ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି ବାରିପଦାର ରାଜେନ୍ଦ୍ର: ଟୁଇଟ୍ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ବାରିପଦା ଅଫିସ, ୩୧ା୩- ବାରିପଦା ସହରର ତକତପୁର ଅଞ୍ଚଳର ରାଜେନ୍ଦ୍ର କବାଟଙ୍କ ପରିବାରବର୍ଗ ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି। ଏନେଇ ମଙ୍ଗଳବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ରାଜେନ୍ଦ୍ରଙ୍କ ପରିବାରକୁ ପ୍ରଶଂସା…
ରାଜଧାନୀରେ କରୋନା ସତର୍କତା: ସର୍ବସାଧାରଣସ୍ଥାନକୁ ସଂକ୍ରମଣ ମୁକ୍ତ କରିବାକୁ ବିଶୋଧକ ସ୍ପ୍ରେ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ରାଜଧାନୀରେ କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସର୍ବସାଧାରଣସ୍ଥାନକୁ ସଂକ୍ରମଣମୁକ୍ତ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ବିଏମ୍ସିର ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରର ବାପୁଜି ନଗର, ସିଆର୍ପି, ବରମୁଣ୍ଡା ଅଞ୍ଚଳକୁ ମଙ୍ଗଳବାର ବିଶୋଧକ ସ୍ପ୍ରେ କରାଯାଇଛି। ସକାଳେ ବାପୁଜିନଗରରୁ ରାଜମହଲ…
କ୍ୱାରାଣ୍ଟାଇନ୍ରେ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗଦେଇ ଫେରିଥିବା ୩ ଓଡ଼ିଆ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ନୂଆଦିଲ୍ଲୀର ନିଜାମୁଦ୍ଦିନଠାରେ ହୋଇଥିବା ଧାର୍ମିକ ସଭାରେ କିଛି ଓଡ଼ିଆ ସାମିଲ ହୋଇଥିଲେ। ଏଯାବତ୍ ୩ଜଣଙ୍କ ବିଷୟରେ ସରକାର ଅବଗତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ଏଥିସହ ସେମାନଙ୍କର ପରିବାରବର୍ଗକୁ ମଧ୍ୟ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ସେହିଭଳି ଅନ୍ୟମାନଙ୍କୁ ଟ୍ରାକ୍ କରିବାକୁ…
ଆମ୍ବୁଲାନ୍ସରେ ଯାତ୍ରୀ ନେଲେ କଠୋର କାର୍ଯ୍ୟାନୁଷ୍ଠାନ, ଗିରଫ ହେବେ ଚାଳକ, ବାଜ୍ୟାପ୍ତ ହେବ ଗାଡ଼ି: ବାଗ୍ଚୀ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ଗୋଟିଏ ପଟେ କରୋନା ମୁକାବିଲା ଲାଗି ରାଜ୍ୟର ସମସ୍ତ ଜିଲାରେ ଲକ୍ଡାଉନ୍ ଜାରି ରହିଥିବା ବେଳେ ଆମ୍ବୁଲାନ୍ସର ଅସଦ୍ବ୍ୟବହାର ହେଉଥିବା ନଜରକୁ ଆସିଛି। ଏହି ଦୂରାବସ୍ଥା ସମୟର ଲାଭ ଉଠାଇବାକୁ ଯାଇ କିଛି ଡ୍ରାଇଭର ଯାତ୍ରୀ ନେଉଥିବା ଦେଖିବାକୁ ମିଳିଛି।…
ଲକ୍ଡାଉନ୍ ନିୟମ କୋହଳ କରିବାର ସମୟ ଆସିନାହିଁ, ସତର୍କତା ନ ରଖିଲେ ନିଆଁ ମାଡ଼ିବାର ସମ୍ଭାବନା: ବାଗ୍ଚୀ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ବର୍ତ୍ତମାନ ସମୟରେ ଓଡ଼ିଶାରେ ୩ କରୋନା ପଜିଟିଭ ମାମଲା ରହିଛି। ହେଲେ ଏହି ୩-୩୦-୩୦୦-୩୦୦୦ ପର୍ଯ୍ୟନ୍ତ ଯିବା ବା ନଯିବା ଆପଣଙ୍କ ଏବଂ ମୋ’ ହାତରେ ରହିଛି। ଭାରତୀୟ ମହାନଗରୀ ଜନସଂଖ୍ୟାର ଘନତ୍ୱ ଯୁକ୍ତରାଷ୍ଟ୍ର ଆମେରିକାର ଯେକୌଣସି ସହର ଘନତ୍ୱଠାରୁ…
ସାନ ଦେଉଛନ୍ତି ଶୃଙ୍ଖଳାର ନିଦର୍ଶନ, ବଡ଼ ଭାଙ୍ଗୁଛନ୍ତି ନିୟମ: ବାଗ୍ଚୀ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ଭାରତରେ ଘାତକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ଶହ ଟପିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୩ରେ ରହିଛି। ଏହାପଛରେ ଥିବା କାରଣଟି ହେଲା ଓଡ଼ିଶାର ଜନସାଧାରଣଙ୍କ ସଚେତନତା ଏବଂ ସହଯୋଗ। ଦୀର୍ଘ ୧୫ ଦିନ ଧରି ଲୋକମାନେ ସୁଖ ଓ…
କରୋନା ଭୟ: ରାସ୍ତାରେ ଶୋଉଥିବା ଲୋକଙ୍କୁ ୫-ଷ୍ଟାର ହୋଟେଲରେ ରଖିବେ ସରକାର
କାନବେରା,୩୧।୩: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍ ଆତଙ୍କ ଖେଳିଯାଇଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ସବୁ ଦେଶ ଭିନ୍ନ ଭିନ୍ନ ଉପାୟରେ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ କରୋନା ଭାଇରସ୍ରୁ ବର୍ତ୍ତିବା ପାଇଁ ଅଷ୍ଟ୍ରେଲିଆର ପର୍ଥ ସହର ଏକ ନିଆରା ଉଦ୍ୟମ…
ପଶୁପକ୍ଷୀଙ୍କୁ ଖାଦ୍ୟ ଦେବ ବିଏମ୍ସି: ଖର୍ଚ୍ଚ ବାବଦକୁ ୩ ଲକ୍ଷ ୬୦ ହଜାର ଦେଲେ ସରକାର
ଭୁବନେଶ୍ୱର,୩୧ା୩(ବ୍ୟୁରୋ): ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ଯୋଗୁ ବାହାରେ ବୁଲୁଥିବା ପଶୁପକ୍ଷୀମାନେ ଖାଇବାକୁ ପାଉନାହାନ୍ତିି। ସୋମବାର ରାଜ୍ୟ ସରକାର ସାରା ରାଜ୍ୟରେ ଥିବା ନିରାଶ୍ରୟ ପଶୁପକ୍ଷୀଙ୍କ ଖାଇବା ପାଇଁ ପ୍ୟାକେଜ୍ ଘୋଷଣା କରିବା ପରେ ଭୁବନେଶ୍ୱରରେ ବାହାରେ ବୁଲୁଥିବା ପଶୁପକ୍ଷୀଙ୍କୁ…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏଲ୍ଆଇସି ଫିଲ୍ଡ ୱାର୍କରଙ୍କ ଆର୍ଥତ୍କ ସାହାଯ୍ୟ
ସମ୍ବଲପୁର, ୩୧।୩ (ବ୍ୟୁରୋ)-ନ୍ୟାଶନାଲ ଫେଡେରେସନ ଅଫ୍ ଇନସ୍ୟୁରାନ୍ସ ଫିଲ୍ଡ ୱାର୍କର ଅଫ୍ ଇଣ୍ଡିଆ (ଏଲଆଇସି )ସମ୍ବଲପୁର ମଣ୍ଡଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା ଦେଇଛନ୍ତି । ୧୪ଟି ଶାଖାର ୧୧୭ଜଣ ସଦସ୍ୟ ୧ ହଜାର ଟଙ୍କା ଲେଖାଏଁ ସହଯୋଗ…
ଅଯଥା କଥାରେ ସମୟ ନଷ୍ଟ କରୁଛନ୍ତି ଟ୍ରମ୍ପ: ସୋନମ
ମୁମ୍ବାଇ: ବଲିଉଡ୍ ନାୟିକା ସୋନମ କପୁର ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ନେଇ କରିଥିବା ଟୁଇଟ୍ ଭାଇରାଲ ହେବାରେ ଲାଗିଛି। ବିଶ୍ୱରେ କରୋନା ମହାମାରୀ ସମସ୍ତଙ୍କ ମୁଣ୍ଡ ବିଗାଡିଥିବା ବେଳେ ଆମେରିକାରେ ଏହା ଏବେ ତାଣ୍ଡବ ରଚିଛି। ଚାଇନାରୁ ଆରମ୍ଭ…
କରୋନା ମୁକାବିଲା ପାଇଁ ମାସ୍କ, ସାବୁନ ବଣ୍ଟନ
ସମ୍ବଲପୁର, ୩୧।୩ (ବ୍ୟୁରୋ)- କରୋନା ମୁକାବିଲା ପାଇଁ ସମ୍ବଲପୁର ବିଭିନ୍ନ ଅନୁଷ୍ଠାନ ଗୁଡିକ ସହଯୋଗର ହାତ ବଢ଼ାଇଛନ୍ତି । ଗ୍ରାମାଞ୍ଚଳରେ ମଧ୍ୟ ଏହା ଦେଖିବାକୁ ମିଳିଛି । ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଡଙ୍ଗାପାଲ ଗ୍ରାମର ଉତ୍ସବ ସାମାଜିକ ଓ ସାଂସ୍କୃତିକ…
ସଂକ୍ରମିତ ରୋଗୀଙ୍କ ତଥ୍ୟ ଲୁଚାଇବାରୁ ଘରୋଇ ହସ୍ପିଟାଲକୁ ସିଲ୍ କଲା ପ୍ରଶାସନ
ଗ୍ରେଟରନଏଡା,୩୧।୩: ଉତ୍ତରପ୍ରଦେଶର ଗ୍ରେଟରନଏଡାସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସିଲ୍ କରାଯାଇଛି। କରୋନା ପଜିଟିଭ୍ ରୋଗୀଙ୍କ ତଥ୍ୟ ଲୁଚାଇଥିବା ଅଭିଯୋଗରେ ଏହି ସିଲ୍ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗ୍ରେଟରନଏଡାରେ ଥିବା ସଞ୍ଜିବନୀ ହସ୍ପିଟାଲରେ ଜଣେ କରୋନା ଭାଇରସ୍ ସଂକ୍ରମିତ…
Archives


