Home Left

ଭତ୍ତିଭୂମି ଅଛି, ଘୋଷଣା ହୋଇପାରୁନାହିଁ : ଘୁମୁସର ଜିଲା ଦାବିରେ ତହସିଲଦାରଙ୍କୁ ଦାବିପତ୍ରଭ

ଞ୍ଜନଗର,୧୨।୯(ବାବୁଲା ପ୍ରଧାନ): ଡିସେମ୍ବର ମାସ ସୁଦ୍ଧା ରାଜ୍ୟରେ ଗ୍ରାମ, ପଞ୍ଚାୟତ, ବ୍ଲକ, ଉପଖଣ୍ଡ ସୀମା ପୁନଃ ନିର୍ଧାରଣ କରିବାକୁ ସରକାର ଯାଉଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାର କିଛି ନୂଆ ମ୍ୟୁନିସିପାଲଟି ଓଏନଏସି ଘୋଷଣା କରିଛନ୍ତି। ଆଗକୁ ପଞ୍ଚାୟତ ଓ ବ୍ଲକ ସଂଖ୍ୟା ବଢିବ। ଏଥିସହ…

ଅର୍ଚ୍ଚନା ନାଗଙ୍କ ଘର ଆଟାଚ

ଭୁବନେଶ୍ୱର,୧୨।୯: ଅର୍ଚ୍ଚନା ନାଗଙ୍କ ଘରେ ପଶି ଆଟାଚ କଲା ଇଡି। ସତ୍ୟବିହାର ସ୍ଥିତ G+2 ବିଲ୍ଡିଂ ସହ ଆସବାବପତ୍ର ଆଟାଚ କରଥିବା ସୂଚନା ମିଳିଛି। ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧୀନରେ ଘର ଆଟାଚ ହୋଇଛି। ୨୦୨୨ ଅର୍ଥ କାରବାର ମାମଲାରେ…

କୈଳାସ ପର୍ବତ ଉପରେ ଅଦ୍ଭୁତ ଦୃଶ୍ୟ! ଭିଡିଓ ଦେଖିଲେ ବିଶ୍ୱାସ କରିବେନି…

ଭଗବାନ ଶିବଙ୍କ ନାମ ଶୁଣିବା ମାତ୍ରେ ପ୍ରଥମେ ଗୋଟିଏ ସ୍ଥାନର ନାମ ମନକୁ ଆସେ। ତାହା ହେଉଛି କୈଳାସ ପର୍ବତ, ଯାହାକୁ ଭଗବାନ ଶିବଙ୍କ ବାସସ୍ଥାନ ମଧ୍ୟ କୁହାଯାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି କୈଳାସ ପର୍ବତର ଶୃଙ୍ଗ କିପରି…

୧୦ ବର୍ଷରେ ୨ କୋଟି, ପ୍ରତି ମାସରେ କରନ୍ତୁ ଏତିକି ଟଙ୍କାର SIP…

ନୂଆଦିଲ୍ଲୀ,୧୨।୯: ଯଦି ୧୦ ବର୍ଷରେ କୋଟିଏ ଟଙ୍କା ସଞ୍ଚୟ କଥା ଉଠେ, ତାହା କେବଳ ଧନୀମାନଙ୍କ ପାଇଁ ସମ୍ଭବ ବୋଲି କୁହାଯାଏ। ହେଲେ ଏହା ଠିକ୍‌ ନୁହେଁ। କାରଣ ମ୍ୟୁଚୁଆଲ ଫଣ୍ଡର SIP (Systematic Investment Plan) ମାଧ୍ୟମରେ ଆପଣ ମଧ୍ୟ…

ରୋଷେଇ ବେଳେ ଲିକ୍‌ ହେଲା ଗ୍ୟାସ : ଜଳିଗଲା  ଝିଅ ବାହାଘର ପାଇଁ ରଖିଥିବା ଟଙ୍କା, ଗହଣା 

କୃଷ୍ଣପ୍ରସାଦ,୧୨।୯(କୈଳାଶଚନ୍ଦ୍ର ପଟନାୟକ): ପୁରୀଜିଲା କୃଷ୍ଣପ୍ରସାଦ ବ୍ଲକ ବଡ଼ ଖଟିଆକୁଦିରେ ଗ୍ୟାସ ଲିକ୍‌ ହୋଇ ୩ ବଖରା ଘର ଜଳିଯାଇଛି। ସୂଚନା ମୁତାବକ,  ଦିନ ପ୍ରାୟ ୩ଟା ସମୟରେ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ନିଆଁ…

ଏହି ଦେଶରେ AI ସମ୍ଭାଳିବେ ଶାସନ ଭାର, ଜଗିବେ ଟେଣ୍ଡର, ଲାଞ୍ଚୁଆ କହିଲେ…

ତିରାନେ,୧୨।୯: ଯଦିଓ ସାରା ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଆଲୋଚନା କେବଳ ଟେକ କମ୍ପାନୀ ଏବଂ ଗବେଷଣା ଲ୍ୟାବ ପର୍ଯ୍ୟନ୍ତ ସୀମିତ, ତଥାପି ଆଲବାନିଆ ଏହାକୁ ସିଧାସଳଖ ରାଜନୀତିର ସିଂହାସନରେ ବସାଇଛି। ପ୍ରଧାନମନ୍ତ୍ରୀ ଏଡି ରାମା ଘୋଷଣା କରିଛନ୍ତି ଯେ ତାଙ୍କ…

ଟେକଅପ ବେଳେ ଖସିପଡିଲା ବିମାନ ଚକ, ଥିଲେ ୭୫ ଯାତ୍ରୀ

ନୂଆଦିଲ୍ଲୀ,୧୨।୯: କାଣ୍ଡଲା ବିମାନବନ୍ଦରରୁ ଶୁକ୍ରବାର ଉଡ଼ାଣ ଭରିବା ସମୟରେ ସ୍ପାଇସଜେଟର ଏକ Q400 ବିମାନର ବାହ୍ୟ ଚକ ଖସି ପଡ଼ିବାରୁ ଏଥିରେ ଏକ ଅସୁବିଧା ସୃଷ୍ଟି ହୋଇଥିଲା। ବିମାନଟି ୭୫ ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇ ଅଭିମୁଖେ ଯାତ୍ରା କରିବାର ଥିଲା।…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ଫୁଲବାଣୀ, ୧୨ା୯(ରାକେଶ କୁମାର ରାଉତ): ନାବାଳିକା ବଳାତ୍କାର ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୧୬ ହଜାର ଟଙ୍କା ଜରିମାନା…

ବଡ଼ ଖବର: ଅର୍ଚ୍ଚନାଙ୍କ ଘରେ ପଶିଲା ED

ଭୁବନେଶ୍ୱର,୧୨।୯: ଅର୍ଚ୍ଚନା ନାଗଙ୍କ ଘରେ ପଶିଲା ED । ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଛାନ୍‌ଭିନ୍‌ ଚଳାଇଛନ୍ତି। ପୂର୍ବରୁ ଘର ଛାଡ଼ିବା ପାଇଁ ଇଡି ନିର୍ଦ୍ଦେଶ ଦେଇଥିଲା।ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ସୂଚନା ମିଳିଛି। ନିର୍ଦ୍ଦେଶ ଅବମାନନା…

ଟାରିଫ୍‌ ଯୁଦ୍ଧ ଭିତରେ ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌! ବିଶ୍ୱରେ ଚହଳ

ଓ୍ବାଶିଂଟନ,୧୨।୯: ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କକୁ ନେଇ ଚାଲିଥିବା ଉତ୍ତେଜନା ମଧ୍ୟରେ, ଖୁବ ଶୀଘ୍ର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଆଲୋଚନା ହେବାକୁ ଯାଉଛି। ଆସନ୍ତା ସପ୍ତାହରେ, ଏକ ଉଚ୍ଚସ୍ତରୀୟ ଆମେରିକୀୟ ପ୍ରତିନିଧିମଣ୍ଡଳ ଭାରତ ଆସିବେ, ଯେଉଁଥିରେ ଆମେରିକୀୟ ପ୍ରତିରକ୍ଷା ବିଭାଗ…

Gen-Z Protest: ୧୭ ବର୍ଷ ଏକାନ୍ତ ବାସ, ପୁଣି ଆକ୍ଟିଭ ହେଲେ ଜ୍ଞାନେନ୍ଦ୍ର…

କାଠମାଣ୍ଡୁ,୧୨।୯: ନେପାଳରେ ଜେନେରେଶନ ଜେଡ(Gen-Z )ର ପ୍ରତିବାଦ ପୂର୍ବରୁ ରାଜତନ୍ତ୍ର ସମର୍ଥକଙ୍କ ଏକ ଆନ୍ଦୋଳନ ମଧ୍ୟ ହୋଇଥିଲା ଏବଂ ଏହାକୁ ୬ ମାସ ପୂରଣ ହୋଇଛି। ସେହି ସମୟରେ ଆନ୍ଦୋଳନକାରୀମାନେ ରାଜା ଫେରି ଆସନ୍ତୁ ଏବଂ ଦେଶ ବଞ୍ଚାନ୍ତୁ ସ୍ଲୋଗାନ ଦେଉଥିବାର…

ଯଦି ଏହି କ୍ରିକେଟର୍‌ ଶତକ ନ ମାରିବେ ମୁଁ ଲଙ୍ଗଳା ହୋଇ ବୁଲିବି: କାହିଁକି ଏମିତି ଘୋଷଣା କଲେ ମାଥ୍ୟୁ ହେଡେନ

ନୂଆଦିଲ୍ଳୀ,୧୨।୯: ଆଗକୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜୁ ଖେଳାଯିବାକୁ ଅଛି। ନଭେମ୍ବରରେ ଇଂଲଣ୍ଡ ଅଷ୍ଟ୍ରେଲିଆ ଗସ୍ତ କରିବ। ଏଠାରେ ୨୧ରୁ ଆଶେସ ସିରିଜ ଆରମ୍ଭ ହେବ। ଏହି ସିରିଜ ପୂର୍ବରୁ ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ମାଥ୍ୟୁ ହେଡେନ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri