Home Left

୫ ଲକ୍ଷ ୭୦ ହଜାର ବର୍ଷ ପୁରୁଣା ହ୍ରଦର ରହସ୍ୟ ଏବେ ବି ଅଜଣା !

ମୁମ୍ବାଇ,୪।୩: ଭାରତର କେତେକ ସ୍ଥାନରେ ଏଭଳି ରହସ୍ୟ ରହିଛି ଯାହା ଏବେ ବି ବୈଜ୍ଞାନିକଙ୍କୁ ଅଜଣା। ଏପରି ଏକ ହ୍ରଦ ମହାରାଷ୍ଟ୍ରରେ ରହିଛି। ଏହାର ଉତ୍ପତ୍ତି ୫ ଲକ୍ଷ ୭୦ ହଜାର ବର୍ଷ ତଳେ ଉଲ୍‌କା ପିଣ୍ଡ ଯୋଗୁ ସୃଷ୍ଟି ହୋଇଥିବାର…

ଜାପାନରେ ବନ୍ଦହେଲା ଏକ ସିନେମା ହଲ୍‌, ଶେଷଥର ଲାଗି ଏଠାରେ ପ୍ରଦର୍ଶିତ ହୋଇଥିଲା ଅମୀରଙ୍କ ଏହି ସୁପରହିଟ୍‌ ଫିଲ୍ମ

ମୁମ୍ବାଇ: ଜାପାନର ଓସାକା ସହରରେ ଥିବା ଏକ ସିନେମା ହଲ୍‌ ବନ୍ଦ ହୋଇଯାଇଛି। ୨୯ ଫେବୃୟାରୀରେ ଏନେଇ ଏକ ଟୁଇଟ୍‌ କରାଯାଇଥିଲା। ଏଥିରେ ଲେଖାଥିଲା ‘ଫ୍ୟୁଜ୍‌ ଲାଇନ୍‌ ସିନେମା। ଶେଷଥର ପାଇଁ ଆଜି ୩.୩୦ରେ ହେବ। ଏହା ଖୁବ୍‌ ଭଲ ହେବ।…

ଅତିଥି ବେଶରେ ଗହଣା ବ୍ୟାଗ୍‌ ନେଇ ଚମ୍ପଟ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ ପୋଲିସ, ଜବତ ହେଲା ଟଙ୍କା

ଭୁବନେଶ୍ୱର,୪।୩(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା କ୍ରିଷ୍ଟାଲ କୋଟିଆ କଲ୍ୟାଣ ମଣ୍ଡପରେ ଚାଲିଥିବା ଏକ ବିବାହ ଉତ୍ସବରେ ଭିଆଇପି ଅତିଥି ସାଜି ଗହଣା ବ୍ୟାଗ୍‌ ଲୁଟ୍‌ର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ ହେଲେ ସେକ୍‌…

ଶୁଟିଂ ସେଟ୍‌ରେ ସଲମାନ୍‌ଙ୍କୁ ଡରିଯାଇଥିଲେ ଆଦିତ୍ୟ

ମୋହିତ ସୁରୀଙ୍କ ସୁପରହିଟ୍‌ ଫିଲ୍ମ ‘ଆଶିକି-୨’ରେ ଅଭିନୟ କରି ବଲିଉଡ୍‌ ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ଆଦିତ୍ୟ ରୟ କପୁର। ଏହି ଫିଲ୍ମ ପୂର୍ବରୁ ଆଦିତ୍ୟ ‘ଲଣ୍ଡନ ଡ୍ରିମ୍ସ’, ‘ଆକ୍ସନ ରିପ୍ଲେ’ ଏବଂ ‘ଗୁଜାରିଶ’ରେ କାମ କରିଥିଲେ।…

ବ୍ୟାପୁଛି କରୋନା: ମୁକାବିଲା ଲାଗି ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ଭୁବନେଶ୍ୱର,୪।୩(ବ୍ୟୁରୋ): ପ୍ରାଣଘାତୀ କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ବୁଧବାର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିବା ସୂଚନା ମିଳିଛି। ଏ ନେଇ ବୈଠକରେ ଉପସ୍ଥିତ ଡିଏମ୍‌ଇଟି ଡା. ସିବିକେ ମହାନ୍ତି ପ୍ରତିକ୍ରିୟା ରଖି…

ଅନନ୍ୟା-ବିଜୟଙ୍କ ଯୋଡି ଏବେ ଚର୍ଚ୍ଚାରେ: ପ୍ରଶଂସକ ଦେଲେ ନୂଆ ନାମ ‘ଆନାକୋଣ୍ଡା’

ତେଲୁଗୁ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଯୋଡି ଏବେ ଚର୍ଚ୍ଚାରେ। ବର୍ତ୍ତମାନ ଏହି ଯୋଡି ମୁମ୍ବାଇରେ ଫିଲ୍ମ ‘ଫାଇଟର’ର ଶୁଟିଂ କରୁଛନ୍ତି। ଇତିମଧ୍ୟରେ ଫିଲ୍ମର ଶୁଟିଂ ସମୟର କିଛି ଦୃଶ୍ୟ ସମ୍ମୁଖକୁ ଆସିଛି। ଯେଉଁଥିରେ ବିଜୟ…

କରୋନା ଭୟ: ମାସ୍କ୍‌ ପିନ୍ଧି ସଂସଦରେ ପହଞ୍ଚିଲେ ଏମ୍‌ପି

ନୂଆଦିଲ୍ଲୀ,୪।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ମଧ୍ୟ କରୋନା ଭୟ ଘାରିଛି। ଏହି ମର୍ମରେ ମହାରାଷ୍ଟ୍ରର ଅମରାବତୀ ଆସନରୁ ନିର୍ବାଚିତ ହୋଇଥିବା ଏମ୍‌ପି ନବନୀତ ରାଣା ସଂସଦରେ ମାସ୍କ୍‌ ପିନ୍ଧି ପହଞ୍ଚିଛନ୍ତି।…

କରୋନା ପ୍ରଭାବ ଆଇପିଏଲ୍‌ ଉପରେ ପଡ଼ିବନି

ନୂଆଦିଲ୍ଲୀ,୪।୩: କରୋନା ସଂକ୍ରମଣ ଯୋଗୁ ଟୋକିଓ ଅଲମ୍ପିକ ବାତିଲ ହେବାର ଆଶଙ୍କା ଦେଖାଦେଇଛି। ତେବେ ଏଥିପାଇଁ ମାର୍ଚ୍ଚ ୨୯ଠାରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ମ୍ୟାଚ୍‌ ନେଇ କୌଣସି ସଙ୍କଟ ନାହିଁ ବୋଲି ଆଇପିଏଲ୍‌ ସଞ୍ଚାଳନ ସମିତିର ଅଧ୍ୟକ୍ଷ ବ୍ରିଜେଶ ପଟେଲ…

ଅଧା ହେଲା ଆଇପିଏଲ ଚାମ୍ପିୟନ ପୁରସ୍କାର ରାଶି

ନୂଆଦିଲ୍ଲୀ,୪ା୩(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷର ଆଇପିଏଲ ଚାମ୍ପିୟନ ଓ ଉପବିଜେତାଙ୍କ ପୁରସ୍କାର ରାଶି ଅଧା କାଟ କରିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ବିସିସିଆଇ ଏକ ସର୍କୁଲାର ଜରିଆରେ ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜ ସୂଚନା ଦେଇଛି। ଆଇପିଏଲ…

ଚିନ୍ତା ବଢ଼ାଉଛି ଏହି ବିଲେଇ, କାରଣ ଜାଣିଲେ ଡରିଯିବେ

ଚେନ୍ନାଇ,୪ା୩: ଏକ ବିଲେଇ ଚେନ୍ନାଇରେ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ଚେନ୍ନାଇ ବନ୍ଦର ଅଧିକାରୀମାନେ ଏହି ବିଲେଇକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି। କାରଣ ବିଲେଇଟି ଚାଇନାରୁ ୨୦ ଦିନ ତଳେ ଏକ କଣ୍ଟେନରରେ ଚେନ୍ନାଇ ଚାଲି ଆସିଥିଲା। ବିଲେଇଟି କରୋନା ଭାଇରସ୍‌ରେ ଆକ୍ରାନ୍ତ…

ଏଟିଏମ୍‌ ଭିତରେ ନାଗ

ଝାରସୁଗୁଡ଼ା ଅଫିସ,୪।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ତାରିଣୀ ମନ୍ଦିର ଛକସ୍ଥିତ ଏଟିଏମ ଭିତରୁ ବୁଧବାର ଏକ ନାଗ ସାପ ବାହାରିଛି। ସକାଳେ ଏଟିଏମ୍‌କୁ ଟଙ୍କା ଭର୍ତ୍ତି କରିବାକୁ ଜଣେ ଅଧିକାରୀ ଯାଇଥିଲେ। ଟଙ୍କା ଭର୍ତ୍ତି ପାଇଁ ମେଶିନ ଖୋଲିଥିଲେ । ତେବେ…

ବିଛାଖଣ୍ଡିରେ ଚାଲିଥିବା ବେଆଇନ କ୍ରଶର ଉଚ୍ଛେଦ: ପ୍ରଶାସନ ନିକଟରେ ପୈଠ କରିପାରିଲେନି ଗୁରୁତ୍ୱପୂର୍ଣ୍ଣ କାଗଜ

ଜେନାପୁର,୪।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡିଠାରେ ବେଆଇନ ଭାବେ ଚାଲୁଥିବା କ୍ରଶରକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ତେବେ ପୂର୍ବରୁ ଏ ନେଇ କ୍ରଶର ମାଲିକଙ୍କୁ ନୋଟିସ କରାଯାଇଥିଲା। ସମୟସୀମା ମଧ୍ୟରେ କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri