୧୬ ବର୍ଷ ବାଳକ ହାତେ ଉଚ୍ଚା କାଠରେ ତିଆରି କଲେ ୪୦୦ ବର୍ଷ ପୁରୁଣା ଦରବାର ସାହିବ ମଡେଲ
ଭଟିଣ୍ଡା,୬।୨: ପ୍ରତିଭା କେବେ ମଧ୍ୟ ଲୁଚି ରହେନା। ପଞ୍ଜାବର ଜଣେ ୧୬ ବର୍ଷ ବୟସ୍କ ବାଳକଙ୍କ ପ୍ରତିଭା ଏବେ ତାଙ୍କୁ ଗିନିଜ୍ ବୁକ୍ରେ ସ୍ଥାନୀତ କରିଛି। ଭଟିଣ୍ଡା ଜିଲାର ମୈଡ଼ ମଣ୍ଡିରେ ବାସ କରୁଥିବା ଆକାଶ ହାତେ ଉଚ୍ଚା କାଠରେ ୪୦୦…
ସାବାସ ଆମୀର
ଆମୀର ଖାନ୍ଙ୍କ ନାୟକ ଭାବରେ ବଲିଉଡ୍ କ୍ୟାରିୟର ଆରମ୍ଭ ହୋଇଥିଲା ‘କୟାମତ୍ ସେ କୟମତ୍ ତକ୍’ରୁ। ନାୟକ ଭାବେ କେବଳ ସେ ନୁହନ୍ତି ନାୟିକା ଭାବରେ ଜୁହି ଚାଓ୍ବଲାଙ୍କୁ ମଧ୍ୟ ଏଥିରେ ବ୍ରେକ୍ ମିଳିଥିଲା। ଫିଲ୍ମଟି ମଧ୍ୟ ସୁପରହିଟ୍ ହୋଇଥିଲା। ଇତି…
ଏପ୍ରିଲ ପହିଲାରୁ ହାଉସ୍ ଲିଷ୍ଟିଂ
ଭୁବନେଶ୍ୱର,୬ା୨(ବ୍ୟୁରୋ): ୨୦୨୧ ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କେନ୍ଦ୍ରର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ରାଜ୍ୟର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସହଯୋଗରେ ଏହି ପ୍ରକ୍ରିୟା ସମ୍ପାଦନ କରାଯିବ। ଏହି କ୍ରମରେ ଆସନ୍ତା ଏପ୍ରିଲ ପହିଲାରୁ ୩୦ ସେପ୍ଟେମ୍ବର…
ବର୍ଷା ପାଇଁ ଭିତରକନିକା ମହୋତ୍ସବ ୧୪କୁ ଘୁଞ୍ଚିଲା
ରାଜନଗର , ୬ା୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ନଳିତାପାଟିଆ ଠାରେ ଆସନ୍ତା ୭ରୁ ୯ ତାରିଖ ପର୍ଯ୍ୟନ୍ତ ଭିତରକନିକା ମହୋତ୍ସବ ଅନୁଷ୍ଠିତ ହେବାକୁ ଥିଲା। ଏଥିପାଇଁ ଟେଣ୍ଟ ବନ୍ଧା କାମ ଚାଲିଥିଲା। ଜିଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ମରାଯାଇଥିଲା।…
ଆୟୋଜକ ପାକିସ୍ତାନୀ ବୋଲି ଆମେରିକା ଇଭେଣ୍ଟ୍ ରଦ୍ଦ କଲେ ସଲମାନ୍
ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଆମେରିକାର ହ୍ୟୁଷ୍ଟନ ସହରରେ ଆୟୋଜିତ ହେବାକୁ ଥିବା ଏକ ଲାଇଭ୍ ଇଭେଣ୍ଟରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ଏହି ଇଭେଣ୍ଟକୁ ପାକିସ୍ତାନ ନାଗରିକ ରେହାନ ସିଦ୍ଦିକ ନାମକ ଜଣେ ବ୍ୟକ୍ତି ଆୟୋଜିତ କରୁଥିବାରୁ ସଲ୍ଲୁ ଏଭଳି…
ଆ-ଲା କ୍ୟୁବ୍
ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ନିରାମିଷ ସୁସ୍ବାଦୁ ବ୍ୟଞ୍ଜନ ପରଷିବା ଲକ୍ଷ୍ୟ ନେଇ ସମ୍ବଲପୁର ଏସ୍ଆର୍ଆଇଟି କଲୋନୀଠାରେ ଅତ୍ୟାଧୁନିକ କେଏଫ୍ଜି ରେସ୍ତୋରଁା ଶୁଭାରମ୍ଭ ହୋଇଛି। ଏଠାରେ ମୁଖ୍ୟତଃ ଅଥେଣ୍ଟିକ୍ ସାଉଥ ଇଣ୍ଡିଆନ, ଇଣ୍ଡିଆନ, କଣ୍ଟିନେଣ୍ଟାଲ, ତନ୍ଦୁରି, ଚାଇନିଜ୍, ଏକ୍ସକ୍ଲୁସିଭ୍ ଚାଟ, ଫେସିନେଟେଡ୍ ମକ୍ଟେଲ୍ ପ୍ରଭୃତି…
ଗାଈ ମାରିଲେ ବାଘକୁ ବି ଦିଆଯାଉ ଦଣ୍ଡ: ଗୋଆ ବିଧାୟକ
ପଣଜୀ,୬।୨: ଗୋଆ ବିଧାନସଭାରେ ଏନ୍ସିପି ନେତାଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାକୁ ଆସିଛି। ବୁଧବାର ବିଧାନସଭା ଅଧିବେଶନରେ ବାଘ ଶିକାରକୁ ନେଇ ଆଲୋଚନା ହେଉଥିବା ସମୟରେ ଏନ୍ସିପି ନେତା ଚର୍ଚ୍ଚିଲ ଆଲେମାଓ କହିଥିଲେ ବାଘ ଗାଈ ଶିକାର କଲେ ତାକୁ ମନୁଷ୍ୟଙ୍କ…
ପଖାଳ ଖାଇବା ଅଭ୍ୟାସରେ ପଡ଼ିଯାଇଥିଲି
ସୁନ୍ଦରଗଡ଼ ଏସ୍ପି ସୌମ୍ୟା ମିଶ୍ରା । ୨୦୧୪ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର। ଉତ୍ତରପ୍ରଦେଶର ଆମେଠିର ଜଙ୍ଗଲଟୋକ୍ରୀ ଗ୍ରାମର ସୌମ୍ୟା ଭାରତୀୟ ପୋଲିସ ପ୍ରଶାସନିକ ସେବାର ଜଣେ ସୁଦକ୍ଷା ପ୍ରଶାସିକା। ସୁନ୍ଦରଗଡ଼ ପୋଲିସ ଜିଲାର ଏସ୍ପି ଭାବେ ଦାୟିତ୍ୱ ନିର୍ବାହ…
ଫିଟ୍ନେସ୍ ପାଇଁ ସିରିୟସ୍
ବାବୁସାନ ମହାନ୍ତି। ଓଡ଼ିଆ ସିନେ ଜଗତର ଜଣେ ଆଗଧାଡ଼ିର ଅଭିନେତା। କେବଳ ଜଣେ ଅଭିନେତା ନୁହେଁ ଜଣେ ଭଲ ଗାୟକ ମଧ୍ୟ। ନିଜର ଅଭିନୀତ ଅନେକ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି, ଯାହା ସବୁ ଶ୍ରେତାଙ୍କ ହୃଦୟକୁ ଛୁଇଁଛି। ତାଙ୍କ ଅଭିନୟ…
ରେଳ ବଜେଟ: ପ୍ରାପ୍ୟ ଅନୁଯାୟୀ ଅନୁଦାନ ପାଉନି ରାଜ୍ୟ
ଭୁବନେଶ୍ୱର,୬ା୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରେଳପଥ ପକ୍ଷରୁ ବିଭିନ୍ନ ରେଳ ଜୋନ୍କୁ ଅନୁଦାନ ପ୍ରଦାନ କରାଯାଇଛି। ହେଲେ ଏହି ଅନୁଦାନ ପୂର୍ବତଟ ରେଳପଥ ତଥା ଓଡ଼ିଶା ପକ୍ଷରୁ ପ୍ରଦାନ କରାଯାଉଥିବା ରାଜସ୍ବ ତୁଳନାରେ ନଗଣ୍ୟ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ…
ସଙ୍କଟରେ ଧର୍ମନିରପେକ୍ଷତା, ନାଗରିକତ୍ୱ
ନୂଆଦିଲ୍ଲୀ,୬ା୨(ପି.ଟି.): ଦେଶରେ ଧର୍ମନିରପେକ୍ଷତା ଓ ନାଗରିକତ୍ୱ ଏବେ ସଙ୍କଟରେ ରହିଛି। କେହି ଧର୍ମନିରପେକ୍ଷତା କଥା କହିଲେ, ତାଙ୍କୁ ଦେଶବିରୋଧୀ ଆଖ୍ୟା ଦିଆଯାଉଛି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ବୁଧବାର ଏଭଳି ଭାଷାରେ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍।…
ସୋସିଆଲ ମିଡିଆ-ଆଧାର ଲିଙ୍କ୍ ପାଇଁ ପ୍ରସ୍ତାବ ନାହିଁ
ନୂଆଦିଲ୍ଲୀ,୬ା୨(ପି.ଟି.): ସୋସିଆଲ ମିଡିଆ ୟୁଜର୍ସଙ୍କ ଆକାଉଣ୍ଟଗୁଡ଼ିକୁ ଆଧାର ସହ ସଂଯୋଗ କରିବା ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। କିନ୍ତୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକରେ ଫେକ୍ ନ୍ୟୁଜ୍ ଓ ପର୍ନୋଗ୍ରାଫିକୁ ରୋକିବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ବୁଧବାର ଲୋକ ସଭାରେ…
Archives


