ଧର୍ମଶାଳା ମହାବିଦ୍ୟାଳୟର ୩ ଛାତ୍ର ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ମନୋନୀତ
ଧର୍ମଶାଳା,୨୦ା୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟର ୩ ଛାତ୍ର ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ମନୋନୀତ ହୋଇଛନ୍ତି। କେନ୍ଦୁଝର ଜିଲା ବଡ଼ବିଲଠାରେ ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ଏଥିରେ ଧର୍ମଶାଳା ମହାବିଦ୍ୟାଳୟ ଯୁକ୍ତ…
ନୀରଜ ଚୋପ୍ରାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି, ଉଡିଯିବ ହୋଶ୍
ନୂଆଦିଲ୍ଲୀ,୨୦।୯: ନୀରଜ ଚୋପ୍ରା ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଜାଭେଲିନ ଥ୍ରୋ ସାରା ଭାରତରେ ଉତ୍ସାହର ଲହରୀ ଖେଳିଯାଇଥିଲା। ସଦ୍ୟ ସମାପ୍ତ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ, ନୀରଜ ଚୋପ୍ରାଙ୍କୁ ଅଷ୍ଟମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ନୀରଜଙ୍କ ଭାରତର…
ଟିପିସିଓଡିଏଲର ଉଦ୍ୟମୀ ସଶକ୍ତିକରଣ କାର୍ଯ୍ୟକ୍ରମ
ଭୁବନେଶ୍ୱର,୧୯।୯(ଅନୁରାଧା ମହାରଣା)- ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିସିଓଡିଏଲ) ଦ୍ୱାରା ଏମଡିସି ଭୁବନେଶ୍ୱରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ‘ଆଫିରମେଟିଭ କମ୍ୟୁନିଟି’ରୁ ଆସିଥିବା ଉଦ୍ୟମୀମାନଙ୍କୁ ସଶକ୍ତ କରିବା…
ମୁଖ୍ୟମନ୍ତ୍ରୀଙ୍କୁ ସିଧା ସିଧା ପଚାରିଲେ ସୋଫିଆ, ରାଜନୀତିରେ ହଲଚଲ
ଭୁବନେଶ୍ୱର, ୧୯।୯: ଓଡ଼ିଶା ସରକାର ବିଗତ ତିନୋଟି ବିତ୍ତୀୟ ବର୍ଷରେ ଟିଭି ଓ ଖବରକାଗଜ ବିଜ୍ଞାପନ ପାଇଁ ମୋଟ ୩୮୦.୯୫ କୋଟି ଟଙ୍କା ଖର୍ଚ୍ଚା କରିଛନ୍ତି। ଏନେଇ ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ…
ନଖରେ ଦେଖାଯାଉଛି କି ଏପରି ଚିହ୍ନ, ବୁଝି ନିଅନ୍ତୁ ଏହି ଲକ୍ଷଣ ହୋଇପାରେ ଗମ୍ଭୀର ରୋଗର କାରଣ
ଆପଣଙ୍କ ନଖରେ ଛୋଟ ଦାଗ, ଧଳା ରେଖା, କିମ୍ବା ଦୁର୍ବଳ ଦାଗ ଦେଖାଯାଉଛି କି? ଏହି ଲକ୍ଷଣଗୁଡ଼ିକ ଆମ ସ୍ବାସ୍ଥ୍ୟ ସହିତ ଗଭୀର ଭାବରେ ଜଡ଼ିତ। ନଖ କେବଳ ଆପଣଙ୍କ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ନୁହେଁ, ଏହା ଆମ…
ଗୃହ ମୁଲତବୀକୁ ନେଇ ବଡ଼ କଥା କହିଦେଲେ ଜୟନାରାୟଣ: ନବୀନଙ୍କ ନାଁ ନେଇ
ଭୁବନେଶ୍ୱର,୨୦।୯: ଗୃହ ମୁଲତବୀକୁ ନେଇ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ନବୀନ ଅସୁସ୍ଥ, ସେ ଆସୁ ନଥିବାରୁ ବିଜେଡି ଗୃହକୁ ଅଚଳ କରୁଛି।ଆମେ ସବୁପ୍ରକାର ଆଲୋଚନା ପାଇଁ ପ୍ରସ୍ତୁତଥିବା ଜୟନାରାୟଣ କହିଛନ୍ତି। ଗୃହ ବିଧି ବ୍ୟବସ୍ଥାରେ ଚାଲେ, ଅନାସ୍ଥା…
୫ ହଜାର ଲାଞ୍ଚ ନେବାବେଳେ ASIଙ୍କୁ ମାଡିବସିଲା ଭିଜିଲାନ୍ସ
ବାଲେଶ୍ୱର,୨୦।୯(ବାଞ୍ଛାନିଧି ଦେ): ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲା ଅନନ୍ତପୁର ଫାଣ୍ଡି ASI ।୫ ହଜାର ଲାଞ୍ଚ ନେବାବେଳେ ASI ହୃଷିକେଶ ବିଶ୍ବାଳ ମାଡ଼ିବସିଲା ଭିଜିଲାନ୍ସ ଟିମ୍। ଦୁର୍ଘଟଣା ଘଟାଇଥିବା ବାଇକ ରିଲିଜ କରିବାକୁ ଲାଞ୍ଚ ନେଉଥିଲା ବେଳେ ପୂର୍ବ ଯୋଜନା ମୁତାବକ…
ମନ୍ଦୋଦରୀ ଭୂମିକାରେ ପୁନମ ପାଣ୍ଡେ
ନୂଆଦିଲ୍ଲୀ: ଅନେକ ସମୟ ଧରି ଅଭିନେତ୍ରୀ ପୁନମ ପାଣ୍ଡେ କୌଣସି ଫିଲ୍ମ କିମ୍ବା ଟିଭି ଶୋ’ରେ ନଜରକୁ ଆସିନାହାନ୍ତି। ତେବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଗୁଡ୍ନ୍ୟୁଜ୍ ସାମ୍ନାକୁ ଆସିଛି। ତାଙ୍କୁ ବଡ଼ ପରଦା କିମ୍ବା ଛୋଟ ପରଦାରେ ନୁହେଁ ବରଂ…
ମୁସଲିମ ବିବାହକୁ ନେଇ କେରଳ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଦ୍ୱିତୀୟ ବିବାହ ପାଇଁ ରଖିଲେ ଏମିତି ସର୍ତ୍ତ
ଥିରୁଭାନନ୍ତପୁରମ,୨୦।୯: କେରଳ ହାଇକୋର୍ଟ ମୁସଲମାନମାନଙ୍କ ମଧ୍ୟରେ ବହୁବିବାହ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋରାନର ଶ୍ଳୋକକୁ ଉଦ୍ଧୃତ କରି ହାଇକୋର୍ଟ କହିଛନ୍ତି ଯେ ମୁସଲିମ ବ୍ୟକ୍ତିଗତ ଆଇନ ବହୁବିବାହକୁ ଅନୁମତି ଦିଏ। କୋରାନର ଶ୍ଳୋକକୁ ଉଦ୍ଧୃତ କରି ହାଇକୋର୍ଟ କହିଛନ୍ତି…
ରାଷ୍ଟ୍ର ଗଠନରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ: ମହିଳା ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବ
ଦାରିଙ୍ଗବାଡି,୨୦।୯(ଅରୁଣ ସାହୁ): ରାଷ୍ଟ୍ର ଗଠନରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ। ମହିଳାମାନେ ପରିବାର ସଦସ୍ୟଙ୍କ ଆଦରଯତ୍ନ କରନ୍ତି। ମହିଳାମାନେ ଅନେକ ସମୟରେ ଗୃହ କାର୍ଯ୍ୟରେ ବ୍ୟସ୍ତ ହୋଇ ନିଜ ପ୍ରତି ଧ୍ୟାନ ଦେଇ ନ ଥାନ୍ତି। ତେବେ ମହିଳାମାନଙ୍କ ସ୍ବାସ୍ଥ୍ୟ ପ୍ରତି…
ମେଶିନ ଅଚଳରୁ ଅଧାରୁ ଅଟକିଥିଲା ଅସ୍ତ୍ରୋପଚାର, ତଦନ୍ତ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ମହିଳା କମିଶନ ସଦସ୍ୟା
ବରଗଡ଼,୨୦ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ରହିଥିବା ଜନନୀ ଓ ଶିଶୁ ଚିକିତ୍ସାଳୟରେ ପରିବାର ନିୟୋଜନ ଅସ୍ତ୍ରୋପଚାର ସମୟରେ ମେଶିନ ଅଚଳ ଯୋଗୁ ଅସ୍ତ୍ରୋପଚାର ଅଧାରେ ଅଟକିବା ଘଟଣାକୁ ମହିଳା କମିଶନ ଗୁରୁତ୍ୱର ସହିତ ନେଇଛି। ଏହି କ୍ରମରେ…
ଜାତୀୟ ଟାଇକୁଣ୍ଡ ପ୍ରତିଯୋଗିତାରେ କମାଲ କଲେ ଜୟଶ୍ରୀ କେମିକାଲ ସ୍କୁଲର ଛାତ୍ରୀ
ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ ): ମହାରାଷ୍ଟ୍ରର ଜଲଗାଁଓଠାରେ ଗତ ୧୬ରୁ ୧୮ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ସିଆଇଏସଇସି ଜାତୀୟସ୍ତରୀୟ ଟାଇକୁଣ୍ଡ ପ୍ରତିଯୋଗିତା। ଜୟଶ୍ରୀ କେମିକାଲସ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରତ୍ୟୁଷ କୁମାରୀ ତରାଇ ୧୭ ବର୍ଷରୁ କମ୍ ବାଳିକା ବିଭାଗ ୫୫ କିଗ୍ରାରେ…
Archives


