Home Left

ବୁଡିଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଡଙ୍ଗା: ୧୪ ମୃତ

ଢ଼ାକା,୧୧।୨: ଦକ୍ଷିଣ ବାଲାଂଦେଶ ନିକଟରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇକି ଯାଉଥିବା ଏକ ଡଙ୍ଗା ମଙ୍ଗଳବାର ସକାଳେ ବୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୭୦ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୧୪ଜଣଙ୍କ ମୃତ୍ୟୁ ହୋଇଛି। ଆଉ କେତେକ ବ୍ୟକ୍ତି ଏବେ ବି…

କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ ନଡ୍ଡା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କ ବିଜୟ ସ୍ପଷ୍ଟ ବାରି ହୋଇପଡିଛି। କିଛି ଆସନର ଫଳାଫଳ ଆସିଥିବା ବେଳେ ଏଏପି ଏଥର ବହୁମତରେ ବିଜୟ ଲାଭ କରିବ ବୋଲି ସ୍ପଷ୍ଟ ହୋଇଛି।…

ଘର ତିଆରି ପାଇଁ ମାଟି ଖୋଳିବା ବେଳେ ମିଳିଲା ବହୁ ବର୍ଷର ପୁରାତନ ସୁଡଙ୍ଗ

ପଶ୍ଚିମବଙ୍ଗ,୧୧।୨: କଥାରେ ଅଛି ସାରୁ ଖୋଳୁ ଖୋଳୁ ମହାଦେବ। ଏହି ଉକ୍ତିଟିର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ। ଘର ନିର୍ମାଣ ପାଇଁ ମାଟି ଖୋଳୁଥିବା ବେଳେ ବହୁ ବର୍ଷର ପୁରାତନ ସୁଡଙ୍ଗ ମିଳିଥିବା ଜଣାପଡ଼ିଛି। ଏହି…

‘କଭି ଇଦ୍‌ କଭି ଦିଓ୍ବାଲି’ରେ ସଲମାନଙ୍କ ଅପୋଜିଟର ନାୟିକା ସାଜିବେ ପୂଜା

ମୁମ୍ବାଇ: ହାଉସ୍‌ ଫୁଲ୍‌-୪ ନାୟିକା ପୂଜା ହେଗଡେ ଏବେ ସଲମାନଙ୍କ ଅପୋଜିଟର ନାୟିକା ସାଜିବେ। ୨୦୨୧ ଇଦରେ ପରଦାକୁ ଆସିବାକୁ ଥିବା ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ବାଲି’ରେ ସେ ନାୟିକା ଭାବେ ନଜର ଆସିବେ ବୋଲି…

ଜନତାଙ୍କୁ ଧନ୍ୟବାଦ ଜଣାଇଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଏଏପି) ଏବେ ପର୍ଯ୍ୟନ୍ତ ହୋଇଥିବା ମତଗଣନାରେ ବହୁମତରେ ଆଗରେ ରହିଛି। ଏନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏଏପି ବିଜୟ ପଥେ ଅଗ୍ରସର କରୁଥିବାରୁ…

ବିବାହକୁ ନେଇ ମୁହଁ ଖୋଲିଲେ ସାରା

ମୁମ୍ବାଇ: ବଲିଲଡ୍‌ ଷ୍ଟାରକିଡ୍‌ ସାରା ଅଲି ଖାଁ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ଲଭ ଆଜ କଲ୍‌’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ଏହାର ଏକ ପ୍ରମୋଶନ ଇଭେଣ୍ଟରେ ଯୋଗ ଦେବା ଅବସରରେ କିଛି ପର୍ସନାଲ କଥା ମଧ୍ୟ…

ଦେଶ ଚାଲିବ‘ଜନ୍‌ କି ବାତ୍‌’ରେ ନୁହେଁ ‘ମନ୍‌ କି ବାତ୍‌’ରେ : ଉଦ୍ଧବ

ମୁମ୍ବାଇ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ପୁଣିଥରେ ବିଜୟ ଦ୍ୱାରରେ ଠିଆ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ। କିଛି ଆସନର ଫଳାଫଳ ଆସିଥିବା ବେଳେ…

ଆଶ୍‌ଲେଙ୍କୁ ଟପିଲେ ଗୁପଟିଲ

ମାଉଣ୍ଟ ମାଙ୍ଗନୁଇ,୧୧।୨- ଭାରତୀୟ ଦଳ ବିପକ୍ଷରେ ଏଠାରେ ଅନୁଷ୍ଠିତ ତୃତୀୟ ଦିନିକଆ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳର ଓପନର ମାର୍ଟିନ ଗୁପଟିଲ ୬୬ ରନ୍‌ କରିଥିଲେ। ଏଥି ସହିତ ସେ ଦେଶର ଦିନିକିଆ ଫର୍ମାଟରେ ସର୍ବାଧିକ ରନ୍‌ କରିଥିବା ଓପନର ହେବାର ରେକର୍ଡ…

ହୃଦୟ ଜିତିଲେ କେଜରିଓ୍ବାଲଙ୍କ ଫ୍ୟାନ୍‌ କୁନି ‘ମଫଲରମ୍ୟାନ’

ନୂଆଦିଲ୍ଲୀ,୧୧।୨: ଗୋଟିଏ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ପଥେ ଅଗ୍ରସର ହେଉଥିବା ବେଳେ ଅନ୍ୟପଟେ ସୋସିଆଲ ମିଡିଆରେ ଝଡ ବେଗରେ ଭାଇରାଲ ହେଉଛି କୁନି ‘ମଫଲରମ୍ୟାନ’ଙ୍କ ଫଟୋ। ଏଏପି…

ରାସ୍ତା ଜାମ୍‌ ଯୋଗୁ ଭିଡରେ ଫସିଲା ଆମ୍ବୁଲାନ୍ସ: ୫ ବର୍ଷର ଶିଶୁପୁତ୍ର ମୃତ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଟ୍ରାଫିକ୍‌ ଜାମ୍‌ ପାଇଁ ଜଣେ ଶିଶୁପୁତ୍ରଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ରାଜଭବନ ଛକରୁ ପଟିଆ ଯିବା ରାସ୍ତାର ବିଭିନ୍ନ ସ୍ଥାନରେ ଭିଡ଼ ରହିଥିବାରୁ ଶିଶୁପୁତ୍ର ଥିବା ଆମ୍ବୁଲାନ୍ସଟି ଭିଡ଼ରେ ଫସିଯାଇଥିଲା। ଫଳରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି।…

କରୋନାଭାଇରସ୍‌ରେ ସଂକ୍ରମିତ ମା’ ଜନ୍ମଦେଲେ ସୁସ୍ଥ ସନ୍ତାନ

ବେଜିଂ,୧୧।୨: ଚାଇନାରେ କରୋନାଭାଇରସ୍‌ ଏବେ ମହାମାରୀର ରୂପ ନେଲାଣି। ଚାଇନା ସହ ଅନ୍ୟ ଦେଶଗୁଡିକରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି। ଚାଇନାରେ ଏବେ ପର୍ଯ୍ୟନ୍ତ ଏଥିରେ ଆକ୍ରାନ୍ତ ହୋଇ ହଜାରେରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବା ବେଳେ ୪୨ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ…

ମୁଜାଫରପୁର ସେଲ୍‌ଟର ହୋମ୍‌ ମାମଲା: ବ୍ରଜେଶ ଠାକୁରଙ୍କୁ ଆଜୀବନ ଜେଲ

ନୂଆଦିଲ୍ଲୀ,୧୧।୨: ବିହାର ମୁଜାଫରପୁରଠାରେ ଥିବା ଏକ ସେଲଟର୍‌ ହୋମ୍‌ରେ ଝିଅମାନଙ୍କୁ ବଳାତ୍କାର ଓ ଯୌନ ଉତ୍ପିଡନ ମାମଲାର ଶୁଣାଣି ମଙ୍ଗଳବାର ଦିଲ୍ଲୀର ସାକେତ କୋର୍ଟରେ ହୋଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ କୁମାର ଠାକୁରଙ୍କୁ ଆଜୀବନ ଜେଲଦଣ୍ଡ ଘୋଷଣା କରିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri