Home Left

ବିକ୍‌ନୀ ପିନ୍ଧି ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାରକଲେ ମଲାଇକା, ଡିଜାଇନର କହିଲେ…

ମୁମ୍ବାଇ: ନିଜର ଡ୍ୟାନ୍ସ ଏବଂ ଷ୍ଟାଇଲ୍‌କୁ ନେଇ ମଲାଇକା ଆରୋରା ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ତାଙ୍କ ହାତରେ ବର୍ତ୍ତମାନ ଯଦିଓ କିଛି ଫିଲ୍ମ ନାହିଁ, ତେବେ ସେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଏହି ଜରିଆରେ ସେ ପ୍ରଶଂସକଙ୍କ ନିକଟତର…

୮ ବର୍ଷ ବାଳିକା ମୋଦିଙ୍କ ସମ୍ମାନ ଗ୍ରହଣ କରିବାକୁ ହେଲେ ଅମଙ୍ଗ

ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନିଜର ଟୁଇଟର ଅକାଉଣ୍ଟ୍‌କୁ ମହିଳାଙ୍କୁ ସମର୍ପିତ କରିବେ ବୋଲି ଘୋଷଣା କରିଥିଲେ। ଘୋଷିତ ତାଲିକାରେ ପ୍ରେରଣାଦାୟୀ ମହିଳାଙ୍କ ମଧ୍ୟରେ ୮ ବର୍ଷର ଜଣେ ବାଳିକାଙ୍କୁ ସାମିଲ୍‌ କରାଯାଇଥିଲା। ତେବେ ଏହି…

ମୋତେ ରାଜ୍ୟ ସଭା ପ୍ରାର୍ଥୀ କରାଯିବା ବଡ଼ ସରପ୍ରାଇଜ୍‌: ସୁଜିତ କୁମାର

ଭୁବନେଶ୍ୱର,୭ା୩(ବ୍ୟୁରୋ): ମୋତେ ରାଜ୍ୟ ସଭା ଲାଗି ପ୍ରାର୍ଥୀ କରିବା ମୋ’ ପାଇଁ ବହୁତ ବଡ଼ ସରପ୍ରାଇଜ୍‌ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ପ୍ରାର୍ଥୀ ଲାଗି ଯୋଗ୍ୟ ଭାବିଥିବାରୁ ମୁଁ ତାଙ୍କଠାରେ କୃତଜ୍ଞ। ଆଦିବାସୀ ଅଞ୍ଚଳର ବିକାଶ ଲାଗି ମୁଁ ଉଦ୍ୟମ…

ମୋତେ ମୋ ପରିଶ୍ରମର ଫଳ ମିଳିଛି: ମୁନା ଖାଁ

ଭୁବନେଶ୍ୱର,୭ା୩(ବ୍ୟୁରୋ): ରାଜ୍ୟ ସଭା ଆସନ ଲାଗି ବିଜେଡି ଶନିବାର ପ୍ରାର୍ଥୀ ଘୋଷଣା କରିଛି। ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ଦଳ ପ୍ରାର୍ଥୀ କରିଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ତେବେ…

ନିରାଶ ହେଲେ ବି ଥଇଥାନ: ସୁବାସଙ୍କ ସ୍ଥାନରେ ଦାୟିତ୍ୱ ସମ୍ଭାଳିବେ ରମେଶ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଖାଲି ପଡ଼ିଥିବା ୪ ରାଜ୍ୟ ସଭା ଆସନ ଲାଗି ଶନିବାର ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଥିବା ସୁବାସ ସିଂ ରହିଛନ୍ତି। ରାଜ୍ୟ ସଭା…

ଯାତ୍ରୀବାହୀ ବସ୍‌ରେ ନିଆଁ: ଯୁବତୀ ଆହତ

ତିହିଡ଼ି,୭।୩(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ବଜାରରେ ଏକ ଯାତ୍ରୀବାହୀ ବସ୍‌ରେ ଶନିବାର ନିଆଁ ଲାଗିଛି। ବ୍ୟାଟେରି ଜଳିଯିବାରୁ ଜଣେ ଯୁବତୀ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ତିହିଡ଼ି ଗୋଷ୍ଠୀ ଚିକିତ୍ସାଳୟକୁ ନିଆଯାଇଛି। ଓମ ବାବା ଟ୍ରାଭେଲ୍‌ସ ନାମକ ବସ୍‌ଟି ସକାଳେ ଚାନ୍ଦବାଲିରୁ…

ଆଇପିଏଲ୍‌ରୁ ଓହରିଲେ କ୍ରିସ୍‌ ଓ୍ବକ୍ସ

ନୂଆଦିଲ୍ଲୀ,୭ା୩- ଇଂଲଣ୍ଡ ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସ ଆଗାମୀ ଆଇପିଏଲ୍‌ରେ ଖେଳିବେ ନାହିଁ। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ଦେଢ଼ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ସେ ଆଇପିଏଲରେ ଖେଳିବା ପରିବର୍ତ୍ତେ ଆଗାମୀ ସିଜନ ପାଇଁ ଫ୍ରେଶ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ…

ଛକା ବର୍ଷା ପରେ ପାଣ୍ଡ୍ୟାଙ୍କ ପାଇଁ ବାରିକେଡ୍‌ ଭାଙ୍ଗିଲେ ଫ୍ୟାନ

ନବି ମୁମ୍ବାଇ,୭।୩- କ୍ରିକେଟରଙ୍କ ଫ୍ୟାନମାନେ ମ୍ୟାଚ୍‌ବେଳେ ନିଜ ଷ୍ଟାରଙ୍କୁ ଦେଖିବା ପାଇଁ ବାରିକେଡ୍‌ ଭାଙ୍ଗିବା କିଛି ନୂଆ କଥା ନୁହେଁ। ଡି. ଓ୍ବାଇ. ପାଟିଲ ଷ୍ଟାଡିୟମରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଶତକ ପରେ ପ୍ରଶଂସକମାନେ ଗ୍ରାଉଣ୍ଡକୁ ପ୍ରବେଶ କରିଥିଲେ। ବିପିସିଏଲ ବିପକ୍ଷ…

ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବେ ମହିଳା

ଥିରୁଭାନନ୍ତପୁରମ,୭।୩: ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ କେରଳର ମହିଳାମାନେ ନାରୀ ସଶକ୍ତିକରଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିବାକୁ ପ୍ରସ୍ତୁତ ହୋଇଛନ୍ତି। ମାର୍ଚ୍ଚ ୮ ରବିବାର ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପଡୁଥିବା ବେଳେ ଏହି ଅବସରରେ କେରଳର ସମସ୍ତ ପୋଲିସ ଷ୍ଟେଶନ,…

ରଣଜୀ ଫାଇନାଲରେ ଖେଳିବେ ପୂଜାରା

ରାଜକୋଟ,୭।୩(ପି.ଟି.)- ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ସୌରାଷ୍ଟ ପକ୍ଷରୁ ବେଙ୍ଗଲ ବିପକ୍ଷ ରଣଜୀ ଫାଇନାଲରେ ଖେଳିବେ। ଏ ନେଇ ଶନିବାର ସ୍ପଷ୍ଟ ହୋଇଛି। ସୋମବାରଠାରୁ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଘରୋଇ କ୍ରିକେଟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଥର…

ଖବର କାଗଜ ପକ୍ଷରୁ ପ୍ରିଣ୍ଟ୍‌ ହେଲା ଟଏଲେଟ୍‌ ରୋଲ୍‌ ପେପର

ସିଡ୍‌ନୀ,୭।୩: କରୋନା ସଂକ୍ରମଣ ନେଇ ଅଷ୍ଟ୍ରେଲିଆର ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ବଜାରରେ ଟଏଲେଟ୍‌ ପେପର ମିଳୁ ନ ଥିବାବେଳେ ଲୋକେ କରୋନା ଭୟରେ ବାହାରକୁ ମଧ୍ୟ ବାହାରୁ ନାହାଁନ୍ତି। ତେଣୁ ଲୋକଙ୍କ ପାଖରେ ଟଏଲେଟ…

ମାଗଣା ଜମି ପଟ୍ଟା ବଣ୍ଟନ ଗୁଜବ, ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଭିଡ଼

ଭବାନୀପାଟଣା,୭।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟରେ ମାଗଣା ଜମି ପଟ୍ଟା ପ୍ରଦାନ କରାଯାଉଛି। ଏହି ଖବର ଶୁଣି ଜିଲାର ବିଭିନ୍ନ ବ୍ଲକରୁ ସବୁଜ ପତ୍ରିକାଧାରୀ ମହିଳା ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏତେ ସଂଖ୍ୟକ ମହିଳାଙ୍କୁ ଦେଖି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri