ହୋଲି ପୂର୍ବରୁ ରଙ୍ଗ ଖେଳିଲେ ବଲିଉଡ୍ର ନୂଆ ଲଭ୍ବାର୍ଡ
ବମ୍ବେ: ବଲିଉଡ୍ର ଭାଇଜାନ୍ ସଲ୍ମାନଙ୍କ ଏକଦା ପ୍ରେମିକା ଥିବା କଟ୍ରିନା କୈଫ୍ ଏବେ ଆଉ ଜଣଙ୍କ ପ୍ରେମରେ। ସେ ଆଉ କେହି ନୁହନ୍ତି, ଅଭିନେତା ବିକ୍କି କୌଶଲ। ବିକ୍କି ଏକଦା ଏକ କାର୍ଯ୍ୟକ୍ରମରେ ସଲ୍ମାନଙ୍କ ସମ୍ମୁଖରେ କଟ୍ରିନାଙ୍କୁ ପସନ୍ଦ କରୁଥିବା କହିଥିଲେ।…
ଏମିତି ବିବାହରେ କେରଳ ସରକାର ଯୋଗାଇ ଦେବେ ଘର
ଥିରୁଭାନନ୍ତପୁରମ,୭।୩: କେରଳ ସରକାର ଏବେ ଇଣ୍ଟର-କାଷ୍ଟ ମ୍ୟାରେଜ ପାଇଁ ଘର ଯୋଗାଇ ଦେବେ ବୋଲି କହିଛନ୍ତି। କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଶନିବାର ଏହି ସୂଚନା ଦେଇଛନ୍ତି। ବିବାହ ପରେ ଯେଉଁମାନଙ୍କର ରହିବାକୁ ସୁବିଧା ନ ଥିବ ଅବା ଯେଉଁମାନେ ଗରିବ…
କରୋନା ଡର: ବ୍ରାହ୍ମଣୀପାଳ ବଜାରରେ ବିଦେଶୀଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ, ପୋଲିସର ତଦନ୍ତ ଜାରି
କେନ୍ଦୁଝର,୭।୩(ସ୍ବ.ପ୍ର.): ଦୈତାରୀ ଥାନା ଅନ୍ତର୍ଗତ ଓ ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ବଜାରରେ ଶନିବାର ସକାଳେ ଜଣେ ବିଦେଶୀ ଚା’ ପିଉଥିବାର ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। କରୋନା ଭାଇରସ୍କୁ ନେଇ ସମସ୍ତ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଏହି ବିଦେଶୀଙ୍କୁ…
ରୋଡ୍ ଟ୍ୟାକ୍ସ ଫାଙ୍କିଥିବା ବସ୍କୁ ୧୩ ଲକ୍ଷ ଜରିମାନା
ବାଲେଶ୍ୱର ଅଫିସ୍, ୭ା୩(ଡି.ଏନ୍.ଏ.): ବାଲେଶ୍ୱର ପୋଲିସ ଲାଇନ ଛକରେ ଶନିବାର ପୂର୍ବାହ୍ନରେ ଏକ ଘରୋଇ ବସ୍କୁ ସିଜ୍ କରାଯିବା ସହିତ ଲକ୍ଷାଧିକ ଟଙ୍କାର ଜରିମାନା କରାଯାଇଛି। ପୋଲିସ ସହାୟତାରେ ବାଲେଶ୍ୱର ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀମାନେ ଶ୍ରୀଲୋକନାଥ ନାମକ ଏକ ଘରୋଇ…
ଚିଲିକାରେ ବେଆଇନ ଘେରି ଉଚ୍ଛେଦ: ପ୍ରଥମ ଦିନରେ ୫୦୦ ଏକର
କୃଷ୍ଣପ୍ରସାଦ,୭ା୩(ଡି.ଏନ୍.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଖଟିଆକୁଦି ତଳଚତରା ଉପରଚତରା ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଶନିବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ୫୦୦ ଏକର ଉଚ୍ଛେଦ କରାଯାଇଥିବା ବେଳେ ଏହା ଚିଲିକାରୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।…
ମୋଦିଙ୍କ ଟୁଇଟର ଆକାଉଣ୍ଟ ଚଲାଇବେ ‘ନାରୀ ଶକ୍ତି’ ପୁରସ୍କାର ବିଜୟିନୀ
ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ତାଙ୍କ ବାସଭବନରେ ‘ନାରୀ ଶକ୍ତି’ ବିଜୟିନୀଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି। ଉକ୍ତ ଦିନ ଏହି ମହିଳାମାନେ ତାଙ୍କ ଟୁଇଟର ଆକାଉଣ୍ଟ ହ୍ୟାଣ୍ଡେଲ କରିବେ ବୋଲି ସୂଚନା…
ପାକିସ୍ତାନ ଗସ୍ତ ଲାଗି ଓ୍ବେଷ୍ଟଇଣ୍ଡିଜକୁ ଦିଆଯାଇଥିଲା ଅଧିକ ଅର୍ଥ
କରାଚୀ,୭।୩(ପି.ଟି.)- ଦୁଇ ବର୍ଷ ପୂର୍ବେ ଓ୍ବେଷ୍ଟଇଣ୍ଡିଜ ଦଳ ଅନ୍ତର୍ଜାତୀୟ ଟି୨୦ ସିରିଜ୍ ପାଇଁ ପାକିସ୍ତାନ ଗସ୍ତ କରିଥିଲା। ଏଥିନେଇ ଭ୍ରମଣକାରୀ ଦଳର ସଦସ୍ୟଙ୍କୁ ଅଧିକ ଅର୍ଥ ଦିଆଯାଇଥିଲା ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ଏହସାନ ମାନି କହିଛନ୍ତି। ନ୍ୟାଶନାଲ…
ପଞ୍ଜାବରେ ଚିହ୍ନଟ ହେଲେ ୨ କରୋନା ଭାଇରସ ସଂକ୍ରମିତ
ଅମୃତସର,୭।୩: ପଞ୍ଜାବ ହୋସିଆରପୁରରେ ଶନିବାର ଆଉ ୨ଜଣ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅମୃତସରରେ ଥିବା ଗୁରୁ ନାନକ ଦେବ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ରମଣ ଶର୍ମା କହିଛନ୍ତି କରୋନା ଭାଇରସରେ ପୀଡିତ ଥିବା ବ୍ୟକ୍ତିଦ୍ୱୟ ମାର୍ଚ୍ଚ…
ଆଉ ୫ ବର୍ଷ ଆକ୍ସନ ଫିଲ୍ମ କରିବେ ଖୀଲାଡି ହିରୋ
ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ଇତିମଧ୍ୟରେ ରିଲିଜ୍ ହୋଇଯାଇଛି। ଏଥିରେ ଖୀଲାଡି କିଙ୍ଗ୍ ଅକ୍ଷୟ କୁମାରଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳୁଛି। ଫିଲ୍ମରେ ବହୁତ କମ୍ ବିଏଫ୍ଏକ୍ସର ବ୍ୟବହାର ହୋଇଥିବା ବେଳେ ନିଜେ ଅକ୍ଷୟ ଅଧିକାଂଶ ଷ୍ଟଣ୍ଟ ଦୃଶ୍ୟ…
ନିଜକୁ ଭାଗ୍ୟଶାଳୀ କହିଲେ କ୍ୟାଟ୍ରିନା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିଜକୁ ଭାଗ୍ୟଶାଳୀ କହିଛନ୍ତି। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। କାରଣଟି ହେଲା ସଲମାନ୍ ଖାଁ, ଅକ୍ଷୟ କୁମାର, ଶାହାରୁଖ୍ ଖାଁ, ହ୍ରିତିକ୍ ରୋଶନଙ୍କ ପରି ବଲିଉଡ୍ର ସୁପରଷ୍ଟାର ହେଉଛନ୍ତି ତାଙ୍କ ବନ୍ଧୁ।…
କରୋନା ଭାଇରସ: ଚାଇନାକୁ ଯୋଗ ଶିଖାଇବାକୁ କହିଲେ ରାମଦେବ
ରାଞ୍ଚି,୭।୩: ଯୋଗଗୁରୁ ବାବା ରାମଦେବ ଶନିବାର ରାଞ୍ଚିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କରୋନା ଭାଇରସ ସଂକ୍ରମଣକୁ ନେଇ କିଛି କଥା କହିଛନ୍ତି। ସାରା ବିଶ୍ୱରେ ଏବେ ପାଖାପଖି ୧ କୋଟି ଲୋକ କରୋନା ଭାଇରସ କବଳରେ ଆସିଥିବା ବେଳେ…
ରବିବାର ଅନ୍ତର୍ଜାତୀୟ ମହିଳା ଦିବସ: ପେନ୍ସିଲ୍ ମୁନରେ ଈଶ୍ୱର ରାଓଙ୍କ କଳାକୃତି
ଭୁବନେଶ୍ୱର,୭ା୩(ବ୍ୟୁରୋ): ରବିବାର ଅନ୍ତର୍ଜାତୀୟ ମହିଳା ଦିବସ। ଦିନଟିକୁ ଖାସ୍ କରିବାକୁ ଯାଇ ମହିଳାମାନଙ୍କୁ ଫୁଲ, ଉପହାର ପ୍ରଭୃତି ଦିଆଯାଉଥିବାର ନଜିର ରହିଛି। ଏହି ଅବସରରେ ଶିଳ୍ପୀ ଏଲ୍. ଈଶ୍ୱର ରାଓ ପେନ୍ସିଲ୍ ମୁନରେ କଳାକୃତି କରି ମହିଳାମାନଙ୍କୁ ଉକ୍ତ ଦିନର ଶୁଭେଚ୍ଛା…
Archives


