କରୋନା ଯୋଗୁ ଭାଙ୍ଗିଯିବ ବିଶ୍ୱର ଆର୍ଥିକ ମେରୁଦଣ୍ଡ: ଜାତିସଂଘ
ଓ୍ବାଶିଂଟନ,୩୧।୩: କରୋନା ସଂକ୍ରମଣ ଏବେ ସାରା ବିଶ୍ୱପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଏବେ ସାରା ବିଶ୍ୱ କରୋନାକୁ ନେଇ ଏକ ପ୍ରକାର ଠପ୍ ହୋଇ ଯାଇଛି କହିଲେ ଚଳେ। ଏହାକୁ ଦେଖି ଜାତିସଂଘ କହିଛି ଚଳିତ ବର୍ଷ କରୋନା ଯୋଗୁ…
୨୦୨୨କୁ ଘୁଞ୍ଚିଲା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍
ପ୍ୟାରିସ୍,୩୧।୩ (ଏଏଫ୍ପି)- କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଛି। ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯିବା ପରେ ଅନୁରୂପ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍କୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ଆମେରିକାର ଅରେଗନ ରାଜ୍ୟସ୍ଥିତ ୟୁଗେନେରେ ୨୦୨୧ରେ ଆୟୋଜନ ହେବାକୁ…
ଅସହାୟ ଶ୍ରମିକ ପରିବାରକୁ ମିଳୁନି ଖାଦ୍ୟ
ବରଗଡ଼ ଅଫିସ୍,୩୧।୩-କରୋନା ପ୍ରତିହତ ପାଇଁ ଲକ୍ ଡାଉନ୍ କଟକଣା ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଛନ୍ତି । ତେବେ ଏଭଳି ସ୍ଥିତିରେ ମୁଖ୍ୟତଃ ଗରିବ, ଅସହାୟ ଲୋକେ ଅଡ଼ୁଆରେ ପଡ଼ିଛନ୍ତି । ସେମାନଙ୍କୁ ଭଲଭାବେ ମୁଠାଏ ଖାଇବାକୁ…
ଖାଦ୍ୟର ମାନ ଯାଞ୍ଚ କଲେ ବିଧାୟକ
ବରଗଡ଼ ଅଫିସ୍,୩୧।୩-ବରଗଡ଼ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ମଙ୍ଗଳବାର ଖଣ୍ଡହଥା ଜଗନ୍ନାଥ ହାଇସ୍କୁଲରେ କରୋନା ପ୍ରତିହତ ପାଇଁ ହୋଇଥିବା ଆଇସୋଲେଶନ ସେଣ୍ଟର ପରିଦର୍ଶନରେ ଯାଇଥିଲେ । ସେଠାକାର ଅନ୍ତେବାସୀଙ୍କୁ ସେମାନଙ୍କ ସୁବିଧା, ଅସୁବିଧା ପଚାରିବା…
ତବଲିଗ୍ ଜମାତ୍ର ପ୍ରଭାବ: ୧୨ ଘଣ୍ଟାରେ ଆନ୍ଧ୍ରପ୍ରଦେଶରେ ୧୭ କରୋନା ସଂକ୍ରମିତ ଚିହ୍ନଟ
ବିଶାଖାପଟ୍ଟନମ୍,୩୧।୩: ଦିଲ୍ଲୀର ନିଜାମୁଦ୍ଦିନ୍ରେ ହୋଇଥିବା ତବଲିଗ୍ ଜମାତ୍ର ପ୍ରଭାବ ଏବେ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି। ଗତ ୧୨ ଘଣ୍ଟା ମଧ୍ୟରେ ଏଠାରେ ୧୭ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନେ ଜମାତ୍ରେ ଯୋଗଦେଇ ଘରକୁ ଫେରିଥିବା ଲୋକଙ୍କ ଦ୍ୱାରା ସଂକ୍ରମିତ…
କରୋନା ଭାଇରସରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବେ ମାତ୍ର ୩ ଜଣ
ମ୍ୟାଡ୍ରିଡ,୩୧।୩: ସ୍ପେନରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ସୋମବାର ୨୪ ଘଣ୍ଟାରେ ସ୍ପେନରେ ୯୧୩ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିଲା। ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୮୭୯୫୬ ଥିବା ବେଳେ…
ପାସ୍ ଅପବ୍ୟବହାର କଲେ କରାଯିବ ସିଜ୍: ପୋଲିସ କମିଶନର
ଭୁବନେଶ୍ୱର, ୩୧।୩(ବ୍ୟୁରୋ): ହସ୍ପିଟାଲ, ମିଡିଆ, ବ୍ୟାଙ୍କ କର୍ମଚାରୀଙ୍କୁ ଗାଡ଼ି ପାସ୍ ମିଳିଛି। ଘରୁ ଅଫିସ ଯିବା ପାଇଁ ଏହି ପାସ୍ ଇସ୍ୟୁ ହୋଇଛି। ମାତ୍ର କିଛି ବ୍ୟକ୍ତି ପାସ୍କୁ ଅପବ୍ୟବହାର କରି ବ୍ୟକ୍ତିଗତ କାମରେ ଲଗାଉଛନ୍ତି। ଏପରି ଅପବ୍ୟବହାର କଲେ ପାସ୍…
ସଲମାନ୍ଙ୍କ ଭଣଜା ଅବଦୁଲ୍ଙ୍କ ପରଲୋକ: ସୋସିଆଲ ମିଡିଆରେ ଫଟୋ ଶେୟାର କରି ଲେଖିଲେ ‘ତୁମକୁ ସବୁବେଳେ ଭଲ ପାଇବି’
ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କ ଭଣଜା ଅବଦୁଲ ଖାନ୍ଙ୍କର ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। ସେ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହୃଦ୍ଜନିତ ସମସ୍ୟା…
ଆଣ୍ଡାମାନରେ ୧୦ କରୋନା ପଜିଟିଭ୍
ପୋର୍ଟବ୍ଲେୟାର,୩୧।୩: ଦେଶରେ କରୋନା ଭାଇରସ୍ର ପ୍ରକୋପ ତୀବ୍ରଗତିରେ ବଢ଼ିଚାଲିଛି। ଦିନକୁ ଦିନ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ଆଣ୍ଡାମାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦କୁ ଛୁଇଁଛି। ଏହି ସଂକ୍ରମିତଙ୍କ ମଧ୍ୟରୁ ୯ଜଣ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା…
ମାର୍ଚ୍ଚରେ ଅବସର ନେବାକୁ ଥିବା ଡାକ୍ତର, ନର୍ସ ଆଉ ୨ ମାସ ଯୋଗାଇବେ ସେବା
ଚେନ୍ନାଇ,୩୧।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ସବୁ ରାଜ୍ୟରେ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହିକ୍ରମରେ ତାମିଲନାଡୁରେ ମାର୍ଚ୍ଚ…
କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ସହାୟତାର ହାତ ବଢ଼ାଇଲେ ବିକି
ମୁମ୍ବାଇ: ଭାରତରେ ଦିନକୁ ଦିନ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କରୋନା ଭାଇରସ୍ ବା କୋଭିଡ-୧୯ ବିରୋଧରେ ଜାରି ରହିଥିବା ଲଢ଼େଇରେ ଶିଳ୍ପପତିଙ୍କଠାରୁ…
ସାନିଟାଇଜ ମେଶିନ ଧରି ବୁଲୁଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ
ଝାରସୁଗୁଡା ଅଫିସ,୩୧।୩-କରୋନା ଭୂତାଣୁ ସଂକ୍ରମଣ ନ କରିବା ପାଇଁ ସବୁ ବେଳେ ସମାଜିକ ଦୂରତା ରକ୍ଷା କରିବା ସହ ସଫା ସୁତୁରା ରହିବାକୁ ପରାମର୍ଶ ଦିଆଯାଉଛି। ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ହୋଇଥିବା ବୈଠକରେ ଏହାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର…
Archives


