ଚାଇନାର ଧମକ: ଏହା ଆରମ୍ଭ ମାତ୍ର, ଆହୁରି କରୋନା କ୍ଷତି ସହିବ ବିଶ୍ୱ

ବେଜିଂ,୮।୭: ଆମେରିକାର ଚାପ ପଡିବା ସତ୍ତ୍ୱେ ଚାଇନା ସାରା ବିଶ୍ୱକୁ ପୁଣି ଧମକ ଦେଇଛନ୍ତି। କରୋନା ଯୋଗୁ ସାରା ବିଶ୍ୱ ଆହୁରି କ୍ଷତି ସହିବ ବୋଲି ଚାଇନା ପକ୍ଷରୁ କୁହାଯାଇଛି। ଚାଇନା ସରକାରଙ୍କ ନିୟନ୍ତ୍ରଣାଧୀନ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ମଙ୍ଗଳବାର ଲେଖାଯାଇଥିବା ସମ୍ପାଦକୀୟରେ ଲେଖାଯାଇଛି, ଆମେରିକା ଅନ୍ୟ ଦେଶଗୁଡିକ ସହ ମିଶି ଚାଇନା ବିରୋଧରେ ଉସ୍‌କାଉଛି ଏବଂ ନିଜ ପକ୍ଷକୁ ଆଣୁଛି। ଆମେରିକା ନିଜ ପ୍ରଭାବ ବଢାଇବାକୁ ଚେଷ୍ଟା କରୁଛି। ଏହାର ପ୍ରତିକୂଳ ପଭାବ ପଡିବ। କରୋନା ଯୋଗୁ ସାରା ବିଶ୍ୱ ଆହୁରି କ୍ଷତି ସହିବ ଏବେ ଆରମ୍ଭ ମାତ୍ର ବୋଲି ଚାଇନା ଧମକ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ୍‌ରେ ଫାଶୀ ଦଣ୍ଡାଦେଶ ୭୫% ବଢ଼ିଛି

ପ୍ୟାରିସ୍‌,୧୪।୪: ଗତବର୍ଷ ଇରାନ୍‌ରେ ଦଣ୍ଡାଦେଶ ୭୫% ବୃଦ୍ଧି ପାଇଛି। ଲୋକଙ୍କ ମଧ୍ୟରେ ଭାୟର ବାତାବରଣ ସୃଷ୍ଟି କରିବା ପାଇଁ ଇରାନ୍‌ ସରକାର ଏପରି କରିଥିବା ମାନବ...

ଗରିବ ପାକିସ୍ତାନକୁ ସାଉଦି ଆରବ ଭରସା

ଇସଲାମାବାଦ,୨୭।୧୦: ଆଜିକାଲି ପାକିସ୍ତାନ ଏକ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ମହଙ୍ଗା ଆକାଶ ଛୁଆଁ ହୋଇଛି। ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ...

ଭାରତ ସହିତ ବନ୍ଧୁତା ବଢାଇବା ପାଇଁ ଆମେରିକାର ସ୍ବାର୍ଥପର ଖେଳ: ଚାଇନା

ବେଜିଂ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ନେଇ ଚାଇନା କହିଛି, ଆମେରିକା ଭାରତ ସହ ସମ୍ପର୍କକୁ ମଜବୁତ କରୁଛି, କାରଣ ସେ ଚାଇନା ଆର୍ଥିକ...

ରାଫାଲ ବିମାନକୁ ଖରାପ ନଜରରୁ ରକ୍ଷା କରିବ ଲେମ୍ବୁ

ପ୍ୟାରିସ,୯।୧୦: ମଙ୍ଗଳବାରଠାରୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ରାଫାଲ। ଫ୍ରାନ୍ସ ଗସ୍ତରେ ଏହି ଡିଲ୍‌ର ପ୍ରଥମ ଯୁଦ୍ଧ ବିମାନ ଗ୍ରହଣ କରିଛନ୍ତି ପ୍ରତିରକ୍ଷା...

ବିରଳ ସ୍ନାୟୁ ରୋଗରେ ଆକ୍ରାନ୍ତ ଏହି ଗାୟିକା

ଓଟାଓ୍ବା,୯।୧୨: କାନାଡା ସିଙ୍ଗର ସେଲିନ ଡିଓନ୍‌ ବିରଳ ନ୍ୟୁରୋଲୋଜିକାଲ(ସ୍ନାୟୁ) ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେଲିନ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି।...

ପେଣ୍ଟାଗନ ଅଧିକାରୀଙ୍କ ଦାବି: ଭାରତ ସହ ମିଶି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଲାଗିପଡିଛି ଆମେରିକା

ବେଜିଂ,୨୧।୭: ଚାଇପାକୁ ବିପଦ ଭାବି ଆମେରିକା ଭାରତ ସହ ମିଶି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଲାଗିପଡିଛି ବୋଲି ପେଣ୍ଟାଗନ ଦାବି କରିଛି। ଉଚ୍ଚ କ୍ଷମତାଯୁକ୍ତ ଆର୍ଟିଲିରି...

ପୁଣି ବଢ଼ିବ ପେଟ୍ରୋଲ ଦର

ଇସଲାମାବାଦ,୧୫ା୪: ପାକିସ୍ତାନରେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ଲୋକଙ୍କ ଉପରେ ଭାର ବଢ଼ିବାକୁ ଯାଉଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ଆସନ୍ତା ଦୁଇ...

ଟୁଇଟରର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଣ୍ଟକୁ ଭାରତରେ କଲା ବ୍ଲକ

ନୂଆଦିଲ୍ଲୀ/ଇସଲାମାବାଦ,୩୦ ।୩: ଟୁଇଟର ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଣ୍ଟକୁ ଭାରତରେ ବ୍ଲକ କରି ଦେଇଛି । ଟୁଇଟରରେ...

Advertisement
Archives

Model This Week