ଦେବାଶିଷଙ୍କ ପରେ ଶ୍ରୀମୟୀଙ୍କ ସପକ୍ଷରେ କର୍ପୋରେଟର
ଭୁବନେଶ୍ୱର,୧୯।୯: ଦେବାଶିଷଙ୍କ ପରେ ଶ୍ରୀମୟୀଙ୍କ ସପକ୍ଷରେ ବାହାରିଲେ ବିଜେଡି କର୍ପୋରେଟର ଅଜିତ ବେହେରା। ଶ୍ରୀମୟୀଙ୍କ ଅସନ୍ତୋଷକୁ ସ୍ବାଭାବିକ କହିଲେ କର୍ପୋରେଟର ବେହେରା। ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ ବୋଲି ପ୍ରଥମେ କୁହାଯାଇଥିଲା। ପରେ ତାଙ୍କୁ ଅଞ୍ଚଳରେ ବୁଲାଇବା ପାଇଁ କୁହାଗଲା। ପରେ ପ୍ରାର୍ଥୀ…
ଆଜି ଭାରତ-ଓମାନ ମୁକାବିଲା: ଏହି ସବୁ ଖେଳାଳିଙ୍କୁ ଦିଆଯାଇପାରେ ବିଶ୍ରାମ
ଆବୁଧାବି,୧୯ା୯: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶୁକ୍ରବାର ଚଳିତ ଏସିଆ କପ୍ରେ ତା’ର ଅନ୍ତିମ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ଓମାନକୁ ଭେଟିବ। ଭାରତ ପୂର୍ବରୁ ସୁପର-୪’ ପର୍ଯ୍ୟାୟରେ ସ୍ଥାନ ପକ୍କା କରିସାରିଥିବାରୁ ଶେଖ୍ ଜାୟେଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି…
ପୁଣି ନୋ କିସିଂ ନିୟମ ଭାଙ୍ଗିଲେ କାଜଲ, ଅନ୍ସ୍କ୍ରିନ୍ ସ୍ବାମୀଙ୍କୁ କିସ୍ ଦେଇ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜଲ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଧାରାବାହିକ, ‘ଦି ଟ୍ରାଏଲ ୨’ ଓ୍ବେବ୍ ସିରିଜ୍ ଆଜି ଅର୍ଥାତ୍ ଶୁକ୍ରବାର JioHotstarରେ ରିଲିଜ ହୋଇଛି। ଏଥିରେ କାଜଲ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ନୟୋନିକା…
ରାଜ୍ୟରେ ମୁସଲମାନଙ୍କ ଜନସଂଖ୍ୟା ୯୦ ପ୍ରତିଶତ ହୋଇଯିବ…, ଭାଜପାର AI ଭିଡ଼ିଓ ଦେଖି ରାଗିଗଲେ ଓଓ୍ବାଇସି
ଗୁଆହାଟି,୧୯।୯: ଭାରତୀୟ ଜନତା ପାର୍ଟି (ଭାଜପା) ଆସନ୍ତା ବର୍ଷ (୨୦୨୬) ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇସାରିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବାରମ୍ବାର ଦାବି କରି ଆସୁଛନ୍ତି ଯେ ହିନ୍ଦୁମାନେ ସଂଖ୍ୟାଲଘୁ। ଏହାର ଜବାବରେ, ଆସାମ…
ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ନିର୍ଯାତନା ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
ଖଡ଼ିଆଳ,୧୯।୯(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର୍ ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ନିର୍ଯାତନା ଘଟଣାରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସ ତୁରନ୍ତ ପଦକ୍ଷେପ ନେଇଛନ୍ତି। ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଜିଲାପାଳଙ୍କ…
ଏବେ କେଉଁଠି ଅଛନ୍ତି କେପି ଓଲି? ମିଳୁନାହାଁନ୍ତି ଓଲି, Gen Z ଆନ୍ଦୋଳନ ପରେ ଦେଇଥିଲେ ଇସ୍ତଫା
କାଠମାଣ୍ଡୁ,୧୯।୯: ନେପାଳରେ ଏବେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ସୁଶୀଳା କାର୍କି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ହୋଇଛନ୍ତି। Gen Z ଆନ୍ଦୋଳନ ପରେ ନେପାଳର ପରିସ୍ଥିତି ସମ୍ପ୍ରତି ଖରାପ ହୋଇଥିଲା, ଯାହା କେପି ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ…
ସ୍ତ୍ରୀ ହରାଇଲେ ଦୃଷ୍ଟିଶକ୍ତି, ହାତ ଛାଡ଼ିଦେଲେ ସ୍ବାମୀ: ଦୁର୍ଘଟଣା ପରେ ସମ୍ପର୍କ ତୁଟିଲା
ବାରିପଦା, ୧୯ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଭୋଳାଗଡ଼ିଆ ଗ୍ରାମର ଜଣେ ମହିଳା ଏବେ ବେସାହାରା ହୋଇପଡ଼ିଛନ୍ତି। ସଡ଼କ ଦୁର୍ଘଟଣାରେ ତାଙ୍କ ଦୃଷ୍ଟିଶକ୍ତି ଚାଲିଯିବା ପରେ ସାତଜନ୍ମର ସାଥୀ ହୋଇ ଜୀବନ ବିତାଇବାକୁ ଶପଥ ନେଇଥିବା ସିଆର୍ପିଏଫ୍ ଯବାନ…
ଦିଲ୍ଲୀ, ମୁମ୍ବାଇ, ବେଙ୍ଗଲୁରୁରେ iPhone 17 କିଣିବାକୁ ରାତି ଅଧରୁ ଲାଇନ୍
ମୁମ୍ବାଇ,୧୯।୯: ଆପଲ୍ର iPhone 17 ସିରିଜ୍ ଶୁକ୍ରବାର ଭାରତରେ ବିକ୍ରି ଆରମ୍ଭ ହେବା ସହ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗଲୁରୁର ଆପଲ୍ ଷ୍ଟୋରରେ ରାତି ଅଧରୁ ଶହ ଶହ କ୍ରେତା ଲାଇନରେ ଠିଆ ହୋଇଛନ୍ତି। ଦିଲ୍ଲୀର ସାକେତ୍ ସିଟିୱାକ୍ ମାଲ୍ ଓ…
ଶ୍ରୀମୟୀଙ୍କ ପାଇଁ ବାହାରିଲେ ଦେବାଶିଷ, କହିଲେ ସେ ଯେତେବେଳେ ଯାହା ବି…
ଭୁବନେଶ୍ୱର,୧୯ା୯: ବିଜେଡିରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ପଦାରେ ପଡୁଛି। ଦଳର ବରିଷ୍ଠ ନେତାମାନେ ଜଣଙ୍କ ପରେ ଜଣେ ଅସନ୍ତୋଷ ଝାଡୁଛନ୍ତି। ଏହା ମଧ୍ୟରେ ଦଳର ବରିଷ୍ଠ ନେତା ତଥା ଏମ୍ପି ଦେବାଶିଷ ସାମନ୍ତରାୟ ମଧ୍ୟ ମୁହଁ ଖୋଲିଛନ୍ତି। ଶ୍ରୀମୟୀ ମିଶ୍ରଙ୍କ…
ସୁଧୁରିଯିବେ ଟ୍ରମ୍ପ:ଭାରତ ଉପରୁ ହଟିଯିବ ଟାରିଫ୍!
କୋଲକାତା,୧୯ା୯:ନଭେମ୍ବର ୩୦ ପରେ ଆମେରିକା ସହ ଟାରିଫ୍ ପ୍ରସଙ୍ଗର ସମାଧାନ ହେବା ନେଇ ଆଶା କରାଯାଉଥିବା ଗୁରୁବାର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ) ଭି. ଅନନ୍ତ ନାଗେଶ୍ୱରନ୍ କହିଛନ୍ତି। ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲଗାଇଥିବା ୨୫ ପ୍ରତିଶତ ଦଣ୍ଡାତ୍ମକ ଟାରିଫ୍କୁ…
ଯୁବବର୍ଗଙ୍କୁ ଲାଗିବ ଝଟକା! ଅକ୍ଟୋବର ୧ରୁ ବଦଳିବ ଏହି ନିୟମ…
ନୂଆଦିଲ୍ଲୀ,୧୯।୯: କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର କହିଛନ୍ତି , ଅନଲାଇନ ଗେମିଂ ସହିତ ଜଡିତ ନୂତନ ନିୟମ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ। ସେ କହିଛନ୍ତି, ଆମେ ପ୍ରାୟ ତିନି ବର୍ଷ ଧରି ଏହି ଶିଳ୍ପ…
ବଡ଼ ଖବର! ଅକ୍ଟୋବର ୧ ତାରିଖରୁ ପରିବର୍ତ୍ତନ ହେବ ପେନସନ ଯୋଜନା ନିୟମ, ଜାଣନ୍ତୁ କ’ଣ ପ୍ରଭାବ ପଡିବ
ନୂଆଦିଲ୍ଲୀ,୧୯।୯: ପ୍ରତି ମାସର ପ୍ରଥମ ତାରିଖରେ ନିୟମରେ କିଛି ପରିବର୍ତ୍ତନ କରାଯାଏ। ଏହି ଦୃଷ୍ଟିରୁ, ଅକ୍ଟୋବର ପହିଲାରେ କିଛି ନିୟମ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଆଜି, ଆମେ ଏହି ଖବର ମାଧ୍ୟମରେ ଆପଣଙ୍କୁ ଏହା ବିଷୟରେ ଜଣାଇବୁ। ଅଣ-ସରକାରୀ କ୍ଷେତ୍ରର…
Archives


