ମୋବାଇଲ୍ ଆପ୍ କରୋନା ସମ୍ପର୍କରେ ୧୦୦ମିଟର ଦୂରରୁ କରୁଛି ସଚେତନ: ପ୍ରତି ଘଣ୍ଟାରେ ୨୦ ହଜାର ଡାଉନଲୋଡ୍
ସିଓଲ୍,୫।୩: କରୋନା ସଂକ୍ରମଣ ପୃଥିବୀରେ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ସମ୍ପର୍କରେ ସତର୍କ ସୂଚନା ଦେବା ପାଇଁ ଦକ୍ଷିଣ କୋରିଆ ଏକ ମୋବାଇଲ୍ ଆପ୍ ତିଆରି କରିଛି। କରୋନା ୧୦୦ଏମ୍ ନାମକ ଏହି ଆପ୍କୁ ପ୍ଲେ ଷ୍ଟୋରରୁ ସହଜରେ ଡାଉନଲୋଡ୍ କରାଯାଇପାରୁଛି।…
ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବାରୁ ଖୁସି ଲାଗେ
ଡ୍ୟାନ୍ସରରୁ ଇଞ୍ଜିନିୟର। ଇଞ୍ଜିନିୟରରୁ ବ୍ଲଗର୍। ଆଉ ବ୍ଲଗର୍ରୁ ଆକ୍ଟର। ଏକାଧାରାରେ ଏତେ ପ୍ରତିଭାର ଅଧିକାରୀ ମେଘା ରାୟ ଏବେ ଜି ଟିଭିରେ ପ୍ରସାରିତ ହେଉଥିବା ଟେଲିଭିଜନ ଶୋ’ ‘ଦିଲ୍ ୟେ ଜିଦ୍ଦି ହୈ’ର ମୁଖ୍ୟ ନାୟିକା। ପ୍ରକୃତି ମିଶ୍ରଙ୍କ ପରେ ଦ୍ୱିତୀୟ…
କରୋନା ମୁକାବିଲା ଚିନ୍ତା: ପୁରୀ ଜିଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଦେଶୀ ପର୍ଯ୍ୟଟକ ଆସିଲେ ଜଣାଇବାକୁ ନିର୍ଦ୍ଦେଶ
ପୁରୀ ଅଫିସ,୫।୩: କରୋନାକୁ ନେଇ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂ ଏକ ଗୁରୁତ୍ୱତ୍ପୂର୍ଣ୍ଣ ବୈଠକ କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ କରୋନାକୁ ନେଇ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି। କୌଣସି ସ୍ଥାନରେ ଏକତ୍ରିତ ନ ହେବା,…
୧୬ନଂ ଏନ୍ଏଚ୍ରେ ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍, ବାଇକ: ଦମ୍ପତି ଗୁରୁତର
ଧର୍ମଶାଳା,୫ା ୩(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ସାରୋଇ ଛକ ନିକଟରେ ଗୁରୁବାର ଏକ ବାଇକକୁ ଟ୍ରକ୍ ଧକ୍କା ଦେବା ପରେ ଉଭୟ ଗାଡ଼ି ଜଳିଯାଇଛି। ଏଥିରେ ବାଇକରେ ଯାଉଥିବା ଦମ୍ପତି ଗୁରୁତର ହୋଇଛନ୍ତି। ସେମାନେ…
ଡାଏଟିଂ କଷ୍ଟକର ଥିଲା
ଶିବାନୀ ସଙ୍ଗୀତା। ଓଡ଼ିଆ ସିନେ ଜଗତର ଜଣେ କ୍ୟୁଟ୍ ଓ ବବ୍ଲି ଅଭିନେତ୍ରୀ। ଶିଶୁ କଳାକାର ଭାବେ ସେ ‘ମିତରେ ମିତ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ପ୍ରବେଶ କରିଥିଲେ। ‘ସିଷ୍ଟର ଶ୍ରୀଦେବୀ’ ଫିଲ୍ମରେ ସେ ବାବୁସାନଙ୍କ ଅପୋଜିଟ୍ରେ ଅଭିନେତ୍ରୀ ଭାବେ…
ସ୍ପେଶାଲ ବାର୍ଥ ଡେ’
ବଲିଉଡ୍ର ୟଙ୍ଗ୍ ସେନ୍ସେସନ ଟାଇଗର ଶ୍ରଫ୍ଙ୍କୁ ନେଇ ଏବେ ଚର୍ଚ୍ଚା। ନିକଟରେ ସେ ନିଜର ବାର୍ଥ ଡେ’ ପାଳନ କରିଥିଲେ। ଆଉ ଏହାକୁ ଭେରି ଭେରି ସ୍ପେଶାଲ ବୋଲି କହିଛନ୍ତି। ଏହି ଅବସରରେ ସେ ଅଭିନୟ କରିଥିବା ତଥା ଚଳିତ ମାସ…
ବାୟ ବାୟ ଦିଲ୍
ନୂଆ ଓଡ଼ିଆ ସିନେମା ‘ବାୟ ବାୟ ଦିଲ୍’କୁ ନେଇ ଓଲିଉଡ୍ରେ ଚର୍ଚ୍ଚା। କାରଣ ଏହାର ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ରୁଷୀୟ ଲଳନା ଆଲେକ୍ଜାଣ୍ଡ୍ରା ସ୍କେଲସୁନୋଭା ଓରଫ ସାସା। ମଡେଲିଂ ସହ ଜଡ଼ିତ ଏହି ନବାଗତା ପ୍ରଥମ ଥର ପାଇଁ ଓଡ଼ିଆ…
ଗଞ୍ଜାମରେ ଗୋ’ ପାଇଲଟ୍ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୪୦ଚାଷୀ ସାମିଲ
ଛତ୍ରପୁର,୫।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚାଷୀଙ୍କ ପାଇଁ ମୋ’ ଗୋ ଧନ ଯୋଜନାରେ ଗୁହାଳ ଘର ନିର୍ମାଣ ହେବ। ଏହି ଯୋଜନାରେ ଗୋମୂତ୍ର ଷ୍ଟୋରେଜ୍ ୟୁନିଟ୍, ବାୟୋ ଗ୍ୟାସ ଉତ୍ପାଦନ ୟୁନିଟ୍ ପାଇଁ ଅନୁଦାନ ଦିଆଯିବ। ଗୋମୂତ୍ରକୁ ଅର୍ଗାନିକ ଫାର୍ମିଙ୍ଗ ପାଇଁ ଫସଲରେ…
ଆଇପିଏଲ ପୂର୍ବରୁ ଖେଳାଳିଙ୍କୁ ତଥ୍ୟ ପ୍ରଦାନ କରୁଛି ନ୍ୟୁଜିଲାଣ୍ଡ କ୍ରିକେଟ
ଅକ୍ଲାଣ୍ଡ,୫ା୩(ପି.ଟି.)- କରୋନା ଭାଇରସ କାରଣରୁ ବିଶ୍ୱରେ ପ୍ରାୟ ୮୦ ଦେଶ ପ୍ରଭାବିତ ହୋଇସାରିଛନ୍ତି। ଏଥିରୁ ବର୍ତ୍ତି ପାରିନାହିଁ ଭାରତ । ଦେଶରେ ୧୬ ଇଟାଲି ଯାତ୍ରୀଙ୍କ ସମେତ ୨୯ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏଥିଯୋଗୁ ଆଇପିଏଲରେ ଖେଳିବାକୁ ଥିବା…
କରିନାଙ୍କ ଫ୍ୟାଶନ ଟିପ୍ସ
କରିନା ଏବେ ଫ୍ୟାଶନ ଟିପ୍ସ ବାଣ୍ଟିବାରେ ବ୍ୟସ୍ତ। ନିଜର ବଲିଉଡ୍ କ୍ୟାରିୟରରେ ସେ ଫ୍ୟାଶନ ବିଷୟରେ ଯେତିକି ଜ୍ଞାନ ଅର୍ଜନ କରିଛନ୍ତି ତାକୁ ସେ ନିଜ ସାଙ୍ଗମାନଙ୍କ ସହ ଶେୟାର କରୁଛନ୍ତି। ତାଙ୍କୁ କୁଆଡେ ଦେଶୀ ଫ୍ୟାଶନ ବେଶି ଭଲ ଲାଗେ।…
କରୋନା ମୁକାବିଲାରେ ସାମିଲ୍ ହେଲେ ଜୁକରବର୍ଗ
ଓ୍ବାଶିଂଟନ,୫।୩: କରୋନା ସଂକ୍ରମଣ ଇତି ମଧ୍ୟରେ ପୃଥିବୀର ୮୨ଟି ଦେଶକୁ ବ୍ୟାପଛି। କରୋନା ମୁକାବିଲା ପାଇଁ ବିଶ୍ୱବ୍ୟାଙ୍କ, ଗୁଗଲ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅଣ୍ଟା ଭିଡ଼ିଛନ୍ତି। ଏସବୁ ସଂଗଠନ ସହିତ ଫେସବୁକ୍ ପ୍ରତିଷ୍ଠାତା ଜୁକରବର୍ଗ ସାମିଲ୍ ହୋଇଛନ୍ତି। ସେ ଏସମ୍ପର୍କରେ ନିଜ…
ଏଆଇ ଧରିବ କରୋନା
ବେଜିଂ: କରୋନା ଆତଙ୍କରେ ଥରହର ହେଉଛି ସାରା ବିଶ୍ୱ। ଦିନକୁ ଦିନ ଏହି ଭୂତାଣୁ ଗୋଟିଏ ପରେ ଗୋଟିଏ ଦେଶରେ କାୟା ମେଲାଇ ଚାଲିଛି। ଏହି ଜଟିଳ ରୋଗର ଶତ ପ୍ରତିଶତ ନିରାକରଣ ଲାଗି ଅଦ୍ୟାବଧି ପ୍ରତିଷେଧକ ବାହାରିନାହିଁ, ଯାହା ସମସ୍ୟାକୁ…
Archives


