Home Left

ସର୍ବକାଳୀନ ନିମ୍ନ ସ୍ତରରେ ଟଙ୍କା

ନୂଆଦିଲ୍ଲୀ,୯।୪: କରୋନା ଭାଇରସ ପ୍ରଭାବରେ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍‌ ହୋଇଯାଇଛି। ଏଭଳି ସ୍ଥିତିରେ ବୁଧବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବକାଳୀନ ନିମ୍ନ ସ୍ତରକୁ ଖସିଛି। ବୁଧବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୦ ପଇସା ଖସିବା ଯୋଗୁ…

ଅମାନିଆଙ୍କୁ ସାବାଡ୍‌ କଲା ପୋଲିସ

ଢେଙ୍କାନାଳ ଅଫିସ, ୯।୪: ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଖୋର୍ଦ୍ଧା, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ପୁରୀ, କଳାହାଣ୍ଡି, ଯାଜପୁର ଜିଲାରେ ସଂକ୍ରମଣ ଦେଖାଦେଇଛି। ସୀମାବର୍ତ୍ତୀ ଜିଲାରେ କୋଭିଡ୍‌-୧୯ର ପଦଧ୍ୱନି ପରେ ସତର୍କ ହୋଇଉଠିଛି ଢେଙ୍କାନାଳ ଜିଲା ପ୍ରଶାସନ। ଜିଲାରେ…

ଅନୁଗୋଳରେ ୩୪୨୨ ବେଡ୍‌ ପ୍ରସ୍ତୁତ

ଅନୁଗୋଳ ଅଫିସ, ୯।୪: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟ ହାତକୁ ନିଆଯାଇଛି। ଜିଲାରେ ମୋଟ୍‌ ୨୨୫ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ (ଟିଏମ୍‌ସିଏସ୍‌) ଖୋଲାଯାଇଛି। ୮ଟି ବ୍ଲକର ପ୍ରତି…

ଦେବଦୂତ ସାଜିଛନ୍ତି ଘନଶ୍ୟାମ

ପାଲଲହଡ଼ା, ୯ା୪(ଡି.ଏନ.ଏ.) କରୋନା ସଂକ୍ରମଣ ଭୟରେ ଲୋକେ ଘରୁ ବାହାରୁ ନ ଥିବାବେଳେ ପଶୁ ପକ୍ଷୀ ଓ ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ନିଜିଗଡ ପଞ୍ଚାୟତ ପୁରୁଣାଗଉଡ ସାହିର ଘନଶ୍ୟାମ ନାହାର। ଦୋକାନ ବଜାର, ହୋଟେଲ ଆଦି…

ବୁଲାଗୋରୁଙ୍କୁ ଖାଦ୍ୟ ପ୍ରଦାନ

ସୋରଡା,୯ା୪(ଡି.ଏନ୍‌.ଏ.)- ସ୍ଥାନୀୟ ଋଷିକୁଲ୍ୟା କ୍ରିକେଟ କ୍ଲବ ତରଫରୁ ସହରର ଗଣିଛକ, ବଡଦାଣ୍ଡ, କାଳୀଳିମନ୍ଦିର ଅଞ୍ଚଳରେ ବୁଲା ଗୋରୁଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି। ସମ୍ପାଦକ ରଜନୀ ମହାପାତ୍ର, ସଭ୍ୟ ଟିକିନା ମହାରଣା, ସରୋଜ ମହାରଣା, ପିଙ୍କୁ ମହାରଣା, ଶିବ ମହାରଣା ପ୍ରମୁଖ ଏହି…

ଆଇଟିଆଇ ପ୍ରଶାସନକୁ ଦେବ ମାସ୍କ

ବ୍ରହ୍ମପୁର ଅଫିସ,୮ା୪-କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆଂଶିକ ଶଟ୍‌ଡାଉନ୍‌ ଜାରି ରହିଛି। ଘରୁ ବାହାରିବା ବେଳେ ମାସ୍କ ବ୍ୟବହାରକୁ ମଧ୍ୟ ପ୍ରଶାସନ ବାଧ୍ୟତାମୂଳକ କରିଛି। ଅନ୍ୟପକ୍ଷରେ ବଜାରରେ ମାସ୍କର ଅଭାବ ଦେଖାଦେଉଛି। ଏହାକୁ ପୂରଣ କରିବାକୁ ନେଇ ବ୍ରହ୍ମପୁର…

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପରିବାରର ୪ ସଦସ୍ୟ

ବ୍ରହ୍ମପୁର ଅଫିସ,୮ା୪-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଫେରନ୍ତାଙ୍କୁ ହୋମ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ବୁଧବାର…

ଇଣ୍ଡୋ-ପାକ୍‌ ସିରିଜ ପାଇଁ ପ୍ରସ୍ତାବ ଦେଲେ ଅଖତର

ନୂଆଦିଲ୍ଲୀ, ୮ା୪ (ପି.ଟି.): ପାକିସ୍ତାନର ପୂର୍ବତନ ପେସ୍‌ ବୋଲର ଶୋଏବ ଅଖତର ଭାରତ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏଥିରୁ ଉପାର୍ଜିତ ଅର୍ଥ ଦୁଇ ପଡୋଶୀ ଦେଶରେ କୋଭିଡ୍‌-୧୯…

ସାଇ ପ୍ରଣିଥ ଦେଲେ ୪ଲକ୍ଷ

ନୂଆଦିଲ୍ଲୀ,୮ା୪ (ପି.ଟି.): କୋଭିଢ୍‌-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ବି. ସାଇ ପ୍ରଣିଥ୍‌ ବୁଧବାର ୪ ଲକ୍ଷ ଟଙ୍କା ଦାନ କରିଛନ୍ତି। କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ସମଗ୍ର ବିଶ୍ୱରେ ୮୦,୦୦୦ରୁ ଅଧିକ…

କରୋନାରେ ପୂର୍ବତନ ୟୁରୋପିଆନ ଚାମ୍ପିୟନଙ୍କ ମୃତ୍ୟୁ

ମିଲାନ, ୮ା୪ (ଏଏଫ୍‌ପି): କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଇଟାଲୀର ପୂର୍ବତନ ୟୁରୋପିଆନ ଇନ୍‌ଡୋର ଚାମ୍ପିୟନ ଡୋନାଟୋ ସାବିଏଙ୍କ ମୃତ୍ୟୁ ଘଟିଛି। ଇଟାଲିଆନ ଆଥଲେଟକ୍ସ ଫେଡେରେଶନ (ଫିଡାଲ୍‌) ତରଫରୁ ବୁଧବାର ସୂଚନା ଦିଆଯାଇଛି। ଡୋନାଟୋଙ୍କୁ ୫୬ ବର୍ଷ ହୋଇଥିଲା। ୧୯୮୪ରେ ଗୋଥେନ୍‌ବର୍ଗଠାରେ…

ଗରିବ ଲୋକଙ୍କୁ ରୋଷେଇ ସାମଗ୍ରୀ, ମାସ୍କ ବଣ୍ଟନ

ବଲାଙ୍ଗୀର ଅଫିସ, ୮ା୪: କରୋନା ଲକଡାଉନ୍‌ ସମୟରେ ଦିନମଜୁରିଆମାନେ ଅଡୁଆରେ ପଡିଛନ୍ତ। ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଚିହ୍ନଟ ହୋଇଛନ୍ତି ସେମାନେ ପିଡିଏସ୍‌ ଚାଉଳ, ଭତ୍ତା ଟଙ୍କା ପାଉଛନ୍ତି। ମାତ୍ର ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ସାମାଜିକ ସୁରକ୍ଷା…

ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଇଲେ ଏସ୍‌ଏଚ୍‌ଜି ମହିଳା

ଲୋଇସିଂହା, ୮।୪(ଡି.ଏନ.ଏ.): ବଲାଙ୍ଗୀର ସଦର ବ୍ଲକ ସକମା ପଞ୍ଚାୟତ ପକ୍ଷରୁ ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଇବା ବ୍ୟବସ୍ଥା ଅଦ୍ୟାବଧି ଗ୍ରହଣ କରାଯାଇନାହିଁ। ପଞ୍ଚାୟତ ଅଧୀନ ଫାସଡ ଗ୍ରାମର ଏସ୍‌ଏଚ୍‌ଜି ଗ୍ରୁପ ପକ୍ଷରୁ ଗ୍ରାମର ପ୍ରାୟ ୨ଶହ ଅସହାୟଙ୍କୁ ବୁଧବାରଠାରୁ ରନ୍ଧାଖାଦ୍ୟ ଦେବା ବ୍ୟବସ୍ଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri