Home Left

ପାକିସ୍ତାନକୁ ଝିଣ୍ଟିକା ଦାଉରୁ ରକ୍ଷା କରିବାକୁ ଚାଇନା ପଠାଇବ ବତକ

ଇସ୍‌ଲାମାବାଦ,୨୮।୨: ଏବେ ପାକିସ୍ତାନରେ ଝିଣ୍ଟିକା ବା ପଙ୍ଗପାଳଙ୍କ ଉପଦ୍ରବ ବହୁ ମାତ୍ରାରେ ବଢିଯାଇଛି। ଏମାନଙ୍କ ଉପଦ୍ରବ ଯୋଗଁ ବହୁ ପରିମାଣରେ ଫସଲ ହାନୀ ଘଟୁଛି। ଧିରେ ଧିରେ ଏହି ପଙ୍ଗପାଳ ଦଳ ସୀମା ଅତିକ୍ରମ କରୁଥିବା କିଛିଦିନ ତଳେ ଖବର ଆସିଥିଲା।…

ସ୍ବାସ୍ଥ୍ୟପୋକାରୀ ତ୍ରିଫଳା: ବଢ଼ାଇଥାଏ ରୋଗ ପ୍ରତିରୋଧକ କ୍ଷମତା

ତ୍ରିଫଳା, ୩ଟି ଫଳର ସମାହାର। ହରିଡ଼ା, ଅଁଳା ଏବଂ ବାହାଡ଼ା। ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ବିଭିନ୍ନ ରୋଗରୁ ଉପସମ ପାଇଁ ଏହାର ବ୍ୟବହାର କରାଯାଇଥାଏ। ତ୍ରିଫଳା ପାଚନ ପ୍ରକ୍ରିୟାଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ସହାୟକ…

ଆଗାମୀ ଫିଲ୍ମରେ ସ୍ତ୍ରୀ ରୋଗ ବିଶେଷଜ୍ଞ ହେବେ ଆୟୁଷ୍ମାନ: ବିପକ୍ଷରେ ନାୟିକା ସାଜିବେ ଓଲାୟା

ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଅଭିନୟ କ୍ୟାରିୟରରେ ସବୁବେଳେ ନୂଆ ନୂଆ ଚ୍ୟାଲେଞ୍ଚ ନେବାକୁ ପସନ୍ଦ କରିଥାନ୍ତି। ଏଥିପାଇଁ ସେ ବଲିଉଡ୍‌ରେ ବେଶ୍‌ ପରିଚିତ ମଧ୍ୟ। ଫିଲ୍ମରେ ତାଙ୍କୁ କେତେବେଳେ ଗେ’ ଚରିତ୍ରରେ ତ ଆଉ କେତେବେଳେ ଲଣ୍ଡା ଭୂମିକାରେ ଦେଖିବାକୁ…

ପୁରୀରେ ପୋକ୍ସୋ କୋର୍ଟ ଉଦ୍‌ଘାଟିତ: ବିଚାର ହେବ ଯୌନ ନିର୍ଯ୍ୟାତନା ମାମଲା

ପୁରୀ ଅଫିସ,୨୮।୨: ନାବାଳିକା ଓ ନାବାଳିକଙ୍କୁ ଯୌନ ଶୋଷଣ ମାମଲାର ବିଚାର ପ୍ରକ୍ରିୟା ତ୍ୱରାନ୍ବିତ ହେବ। ଶୁକ୍ରବାର ପୁରୀ ଜିଲା କୋର୍ଟ ପରିସରରେ ପୋକ୍ସୋ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଜିଲା ଜର୍ଜ ବିଦ୍ୟୁତ୍‌ କୁମାର ମିଶ୍ର ଉପସ୍ଥିତ ହୋଇ ଏହାକୁ…

ଜାତୀୟ ବିଜ୍ଞାନ ଦିବସ: ବିଜ୍ଞାନର ବିକାଶରେ ଦେଶର ବିକାଶ ସମ୍ଭବ

ଭାରତରେ ପ୍ରତିବର୍ଷ ୨୮ ଫେବୃୟାରୀରେ ପାଳନ କରାଯାଉଛି ଜାତୀୟ ବିଜ୍ଞାନ ଦିବସ। ବୈଜ୍ଞାନିକମାନଙ୍କ ସମାଜ ପ୍ରତି ଅବଦାନକୁ କୃତଜ୍ଞତାର ସହ ସ୍ବୀକୃତି ଦେବା ସହିତ ବିଜ୍ଞାନ ଶିକ୍ଷାକୁ ଆଗକୁ ନେବା ଏହି ଦିବସର ଲକ୍ଷ୍ୟ। ମୁଖ୍ୟତଃ ରମଣ ଇଫେକ୍ଟ ବା ରମଣ…

କରୋନା ଭାଇରସରେ ପୀଡିତ ଇରାନ ଉପରାଷ୍ଟ୍ରପତି

ତେହେରାନ,୨୮।୨: ଚାଇନାରୁ ଆରମ୍ଭ ହୋଇଥିବା ମାହାମାରୀ କରୋନା ଭାଇରସ ଏବେ ସାରା ବିଶ୍ୱକୁ କାୟା ବିସ୍ତାର କରିବାରେ ଲାଗିଛି। ଏବେ ଇରାନର ଉପ ରାଷ୍ଟ୍ରପତି ମାସୁମେହ ଏବତେକାର କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଇରାନରେ କରୋନାରେ ପୀଡିତ ଥିବା ୭…

ଏହିସବୁ ରୋଗରୁ ମୁକ୍ତି ଦିଏ ହରିଡ଼ା

ହରିଡ଼ା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଆୟୁର୍ବେଦରେ ଏହାର ଅନେକ ଲାଭକାରୀ ଗୁଣ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ହରିଡ଼ା ଘରୋଇ ଉପଚାର ଭାବେ ମଧ୍ୟ ଗ୍ରହଣୀୟ। ଏହାକୁ ଖାଇଲେ ଜ୍ୱର, ପେଟ ଫୁଲିବା, ବାନ୍ତି, ଗ୍ୟାସ, କୋଷ୍ଠକାଠିନ୍ୟ ଆଦି ସମସ୍ୟା…

ଗିଟାର ଆକୃତିର ହୋଟେଲ: ରାତିଏ ରହିଲେ ଦେବାକୁ ପଡ଼େ…

ଓ୍ବାଶିଂଟନ: ବିଭିନ୍ନ ପ୍ରକାର ହୋଟେଲ ଦେଖିଥିବେ। ମାତ୍ର ଗିଟାର ଆକୃତିର ହୋଟେଲ କେବେ ଦେଖିଛନ୍ତି। ଏପରି ହୋଟେଲ ଆମେରିକାର ଫ୍ଲୋରିଡ଼ାର ହଲିଉଡ୍‌ରେ ରହିଛି। ୩୨ ମହଲା କୋଠା ବିଶିଷ୍ଟ ଏହି ହୋଟେଲଟି ୪୫୦ଫୁଟ ଉଚ୍ଚର ହୋଇଥିବା ବେଳେ ଏଥିରେ ୬୩୮ଟି ବିଳାସପୂର୍ଣ୍ଣ…

ଏସ୍‌ଏନ୍‌ ଶ୍ରୀବାସ୍ତବ ହେଲେ ଦିଲ୍ଲୀର ନୂଆ ପୋଲିସ କମିଶନର

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀରେ ହିଂସା ଓ ଉତ୍ତେଜନା ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀର ନୂଆ ପୋଲିସ କମିଶନରଙ୍କୁ ନିଯୁକ୍ତି ଦେଇଛନ୍ତି। ୧୯୮୫ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ସ୍ପେଶାଲ ସିପି ଏସ୍‌ଏନ୍‌ ଶ୍ରୀବାସ୍ତବଙ୍କୁ ଦିଲ୍ଲୀର ନୂଆ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି।…

କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ: ବାଲୁକାକଳାରେ ସଚେତନତାର ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୮।୨: ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ। ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଏହା ପୂର୍ବରୁ ବାଲୁକାକଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ମଦ୍ୟପାନ କରି ଗାଡ଼ି ଚଳାନ୍ତୁ ନାହିଁ। ହେଲମେଟ୍‌…

ପାକିସ୍ତାନ ଯିବି ନାହିଁ: ମୁଶଫିକର

ଢାକା,୨୮।୨- ବାଂଲାଦେଶ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ ପାକିସ୍ତାନ ଗସ୍ତ କରିବାକୁ ମନା କରି ଦେଇଛନ୍ତି। ବାଂଲାଦେଶ ଦଳ ପାକିସ୍ତାନ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଗୋଟିଏ ଦିନିକିଆ ମ୍ୟାଚ୍‌ ସହ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବ। ଏଥି…

ବିଶ୍ୱର ସବୁଠୁ ବ୍ୟୟବହୁଳ ଘୋଡ଼ା ଦୌଡ଼ ପ୍ରତିଯୋଗିତା: ପ୍ରଥମ ମହିଳା ଭାବେ ଭାଗ ନେବେ ନିକୋଲା

ରିୟାଦ: ସାଉଦି ଆରବରେ ୨୯ ଫେବୃୟାରୀରେ ବିଶ୍ୱର ସବୁଠୁ ବ୍ୟୟବହୁଳ ଘୋଡ଼ା ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ମୋଟ ପୁରସ୍କାର ରାଶି ରହିଛି ୧୪୩ କୋଟି ଟଙ୍କା। ବିଜେତାଙ୍କୁ ୭୨ କୋଟି, ରନର୍ସଅପ୍‌ଙ୍କୁ ୨୫ କୋଟି ମିଳିବ। ଖାଲି ଏତିକି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri