ସ୍ଥାୟୀ ନିଯୁକ୍ତି ଦାବି: କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଲେ ମହାବିଦ୍ୟାଳୟ ଅସ୍ଥାୟୀ ଅଧ୍ୟାପକ
ବାଙ୍କୀ, ୧୨।୯ (ଶୁଭେନ୍ଦୁ ମହାପାତ୍ର) : ଓଡିଶା ରାଜ୍ୟ ବେସରକାରୀ କଟକ ଜିଲ୍ଲା କର୍ମଚାରୀ ସଂଘ ଆହ୍ବାନ କ୍ରମେ ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଅଂଶୁପା ସ୍ନାତକ ବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ମାନେ କଲମ ଛାଡ଼…
ଉପ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ: ମା’ ତାରିଣୀଙ୍କୁ ଦର୍ଶନ କରି କଲେ ପୂଜାର୍ଚ୍ଚନା
କେନ୍ଦୁଝର,୧୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଦିନିକିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପରିଡ଼ା ସଡ଼କ ପଥରେ ଆସି ଘଟଗାଁରେ ପହଞ୍ଚି ଥିଲେ। କଡ଼ା ସୁରକ୍ଷା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପରିଡ଼ା ମା’ ତାରିଣୀଙ୍କ ମନ୍ଦିର ଯାଇ ଦର୍ଶନ କରିବା…
ବ୍ୟାଟେରୀ ବିସ୍ଫୋରଣ, ବାପ-ପୁଅ ଆହତ
ବଲାଙ୍ଗୀର,୧୨ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁରୁଣା ରାଜବାଟୀ ପଡ଼ାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଇଲେକ୍ଟ୍ରି ଦୋକାନରେ ବ୍ୟାଟେରୀ କାମ କରିବା ବେଳେ ବିସ୍ଫୋରଣ ଘଟି ବାପ-ପୁଅ ଆହତ ହୋଇଛନ୍ତି। ଉଭୟଙ୍କୁ ଭୀମଭୋଇ ହସ୍ପିଟାଲରେଭର୍ତ୍ତି ହୋଇଥିଲେ। ବାପା ନାରାୟଣ ବାରିକ…
ହସ୍ପିଟାଲରେ ଜୀବନ ହାରିଲେ ନର୍ସିଂ ଛାତ୍ର
ବାଲେଶ୍ୱର,୧୨।୯(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସାଳୟରେ ଜଣେ ବିଏସ୍ସି ନର୍ସିଂ ଟ୍ରେନି ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି। ଛାତ୍ର ଜଣକ ବେକରେ ବେଡ଼ସିଟ ଲାଗାଇ ସର୍ଜରୀ ବିଭାଗର ଡ୍ରେସିଂ ରୁମ୍ରେ ଫ୍ୟାନରେ…
ରାୟଗଡ଼ା ରାଜନୀତିରେ ନୂଆ ଟୁଇଷ୍ଟ୍, ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣିଲେ ୧୯ କାଉନସିଲର
ରାୟଗଡ଼ା,୧୨ା୯(ଆଶିଷ ରଞ୍ଜନ ପଣ୍ଡା): ପୂର୍ବତନ ରାଜ୍ୟସଭା ଏମ୍ପି ଏନ୍ ଭାସ୍କର ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା ବିଜେଡି ଛାଡ଼ିବା ପରେ ବର୍ତ୍ତମାନ ରାୟଗଡ଼ା ଜିଲା ବିଜେଡିରେ ଘନେଇଛି ବିବାଦ। ଫଳସ୍ବରୂପ ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ…
ୟେଲୋବୁକ୍ ପ୍ରୋଟକଲ ଭାଙ୍ଗିଲେ ରାହୁଲ ଗାନ୍ଧୀ, କଣ ଏହା ବିରୋଧରେ ମାମଲା ରୁଜୁ କରିବ CRPF ?
ନୂଆଦିଲ୍ଲୀ,୧୨।୯: କଂଗ୍ରେସ ଏମପି ତଥା ବିପକ୍ଷ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗ ଉଠିଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଚିଠି ଲେଖି ରାହୁଲଙ୍କ ଦ୍ୱାରା ୟେଲୋବୁକ୍ ପ୍ରୋଟୋକଲ ଉଲ୍ଲଂଘନ…
ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ନୂଆଦିଲ୍ଲୀ,୧୨।୯: ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଶୁକ୍ରବାର ଧମକ ମିଳିଛି। ଦୁର୍ବୃତ୍ତମାନେ ମେଲ୍ ଯୋଗେ ଏହି ଧମକ ଦେଇଛନ୍ତି। କୋର୍ଟର ୩ଟି ରୁମ୍ରେ ୩ଟି ବୋମା ଖଞ୍ଜାଯାଇଥିବା ମେଲ୍ରେ ଉଲ୍ଲେଖ ରହିଛି। ଦିନ ୨ଟା ପୂର୍ବରୁ ବୋମା ବିସ୍ଫୋରଣ ହେବ…
Nepo-Kidsଙ୍କ ଉପରେ ଖାଲିଟାରେ ବିଗିଡ଼ି ନାହାଁନ୍ତି ନେପାଳୀ ଯୁବା, ଜାଣନ୍ତୁ ଏହା ପଛର ଅସଲ କାରଣ
କାଠମାଣ୍ଡୁ,୧୨।୯: ନେପାଳ ବର୍ତ୍ତମାନ ପ୍ରତିବାଦର କବଳରେ ଅଛି। ସରକାରଙ୍କ ଅପାରଗତା ବିରୁଦ୍ଧରେ ଲୋକଙ୍କ କ୍ରୋଧ ପ୍ରକାଶ ପାଇଛି ଏବଂ ଏକ ଦେଶବ୍ୟାପୀ ଆନ୍ଦୋଳନ ପରେ, ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି। ନେପାଳର ଯୁବକମାନେ ସରକାରରେ ପ୍ରଚଳିତ ଦୁର୍ନୀତି…
ସ୍କୁଲରେ ପ୍ରେମିକାଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ ଶିକ୍ଷକ, ଗ୍ରାମବାସୀଙ୍କୁ ଡାକିଆଣିଲେ ଛାତ୍ର, ଆଉ ତା’ପରେ…
ପାଟନା,୧୨।୯: ପାତେପୁର ଥାନା ଅଞ୍ଚଳର ବରଡିହା ତୁର୍କି ଗାଁରେ ଥିବା ବେସିକ ସ୍କୁଲରେ ଜଣେ ଶିକ୍ଷକ ତାଙ୍କ ପ୍ରେମିକାଙ୍କ ସହ ଜୋରଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ମହିଳା ଜଣକ ପ୍ରତିରୋଧ କରିବାରୁ ତାଙ୍କୁ…
Gen-Z ର ନୂଆ ଦାବି, କହିଲା ‘ଆମକୁ ଦରକାର ଯୁବା ପ୍ରଧାନମନ୍ତ୍ରୀ’, ଏବେ ଉଠୁଛି ଅନେକ ପ୍ରଶ୍ନ
କାଠମାଣ୍ଡୁ,୧୨।୯: ନିର୍ଜନ ରାତି ମଧ୍ୟରେ, Gen-Z ଆନ୍ଦୋଳନରେ ଜଳୁଥିବା ନେପାଳରେ ଏକ ନୂତନ ପ୍ରଭାତ ପାଇଁ, ଏକ ଅନ୍ତରୀଣ ସରକାର ଗଠନ ଏବଂ ଏହାର ମୁଖ୍ୟଙ୍କ ନାମ ଉପରେ ଏକ ସର୍ବଦଳୀୟ ସହମତି ହୋଇଥିଲା। Gen-Z ଗୋଷ୍ଠୀଗୁଡ଼ିକର ଦାବି ପୂରଣ କରିବା…
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏହି ସବୁ ଜିଲାରେ ଛେଚିବ, ୪୮ ଘଣ୍ଟାରେ…
ଭୁବନେଶ୍ୱର,୧୨।୯:ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା। ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ। ଏଥିସହ ସଂଲଗ୍ନ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଛତିଶଗଡ଼ ଆଡ଼କୁ…
ଝୁଲନ୍ତା ଅବସ୍ଥାରେ ମିଳିଲା ନାଏବ ସରପଞ୍ଚଙ୍କ ମୃତଦେହ, ମାମୁଙ୍କୁ ଫୋନ୍ କରି ଭାଣିଜୀ କହିଲା…
ଗୁଣୁପୁର,୧୨ା୯(ପ୍ରଦୀପ ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଡମ୍ବସରା ପଞ୍ଚାୟତର ନାଏବ ସରପଞ୍ଚଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ନାଏବ ସରପଞ୍ଚ ଜଣକ ହେଲେ ରଞ୍ଜିତା ତ୍ରିପାଠୀ। ସେ ନିଜ ଘର ପଦ୍ମପୁର ବ୍ଲକ ପେରୁପାଙ୍ଗ ଗାଁରେ ରହିଥିବା ବେଳେ ଗୁଣପୁର…
Archives


