ଏସ୍ସିବି ପୁନର୍ବିନ୍ୟାସ: ଜୋବ୍ରା ଅଞ୍ଚଳରେ ଉଚ୍ଛେଦ ବେଳେ ପ୍ରତିବାଦ
କଟକ ଅଫିସ,୬।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍ସିବି)ର ନବକଳେବର ଲାଗି ଗୁରୁବାର ଜୋବ୍ରା ଅଞ୍ଚଳରେ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଛି। ଇଲେକ୍ଟ୍ରି ଅଫିସଠାରୁ ଚୂନଭାଟି ଗଳି ଏବଂ ନାଳକଡ଼ ରାସ୍ତାରୁ ଉଚ୍ଛେଦ କରାଯାଉଥିବା ବେଳେ ସ୍ଥାନୀୟ ଲୋକେ…
ବାର୍ହା ଫାଶରେ ପଡ଼ି ଯୁବକ ଗୁରୁତର
ଲୋଇସିଂହା,୬।୨(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସିଆଲବାହାଲି ଗାଁରେ ବିଛାଯାଇଥିବା ବାର୍ହା ଫାଶରେ ପଡ଼ି ଜଣେ ଯୁବକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ସେ ହେଲେ ସିଆଲବାହାଲି ଗାଁର ଭିକାରି ଧରୁଆ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା…
ଆସନ୍ତା ୧୦ ଯାଏ ବର୍ଷା: କ୍ଷତିଗ୍ରସ୍ତ ହେବ ରବି ଫସଲ, ପନିପରିବା ଚାଷ
ଭୁବନେଶ୍ୱର,୬।୨(ବ୍ୟୁରୋ): ଛତିଶଗଡ଼ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୁରୁବାରଠାରୁ ୧୦ ତାରିଖ ଯାଏ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ଯାଏ ଉତ୍ତର କେନ୍ଦ୍ରୀୟ ଓ…
ଦିନ ଗଣୁଛନ୍ତି ତାପସୀ
ତାପସୀ ପାନ୍ନୁ ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। ସେପଟେ ଦିନ ଯେତିକି ପାଖେଇ ଆସୁଛି ତାଙ୍କର ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ହେଲେ କ’ଣ ପାଇଁ ସେ ଦିନ ଗଣୁଛନ୍ତି ଜାଣିବେନି ? କଥା କ’ଣ କି ତାଙ୍କ…
ସୁସ୍ଥ ହେଲେ ଥାଇଲାଣ୍ଡର ପ୍ରଥମ କରୋନାଭାଇରସ ଆକ୍ରାନ୍ତ
ବ୍ୟାଙ୍କକ୍,୬।୨: କରୋନାଭାଇରସରେ ଆକ୍ରାନ୍ତ ଥିବା ଥାଇଲାଣ୍ଡର ପ୍ରଥମ ବ୍ୟକ୍ତି ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଥାଇଲାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରୀ। ତାଙ୍କୁ ହସ୍ପିଟାଲରୁ ଘରକୁ ଯିବାକୁ ଅନୁମତି ମିଳିଛି। ୫୦ ବର୍ଷୀୟ ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଟ୍ୟାକ୍ସି ଡ୍ରାଇଭର। ସେ…
୧୬ ବର୍ଷ ବାଳକ ହାତେ ଉଚ୍ଚା କାଠରେ ତିଆରି କଲେ ୪୦୦ ବର୍ଷ ପୁରୁଣା ଦରବାର ସାହିବ ମଡେଲ
ଭଟିଣ୍ଡା,୬।୨: ପ୍ରତିଭା କେବେ ମଧ୍ୟ ଲୁଚି ରହେନା। ପଞ୍ଜାବର ଜଣେ ୧୬ ବର୍ଷ ବୟସ୍କ ବାଳକଙ୍କ ପ୍ରତିଭା ଏବେ ତାଙ୍କୁ ଗିନିଜ୍ ବୁକ୍ରେ ସ୍ଥାନୀତ କରିଛି। ଭଟିଣ୍ଡା ଜିଲାର ମୈଡ଼ ମଣ୍ଡିରେ ବାସ କରୁଥିବା ଆକାଶ ହାତେ ଉଚ୍ଚା କାଠରେ ୪୦୦…
ସାବାସ ଆମୀର
ଆମୀର ଖାନ୍ଙ୍କ ନାୟକ ଭାବରେ ବଲିଉଡ୍ କ୍ୟାରିୟର ଆରମ୍ଭ ହୋଇଥିଲା ‘କୟାମତ୍ ସେ କୟମତ୍ ତକ୍’ରୁ। ନାୟକ ଭାବେ କେବଳ ସେ ନୁହନ୍ତି ନାୟିକା ଭାବରେ ଜୁହି ଚାଓ୍ବଲାଙ୍କୁ ମଧ୍ୟ ଏଥିରେ ବ୍ରେକ୍ ମିଳିଥିଲା। ଫିଲ୍ମଟି ମଧ୍ୟ ସୁପରହିଟ୍ ହୋଇଥିଲା। ଇତି…
ଏପ୍ରିଲ ପହିଲାରୁ ହାଉସ୍ ଲିଷ୍ଟିଂ
ଭୁବନେଶ୍ୱର,୬ା୨(ବ୍ୟୁରୋ): ୨୦୨୧ ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କେନ୍ଦ୍ରର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ରାଜ୍ୟର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସହଯୋଗରେ ଏହି ପ୍ରକ୍ରିୟା ସମ୍ପାଦନ କରାଯିବ। ଏହି କ୍ରମରେ ଆସନ୍ତା ଏପ୍ରିଲ ପହିଲାରୁ ୩୦ ସେପ୍ଟେମ୍ବର…
ବର୍ଷା ପାଇଁ ଭିତରକନିକା ମହୋତ୍ସବ ୧୪କୁ ଘୁଞ୍ଚିଲା
ରାଜନଗର , ୬ା୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ନଳିତାପାଟିଆ ଠାରେ ଆସନ୍ତା ୭ରୁ ୯ ତାରିଖ ପର୍ଯ୍ୟନ୍ତ ଭିତରକନିକା ମହୋତ୍ସବ ଅନୁଷ୍ଠିତ ହେବାକୁ ଥିଲା। ଏଥିପାଇଁ ଟେଣ୍ଟ ବନ୍ଧା କାମ ଚାଲିଥିଲା। ଜିଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ମରାଯାଇଥିଲା।…
ଆୟୋଜକ ପାକିସ୍ତାନୀ ବୋଲି ଆମେରିକା ଇଭେଣ୍ଟ୍ ରଦ୍ଦ କଲେ ସଲମାନ୍
ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଆମେରିକାର ହ୍ୟୁଷ୍ଟନ ସହରରେ ଆୟୋଜିତ ହେବାକୁ ଥିବା ଏକ ଲାଇଭ୍ ଇଭେଣ୍ଟରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ଏହି ଇଭେଣ୍ଟକୁ ପାକିସ୍ତାନ ନାଗରିକ ରେହାନ ସିଦ୍ଦିକ ନାମକ ଜଣେ ବ୍ୟକ୍ତି ଆୟୋଜିତ କରୁଥିବାରୁ ସଲ୍ଲୁ ଏଭଳି…
ଆ-ଲା କ୍ୟୁବ୍
ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ନିରାମିଷ ସୁସ୍ବାଦୁ ବ୍ୟଞ୍ଜନ ପରଷିବା ଲକ୍ଷ୍ୟ ନେଇ ସମ୍ବଲପୁର ଏସ୍ଆର୍ଆଇଟି କଲୋନୀଠାରେ ଅତ୍ୟାଧୁନିକ କେଏଫ୍ଜି ରେସ୍ତୋରଁା ଶୁଭାରମ୍ଭ ହୋଇଛି। ଏଠାରେ ମୁଖ୍ୟତଃ ଅଥେଣ୍ଟିକ୍ ସାଉଥ ଇଣ୍ଡିଆନ, ଇଣ୍ଡିଆନ, କଣ୍ଟିନେଣ୍ଟାଲ, ତନ୍ଦୁରି, ଚାଇନିଜ୍, ଏକ୍ସକ୍ଲୁସିଭ୍ ଚାଟ, ଫେସିନେଟେଡ୍ ମକ୍ଟେଲ୍ ପ୍ରଭୃତି…
ଗାଈ ମାରିଲେ ବାଘକୁ ବି ଦିଆଯାଉ ଦଣ୍ଡ: ଗୋଆ ବିଧାୟକ
ପଣଜୀ,୬।୨: ଗୋଆ ବିଧାନସଭାରେ ଏନ୍ସିପି ନେତାଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାକୁ ଆସିଛି। ବୁଧବାର ବିଧାନସଭା ଅଧିବେଶନରେ ବାଘ ଶିକାରକୁ ନେଇ ଆଲୋଚନା ହେଉଥିବା ସମୟରେ ଏନ୍ସିପି ନେତା ଚର୍ଚ୍ଚିଲ ଆଲେମାଓ କହିଥିଲେ ବାଘ ଗାଈ ଶିକାର କଲେ ତାକୁ ମନୁଷ୍ୟଙ୍କ…
Archives


