Posted inଜାତୀୟ

ସାରା ବିଶ୍ୱପାଇଁ ଟିକା ପ୍ରସ୍ତୁତ କରିପାରେ ଭାରତ: ଗେଟ୍ସ

ନୂଆଦିଲ୍ଲୀ,୧୬।୭: ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ୍‌ ଗେଟସ୍‌ଙ୍କର ଭାରତୀୟ ଫାର୍ମା କମ୍ପାନୀ ଉପରେ ରହିଛି ଭରସା। ସେ କହିଛନ୍ତି ଭାରତୀୟ ଫାର୍ମା କମ୍ପାନୀ ନିକଟରେ ଅଧିକ କ୍ଷମତା ରହିଛି। ସାରା ବିଶ୍ୱକୁ ଭାରତୀୟ ଔଷଧ ଓ ଟିକା କମ୍ପାନୀ ବହୁ ପରିମାଣରେ ସାମଗ୍ରୀ ପଠାଉଛି। ଅନ୍ୟପଟେ ଅନ୍ୟଦେଶ ତୁଳନାରେ ଭାରତରେ ଅଧିକ ଭ୍ୟାକ୍ସିନ ତିଆରି କରାଯାଉଛି। ସେରମ ଇନଷ୍ଟିଚ୍ୟୁଟ ସବୁଠାରୁ ବଡ ଉତ୍ପାଦକ ବୋଲି ସେ ମତ ଦେଇଛନ୍ତି। ଗେଟ୍ସ କହିଛନ୍ତି ଭାରତ ଏବେ କରୋନା ମହାମାରୀ ପାଇଁ ପ୍ରସ୍ତୁତ କରାଯାଉଥିବା ଭ୍ୟାକ୍ସିନ ବିକଶିତ କାମରେ ଯୋଗ ଦେଇଛି। ଭାରତରେ ବାୟୋଟିକ ଓ ଅନ୍ୟ କମ୍ପାନୀ ଥିବାରୁ ଏହା ସାରା ବିଶ୍ୱକୁ କରୋନା ମହାମାରୀ ପାଇଁ ଟିକା ଯୋଗାଇ ଦେବ ବୋଲି ଅନୁମାନ କରାଯାଉଛି। ଯେମିତି ଆଉ କିଛି ରୋଗପାଇଁ ଭାରତ ଭ୍ୟାକ୍ସିନ ମାମଲାରେ ଟିକେ ଆଗରେ ରହିଛି ଠିକ୍‌ ସେମିତି ଏବେ ମଧ୍ୟ ସେ ଆଗରେ ରହିବ ବୋଲି ଅନୁମାନ କରିଛନ୍ତି ଗେଟ୍ସ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଗୋଟିଏ ବି ଭୋଟ ଦେବା ଉଚିତ୍‌ ନୁହେଁ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ଲଣ୍ଡନ ଗସ୍ତ କରିଥିଲେ। ସେଠାରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ସେ ଭାରତ ବିଷୟରେ ଅନେକ କଥା କହିଥିଲେ। ରାହୁଲଙ୍କ...

ସ୍ପାଇସ୍‌ ଜେଟ୍‌ ବିମାନର ଜରୁରୀକାଳୀନ ଅବତରଣ: ରନ୍‌ଓ୍ବେରେ ଫାଟିଲା ଟାୟାର

ଜୟପୁର, ୧୨।୬: ରାଜସ୍ଥାନ ଜୟପୁର ବିମାନ ବନ୍ଦରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଦୁବାଇ-ଜୟପୁର ଯାଉଥିବା ସ୍ପାଇସ୍‌ ଜେଟ୍‌ ବିମାନ ଜରୁରୀକାଳୀନ ଅବତରଣ କରିଛି।...

ଗାଡ଼ିରେ ଲେଖା ହେବନି ଜାତି ସୂଚକ ଶବ୍ଦ, ନୋଏଡା ଟ୍ରାଫିକ ପୋଲିସର କଡ଼ା ପଦକ୍ଷେପ…

ଲକ୍ଷ୍ନୌ,୨୨।୮ : ଯେଉଁମାନେ ଉତ୍ତରପ୍ରଦେଶର ଯାନବାହାନରେ ଜାତି ଓ ଧର୍ମ ସୂଚକ ଶବ୍ଦ ଲେଖୁଛନ୍ତି, ସେମାନେ ଏବେ ଆଉ ସୁରକ୍ଷିତ ନୁହଁନ୍ତି। ଏଭଳି ଗାଡି ବିରୋଧରେ...

ଭାରତରେ ପ୍ରତି ୪ରୁ ୩ଜଣଙ୍କଠାରେ ରହିଛି ଭିଟାମିନ୍‌-ଡି’ର ଅଭାବ: ବଡୋଦରାରେ ସର୍ବାଧିକ

ନୂଆଦିଲ୍ଲୀ,୩୦।୧: ଭିଟାମିନ୍‌-ଡି’ର ଅଭାବ ନେଇ ଭାରତରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଭାରତର ୭୬ପ୍ରତିଶତ ଲୋକଙ୍କଠାରେ ଭିଟାମିନ-ଡି’ର ଅଭାବ ରହିଥିବା ଏକ ବିସ୍ତୁତ ଗବେଷଣାରୁ...

ଚାଇନାକୁ ପୁଣି ଝଟ୍‌କା: ହାତରୁ ଗଲା କାନପୁର-ଆଗ୍ରା ମେଟ୍ରୋ ପ୍ରୋଜେକ୍ଟ

ଲକ୍ଷ୍ନୌ, ୪।୭: ଗଲଓ୍ବାନ ଘାଟିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍‌ ହେବା ପରେ ଦେଶରେ ଚାଇନା ବିରୋଧୀ ଅଭିଯାନ ଜାରି ରହିଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ...

ୟୁପିରେ ୩ଟା ସୁଦ୍ଧା ୪୬.୪୦% ମତଦାନ

ଲକ୍ଷ୍ନୌ,୭।୩: ଉତ୍ତରପ୍ରଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ବାରାଣସୀ ସମେତ ଉତ୍ତରପ୍ରଦେଶର ୯ଟି...

ଗୁଜରାଟ ନିର୍ବାଚନରେ ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଲେ କଂଗ୍ରେସ ପ୍ରଭାରୀ ରଘୁ ଶର୍ମା

ଅହମଦାବାଦ,୯ ।୧୨: ଚଳିତ ଥର ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜୟ ସ୍ୱୀକାର କରିଛି । ସ୍ୱାଧୀନତା ପରେ କଂଗ୍ରେସ ଏତେବଡ ପରାଜୟର...

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍‌…

ନୂଆଦିଲ୍ଲୀ,୮।୯: କରୋନା ମହାମାରୀରୁ କରୋନା ଯୋଦ୍ଧାଙ୍କୁ ସୁରକ୍ଷା ଦେବା ପାଇଁ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ନିଷ୍ପତ୍ତିି ଗ୍ରହଣ କରିବେ। ଏହି ଯୋଜନା ଅନ୍ତର୍ଗତ ଦେଶର...

Advertisement
Archives

Model This Week