Home Left

ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା: ଧରାପଡ଼ିଲେ ହତ୍ୟାକାରୀ ନାବାଳକ

ଟିକିରି,୧୫।୯ (ପ୍ରଫୁଲ୍ଲ କୁମାର ବେହେରା): ଗୁଣି ସନ୍ଦେହ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାୟଗଡା ଜିଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅଧୀନ ଏକାଡେଲି କରଳ ଗାଁ ଛକ ନିକଟରେ ଜଣେ ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ପଡୋଶୀ କୋରାପୁଟ…

ଚାଷଜମି ନଷ୍ଟ କରୁଛି ବୁଲାଷଣ୍ଢ: ବାନ୍ଧିଲେ ମାଡ଼ ମାରୁଛି….

ଧର୍ମଶାଳା,୧୫।୯( ଶିବପ୍ରସାଦ ମହାନ୍ତି): ଦିନକୁ ଦିନ ବୁଲାଷଣ୍ଢ, ମାଙ୍କଡ ଓ ବଣୁଆ ଘୁଷୁରୀଙ୍କ ପାଦୃଭାବ ବଢ଼ିବାରେ ଲାଗିଛି। ଉତ୍ତରପ୍ରତାପ, ରାଉତରାପୁର, ଦେଓଦା, ମଙ୍ଗଳପୁର ଓ ଅରବଳ ଏହି ୫ ଗୋଟି ପଞ୍ଚାୟତ ଏକ କୃଷି ବହୁଳ ଅଞ୍ଚଳ ହୋଇଥିବାରୁ ବର୍ଷକ ବାରମାସ…

ଏମିତି ବି ଆସେ ମୃତ୍ୟୁ, ସ୍ତ୍ରୀଙ୍କ ନାମରେ ଜମିକୁ ରେଜେଷ୍ଟ୍ରି କରୁକରୁ ଟଳିପଡ଼ିଲେ, ବୃଦ୍ଧ ପରେ…

ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟରେ ଚାଲିଥିବା ସବରେଜିଷ୍ଟ୍ରି ପ୍ରକୋଷ୍ଠରେ ଜମି ରେଜିଷ୍ଟ୍ରେଶନ କରୁଥିବା ବେଳେ ଜଣେ ବୃଦ୍ଧ ମତ୍ୟୁବରଣ କରିଥିବା ଜଣାପଡିଛି। ସୋମବାର ଅପରାହ୍ନରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଜଣକ ହେଲେ…

କଫ ସିରଫ ଚୋରାଚାଲାଣ ହେଉଥିବାବେଳେ ମାଡିବସିଲା ପୋଲିସ, ୪ ଅଭିଯୁକ୍ତଙ୍କୁ ଧରି…

ସୋହେଲା, ୧୫।୯ (ଅଶ୍ୱିନୀ କୁମାର ପାତ୍ର/ପ୍ରେମାନନ୍ଦ ଖମାରୀ ): ବରଗଡ଼ ଜିଲା ସୋହେଲା ପୋଲିସ ବେଆଇନଭାବରେ କଫ ସିରଫ ଚୋରା ଚାଲାଣ ହେଉଥିବାବେଳେ ୧୩୨୫ବୋତଲ କଫ ସିରଫ ଜବତ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।…

ବର୍ଷାରେ ଭାଙ୍ଗିଲା ଘର: ଅସହାୟ ପରିବାର

ନନ୍ଦପୁର,୧୫ା୯(ତୁଷାରକାନ୍ତ ମହାନ୍ତି): ବର୍ଷା ଯୋଗୁ କୋରାପୁଟ ଜିଲା ନନ୍ଦପୁର ତହସିଲ ଅଧୀନ ଥୁବା ପଞ୍ଚାୟତ ସାତସମିଳି ଗ୍ରାମର ଜୟସେନ ଗୁଣ୍ଠାଙ୍କ ଘର ଭାଙ୍ଗିଯାଇଛି। ହେଲେ ପରିବାର ସଦସ୍ୟ ସୁରକ୍ଷିତ ଅଛନ୍ତି। ଅନ୍ୟପକ୍ଷେ ପରିବାର ଲୋକେ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସହାୟତା…

ଟ୍ରେନରେ ଯାତ୍ରା କରୁଥିଲେ ଜାଣିନିଅନ୍ତୁ ଏହି ଜରୁରୀ କଥା, ଟିକେଟ ବୁକିଂ ପ୍ରକ୍ରିୟାରେ…

ନୂଆଦିଲ୍ଲୀ,୧୫।୯: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନଙ୍କୁ ଅନଲାଇନରେ କିମ୍ବା କାଉଣ୍ଟରରୁ ତତ୍କାଳ ଟିକେଟ କିଣିବା ପାଇଁ ଆଧାର ଆଧାରିତ OTP ଯାଞ୍ଚ କରିବା ବାଧ୍ୟତାମୂଳକ ହେବ। ଏହି ନିୟମ ୧୫…

ଦାୟିତ୍ୱ ନେଲେ ସାବିତ୍ରୀ ମହିଳା ମହାବିଦ୍ୟାଳୟ ନୂଆଁ ଅଧ୍ୟକ୍ଷା

ଭଞ୍ଜନଗର,୧୫/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ଡ଼ ସ୍ମିତା ରାଣୀ ପଣ୍ଡା ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି। ଡ ପଣ୍ଡା ଆସିକା ବିଜ୍ଞାନ ଡ଼ିଗ୍ରୀ ମହାବିଦ୍ୟାଳୟରୁ ଏଠାକୁ ବଦଳି ହୋଇ ଆସିଥିଲେ। ଆଜି ସେ…

ତାରସିଂ ରେଞ୍ଜରେ ମାତିଛନ୍ତି କାଠ ମାଫିଆ: ଶାଗୁଆନ କାଠ ଗଣ୍ଡି ସହ ୩ କାଠ କଟାଳି ଗିରଫ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜରେ ବିଗତ କିଛି ମାସ ହେବ କାଠ ମାଫିଆ ଏବଂ ବନ୍ୟପ୍ରାଣୀ ଶିକାରୀମାନେ ବେନିୟମ କାର୍ଯ୍ୟରେ ମାତିଥିବା ଅଭିଯୋଗ ହେଉଛି। ଫଳରେ ମୂଲ୍ୟବାନ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ଉପରେ…

ହେଉଥିଲା ଗଞ୍ଜେଇ ଚାଲାଣ: ମାଡିବସିଲା ପୋଲିସ, ଆଉ ତା’ପରେ…

ମୋହନା, ୧୫।୯( ମନ୍ମଥ ମିଶ୍ର ) : ଗଜପତି ଜିଲା ମୋହନା ଥାନା ଶିକୁଳିପଦର ନିକଟରେ ୨ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ…

ପରବର୍ତ୍ତୀ ମ୍ୟାଚ୍‌ରେ ମଧ୍ୟ ପାକିସ୍ତାନ ଖେଳାଳିଙ୍କ ସହ ହ୍ୟାଣ୍ଡସେକ୍‌ କରିବ ନାହିଁ ଟିମ୍‌ ଇଣ୍ଡିଆ

ଦୁବାଇ,୧୫ା୯: ପାକିସ୍ତାନ ବିପକ୍ଷ ଏସିଆ କପ୍‌ ଟି୨୦ ଲିଗ୍‌ ମ୍ୟାଚ୍‌ ପରେ ପ୍ରତିପକ୍ଷ ଖେଳାଳିଙ୍କ ସହ ହ୍ୟାଣ୍ଡସେକ ନ କରିଥିବାରୁ ଟିମ୍‌ ଇଣ୍ଡିଆକୁ ପ୍ରବଳ ସମାଲୋଚନା କରାଯାଉଛି। ଏହାସତ୍ତ୍ୱେ ‘ନୋ ହ୍ୟାଣ୍ଡସେକ୍‌ ନୀତି’ ପାକିସ୍ତାନ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍‌ରେ ମଧ୍ୟ ଜାରି…

ଦ୍ୱିତୀୟ ସର୍ବଭାରତୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ: ୧୭ ରାଜ୍ୟରୁ ଯୋଗଦେଲେ ଅଧ୍ୟାପକ, ଅଧ୍ୟାପିକା

ବଲାଙ୍ଗିର,୧୫/୯( ସୁନିଲ କୁମାର ମହାନ୍ତି): ସ୍ଥାନୀୟ ସରକାରୀ ଆୟର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସଂହିତା ଏଂ ସିଦ୍ଧାନ୍ତ ବିଭାଗରେ ଏକ ସର୍ବଭାରତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଥିଲା। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ତଥା ରାଷ୍ଟ୍ରୀୟ ଆୟୁର୍ବେଦ…

୪ ଗାଁକୁ ନାହିଁ ପକ୍କାରାସ୍ତା, ବର୍ଷା ହେଲେ ବଢ଼ୁଛି ସମସ୍ୟା

ଖଜୁରିପଡ଼ା,୧୫ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ବଲସକୁମ୍ପା ପଞ୍ଚାୟତର ନୂଆଁ ସାହି, ଜାମ୍ବୁସାହି, ସୁନ୍ଦରଗଡ, ରାଞ୍ଜାକୁମ୍ପା, ଦରଗଡ଼ ଗଣ୍ଡା ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ଯାହା ଫଳରେ ଏହି ଗ୍ରାମର ଲୋକ ମାନେ ଖରା ସମୟରେ ଖାଲ ଢିପ ମାଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri