ଏନ୍ଏସି ପକ୍ଷରୁ ଲୋକଙ୍କୁ ଖାଦ୍ୟ ବଣ୍ଟନ
ଗୁଡଭେଲା,(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକରେ ୯୧ ଜଣଙ୍କ ନାମ ପଞ୍ଜୀକୃତ ହୋଇଛି, ଯେଉଁମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଏବେ ଘରକୁ ଫେରିଛନ୍ତି। ୧୩ଟି ପଞ୍ଚାୟତର ୧୩ଟି ସ୍ଥାନରେ ଅସ୍ଥାୟୀ ଶିବିର କରାଯାଇଛି। ୩୪୫ଟି ଶଯ୍ୟା ବବସ୍ଥା ହୋଇଛି।…
୨୨୫ ଟଙ୍କାରେ ମାତ୍ର ୧୫ ମିନିଟରେ ହୋଇପାରିବ କରୋନା ଚିହ୍ନଟ !
ଢାକା,୩୦।୩: ସାରା ପୃଥିବୀରେ କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ପ୍ରତି ଦେଶର ବୈଜ୍ଞାନିକ କରୋନାକୁ ରୋକିବା ଲାଗି ଔଷଧ ତଥା ଯାଞ୍ଚ୍ କିଟ୍ ପ୍ରସ୍ତୁତିରେ ଲାଗି ରହିଛନ୍ତି। ଏପରିସ୍ଥଳେ ବାଂଲାଦେଶ। ଏକ ନୂଆ କରୋନା ଯାଞ୍ଚ୍ କିଟ୍…
କରୋନା କଟକଣା: ଗାଁ ମୁଣ୍ଡରେ ଲକ୍ଷ୍ମଣରେଖା ଟାଣିଲେ ଗ୍ରାମବାସୀ
ବଲାଙ୍ଗୀର ଅଫିସ,୩୦।୩: ବଲାଙ୍ଗୀର ସହର ଶୂନ୍ଶାନ ଥିବା ବେଳେ ଧୀରେ ଧୀରେ ଗ୍ରାମାଞ୍ଚଳର ଲୋକେ ସଚେତନ ହେବାରେ ଲାଗିଛନ୍ତି। ବାହାର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ ନ କରାଇ ଦେବା ପାଇଁ ଗାଁ ମୁଣ୍ଡରେ ଲକ୍ଷ୍ମଣରେଖା ଟାଣିଛନ୍ତି। ଏପରିକି ଜରୁରୀ ଥିଲେ…
ସାନିଟାଇଜର ଅଭାବରୁ ପ୍ରାକୃତିକ ଉପାୟ ଆପଣାଉଛନ୍ତି ଲୋକେ
ଚେନ୍ନାଇ,୩୦।୩: କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଥିବା ବେଳେ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ କୁହାଯାଉଛି। ହେଲେ ଲୋକଙ୍କ ଆବଶ୍ୟକତାକୁ ଦେଖି ବଜାରରେ ସେହି ପରିମାଣର ସାନିଟାଇଜର ମିଳୁ ନ ଥିବାରୁ ଲୋକେ ଏବେ ପ୍ରାକୃତିକ…
୨୭.୫ ଲକ୍ଷ ମନରେଗା ଶ୍ରମିକଙ୍କ ଖାତାରେ ୬୧୧କୋଟି ଟଙ୍କା ଜମା କଲେ ଯୋଗୀ ସରକାର
ଲକ୍ଷ୍ନୌ, ୩୦।୧: କରୋନା ଭାଇରସ୍ ଯୋଗୁ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏଥିରେ ସବୁଠାରୁ ଶ୍ରମିକ ଓ ଦିନ ମଜୁରିଆ ପ୍ରଭାବିତ ହୋଇଛନ୍ତି। ଲକ୍ଡାଉନ୍ ଯୋଗୁ ବିଭିନ୍ନ ଧରଣର କାର୍ଯ୍ୟ ବନ୍ଦ ରହିଥିବାରୁ ଏମାନେ ନିଜର ଜୀବିକା ହରାଇଛନ୍ତି। ତେବେ…
ଅଭିଭାବକଙ୍କୁ ମିଳିଲା ମଧ୍ୟାହ୍ନଭୋଜନ ଚାଉଳ ଟୋକନ୍
ବନ୍ତ,୩୦।୩(ଡି.ଏନ୍.ଏ.): କରୋନା ପାଇଁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ଚାଉଳ ପ୍ରଦାନର ବ୍ୟବସ୍ଥା କରିଛନ୍ତି। ସୋମବାର ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ବିଦ୍ୟାଳୟରୁ ଟୋକନ୍…
ସୋସିଆଲ ଡିଷ୍ଟାନସିଂ ଗାଇଡ୍ ଲାଇନ୍ସକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କଲେ ଟ୍ରମ୍ପ
ଓ୍ବାଶିଂଟନ,୩୦।୩: ଆମେରିକାରେ କରୋନା ଭାଇରସ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ସେଠାରେ ମୃତ୍ୟୁ ସଂଖ୍ୟା ୨ ହଜାର ଅତିକ୍ରମ କରି ସାରିଲାଣି। ଏହାକୁ ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ଡିଷ୍ଟାନସିଂ ଗାଇଡ୍ ଲାଇନକୁ ଏପ୍ରିଲ ୩୦…
ବାହାର ଲୋକଙ୍କୁ ସରଣ୍ଡା ମନା: ୩ଟି ରାସ୍ତା ସିଲ୍କଲେ ଗ୍ରାମବାସୀ
ସରଣ୍ଡା,୩୦।୩(ଡି.ଏନ୍.ଏ.): କରୋନା(କୋଭିଡ-୧୯) ସଂକ୍ରମଣକୁ ରୋକିବା ପାଇଁ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳି ପଞ୍ଚାୟତ ବରଗଡ଼ ଜିଲା ସରଣ୍ଡା ଗ୍ରାମବାସୀ ସୋମବାରଠାରୁ ଗ୍ରାମକୁ ସଂଯୋଗ କରୁଥିବା ୩ଟି ପ୍ରବେଶପଥକୁ ବନ୍ଦ କରିଛନ୍ତି। ସରଣ୍ଡା ସମେତ କଟାପାଲି, ଚକୁଳି ଗ୍ରାମବାସୀ ମଧ୍ୟ…
ଆଇସୋଲେଶନରେ ରହୁନାହାନ୍ତି ବିଦେଶ ଫେରନ୍ତା: ଗ୍ରାମବାସୀ ଭୟଭୀତ
ବନ୍ତ,୩୦।୩(ଡି.ଏନ୍.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ବିଦେଶ ଏବଂ ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ଆଇସୋଲେଶନରେ ରହିବା ପାଇଁ ପରାମର୍ଶ ଦେଉଥିଲେ ମଧ୍ୟ ତାହାକୁ ଲୋକେ ସଠିକ୍ ଭାବେ ପାଳନ କରୁ ନ ଥିବା ଦେଖାଯାଇଛି। ସେହିସବୁ ଲୋକଙ୍କ ପାଇଁ ପ୍ରତି…
ମୋଦିଙ୍କ ୨୧ ଦିନ ଲକ୍ଡାଉନ୍: କରୋନା ସଂକ୍ରମିତ ଦେଶଙ୍କ ପାଇଁ ଏକ ଆଦର୍ଶ
ଓ୍ବାଶିଂଟନ,୩୦।୩: ଏବେ ବିଶ୍ୱର ଅଧିକାଂଶ ଦେଶ କରୋନା ଭାଇରସ ସହ ଲଢେଇ କରି ଚାଲିଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ଏବେ ପ୍ରଶଂସା କରୁଛନ୍ତି କେତେଜଣ ସମାଜିକ କର୍ମୀ। ସେମାନେ…
ଲକ୍ଡାଉନ୍ ଅବଧି ବୃଦ୍ଧି ଗୁଜବକୁ ନେଇ ପ୍ରତିକ୍ରିୟା ରଖିଲେ କ୍ୟାବିନେଟ ସଚିବ
ନୂଆଦିଲ୍ଲୀ,୩୦।୩: ସାରା ଦେଶରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରଯାଇଛି। ତେବେ ଏହି ଲକ୍ଡାଉନ୍ର ଅବଧି ଆଗକୁ ବୃଦ୍ଧି ପାଇବ ବୋଲି ଯେଉଁ ଗୁଜବ ସୃଷ୍ଟି…
କରୋନା ଗାଁର ଦୁଃଖ: ଲୋକେ ଆସିବାକୁ ଡରୁଛନ୍ତିି !
ଲକ୍ଷ୍ନୌ,୩୦।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଉତ୍ତରପ୍ରଦେଶର କରୋନା ଗାଁର ଗ୍ରାମବାସୀଙ୍କ ଦୁଃଖ କହିଲେ ନ ସରେ। ତାଙ୍କ ଗାଁ ନାମ ଥିବା ଏଭଳି ଏକ…
Archives


