Home Left

ଶାହାଙ୍କ ଗସ୍ତକୁ ପୁରୀ ଜିଲା କଂଗ୍ରେସର ବିରୋଧ, ଇସ୍ତଫା ଦାବି କରି କୁଶପୁତ୍ତଳିକା ଦାହ

ପୁରୀ ଅଫିସ,୨୮।୨: ନାଗରିକ ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ହିଂସା ଉଗ୍ରରୂପ ଧାରଣ କରିଛି । ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇ ବର୍ତ୍ତମାନ ସୁଦ୍ଧା ୪୨ଜଣଙ୍କ ମୃତ୍ୟୁ ଘଟିଲାଣି। ଏପରିସ୍ଥିତିରେ ସିଏଏ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା…

ଷ୍ଟାଚ୍ୟୁ, ଷ୍ଟାଡିୟମ୍‌ ପରେ ଗୁଜରାଟରେ ହେବ ବିଶ୍ୱର ସବୁଠାରୁ ଉଚ୍ଚ ମନ୍ଦିର

ଅହମଦାବାଦ: ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ୍‌ ମୋଟେରା ଓ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ୍‌ ୟୁନିଟି ପରେ ଏବେ ଗୁଜରାଟରେ ସବୁଠାରୁ ଉଚ୍ଚ ମନ୍ଦିର ତିଆରି ହେବାକୁ ଯାଉଛି। ଏହା ସହିତ ଗୁଜରାଟ ଇତିହାସରେ ଆଉ ଏକ…

କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ: ଶାହାଙ୍କ କୁଶପୁତ୍ତଳିକା ଦାହ

ରାୟଗଡ଼ା ଅଫିସ,୨୮।୨: ଜିଲା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ରାୟଗଡ଼ା ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ କଂଗ୍ରେସ ପକ୍ଷରୁ ଗୃହମନ୍ତ୍ରୀଙ୍କୁ କଟାକ୍ଷ କରାଯିବା ସହ ଦିଲ୍ଲୀ ହିଂସାକାଣ୍ଡ ଏବଂ…

ସିନ୍ଧୁ, ସାଇନା, ଶ୍ରୀକାନ୍ତଙ୍କୁ ସାହାଯ୍ୟ କରିବେ କୋଚ୍‌ ସାଣ୍ଟୋସୋ

ନୂଆଦିଲ୍ଲୀ,୨୮।୨- ଇଣ୍ଡୋନେସିଆର କିମ୍ବଦନ୍ତୀ କୋଚ ଅଗୁସ ଡ୍ବି ସାଣ୍ଟୋସୋ ବହୁ ବିଶ୍ୱ ଚାମ୍ପିୟନ ଓ ଅଲିମ୍ପିକ୍ସ ପଦକଧାରୀ ଶଟଲର ସୃଷ୍ଟି କରିଛନ୍ତି। ଆଗାମୀ କିଛି ସପ୍ତାହରେ ସେ ଭାରତ ଆସିବେ। ଭାରତୀୟ ସିଙ୍ଗଲ୍ସ ଷ୍ଟାର ପି. ଭି. ସିନ୍ଧୁ, ସାଇନା ନେହ୍ବାଲ…

ନେଦରଲ୍ୟାଣ୍ଡସରେ ଚିହ୍ନଟ ହେଲେ ପ୍ରଥମ କରୋନା ଭାଇରସ ସଂକ୍ରମିତ

ଆମଷ୍ଟରଡାମ,୨୮।୨: କରୋନା ଭାଇରସ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଥିବା ବେଳେ ୟୁରୋପୀୟ ଦେଶ ନେଦରଲାଣ୍ଡସରେ ପ୍ରଥମ କରୋନା ସଂକ୍ରମିତଙ୍କ ଚିହ୍ନଟ କରାଯାଇଛି। ନେଦରଲ୍ୟାଣ୍ଡସର ତିଲବର୍ଗ ସହରରେ ରହୁଥିବା ଜଣେ ବ୍ୟକ୍ତି କିଛିଦିନ ତଳେ ଇଟାଲୀର ଲାମ୍ବାର୍ଡି ଅଞ୍ଚଳ ଗସ୍ତ କରିଥିଲେ। ଏହାପରେ…

ସରକାରୀ ସ୍କୁଲ-କଲେଜରେ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ

ମୁମ୍ବାଇ,୨୮।୨: ମହାରାଷ୍ଟ୍ରର ସରକାରୀ ସ୍କୁଲ ଓ କଲେଜରେ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷରକୁ ଉଦ୍ଧବ ସରକାରଙ୍କ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନ୍‌ସିପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ମହାରାଷ୍ଟ୍ରର ମନ୍ତ୍ରୀଥିବା ନଓ୍ବାଜ ମଲିକ କହିଛନ୍ତି ଖୁବ୍‌ଶୀଘ୍ର ଏହା ବିଧାନସଭାରେ ପାସ୍‌…

ପାନ ଛେପ ପକାଇବା ପଡ଼ିଲା ମହଙ୍ଗା: ୫୦୦ ଜରିମାନା ଗଣିଲେ ବ୍ୟକ୍ତି

ରାଉରକେଲା ଅଫିସ,୨୮।୨: ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଭିତରେ ପାନ, ଗୁଟ୍‌ଖା ଖାଇବାକୁ ଶୁକ୍ରବାରଠାରୁ ବାରଣ କରାଯାଇଛି। କର୍ମଚାରୀଙ୍କ ସହ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକ ମଧ୍ୟ ଏହି ନିୟମ ପାଳନ କରିବାକୁ ରାଉରକେଲା ପରିବହନ ଅଧିକାରୀ (ଆର୍‌ଟିଓ ) ବିଶ୍ୱରଞ୍ଜନ…

ଏକାଠି ଖାଇବେ ନବୀନ-ଶାହା: ପଞ୍ଚ ତାରକା ହୋଟେଲରୁ ଆସିଲା ପ୍ରାୟ ୫୦ ପ୍ରକାର ବ୍ୟଞ୍ଜନ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ପୂର୍ବାଞ୍ଚଳ ଜୋନ ପରିଷଦ ବୈଠକରେ ଯୋଗଦେଇଥିବା ଅତିଥିମାନେ ନବୀନ ନିବାସରେ ମଧ୍ୟାହ୍ନଭୋଜନ କରିବେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଭୋଜନରେ ସାମିଲ ହେବେ। ଏଥିଲାଗି…

ଦିଲ୍ଲୀରେ ଫେରୁଛି ଶାନ୍ତି: ରେଖା ଶର୍ମା

ନୂଆଦିଲ୍ଲୀ,୨୮।୨: ପ୍ରାୟ ୫ ଦିନ ପରେ ଦିଲ୍ଲୀରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି ବୋଲି କୁହାଯାଉଛି। ଶୁକ୍ରବାର ସକାଳେ ନ୍ୟାଶନାଲ କମିଶନ ଫର୍‌ ଓମେନ୍‌(ଏନ୍‌ସିଡବ୍ଲୁ)ର ମୁଖ୍ୟ ରେଖା ଶର୍ମା ଓ ତାଙ୍କର କେତେଜଣ ସହଯୋଗୀ ଉତ୍ତର-ପୂର୍ବ ଦିଲ୍ଲୀର ଜାଫରାବାଦ ଅଞ୍ଚଳ…

କ୍ଷୀର ପିଇବା ପୂର୍ବରୁ ଏସବୁ ଖାଇବା ମନା

କ୍ଷୀରରେ ବିଭିନ୍ନ ପ୍ରକାର ପୌଷ୍ଟିକ ଆହାର, ଭିଟାମିନ୍‌ ଏବଂ ମିନେରାଲ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କିନ୍ତୁ କ୍ଷୀର ପିଇବା ପୂର୍ବରୁ ଏମିତି କିଛି ଖାଦ୍ୟ ପାନୀୟ ରହିଛି, ଯାହାକୁ ସେବନ କଲେ ଶରୀର ଉପରେ ଏହାର…

ଆଇପିଏଲ ପାଇଁ ଅଯୋଗ୍ୟ କେକେଆର ଖେଳାଳି ପ୍ରବୀଣ

କୋଲକାତା,୨୮।୨- ଗତବର୍ଷ ଡିସେମ୍ବରରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ୪୮ ବର୍ଷୀୟ ପବୀଣ ତାମ୍ବେଙ୍କୁ କିଣିଥିଲା। ତାଙ୍କୁ ଆଇପିଏଲର ୧୩ତମ ସଂସ୍କରଣ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଏ ନେଇ ଆଇପିଏଲ ପରିଚାଳନା କମିଟି ମୁଖ୍ୟ ବ୍ରିଜେଶ…

ସମ୍ମୁଖକୁ ଆସିଲା ‘ହିରୋପନ୍ତି-୨’ର ପ୍ରଥମ ଲୁକ୍‌

ବଲିଉଡ୍‌ ଅଭିନେତା ଟାଇଗର୍‌ ଶ୍ରଫ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ତାଙ୍କ ଅଭିନୀତ ସଫଳ ଫିଲ୍ମ ‘ହିରୋପନ୍ତି’ର ଦ୍ୱିତୀୟ ପାର୍ଟ ନିର୍ମାଣ ହେବାକୁ ଯାଉଛି। ଏଥିପାଇଁ ଅଫିସିଆଲ ଆନାଉନ୍‌ସ ମଧ୍ୟ ସରିଛି। ଇତିମଧ୍ୟରେ ଫିଲ୍ମରେ ଟାଇଗରଙ୍କ ପ୍ରଥମ ଲିକ୍‌ ସମ୍ମୁଖକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri