ସତ ହେଲା ଟ୍ବିଙ୍କିଲଙ୍କ ଭବିଷ୍ୟବାଣୀ!
ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଭୟଭୀତ ଅବସ୍ଥାରେ ଥିବା ବେଳେ ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଘରେ ରହି କରୋନା ସହ ଲଢିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମହାମାରୀ ସହ ଲଢିବାକୁ…
ଝାରସୁଗୁଡ଼ାରେ କଲେଜ ଛାତ୍ରଙ୍କୁ ପୋଲିସର ନାଲି ଆଖି
ଝାରସୁଗୁଡା ଅଫିସ,୨ା୪- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକ୍ ଡାଉନ କରାଯାଉଛି। ଏହି କଟକଣାକୁ ମାନୁ ନ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତେବେ କଟକଣାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ…
୧୪ ଦିନ ମଧ୍ୟରେ ବିଦେଶରୁ କିମ୍ବା ଓଡ଼ିଶା ବାହାରୁ ଫେରିଥିଲେ ଘରେ ରହିବାକୁ ପରାମର୍ଶ, ସ୍ବାସ୍ଥ୍ୟ ସମସ୍ୟା ହେଲେ ୧୦୪ନଂ ଫୋନ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୨।୪(ବ୍ୟୁରୋ): ଯେଉଁମାନେ ବିଦେଶରୁ କିମ୍ବା ଓଡ଼ିଶା ବାହାର ରାଜ୍ୟରୁ ଗସ୍ତ ସାରି ଗତ ୧୪ ଦିନ ମଧ୍ୟରେ ଫେରିଛନ୍ତି, ସେମାନଙ୍କୁ ଘରେ ରହିବାକୁ ପରାମର୍ଶ। ଅଲଗା ଘରେ ରୁହନ୍ତୁ। ନିଜ ପରିବାର ସଦସ୍ୟଙ୍କ ସହ ୧ ମିଟର ଦୂରରେ ରହି କଥାବାର୍ତ୍ତା…
ଡିଏଲ୍ଏସ୍ ନିୟମର ଅନ୍ୟତମ ସ୍ରଷ୍ଟା ଲୁଇସ୍ଙ୍କ ପରଲୋକ
ଲଣ୍ଡନ,୨।୪(ଏଏଫ୍ପି): କ୍ରିକେଟର ବହୁ ଚର୍ଚ୍ଚତ ତଥା ବିବାଦୀୟ ଡକ୍ଓ୍ବର୍ଥ- ଲୁଇସ- ଷ୍ଟେର୍ନ (ଡିଏଲ୍ଏସ୍) ନିୟମର ଅନ୍ୟତମ ସ୍ରଷ୍ଟା ଟୋନି ଲୁଇସ୍ ପରୋଲୋକ ଗମନ କରିଛନ୍ତି। ବର୍ଷା ବା ଖରାପ୍ ପାଗ ଦ୍ୱାରା ବାଧାପ୍ରାପ୍ତ ହେଉଥିବା ସୀମିତ ଓଭର ମ୍ୟାଚ୍ର ଫଳାଫଳ ପାଇଁ…
କରୋନାକୁ ନେଇ କବିତା ଲେଖିଲେ ଟ୍ରାଜେଡି କିଙ୍ଗ
ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ପରେ ଏବେ ବଲିଉଡ୍ ଟ୍ରାଜେଡି କିଙ୍ଗ ଦିଲ୍ଲିପ କୁମାର ମଧ୍ୟ କରୋନାକୁ ନେଇ ଦୁଇଧାଡି କବିତା ଲେଖିଛନ୍ତି। ବୁଧବାର ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଲେଖିଥିବା ୪ ଧାଡିର…
ସାନିଟାଇଜ୍ ହେଲା ଝାରସୁଗୁଡା ସହର
ଝାରସୁଗୁଡା ଅଫିସ,୨ା୪- ଝାରସୁଗୁଡା ସହରରେ ଜିଲା ପ୍ରଶାସନ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଗୁରୁବାର ପଦକ୍ଷେପ ସଦୃଶ ସହରର ବିଭିନ୍ନ ପ୍ରମୁଖ ରାସ୍ତା ଗୁଡିକୁ ସାନିଟାଇଜ କରାଯାଇଛି। ଦମକଳବାହିନୀ ବିଭିନ୍ନ ରାସାୟନିକ ମିଶା ପାଣି…
ଲକ୍ଡାଉନ୍ରେ ସହାୟତାର ହାତ ବଢ଼ାଉଛି ଡାକ ବିଭାଗ: ଲୋକଙ୍କ ପାଖରେ ପହଞ୍ଚି ସେବା ପ୍ରଦାନ କରୁଛନ୍ତି କର୍ମଚାରୀ, ନିସହାୟଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ
କଟକ ଅଫିସ,୨।୪: କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍ଡାଉନ ସ୍ଥିତି ଜାରି ରହିଛି। ଏହି ସମୟରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ହେଲେ ଲକ୍ଡାଉନ୍ ଯୋଗୁ ଅନେକେ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିବାକୁ ବିଭିନ୍ନ…
କରୋନା ଭାଇରସ୍ ସହ ଲଢୁଥିବା ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ପ୍ରିୟଙ୍କା
ମୁମ୍ବାଇ: ମହାମାରୀ କରୋନା ଭାଇରସ୍ ସହ ଲଢ଼ିବା ପାଇଁ ଅନେକ ବଲିଉଡ୍ କଳାକାର ଆଗେଇ ଆସି ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଚାଲିଛନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଖାଲି ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି…
ସ୍ବାସ୍ଥ୍ୟକେନ୍ଦ୍ରରେ ମାସ୍କ ବଣ୍ଟନ କଲା ପୋଲିସ
ଦାରିଙ୍ଗବାଡ଼ି,୨ା୪(ଡି.ଏନ୍.ଏ.)- କରୋନା ସଂକ୍ରମଣ ପ୍ରତିହତ ପାଇଁ ଲକ୍ଡାଉନ୍ କଟକଣା ଜାରିହୋଇଛି।ଡାଉନ। କନ୍ଧମାଳ ଏସ୍ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଗୁରୁବାର ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ…
ଗରିବଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ
ଗୁଡଭେଲା,୨।୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ତୁଷୁରା ଓ ଗୁଡଭେଲା ସହର ସମେତ ଆଖ ପାଖ ଅଞ୍ଚଳ କରୋନା ପାଇଁ ଲକ୍ ଡାଉନ୍ ରହିଛି। ଲୋକେ ଖାଇବାକୁ ହଇରାଣ ହେଉଛନ୍ତି। ଏଣୁ ତୁଷୁରା ସହରର ମାରୱାଡି ଯୁବା ମଞ୍ଚ, ଜାଗୃତି ଶାଖା ଓ ରିହାଇ ସଂଗଠନ…
କରୋନା କଟକଣା ଭାଙ୍ଗିବା ଅଭିଯୋଗ: ୨୪୫ ମାମଲା ରୁଜୁ
ଭୁବନେଶ୍ୱର,୨।୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ୨୧ ଦିନିଆ କଟକଣା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ବିଭିନ୍ନ ଛକ ସ୍ଥାନରେ ପୋଲିସମାନେ ଗାଡ଼ିମୋଟର ଯାତାୟାତ ଉପରେ ନଜର ରଖିଛନ୍ତି। ଏସବୁ ମଧ୍ୟରେ କରୋନା ସମ୍ପର୍କିତ କଟକଣା ଭାଙ୍ଗିବା ଅଭିଯୋଗରେ…
ଲକ୍ଡାଉନ୍: ଲଡୁ ତିଆରି ଶିଖୁଛନ୍ତି ମଲାଇକା
ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ କାରଣରୁ ଏବେ ସାରା ଦେଶରେ ୨୧ ଦିନିଆ ଲକ୍ଡାଉନ୍ ପାଳନ କରାଯାଉଛି। ଏହି ସମୟରେ ଘରୁ ବାହାରିବାକୁ ବାରଣ କରାଯାଇଛି। ତେଣୁ ସମସ୍ତେ ଘରେ ବସି ବସି କିଛି ନା କିଛି କାମ କରୁଥିବା ଦେଖାଯାଇଛି।…
Archives


