ପୂର୍ବତନ ଡିଜିପି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ପରଲୋକ
କଟକ ଅଫିସ,୧୨।୨: ପୂର୍ବତନ ଡିଜିପି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ(୮୫)ର ହୃଦ୍ଘାତରେ ପରଲୋକ ହୋଇଯାଇଛି। କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ବାସଭବନରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟାରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ…
‘ସୋସିଆଲ ମିଡିଆରେ ବୁଲୁଛି କୋଣାର୍କ ମନ୍ଦିରର ଭ୍ରମାତ୍ମକ ଫଟୋ’
ଭୁବନେଶ୍ୱର,୧୨।୨ବ୍ୟୁରୋ):ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢ଼ି ସାଦା ପଥର ଲଗାଇବା ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ)। ଗତ କିଛିଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କୋଣାର୍କ ମନ୍ଦିରର ଫଟୋକୁ…
କନ୍ୟା ସନ୍ତାନ ଜନ୍ମ ଦେବାରୁ ମହିଳାଙ୍କୁ ପୋଡ଼ି ହତ୍ୟା
ରାଉରକେଲା ଅଫିସ,୧୨।୨:କନ୍ୟା ସନ୍ତାନ ଜନ୍ମ ଦେବାରୁ ରାଧା କୁମାରୀ(୨୪) ନାମ୍ନୀ ଜଣେ ମହିଳାଙ୍କୁ ନିର୍ଯାତନା ଦିଆଯିବା ସହ ପୋଡି ହତ୍ୟା କରାଯାଇଛି ବୋଲି ମଙ୍ଗଳବାର ଷ୍ଟିଲ ସିଟିର ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ହୋଇଛି। ପୋଲିସ ତଦନ୍ତ ଆରମ୍ଭ କରି ରାଧାଙ୍କ ସ୍ବାମୀ…
ଟ୍ରାଫିକ ଜାମ୍ରେ ଚାଲିଗଲା ଶିଶୁର ଜୀବନ
ଭୁବନେଶ୍ୱର, ୧୨।୨(ବ୍ୟୁରେ):ରାଜଧାନୀରେ ଟ୍ରାଫିକ ଜାମ୍ ଆଉ ଏକ ଜୀବନ ନେଇଛି। ରାସ୍ତା ଜାମ୍ରେ ଆମ୍ବୁଲାନ୍ସ ଫସି ରହିବାରୁ ଜଣେ ୫ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଶିଶୁ ହେଲେ ପୁରୁଣା ଭୁବନେଶ୍ୱରରେ ରହୁଥିବା…
ଛଦ୍ମ ରାଷ୍ଟ୍ରବାଦକୁ ‘ଝାଡୁ’:ଏକ ଅଙ୍କରେ ସୀମିତ ଭାଜପା, କଂଗ୍ରେସ ଏଥର ବି ମୂଳପୋଛ
ନୂଆଦିଲ୍ଲୀ,୧୨।୨ :ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି (ଏଏପି) ବିପୁଳ ବିଜୟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତୃତୀୟଥର ପାଇଁ କ୍ଷମତା ଦଖଲ କରିବାକୁ ଯାଉଛନ୍ତି। ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଶାସକ…
ବିଧାନସଭା ଷ୍ଟାଣ୍ଡିଂ କମିଟି କର୍ମକର୍ତ୍ତାଙ୍କ ଜଗତ୍ସିଂହପୁର ଗସ୍ତ: ଯୋଗାଣ ବିଭାଗ ଉପରେ ସମୀକ୍ଷା
ଜଗତ୍ସିଂହପୁର ଅଫିସ,୧୨ା୨: ବିଧାନସଭା ଷ୍ଟାଣ୍ଡିଂ କମିଟି-୬, ସବ୍କମିଟି-୪ର ଅଧ୍ୟକ୍ଷ ବିଧାୟକ ଅରବିନ୍ଦ ଢାଲିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ଜଗତ୍ସିଂହପୁର ଜିଲା ଗସ୍ତ କରିଥିଲେ। ପ୍ରଥମେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍ଭାବନା ସଭାଗୃହରେ ଜିଲାସ୍ତରୀୟ ଅଧିକାରୀଙ୍କ ସହିତ ଏକ…
ଜିଏସ୍ଟି ପୋର୍ଟାଲ ଅସୁବିଧା ଦୂର କର:ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୨-୨: ଜିଏସ୍ଟି ପୋର୍ଟାଲରେ ରହିଥିବା ବିଭିନ୍ନ ଟେକ୍ନୋଲୋଜି ଜନିତ ଅସୁବିଧା ଦୂର କରିବା ଲାଗି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଏସ୍ଟି ସଂକ୍ରାନ୍ତ ପିଟିଶନର ଶୁଣାଣି କରି ଜଷ୍ଟିସ ଆର୍ .ଏଫ୍. ନରିମାନ ଏବଂ ଜଷ୍ଟିସ ରବିନ୍ଦର ଏସ୍.ଭଟ୍ଟଙ୍କ…
ଅର୍ଥ ବ୍ୟବସ୍ଥାରେ ସୁଧାର ଆସୁଛି:ସୀତାରାମନ
ନୂଆଦିଲ୍ଲୀ,୧୨-୨: ଏବେ ଅର୍ଥ ବ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେଉଛି। ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ସରକାର ଉଠାଉଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଏହାର ଲାଭ ମିଳୁଥିବା ଦେଖାଯାଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର କହିଛନ୍ତି। ଅର୍ଥ ବ୍ୟବସ୍ଥା ଅଜ୍ଞ…
କୋଣାର୍କ ମନ୍ଦିର ମରାମତି ନାମରେ ସାଦା ପଥର ଖଞ୍ଜାଯିବା ପ୍ରସଙ୍ଗ: ସୋସିଆଲ ମିଡିଆରେ ବୁଲୁଛି ଭ୍ରମାତ୍ମକ ଫଟୋ
ଭୁବନେଶ୍ୱର,୧୧ା୨(ବ୍ୟୁରୋ)- ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢ଼ି ସାଦା ପଥର ଲଗାଇବା ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ)। ଗତ କିଛିଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କୋଣାର୍କ ମନ୍ଦିରର…
ଏସିଆନ ଟିମ୍ ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍: କାଜାଖସ୍ତାନଙ୍କୁ ହରାଇଲା ଭାରତ
ମାନିଲା, ୧୧ା୨ (ପି.ଟି.)- କିଡାମ୍ବି ଶ୍ରୀକାନ୍ତଙ୍କ ନେତୃତ୍ୱରେ ଭାରତ ଏଠାରେ ଚାଲିଥିବା ଏସିଆନ ଟିମ୍ ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ରେ ଏହାର ଓପନିଂ ଗ୍ରୁପ୍ ମ୍ୟାଚରେ ୪-୧ରେ କାଜାଖସ୍ତାନକୁ ପରାସ୍ତ କରିଛି। ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଶ୍ରୀକାନ୍ତ, ଲକ୍ଷ୍ୟ ସେନ୍ ଏବଂ ଶୁଭଙ୍କର…
‘ରିଙ୍କିଆ କେ ପାପା’ ଗୀତରେ ନାଚି ଖୁସି ମନାଇଲେ ଏଏପି କର୍ମକର୍ତ୍ତା, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍ ଆଦ୍ମୀ ପାର୍ଟି (ଏଏପି) ବହୁମତ ସହ ସରକାର ଗଠନ କରିବାକୁ ଯାଉଛି। ଗତ ୮ ତାରିଖରେ ଭୋଟଗ୍ରହଣ କରାଯାଇଥିବା…
ଦିଲ୍ଲୀବାସୀଙ୍କୁ କେଜ୍ରିଓ୍ବାଲ କହିଲେ ‘ଆଇ ଲଭ୍ ୟୁ’
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତ ସହ ତୃତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ଆମ୍ ଆଦ୍ମୀ ପାର୍ଟି (ଏଏପି)। ମଙ୍ଗଳବାର ଭୋଟଗଣତି ପରେ ଏଏପି ଶାସନ କରିବା ସ୍ପଷ୍ଟ ହୋଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ…
Archives


