ଏମିତି ଜୀବ, ଯିଏ ନିଃଶ୍ୱାସ ନ ନେଇ ବି ବଞ୍ଚିଥାଏ
ଜେଲିଫିଶ ଦେଖିବାକୁ ଯେମିତି ଠିକ୍ ସେହିପରି ବୈଜ୍ଞାନିକମାନେ ଏକ ନୂତନ ଜୀବର ସନ୍ଧାନ ପାଇଛନ୍ତି। ଯାହା ନିଃଶ୍ୱାସ ନ ନେଇ ବଞ୍ଚିପାରିବ। ଏପରିକି ଜିଇଁବା ପାଇଁ ଅମ୍ଳଜାନ ମଧ୍ୟ ଆବଶ୍ୟକ ପଡ଼ିବନି। ଏହା ଏମିତି ଏକ ବହୁକୋଷୀ ଜୀବ, ଯେଉଁଥିରେ ମାଇଟ୍ରୋକଣ୍ଟ୍ରିଏଲ୍…
ଦିଲ୍ଲୀ ହିଂସା: ଭୟରେ ଘର ଛାଡୁଛନ୍ତି ଲୋକେ
ନୂଆଦିଲ୍ଲୀ,୨୬।୨: ଦିଲ୍ଲୀରେ ଦେଖାଦେଇଥିବା ହିଂସା ଯୋଗୁ ଭୟରେ ଲୋକ ଘର ଛାଡୁଛନ୍ତି। ବ୍ୟାପକ ସୁରକ୍ଷାକର୍ମୀ ତଥା ପୋଲିସ ମୁତୟନ ପରେ ମଧ୍ୟ ହିଂସା ଥମୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ସେମାନେ ବାଧ୍ୟ ହୋଇ ଘରୁ ସୁରକ୍ଷିତ…
ତାପସୀ ପନ୍ନୁଙ୍କ ‘ଥପ୍ପଡ଼’କୁ କମଲନାଥ କଲେ ଟିକସ ମୁକ୍ତ
ଭୋପାଳ,୨୬।୨: ତାପସୀ ପନ୍ନୁଙ୍କ ଫିଲ୍ମ ‘ଥପ୍ପଡ଼’ ରିଲିଜ ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କ ସହାୟତା ପାଇଛି। ରାଜ୍ୟରେ ଫିଲ୍ମକୁ ୩ ମାସ ପାଇଁ ଟିକସ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଅନୁଭବ ସିହ୍ନା…
ଯୁକ୍ତ ଦୁଇ ବିଜ୍ଞାନ ପ୍ରାକ୍ଟିକାଲ ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ର: ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ
ପାଟଣା,୨୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ସ୍ବାମପାଟଣା ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁକ୍ତ ୨ ବିଜ୍ଞାନର ୫ ପରୀକ୍ଷାର୍ଥୀ ବୁଧବାର ପୂର୍ବାହ୍ନରୁ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଭୁବନେଶ୍ୱରଙ୍କ ଦାରା ପରିଚାଳିତ ଯୁକ୍ତ ୨ବିଜ୍ଞାନ…
ରତନ ଟାଟା ମୁମ୍ବାଇ ବିଶ୍ୱବିଦ୍ୟାଳୟ ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ନିଯୁକ୍ତ
ମୁମ୍ବାଇ,୨୬।୨: ଶିଳ୍ପପତି ରତନ ଟାଟାଙ୍କୁ ମୁମ୍ବାଇ ବିଶ୍ୱବିଦ୍ୟାଳୟର ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ରତନଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି। ସେହିପରି ବୈଜ୍ଞାନିକ ଅନୀଲ କାକୋଡ଼କରଙ୍କୁ ପରିଷଦର ସଦସ୍ୟ ଭାବେ ମନୋନୀତ କରାଯାଇଛି।…
ଭାଜପା ସରକାରକୁ ଟାର୍ଗେଟ କଲା ଶିବସେନା: ଅହମଦାବାଦରେ ନମସ୍ତେ, ଦିଲ୍ଲୀରେ ହିଂସା
ମୁମ୍ବାଇ,୨୬।୨: ଦିଲ୍ଲୀରେ ଜାରି ରହିଥିବା ହିଂସା ନେଇ ଶିବସେନା ଭାଜପା ସରକାରକୁ ଟାର୍ଗେଟ କରାଯାଇଛି। ଅହମଦାବାଦରେ ନମସ୍ତେ ଟ୍ରମ୍ପ୍ କାର୍ଯ୍ୟକରି ଭାଜପା ସରକାର ବାହାବା ନେବାକୁ ଚେଷ୍ଟା କରୁଥିବାବେଳେ ଦିଲ୍ଲୀରେ ହିଂସା ଥମିବାର ନା ଧରୁନି। ଏନେଇ ଭାଜପା ମୁଖପତ୍ର ସାମନାରେ…
ପତ୍ନୀ, ପୁଅ ସହ ଜେଲ୍ ଗଲେ ଆଜମ
ରାମପୁର,୨୬।୨: ସମାଜବାଦୀ ପାର୍ଟି (ଏସ୍ପି)ର ଏମ୍ପି ଆଜମ ଖାଁ ତାଙ୍କ ପତ୍ନୀ ତଞ୍ଜୀନ ଫାତିମ ଓ ପୁଅ ଅବଦୁଲ୍ଲାହ ଆଜମ ଖାଁଙ୍କୁ ଜେଲ୍। ବୁଧବାର ରାମପୁରର ଏଡିଜେ-୬ କୋର୍ଟ ମାର୍ଚ୍ଚ ୨ ପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟିକ ହାଜତକୁ ପଠାଇବା ପାଇଁ ନିର୍ଦ୍ଦେଶ…
ମଧ୍ୟପ୍ରଦେଶ ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ-ଭାଜପାକୁ ଗୋଟିଏ-ଗୋଟିଏ ଆସନ ମିଳିବା ସମ୍ଭାବନା
ଭୋପାଳ,୨୬।୨: ମଧ୍ୟପ୍ରଦେଶରେ ରାଜ୍ୟ ସଭା ପାଇଁ ୩ଟି ଆସନରେ ନିର୍ବାଚନ ହେବ। ନିର୍ବାଚନରେ କଂଗ୍ରେସ ଏବଂ ଭାଜପାକୁ ଗୋଟିଏ ଗୋଟିଏ ଆସନ ମିଳିବା ପ୍ରାୟ ନିଶ୍ଚିତ ହୋଇଥିବାବେଳେ ତୃତୀୟ ଆସନ ପାଇଁ ଛକାପଞ୍ଝା ଜାରି ରହିଛି। ତୃତୀୟ ଆସନ ଲାଗି କ୍ରସ୍…
ଛତିଶଗଡ଼ରେ ଏନ୍କାଉଣ୍ଟର: ପୋଲିସ-ମାଓବାଦୀ ମୁହାଁମୁହିଁ
କାଙ୍କେର,୨୬।୨: ଛତିଶଗଡ଼ କାଙ୍କେରର କୋୟଲିବେଡା ଅଞ୍ଚଳରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ବୁଧବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିମୟ ହୋଇଥିଲା। ଏଥିରେ କେହି ମୃତାହତ ହୋଇ ଥିବା ସୂଚନା ମିଳିନାହିଁ। ତେବେ ପୋଲିସ ଏନ୍କାଉଣ୍ଟର ଭୟରେ ମାଓବାଦୀ ଉକ୍ତ…
ଶାନ୍ତି-ଶୃଙ୍ଖଳା ପାଇଁ ଅପିଲ୍ କଲେ ମୋଦି
ନୂଆଦିଲ୍ଲୀ,୨୬।୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) କୁ ବିରୋଧ କରି ହିଂସା ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏପରିସ୍ଥଳେ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି।…
ପରଲୋକରେ ପୂର୍ବତନ ବିଧାୟକ ବିଜୟ ନାୟକ
ଜଗତସିଂହପୁର ଅଫିସ,୨୬।୨: ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କର ବୁଧବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଅସୁସ୍ଥତା ଯୋଗୁ ବିଜୟଙ୍କୁ ଭୁବନେଶ୍ୱରର ଏକ ଘରୋଇ…
ନଦୀକୁ ଖସିଲା ବରଯାତ୍ରୀ ବସ୍
ବୁନ୍ଦି,୨୬।୨: ରାଜସ୍ଥାନର ବୁନ୍ଦି ଜିଲାରେ ବୁଧବାର ସକାଳେ ଏକ ଅଘଟଣ ଘଟିଛି। ପାପଡ଼ି ଗାଁ ନିକଟରେ ଏକ ବରଯାତ୍ରୀ ବସ୍ ମେଜ୍ ନଦୀରେ ଖସିପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର…
Archives


