ପିଏନ୍ବି ହେଲା ଦେଶର ଦ୍ୱିତୀୟ ବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ
ନୂଆଦିଲ୍ଲୀ, ୨।୪: ପହିଲାରୁ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆର ସବୁ ଶାଖା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି) ଶାଖା ଭାବେ କାର୍ଯ୍ୟ ଆରମ୍ଭ କରିଛି। ଏହା ଫଳରେ ପିଏନ୍ବି ଦେଶର ଦ୍ୱିତୀୟ ସର୍ବବୃହତ୍ତ ବ୍ୟାଙ୍କ…
ଏସ୍ସିବିରେ ଚତୁର୍ଥ କରୋନା ପଜିଟିଭ୍
କଟକ ଅଫିସ, ୨।୪: ଭଦ୍ରକର ଜଣେ ୨୯ ବର୍ଷୀୟ ଯୁବକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ରାତିରେ ଜଣାପଡ଼ିଥିଲା। ଭୁବନେଶ୍ୱର ଏମ୍ସରେ ତାଙ୍କ ନମୁନା ପରୀକ୍ଷା ବେଳେ କରୋନା ପଜିଟିଭ୍ ମିଳିଥିଲା। ବୁଧବାର ଭୋରୁ ତାଙ୍କୁ କଟକ ଏସ୍ସିବି ମେଡ଼ିକାଲ୍…
ପିଏମ୍ କେୟାର୍ସ ପାଣ୍ଠି ଦାନରେ ଟିକସ ରିହାତି
ନୂଆଦିଲ୍ଲୀ, ୨।୪:କୋଭିଡ-୧୯ ଯୋଗୁ ଏବେ ସାରା ଦେଶରେ ଲକ୍ଡାଉନ ଘୋଷଣା କରାଯାଇଛି। ସାରା ବିଶ୍ୱର ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍ ହୋଇଥିବା ବେଳେ ପିଏମ୍ କେୟାର୍ସ ପାଣ୍ଠିକୁ ଦାନ କରୁଥିବା କମ୍ପାନୀଗୁଡିକ ଲାଗି ସରକାର ପ୍ରୋତ୍ସାହନ ଦେଉଥିବା ଜଣାପଡିଛି। ଏହି ପାଣ୍ଠିକୁ…
ଭାରତୀୟ ଖେଳାଳିଙ୍କୁ ନେଇ ହେଉ ଆଇପିଏଲ୍
ନୂଆଦିଲ୍ଲୀ, ୨ା୪ (ପି.ଟି.) କୋଭିଡ୍-୧୯ ମହାମାରୀ ଯୋଗୁ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)କୁ ଘୁଞ୍ଚାଇ ଦିଆଯାଇଛି। ତେବେ ଏହି ବ୍ୟୟବହୁଳ ଇଭେଣ୍ଟ କେବେ ହେବ ଅବା ସମ୍ପୂର୍ଣ୍ଣ ବାତିଲ କରିଦିଆଯିବ ତାହା ଏପ୍ରିଲ ୧୪ରେ ସ୍ପଷ୍ଟ ହେବ। ଆଗରୁ…
ଫୁକୁଶିମାରେ ଗୋଟିଏ ମାସ ରହିବ ଅଲିମ୍ପିକ ଜ୍ୟୋତି
ଟୋକିଓ, ୨ା୪ (ଏପି)- ସାଧାରଣରେ ପ୍ରଦର୍ଶନ ଉଦ୍ଦେଶ୍ୟରେ ଜାପାନର ଉତ୍ତର-ପୂର୍ବାଞ୍ଚଳ ଅନ୍ତର୍ଗତ ଫୁକୁଶିମାରେ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଅଲିମ୍ପିକ ଜ୍ୟୋତି ରହିବ। ବୁଧବାର ଫୁକୁଶିମାସ୍ଥିତ ଜେ-ଭିଲେଜ୍ ନ୍ୟାଶନାଲ ଟ୍ରେନିଂ ସେଣ୍ଟରଠାରେ ଟୋକିଓ ଅଲିମ୍ପିକ ଓ ଜିଲା କାର୍ଯ୍ୟାଳୟର କର୍ମଚାରୀଙ୍କ ମଧ୍ୟରେ ବିଧିବଦ୍ଧ…
ସାନିଟାଇଜ୍ ହେଲା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର
କେନ୍ଦୁଝର, ୨ା୪(ଡି.ଏନ୍.ଏ.)-କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରକୁ ଜୀବାଣୁ ମୁକ୍ତ କରିବା ପାଇଁ ବୁଧବାର ଅଗ୍ନିଶମ ବିଭାଗ ପକ୍ଷରୁ ରାସାୟନିକ ପାଣି ପକାଇ ବିଶୋଧନ କରାଯାଇଛି। ମୁଖ୍ୟ ଚିକିତ୍ସାଳୟ ଚତୁଃପାାର୍ଶ୍ୱ ରାସ୍ତା ଓ ଖାଲି ସ୍ଥାନରେ ସାନିଟାଇଜେସନ କରାଯିବା ସହ ଡିଏନ୍…
ଭଦ୍ରକ-କେନ୍ଦୁଝର ସୀମା ସିଲ୍
ବନ୍ତ, ୨ା୪(ଡି.ଏନ୍.ଏ.)-କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଜିଲାର ସୀମାନ୍ତ ପଥକୁ ସିଲ୍ କରାଯାଇଛି। ଭଦ୍ରକ ଜିଲା ବନ୍ତ ବ୍ଲକ ତଥା ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥର ବସନ୍ତିଆ ବଜାରଠାରେ ବନ୍ତ ପୋଲିସ ପ୍ରଶାସନ…
କରୋନା ସଂକ୍ରମଣରୁ ରକ୍ଷା ପାଇଁ ସାବୁନ୍ ଓ ମାସ୍କ ବଣ୍ଟନ
ପଦ୍ମପୁର, ୨ା୪ (ଡି.ଏନ.ଏ.)-ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତର ବାସନ୍ତୀ କ୍ଲବର ସଦସ୍ୟମାନେ ବୁଧବାର କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କୁ ୧୫୦୦ ଶହ ସାବୁନ୍ ବଣ୍ଟନ କରିଛନ୍ତି। ଏଥିସହ ସାମାଜିକ ଦୂରତା ବଜାୟ ରଖିବା ସହ ପରିଷ୍କାର ପରିଚ୍ଛନ୍ନତା…
ସଚେତନତା ବାର୍ତ୍ତା ମାଧ୍ୟମରେ ପାଳନ ହେଲା ଓଡ଼ିଶା ଦିବସ
ଖଇରା,୨।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଣିକ ସଂଘ ଓ ଏସଆର୍ ଗ୍ରୁପ ସମ୍ଭାବନାର ମିଳିତ ଆନୁକୂଲ୍ୟରେ ଓଡ଼ିଶା ଦିବସ କରୋନା ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି ା ସକାଳ ୭ଟାରେ ବଣିକ ସଂଘ ସଭାପତି ତଥା ଏସ୍ଆର…
ସାଧାରଣ ରୋଗ ପାଇଁ ଡାକ୍ତରଖାନା ମନା
ହିଞ୍ଜିଳିକାଟୁ,୧ା୪(ଡି.ଏନ୍.ଏ.): କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଲକ୍ଡାଉନ୍ ଜାରି ରହିଥିବା ବେଳେ ଜରୁରୀ କାମ ନ ଥିଲେ ଲୋକେ ବାହାରକୁ ନ ବାହାରିବା ପାଇଁ କଟକଣା ହୋଇଛି। ଯେ କାୈଣସି ସମୟରେ ଡାକ୍ତରଖାନା ଯିବାକୁ ଅନୁମତି ରହିଛି। ପ୍ରେସକ୍ରିପଶନ ଦେଖି ପୋଲିସ…
ଗୋପରେ ନିଜାମୁଦ୍ଦିନରୁ ଫେରନ୍ତା ଚିହ୍ନଟ
ଗୋପ,୧।୪(ଡି.ଏନ୍.ଏ.): କରୋନା ଭାଇରସ୍ ସଂକ୍ରମଣକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ନିଜାମୁଦ୍ଦିନ ଧର୍ମସଭାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କେତେଜଣ ବ୍ୟକ୍ତି ଯୋଗଦେଇଥିଲେ। ଇତିମଧ୍ୟରେ ଗୋପର ୨ଜଣ ବ୍ୟକ୍ତି ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇଥିବା ଜଣାପଡ଼ିଛି। ବୁଧବାର ଅପରାହ୍ନରେ ବ୍ଲକ ପ୍ରଶାସନ ପକ୍ଷରୁ ୨ଜଣ ଯୁବକଙ୍କୁ…
ପୋଷ୍ଟାଲ ଗାଡ଼ିରେ ଶ୍ରମିକ
ବାରିପଦା ଅଫିସ, ୧ା୪: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଲକ୍ଡାଉନ ହେବା ଯୋଗୁ ଅନେକ ସ୍ଥାନରେ ଶ୍ରମିକମାନେ ଫସି ରହି ଯାଇଛନ୍ତି। ଯିଏ ଯେଉଁଠି ଅଛନ୍ତି ସେହିଠାରେ ରହିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କହୁଥିଲେ ମଧ୍ୟ ଶ୍ରମିକମାନେ…
Archives


