ଟେଲିକମ୍ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି: ମୋବାଇଲ୍ ସଂଯୋଗ ନ କାଟିବାକୁ ଅନୁରୋଧ
ଭୁବନେଶ୍ୱର,୯ା୪: କରୋନା ଭୂତାଣୁ ସଂକ୍ରମଣ ଲାଗି କରାଯାଇଥିବା ଲକ୍ଡାଉନ୍ ଯୋଗୁ ମୋବାଇଲ୍ ବିଲ୍ ପଇଠ ଏବଂ ରିଚାର୍ଜ କରିବାରେ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ବିଲ୍ ପଇଠ ନ କାରିପାରିଲେ ମଧ୍ୟ ସଂଯୋଗ ନ କାଟିବା ପାଇଁ ବୁଧବାର କେନ୍ଦ୍ର…
ସ୍ବତନ୍ତ୍ର କାର୍ଗୋ ବିମାନରେ ଆସିଲା କୋଭିଡ୍-୧୯ କିଟ୍
ଭୁବନେଶ୍ୱର, ୯ା୪(ବ୍ୟୁରୋ): ଲକ୍ଡାଉନ୍ ଜାରି ରହିଥିବାରୁ କାର୍ଗୋ ବିମାନ ଯୋଗେ ଓଡ଼ିଶାକୁ ଔଷଧ ଓ ମେଡିକାଲ ସାମଗ୍ରୀ ପରିବହନ ଜାରି ରହିଛି। ତେବେ ବୁଧବାର ଏକ ସ୍ବତନ୍ତ୍ର କାର୍ଗୋ ବିମାନରେ କୋଭିଡ୍-୧୯ ପାଇଁ ଟେଷ୍ଟିଂ କିଟ୍ ସହ ଅନ୍ୟ ମେଡିକାଲ ସରଞ୍ଜାମ…
ଓଡ଼ିଶାର ୮ ଜିଲାରେ ଆବଦ୍ଧ ଅଞ୍ଚଳ
ଭୁବନେଶ୍ୱର, ୯ା୪(ବ୍ୟୁରୋ): ଓଡ଼ିଶାରେ ବୁଧବାର ସୁଦ୍ଧା ୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ରାଜ୍ୟର ମୋଟ ୮ ଜିଲାରେ ସଂକ୍ରମିତ ଥିବା କେତେକ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ବା…
ବଜାରରୁ ୩.୨ ଲକ୍ଷ କୋଟି ଉଠାଇବେ ରାଜ୍ୟ
ନୂଆଦିଲ୍ଲୀ,୯।୪: ଚଳିତ ବର୍ଷ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ରାଜ୍ୟଗୁଡିକ ବଜାରରୁ ୩.୨ ଲକ୍ଷ କୋଟି ଟଙ୍କା ଉଠାଇବେ। ଏ ନେଇ ଅର୍ଥ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ଅନୁମତି ପ୍ରଦାନ କରିଛି। ଏବେ କରୋନା ଭାଇରସ ପାଇଁ ରାଜ୍ୟଗୁଡିକ ବିଭିନ୍ନ ଚ୍ୟାଲେଞ୍ଜ ସାମ୍ନା…
ମଧୁସୂଦନ ନଗର, ଝାରପଡ଼ା ଆବଦ୍ଧ ଅଞ୍ଚଳ ଘୋଷଣା ନେଇ ଚାଲିଛି ଆଲୋଚନା
ଭୁବନେଶ୍ୱର, ୯ା୪(ବ୍ୟୁରୋ): ଭୁବନେଶ୍ୱରର ୟୁନିଟ୍-୪ ଅନ୍ତର୍ଗତ ମଧୂସୂଦନ ନଗର ଓ ଝାରପଡ଼ା ଅଞ୍ଚଳରୁ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସମ୍ପୃକ୍ତ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଘୋଷଣା କରାଯିବ କି ନାହିଁ ସେନେଇ ଆଲୋଚନା ଚାଲିଥିବା ବିଏମ୍ସି ପକ୍ଷରୁ…
ମନ ଶାନ୍ତ ରଖିଲେ ସଂଗ୍ରାମକୁ ଜୟ କରିହେବ: ବାଗ୍ଚୀ
ଭୁବନେଶ୍ୱର,୯ା୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଓ ସ୍ବଚ୍ଛତାକୁ ଅଧିକ ଗୁରୁତ୍ୱ ଦେଇ ସାରା ଦେଶ ଏବେ ଲକ୍ଡାଉନରେ ରହିଛି। ୨୧ ଦିନିଆ ତାଲାବନ୍ଦ ଗତ ୨୪ ତାରିଖ ମଧ୍ୟରାତ୍ରିରୁ ଜାରି ରହିଛି। ଆଉ ଓଡ଼ିଶାରେ ମଧ୍ୟ କରୋନାକୁ ହରାଇବା…
୧.୬%କୁ ଖସିପାରେ ବିକାଶ ହାର
ନୂଆଦିଲ୍ଲୀ,୯।୪: ୨୦୨୦-୨୧ରେ ଭାରତର ଆର୍ଥତ୍କ ଅଭିବୃଦ୍ଧି ହାର ୧.୬%କୁ ଖସିପାରେ। ଗୋଲ୍ଡ ମ୍ୟାନ୍ ସ୍ୟାଚ୍ ପକ୍ଷରୁ ଏଭଳି ଅନୁମାନ କରାଯାଇଛି। ୨୦୧୯-୨୦ ଲାଗି ଘରୋଇ ବଜାରର ବିକାଶ ହାର ୫% ରହିବା ନେଇ ଏହା ପୂର୍ବରୁ ଅନୁମାନ କରିଛି। କରୋନା ଆସିବା…
ମାନବିକତା ଦେଖାଇଲେ ପୂର୍ବତନ କର୍ପୋରେଟର; ପ୍ରସୂତିଙ୍କୁ ହସ୍ପିଟାଲକୁ ପଠାଇଲେ
ବ୍ରହ୍ମପୁର ଅଫିସ,୯ା୪-କରୋନା ବିପତ୍ତି ସମୟରେ ମାନବିକତା ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି ୩୧ ନଂ. ୱାର୍ଡର ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା। ମହାରଣାଙ୍କ ସୂଚନା ପ୍ରକାରେ, ବୁଧବାର ୩୧ ନଂ. ୱାର୍ଡ ଅନ୍ତର୍ଗତ କମାପଲ୍ଲୀ ଖୋଳାସାହି ବାସିନ୍ଦା ଟି. ଶଙ୍କରଙ୍କ ସ୍ତ୍ରୀ ଟି.…
ପାହାଡ଼ ଖୋଲରେ ଲୁଚିଥିଲେ ଛତିଶଗଡ ଯୁବକ: ଧରାପଡ଼ି ସଙ୍ଗରୋଧ କେନ୍ଦ୍ରକୁ ଗଲେ
କେନ୍ଦୁଝର,୯ା୪(ସ୍ବ.ପ୍ର.)-ଛତିଶଗଡରୁ ପୁରୀ ଦେଇ କେନ୍ଦୁଝର ଜିଲାକୁ ଆସି ସଦର ବ୍ଲକ ପଳାଶପଙ୍ଗା ନିକଟ ସନ୍ଥେଭଞ୍ଜ ପାହାଡ଼ ଖୋଲରେ ଆମତ୍ଗୋପନ କରିଥିବା ଜଣେ ଯୁବକଙ୍କୁ ପୋଲିସ ଉଦ୍ଧାର କରି ସଙ୍ଗରୋଧ କେନ୍ଦ୍ରକୁ ପଠାଇଛି। ଯୁବକ ଜଣକ ହେଲେ ଛତିଶଗଡ ରାଜ୍ୟର କ୍ଷେମରାଜ ପଟେଲ…
ଫାଟକ ଭାଙ୍ଗି ଭିତରକୁ ପଶିଗଲା ଟ୍ରକ୍
ତାଳଚେର/କଣିହାଁ, ୯ା୪(ନି.ପ୍ର.) : କଣିହାଁସ୍ଥିତ ଏକ କମ୍ପାନୀରେ କୋଇଲା ଅନ୍ଲୋଡ କରି ତାଳଚେର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ କଣିହାଁ ଡାକ୍ତରଖାନା ପାଚେରିକୁ ଧକ୍କା ଦେଇଥିଲା। ଏଥିରେ ପାଚେରି ସହ ଡାକ୍ତରଖାନା ଫାଟକ ଭାଙ୍ଗିଯାଇଛି।…
୫ ବର୍ଷ ତଳକୁ ଚାଲିଯିବ ବିମାନ ଶିଳ୍ପ କାରବାର
ନୂଆଦିଲ୍ଲୀ,୯।୪: କରୋନା ଭାରତୀୟ ବିମାନ ଚଳାଚଳ ଶିଳ୍ପକୁ କ୍ଷତିଗ୍ରସ୍ତ କରିଛି। ଏଥି ଲାଗି ବଜାରର କାରବାର ୫ ବର୍ଷ ତଳକୁ ଖସିଯିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଗତବର୍ଷ ଦେଶର ବିମାନ ଚଳାଚଳ କ୍ଷେତ୍ରରେ ୧୪ କୋଟି ଯାତ୍ରୀ ରହିଥିଲେ।…
ଲକ୍ଡାଉନ ଅବଧି ଏପ୍ରିଲ ୩୦କୁ ବଢୁ: ସିଏଆଇଟି
ନୂଆଦିଲ୍ଲୀ,୯।୪: କରୋନାର ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ଲକ୍ଡାଉନ ଅବଧି ଚଳିତ ମାସ ଶେଷ ଯାଏ ବଢାଇବାକୁ କନ୍ଫେଡେରେଶନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ସରକାରଙ୍କ ନିକଟରେ ଦାବି ରଖାଯାଇଛି। ଏ ନେଇ ସବୁ ରାଜ୍ୟର ବ୍ୟବସାୟୀଙ୍କ ସହ ସିଏଆଇଟି…
Archives


