ଏସିଆନ ଟିମ୍ ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍: କାଜାଖସ୍ତାନଙ୍କୁ ହରାଇଲା ଭାରତ
ମାନିଲା, ୧୧ା୨ (ପି.ଟି.)- କିଡାମ୍ବି ଶ୍ରୀକାନ୍ତଙ୍କ ନେତୃତ୍ୱରେ ଭାରତ ଏଠାରେ ଚାଲିଥିବା ଏସିଆନ ଟିମ୍ ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ରେ ଏହାର ଓପନିଂ ଗ୍ରୁପ୍ ମ୍ୟାଚରେ ୪-୧ରେ କାଜାଖସ୍ତାନକୁ ପରାସ୍ତ କରିଛି। ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଶ୍ରୀକାନ୍ତ, ଲକ୍ଷ୍ୟ ସେନ୍ ଏବଂ ଶୁଭଙ୍କର…
‘ରିଙ୍କିଆ କେ ପାପା’ ଗୀତରେ ନାଚି ଖୁସି ମନାଇଲେ ଏଏପି କର୍ମକର୍ତ୍ତା, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍ ଆଦ୍ମୀ ପାର୍ଟି (ଏଏପି) ବହୁମତ ସହ ସରକାର ଗଠନ କରିବାକୁ ଯାଉଛି। ଗତ ୮ ତାରିଖରେ ଭୋଟଗ୍ରହଣ କରାଯାଇଥିବା…
ଦିଲ୍ଲୀବାସୀଙ୍କୁ କେଜ୍ରିଓ୍ବାଲ କହିଲେ ‘ଆଇ ଲଭ୍ ୟୁ’
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତ ସହ ତୃତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ଆମ୍ ଆଦ୍ମୀ ପାର୍ଟି (ଏଏପି)। ମଙ୍ଗଳବାର ଭୋଟଗଣତି ପରେ ଏଏପି ଶାସନ କରିବା ସ୍ପଷ୍ଟ ହୋଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ…
କେଜ୍ରିଓ୍ବାଲଙ୍କୁ ନବୀନଙ୍କ ଶୁଭେଚ୍ଛା
ଭୁବନେଶ୍ୱର,୧୧।୨(ବ୍ୟୁରୋ)- ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦ୍ମୀ ପାର୍ଟି (ଏଏପି) କ୍ଷମତାସୀନ ହେବାକୁ ଯାଉଛି। ଗତ ୮ ତାରିଖରେ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଏପି ବିପୁଳ ଆସନ ହାସଲ କରି ବିଜୟୀ ହୋଇଛି। ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ଅରବିନ୍ଦ କେଜ୍ରିୱାଲ…
‘ବିଗ୍ ବସ୍’ ଟ୍ରଫିର ଝଲକ ଦେଖି ପ୍ରଶଂସକ ଦିଓ୍ବାନା: ମନପସନ୍ଦ ପ୍ରତିଯୋଗୀଙ୍କ ପାଇଁ ଚାଲୁଛି କ୍ୟାମ୍ପେନ୍
ବମ୍ବେ: ଆଉ କିଛି ଦିନ ପରେ ଶେଷ ହେବ ‘ବିଗ୍ ବସ୍’। ପ୍ରଶଂସକମାନେ ବିଜେତା କିଏ ହେବ ସେ ନେଇ ଉତ୍ସାହିତ ରହିଥିବା ବେଳେ ଶୋ’ ହୋଷ୍ଟ ସଲ୍ମାନ ଖାଁ ଟ୍ରଫିର ଝଲକ ଦେଖାଇଛନ୍ତି। ଚଳିତ ସିଜିନ୍ ୧୩ତମ ହୋଇଥିବାରୁ ଟ୍ରଫିରେ…
ଟିଆର୍ପି ପାଇଁ ଆଦିତ୍ୟଙ୍କ ସହ ନେହାଙ୍କ ବିବାହ ଡ୍ରାମା!
ବମ୍ବେ: ଲୋକପ୍ରିୟ ଗାୟିକା ନେହା କକ୍କଡ଼ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହାବ୍ୟତୀତ ତାଙ୍କ କାମ ମଧ୍ୟ ହିଟ୍ ରହିଆସୁଛି। ସେ ଗୀତ ହେଉ ଅବା ନୃତ୍ୟ, ସବୁଥିରେ ନେହା ପାରଙ୍ଗମ। ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଭେଟି…
ହାତକୁ ଦୁଇହାତ ହେଲେ କାମ୍ୟା
ବମ୍ବେ: ବିବାହ ବନ୍ଧନରେ ଟେଲିଜଗତର ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ। ପ୍ରେମିକ ସଲଭ ଦାଙ୍ଗଙ୍କୁ ସେ ପଞ୍ଜାବୀ ରୀତିନୀତିରେ ବିବାହ କରିଛନ୍ତି। ଏହା କାମ୍ୟାଙ୍କ ଦ୍ୱିତୀୟ ବିବାହ। ଆଗରୁ ତାଙ୍କର ଗୋଟିଏ ଝିଅ ରହିଛି। ଅନ୍ୟପଟେ ପୁଣି ଜୀବନରେ ଖୁସି ଫେରି…
ଏସ୍ସିବି ପୁନର୍ବିନ୍ୟାସ: ବୁଧବାରଠାରୁ ଉଚ୍ଛେଦ ପ୍ରକ୍ରିୟା ଜୋରଦାର
କଟକ ଅଫିସ,୧୧।୨: ବୁଧବାରଠାରୁ ଉଚ୍ଛେଦ ପ୍ରକ୍ରିୟା ଜୋରଦାର ହେବ। ଫେବୃୟାରୀ ମଧ୍ୟରେ ଉଚ୍ଛେଦ କାର୍ଯ୍ୟ ଶେଷ କରାଯିବ। ମନ୍ଦିର ଓ ମସ୍ଜିଦ୍ ଆଦି ଉଚ୍ଛେଦ ହେବ। ପର୍ଯ୍ୟାୟକ୍ରମେ ବସ୍ତି, ବାସଗୃହ ଓ ସରକାରୀ କ୍ୱାର୍ଟର୍ସ ଭଙ୍ଗାଯିବ। ମେଡିକାଲ କଲେଜ ପରିସରରେ ଥିବା…
ଦିଲ୍ଲୀ ପରାଜୟ ପରେ ଇସ୍ତଫାକୁ ନେଇ ଦଳ କରିବ ଆତ୍ମସମୀକ୍ଷା: ମନୋଜ
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରିପାରିନାହିଁ। ଦଳର ଶୋଚନୀୟ ପରାଜୟ ପରେ ଦିଲ୍ଲୀ ଭାଜପା ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ କହିଛନ୍ତି, ଦିଲ୍ଲୀବାସୀଙ୍କ ନିଷ୍ପତ୍ତିକୁ ମଥାପାତି ଆମେ ଗ୍ରହଣ କରୁଛୁ। ଏଥିସହ ଦଳର କର୍ମକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ…
ଆଇସିସି ନିୟମ ଭାଙ୍ଗିଛନ୍ତି ୧୯ ବର୍ଷରୁ କମ୍ ବିଶ୍ୱକପ ଚାମ୍ପିୟନ ଦଳର ୩ ଖେଳାଳି
ଦୁବାଇ,୧୧।୨- ଦକ୍ଷିଣ ଆଫ୍ରିକାର ପୋଚେଫ୍ସଷ୍ଟ୍ରୁମଠାରେ ରବିବାର ଖେଳାଯାଇଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ୩ ବାଂଲାଦେଶୀ ଓ ଦୁଇ ଭାରତୀୟ ଖେଳାଳି ଆଇସିସି କୋଡ୍ ଅଫ୍ କଣ୍ଡକ୍ଟ ଭଙ୍ଗ କରିଛନ୍ତି। ଫାଇନାଲ ଜିତିବା ପରେ ଦୁଇ ଦଳର ଖେଳାଳି ସାମ୍ନାସାମ୍ନି…
ବୁଡିଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଡଙ୍ଗା: ୧୪ ମୃତ
ଢ଼ାକା,୧୧।୨: ଦକ୍ଷିଣ ବାଲାଂଦେଶ ନିକଟରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇକି ଯାଉଥିବା ଏକ ଡଙ୍ଗା ମଙ୍ଗଳବାର ସକାଳେ ବୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୭୦ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୧୪ଜଣଙ୍କ ମୃତ୍ୟୁ ହୋଇଛି। ଆଉ କେତେକ ବ୍ୟକ୍ତି ଏବେ ବି…
କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ ନଡ୍ଡା
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କ ବିଜୟ ସ୍ପଷ୍ଟ ବାରି ହୋଇପଡିଛି। କିଛି ଆସନର ଫଳାଫଳ ଆସିଥିବା ବେଳେ ଏଏପି ଏଥର ବହୁମତରେ ବିଜୟ ଲାଭ କରିବ ବୋଲି ସ୍ପଷ୍ଟ ହୋଇଛି।…
Archives


