ମହୁମାଛି ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକ ମୃତ
ପାଟଣା,୧୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ଡିମିରିଡିହା ଗ୍ରାମର ଜଣେ ବୃଦ୍ଧଙ୍କର ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି । ମୃତକ ହେଲେ ଅବସରପ୍ରାପ୍ତ ଶିକ୍ଷକ ଦୈତାରୀ ବେହେରା (୬୪)। ସୂଚନା ଅନୁଯାୟୀ, ଦୈତାରୀ ନିଜ ଗାଁରୁ ପାଟଣା ବଜାରକୁ…
ମାର୍ଚ୍ଚ ୧୧ରେ ଭାରତ ସ୍ବାଧିନତାର ଆଦ୍ୟ ଦୁନ୍ଦୁଭି ସ୍ମାରକୀ ଯାତ୍ରା
ପୁରୀ ଅଫିସ,୧୧।୨: ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ଆନୁକୂଲ୍ୟରେ ଭାରତୀୟ ସ୍ବାଧୀନତା ସଂଗ୍ରାମୀର ଆଦ୍ୟ ଦୁନ୍ଦୁଭି ଦ୍ବିତୀୟ ସ୍ମାରକୀ ଯାତ୍ରା ପ୍ରସ୍ତୁତି ବୈଠକ ମଙ୍ଗଳବାର ଭକ୍ତ ସାଲବେଗ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପରିଷଦ ସଭାପତି ଦିବାକର ମହାନ୍ତିଙ୍କ ସଭାପତିତ୍ୱରେ ଭାଷାବିଦ୍…
୭୫ କେଜି ଗଞ୍ଜେଇ ଜବତ, ୩ ଆନ୍ତଃ ରାଜ୍ୟ ବ୍ୟବସାୟୀ ଗିରଫ
ନୟାଗଡ଼ ଅଫିସ,୧୧।୪: ନୟାଗଡ଼ ଟାଉନ ଥାନା ପୋଲିସ ମଙ୍ଗଳବାର ଭୋର ସମୟରେ ଖୋର୍ଦ୍ଧା ରାସ୍ତାର ସତ୍ସଙ୍ଗ ବିହାରଠାରୁ ଏକ କାର ସହ ୭୫ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ପଶ୍ଚିମବଙ୍ଗ ନଦିଆ ଜିଲା ହରିଆର୍ଟ ଥାନା ନଗଡ଼…
୧୫ ମିନିଟ୍ ମଧ୍ୟରେ ଚା’ ପିଉଥିବାବେଳେ କ୍ଷମତାକୁ ଆସିଗଲା କେଜରିଓ୍ବାଲଙ୍କ ସରକାର
ନୂଆଦିଲ୍ଲୀ,୧୧।୨: ମାତ୍ର ୧୫ ମିନିଟ୍ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର କ୍ଷମତା ଦଖଲ କରିଥିବା ଖବର ପ୍ରକାଶିତ ହୋଇଛି। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣନା ଆରମ୍ଭ ହୋଇଥିଲା। ଏହାପରେ ୮ଟା ୧୫ରେ ଆମ୍ ଆଦ୍ମୀ ପାର୍ଟି(ଏଏପି) ଆଗୁଆ…
ଶ୍ରାଦ୍ଧ ବାର୍ଷିକୀ ଭୋଜି ବେଳେ ଅଘଟଣ : ଗ୍ୟାସ୍ ପାଇପ ଚୁଲାରୁ ଖସି ଅଗ୍ନିକାଣ୍ଡ, ୪ ଗୁରୁତର
ରାୟଗଡା ଅଫିସ,୧୧।୨: ରାୟଗଡ଼ାର ଡିଏଫଓ କଲୋନୀରେ ଏକ ଭୋଜି ଚାଲୁଥିବା ବେଳେ ମଙ୍ଗଳବାର ଗ୍ୟାସ ପାଇପ୍ ଚୁଲାରୁ ଖସି ଅଘଟଣ ଘଟିଛି। ଏଥିରେ ୪ ଜଣ ମହିଳା ଗୁରୁତର ହୋଇଛନ୍ତି। ସେମାନେ ହେଲେ କଳାବତୀ ମଡଙ୍ଗି, ସୁକାନ୍ତି ମିନିଆକା, ଲକ୍ଷ୍ମୀ ଙ୍କଡଗାରୀ,…
ଟି୨୦ ସିରିଜ୍ର ପ୍ରତିଶୋଧ ନେଲା ନ୍ୟୁଜିଲାଣ୍ଡ
ମାଉଣ୍ଟ ମାଙ୍ଗନୁଇ,୧୧।୨- ଟି୨୦ ସିରିଜ୍ ପରାଜୟର ମଧୁର ପ୍ରତିଶୋଧ ଦିନିକିଆ ଶୃଙ୍ଖଳାରେ ନେଇଛି ଘରୋଇ ନ୍ୟୁଜିଲାଣ୍ଡ ଦଳ। ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍କୁ ଟିମ୍ ଇଣ୍ଡିଆ ୫-୦ ବ୍ୟବଧାନରେ ଜିତିନେଇଥିଲା। ସେହିଭଳି ନ୍ୟୁଜିଲାଣ୍ଡ ୩ ଟିକିଆ ଦିନିକିଆ ମ୍ୟାଚ୍ରେ ଭାରତକୁ…
୨ ବର୍ଷ ୨ମାସରେ ୭ ରାଜ୍ୟରେ କ୍ଷମତା ହରାଇଛି ଭାଜପା
ନୂଆଦିଲ୍ଲୀ,୧୧।୨: ଗତ ୨ ବର୍ଷ ୨ମାସ ମଧ୍ୟରେ ୭ ରାଜ୍ୟରୁ ଭାଜପା ସରକାର କ୍ଷମତା ହରାଇଛି। ଏବେ ଦିଲ୍ଲୀକୁ ମିଶାଇ ୧୨ଟି ରାଜ୍ୟରେ ଅଣ ଭାଜପା ସରକାର ରହିଛନ୍ତି। ୨୦୧୭ରେ ୧୯ଟି ରାଜ୍ୟରେ ଭାଜପା ସରକାରଥିବାବେଳେ ଏବେ ତାହା କମିବାରେ ଲାଗିଛି।…
ଛାତ୍ରୀଛାତ୍ରଙ୍କ ସାଥିରେ ମଧ୍ୟାହ୍ନଭୋଜନ କଲେ ଜିଲାପାଳ
ବରଗଡ଼ ଅଫିସ,୧୧।୨: ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ମଙ୍ଗଳବାର ଭଟଲି ବ୍ଲକ ଅନ୍ତର୍ଗତ ଦେଉଲତୁଣ୍ଡାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଚାନକ ପରିଦର୍ଶନରେ ଯାଇଥିଲେ। ସେଠାରେ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କୁ ଭେଟି ପାଠପଢ଼ା ସମ୍ପର୍କରେ ପଚାରି ବୁଝିଥିଲେ। ଏହା ସହିତ…
ଇମ୍ରାନଙ୍କ ଜିଦ୍ ପାଇଁ ପିତାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ପାରିଲେନି ପୁଅ
ଇସ୍ଲାମାବାଦ,୧୧।୨: ଚାଇନାର ଉହାନ ସହରରେ ରହି ପିଏଚ୍ଡି କରୁଥିବା ପାକିସ୍ତାନର ଛାତ୍ର ହସନ ନିଜ ପିତାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ନ ପାରିବାକୁ ନେଇ ପାକିସ୍ତାନର ଇମ୍ରାନ ସରକାରଙ୍କୁ ଦାୟୀ କରିଛନ୍ତି। ଚାଇନାରେ ଏବେ କରୋନାଭାଇରସ ମହାମାରୀର ରୂପ ନେଇଥିବା ବେଳେ…
ରାତି ଅଧରେ ମୃତଦେହ ବ୍ୟବଚ୍ଛେଦ ଦାବିରେ ସମ୍ପର୍କୀୟଙ୍କ ଡାକ୍ତରଙ୍କୁ ମାଡ଼ ଅଭିଯୋଗ ଘଟଣା : ଅଭିଯୁକ୍ତଙ୍କୁ ଗିରଫ ଦାବି
ପାଟଣା,୧୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କ ମୃତଦେହ ବ୍ୟବଚ୍ଛେଦ ଦାବିରେ ସେମାନଙ୍କ ସମ୍ପର୍କୀୟ ୨ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ମାଡ଼ ମାରିଥିବା ମୃତକଙ୍କ ୩ ସମ୍ପର୍କୀୟଙ୍କୁ ଗିରଫ…
ପରାଜୟ ସ୍ବୀକାର କରି କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ କପିଳ
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖି ଭାଜତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ କପିଳ ମିଶ୍ରା ଏକପ୍ରକାର ନିଜର ପରାଜୟ ସ୍ବୀକାର କରିନେଇଛନ୍ତି। ମଡେଲ ଟାଉନ୍ ଆସନରୁ ଭାଜପା ଟିକେଟ୍ରେ ନିର୍ବାଚନ ଲଢିଥିବା କପିଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବିପୁଳ…
ପତ୍ନୀଙ୍କ ଜନ୍ମଦିନରେ କେଜରିଓ୍ବାଲଙ୍କ ବିଶେଷ ଉପହାର
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ମଙ୍ଗଳବାର ହେଉଛି ଏକ ବିଶେଷ ଦିନ। ମଙ୍ଗଳବାର ସକାଳୁ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଏଥିରେ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ବହୁମତଠାରୁ ଆଗରେ ଚାଲିଥିବା…
Archives


