ଆଣ୍ଡ୍ରେଜେଜ୍‌ ଡୁଡା ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ

ଓ୍ବାର୍ସ,୧୪ା୭ (ଆଇଏଏନ୍‌ଏସ୍‌): ଆଣ୍ଡ୍ରେଜେଜ୍‌ ଡୁଡା ପୋଲାଣ୍ଡ ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଓ୍ବାର୍ସ ମେୟର ରାଫାଲ ଟ୍ରାସ୍କୋସ୍କିଙ୍କଠାରୁ ଅଳ୍ପ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଜାତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ରବିବାର ଅନୁଷ୍ଠିତ ନିର୍ବାଚନରେ ଶାସକ ‘ଲ ଆଣ୍ଡ ଜଷ୍ଟିସ ପାର୍ଟି’କୁ ୫୧.୨୧ ପ୍ରତିଶତ ଭୋଟ ମିଳିଛି। ଟ୍ରାସ୍କୋସ୍କିଙ୍କୁ ମିଳିଛି ୪୮.୭୯ ପ୍ରତିଶତ ଭୋଟ। ଫଳରେ ଡୁଡା ପୁଣି ୫ ବର୍ଷ ଶାସନ କରିବାକୁ ଯାଉଛନ୍ତି। ମୋଟ ୬୮.୧୨ ପ୍ରତିଶତ ଭୋଟଗ୍ରହଣ ହୋଇଥିଲା। ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର ହେବ ଏବଂ ଡୁଡା ମାତ୍ର ୦.୮ ପ୍ରତିଶତ ବ୍ୟବଧାନରେ ବିଜୟୀ ହେବେ ବୋଲି ଏକ୍‌ଜିଟ୍‌ ପୋଲ୍‌ ସୂଚନା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷଙ୍କ ଗୁପ୍ତାଙ୍ଗରେ ସମସ୍ୟା ସୃଷ୍ଟି କରୁଛି କରୋନା…

ଓ୍ବାଶିଂଟନ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀବ୍ୟାପୀ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଆକ୍ରାନ୍ତ ସୁସ୍ଥ ହେଲା ପରେ ମଧ୍ୟ ଶରୀରରେ ବହୁ ସମସ୍ୟା...

କଦଳୀର ଦାମ୍‌ ୮୫ଲକ୍ଷ ଟଙ୍କା

ଟଙ୍କାଏ କି ଦୁଇ ଟଙ୍କା ନୁହେଁ ବରଂ ୮୫ଲକ୍ଷ ଟଙ୍କାର କଦଳୀ ଖାଇ ଏବେ ଜଣେ ବ୍ୟକ୍ତି ଚର୍ଚ୍ଚାକୁ ଆସିଛନ୍ତି। ଆଉ ଏହାକୁ ଖାଇବା ପରେ...

ଆଫ୍ରିଦୀଙ୍କ ଝିଅକୁ ବିବାହ କରିବେ ଶାହିନ

କରାଚୀ, ୮ା୩ (ପି.ଟି.)- ପାକିସ୍ତାନର ପୂର୍ବତନ କ୍ରିକେଟ ଅଧିନାୟକ ଶାହିଦ ଆଫ୍ରିଦୀଙ୍କ ଝିଅକୁ ବିବାହ କରିବେ ବର୍ତ୍ତମାନ ଜାତୀୟ ଦଳର ପେସ୍‌ ବୋଲର ଶାହିନ ଶାହ...

କୁକୁରକୁ ଡକ୍ଟରେଟ୍‌ ଡିଗ୍ରୀ

ରିଚ୍‌ମୋଣ୍ଡ୍‌,୧୯।୫: ମଣିଷକୁ ଡକ୍ଟରେଟ୍‌ ଡିଗ୍ରୀ ମିଳିଥାଏ। ତେବେ କୁକୁରକୁ ଏଭି ଡିଗ୍ରୀ ମିଳିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଭର୍ଜିନିଆର ଭେଟେରେନାରୀ ମେଡିସିନ୍‌ କଲେଜ...

କାଗଜ ଟଙ୍କାରେ ୪ ଦିନ, ସର୍ଜିକାଲ ମାସ୍କ୍‌ରେ ୭ ଦିନ ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ: ଶପିଂ ବ୍ୟାଗ୍‌କୁ ଗୋଟେ ଦିନ ରଖନ୍ତୁ ଅଲଗା !

ବେଜିଂ,୭।୪: କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁର ସର୍ଜିକାଲ ମାସ୍କ୍‌ରେ ୭ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ତେଣୁ...

ହୁତି ବିଦ୍ରୋହୀ ୨୯୦ ବନ୍ଦୀଙ୍କୁ ମୁକ୍ତ କଲେ

ସାନା,୧।୧୦: ୟେମେନ୍‌ରେ ହୁତି ବିଦ୍ରୋହୀମାନେ ୨୯୦ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ବିଦ୍ରୋହୀମାନେ ସ୍ଥାନୀୟ ଅଞ୍ଚଳରେ ମୁତୟନ ଥିବା ସୈନିକଙ୍କୁ ବନ୍ଦୀ କରିଥିଲେ। ତେବେ ବିଦ୍ରୋହୀମାନେ ଅନ୍ୟ...

ଲକ୍‌ ଡାଉନ୍‌: ରମଜାନ ନମାଜ ଉପରୁ ହଟିଲା କଟକଣା

ଇସଲାମାବାଦ୍‌,୨୦।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି। ଏପ୍ରିଲ୍‌ ୨୪ଠାରୁ ରମଜାନ...

ଡଚ୍‌ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ହେଗ୍‌, ୧୬।୧: ନେଦରଲାଣ୍ଡ୍‌ସରେ ଶିଶୁଯତ୍ନ ସବ୍‌ସିଡି ଦୁର୍ନୀତିକୁ ନେଇ ଡଚ୍‌ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ଟେ ଓ ତାଙ୍କ ସରକାର ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏହି ସବ୍‌ସିଡି...

Advertisement


Archives

Model This Week