫ଜଣ ଟ୍ରଷ୍ଟି ରହିବେ। ବୁଧବାର ଏନେଇ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ…

ଦିନକ ପୂର୍ବରୁ ବନ୍ଦ ହେଲା ଚାଇନାରୁ ଆସିଥିବା ବରଙ୍କ ବିବାହ

ଥିରୁଭାନନ୍ଥମପୁରମ୍‌,୫।୨: ସାରା ବିଶ୍ୱରେ କରୋନାଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ଚାଇନାରେ ଏହାର ମୃତ୍ୟୁ ସଂଖ୍ୟା ୪୯୦କୁ ଛୁଇଁଛି। ଆଉ ୨୪ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଭଳି ସ୍ଥିତିରେ ଚାଇନାକୁ ଯିବା ଓ ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।…

କେଶ ଝଡୁଛି କି…ଆପଣାନ୍ତୁ ଏଭଳି କିଛି ଘରୋଇ ଉପଚାର

ପରିବର୍ତ୍ତିତ ଜୀବନଶଳୀ, ପ୍ରଦୂଷଣ, ଖାଦ୍ୟପେୟରେ ଅନିୟମିତତାର ପ୍ରଭାବ କେଶ ଉପରେ ପଡ଼ିଥାଏ। ଏ ନେଇ କେଶ ଧଳାହେବା ସହ ଛିଡ଼ିବା ଭଳି ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟା ସାଧାରଣରେ ପରିଣତ ହୋଇଛି। ଏହା ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି କମ୍‌ ବୟସର…

ଆସିମଙ୍କୁ ମନେ ପକାଇ ହିମାଂଶୀଙ୍କ ଭାବବିହ୍ବଳ ପୋଷ୍ଟ

ବମ୍ବେ: ବିଗ୍‌ବସ୍‌ର ନୂଆ ଲର୍ଭବର୍ଡ ଆସିମ-ହିମାଂଶୀକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା। ଗୋଟିଏ ପଟେ ଆସିମଙ୍କ ପରିବାର ହିମାଂଶୀକୁ ପସନ୍ଦ କରୁନାହାନ୍ତି ତ ଅନ୍ୟପକ୍ଷେ ପ୍ରଶଂସକମାନେ ମଧ୍ୟ ତାଙ୍କ ଉପରେ ଏକରକମ ଖପ୍ପା। ହେଲେ ଏସବୁ ଭିତରେ ଆସିମଙ୍କୁ ମନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri