Home Left

୬୪ ବର୍ଷିୟ ଭିଣୋଇଙ୍କ ସହ ଶାଳୀଙ୍କ ହୋଇଗଲା ପ୍ରେମ, ବନ୍ଦ ଘରେ କଲେ ଏମିତି କାମ…

ନୂଆଦିଲ୍ଲୀ,୧୨।୯: ଖଥଲ ତିଜାରା ଜିଲ୍ଲାର ଭିୱାଡି ଫେଜ। ଏହି ଅଞ୍ଚଳରେ ପୋଲିସ ଏକ ଚାଞ୍ଚଲ୍ୟକର ଘଟଣାର ଖୁଲାସା କରିଛି। ଏକ ଲୋମହର୍ଷଣକାରୀ ହତ୍ୟା ମାମଲାରେ ବବି ରାୟ (35) ନାମକ ମହିଳା ଏବଂ ତାଙ୍କ ଭିଣୋଇ ଅନୁଜ ଚୌଧୁରୀ (64)ଙ୍କୁ ପୋଲିସ…

‘ପବିତ୍ର ଶୁକ୍ରବାର ବିସ୍ଫୋରଣ ପାଇଁ…,’ ଧମକପୂର୍ଣ୍ଣ ଇ-ମେଲରେ ରହିଛି ପାକିସ୍ତାନର ନାଁ! ଜାଣନ୍ତୁ ଆଉ କ’ଣ ଲେଖା ଅଛି

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀର ସ୍କୁଲ ଏବଂ କଲେଜ ପରେ ଏବେ ହାଇକୋର୍ଟକୁ ମଧ୍ୟ ବୋମା ଧମକ ମିଳିଛି। ଦିଲ୍ଲୀ ହାଇକୋର୍ଟକୁ ଇ-ମେଲ ମାଧ୍ୟମରେ ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ ଚିଠିରେ ପାକିସ୍ତାନର ମଧ୍ୟ ଉଲ୍ଲେଖ ଅଛି। ସୂଚନାଯୋଗ୍ୟ, ଶୁକ୍ରବାର କୋର୍ଟର କାର୍ଯ୍ୟ…

ପୁଣି ଆଶ୍ଚର୍ଯ୍ୟ କଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ୨୦୨୫ରେ ଘଟିବ…

ବୁଲଗେରିଆ,୧୨।୯: ବାବା ଭେଙ୍ଗା ବୁଲଗେରିଆର ଜଣେ ମହିଳା ଥିଲେ, ଯାହାଙ୍କ ପାଖରେ ଭବିଷ୍ୟତ ବିଷୟରେ ଭବିଷ୍ୟବାଣୀ କରିବାର ଶକ୍ତି ଅଛି ବୋଲି ଦାବି କରାଯାଏ। ପ୍ରାୟ ୨୫ ବର୍ଷ ପୂର୍ବେ ତାଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ତାଙ୍କର ଭବିଷ୍ୟବାଣୀ ଏବେ ବି…

ପାଠ ପଢିବାକୁ ବାରଣ୍ଡା ଭରସା: ନୂଆ କୋଠାରେ ପଡିଛି ତାଲା

ଦାରିଙ୍ଗବାଡି, ୧୨।୯ (ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ପାଠ ପଢିବାକୁ ବାରଣ୍ଡା ଭରସା। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରକାଶ…

ଆବୁଧାବିରେ BAPS ହିନ୍ଦୁ ମନ୍ଦିର ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ ଏହା ଅସମ୍ଭବ ଚମତ୍କାର

ଆବୁଧାବି,୧୨।୯: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆବୁଧାବିର BAPS ହିନ୍ଦୁ ମନ୍ଦିର ପରିଦର୍ଶନ କରିଏହାକୁ ଏକ ‘ଅସମ୍ଭବ ଚମତ୍କାର’ ବୋଲି କହିଛନ୍ତି। ସେ ଏହାର ଆଶ୍ଚର୍ଯ୍ୟଜନକ ସୌନ୍ଦର୍ଯ୍ୟ, ସୃଜନଶୀଳତା ଏବଂ ଅନ୍ତର୍ଭୁକ୍ତିକରଣକୁ ପ୍ରଶଂସା କରିଥିଲେ ଏବଂ ଏହି ଐତିହାସିକ ପ୍ରକଳ୍ପକୁ…

ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ! ମାଡି ଆସୁଛି…

ଭୁବନେଶ୍ୱର,୧୨।୯: ୨୦୨୫ ଶେଷରେ ଓଡ଼ିଶାରେ ବାତ୍ୟା! ୨୦୨୫ ଶେଷରେ ଓଡ଼ିଶାରେ ବାତ୍ୟା ଆଶଙ୍କା। ଅକ୍ଟୋବର ଶେଷରେ ଓଡ଼ିଶାରେ ପଡ଼ିପାରେ ଲା ନିନାର ପ୍ରଭାବ। ବିଶ୍ୱ ପାଣିପାଗ ସଂସ୍ଥାନର ଆକଳନ ଅନୁସାରେ ଡିସେମ୍ବର ଯାଏ ଜଳବାୟୁ ପ୍ରକ୍ରିୟା ଲାନିନାର ସକ୍ରିୟତା ଚିନ୍ତା ବଢାଇଛି…

ବଦଳିଲା ପ୍ରସିଦ୍ଧ ବାଲିଯାତ୍ରା ନାଁ

କଟକ,୧୨।୯: ବଦଳିଗଲା ୧୦୦୦ ବର୍ଷର ଐତିହାସିକ ସହରର ଭିନ୍ନ ପରିଚୟ ବାଲିଯାତ୍ରାର ନାଁ। ନଭେମ୍ବର ୫ରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରାର ନାଁକୁ ଚଳିତ ବର୍ଷ ବଦଳାଇ ଦିଆଯାଇଛି। ଏଥର କଟକ ବାଲିଯାତ୍ରା ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ’। ଜିଲାପାଳଙ୍କ…

ଶୋଇଥିବା ବେଳେ ଛାତ୍ରଙ୍କ ଆଖିରେ ଫେବିକୁଇକ ଅଠା ଲଗାଇଦେଲେ ସହପାଠୀ, ତା’ପରେ…

ଫୁଲବାଣୀ, ୧୨।୯(ରାକେଶ କୁମାର ରାଉତ): ସହପାଠୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ୭ ଛାତ୍ର । ଶୋଇଥିବା ବେଳେ ଆଖିରେ ଫେବିକୁଇକ ଅଠା ମାରି ଦେଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ…

ଛଣଗିରି ସୁନା ଦୋକାନ ଲୁଟ ଘଟଣା: ପୁଣି ୨ ଅଭିଯୁକ୍ତ ଗିରଫ, ୧କେଜି ୧୩ ଗ୍ରାମ ସୁନା, ୨୨୩୧ ଗ୍ରାମ ରୂପା ଜବତ

ଖୋର୍ଦ୍ଧା,୧୨।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଛଣଗିରିସ୍ଥିତ ସାଇ ସୋନୁ ସୁନା ଦୋକାନରୁ ଲୁଟ ଘଟଣାରେ ଶୁକ୍ରବାର ପୋଲିସକୁ ପୁଣି ସଫଳତା ମିଳଛି। ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧କେଜି ୧୩ଗ୍ରାମ ସୁନା, ୨୨୩୧ ଗ୍ରାମ…

ଦନ୍ତାର ମୃତଦେହ ଠାବ: ମୃତ୍ୟୁର କାରଣ ଅସ୍ପଷ୍ଟ

ଦେବଗଡ଼,୧୨।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ରିଆମାଳ ବନାଞ୍ଚଳ ପଳସମା ସେକ୍ସନ କୋହ୍ଲବସା ପଞ୍ଚାୟତ ଅନ୍ତର୍ଗତ ଚିରଗୁଣିକୁଦର ଗ୍ରାମରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଚିରଗୁଣିକୁଦର ନୁଆଁକଟାଠାରେ ଶୁକ୍ରବାର ଏକ ଦନ୍ତାହାତୀ ମୃତ୍ୟୁ ଘଟିଥିବା ଜନସାଧାରଣ ଦେଖିଥଲେ। ସେମାନେ ବନବିଭାଗକୁ ଖବର…

ନଦୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧା, ମିଳୁନି ପତ୍ତା

ବରୀ,୧୨(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ମହାକାଳପଡ଼ା ପଂଚାୟତ ଅଧିନସ୍ଥ ନିଳାପଦା ଗ୍ରାମର ତିଲୋତ୍ତମା ସିଂ (୭୬)ବର୍ଷ ନାମକ ବୃଦ୍ଧା ବିରୂପା ନଦୀକୁ ଦିନ ୧୧ଟା ବେଳେ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବରୀ ଅଗ୍ନିଶମ…

୧୧ ବର୍ଷପରେ ଭଞ୍ଜଭବନ ପରିସର ଜବରଦଖଲ ଉଚ୍ଛେଦ କଲା ଆର୍‌ଏସପି

ରାଉରକେଲା,୧୨।୯(ସଂଗୀତା ଜେନା): ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ତ୍ତୃପକ୍ଷ ଭଞ୍ଜ ଭବନ, ଆଦର୍ଶ ପାଠାଗାର ଏବଂ ଭଞ୍ଜ କଳା କେନ୍ଦ୍ର ସମେତ ସମଗ୍ର ପରିସରକୁ ଦଖଲ କରିଛନ୍ତି। ଏହା ବହୁ ଦିନ ଧରି ଲିଜରେ ଥିଲା। ପାଠାଗାର, ସାହିତ୍ୟ ଘର, ପ୍ରେଖ୍ୟାଳୟ ଆଦିକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri