Home Left

ବାଟ ନ ଛାଡ଼ିବାରୁ ସୀମାନ୍ତ ପୋଲିସ ଉପରେ ଆକ୍ରମଣ: ଜଣେ ମହିଳା କନଷ୍ଟେବଳ, ୩ ହୋମଗାର୍ଡ ଆହତ

ଠାକୁରମୁଣ୍ଡା,୧୬ା୪(ଡି.ଏନ୍‌.ଏ.) : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ବେନିସାଗର ଛକ ରାସ୍ତାରେ ଅସ୍ଥାୟୀ ବ୍ୟାରିକେଟ୍‌ ଲଗାଇ ଜଗି ରହିଥିବା ଓଡ଼ିଶା ପୋଲିସ ଉପରେ ଝାଡ଼ଖଣ୍ଡ ଅଞ୍ଚଳର ପ୍ରାୟ ୨୦/୩୦ ଜଣ ବ୍ୟକ୍ତି ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୪ ଜଣ ପୋଲିସ ଆହତ…

କରୋନା ଭାଇରସ: ଇଚ୍ଛା ଥିଲେ ବି ଝିଅକୁ କୋଳେଇ ପାରିଲେନି ଡାକ୍ତର

କରୋନା ଭାଇରାସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ଦ୍ୱିତୀୟ ଭଗବାନଙ୍କ ଭରସାରେ ଲୋକେ। କିନ୍ତୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଉଥିବା ଡାକ୍ତରମାନେ ଯେ ସେମାନଙ୍କ ପରିବାରଠାରୁ କେତେ ଦୂରରେ ତାହା ଏବେ ଏକ ଭାଇରାଲ ଭିଡିଓରୁ…

ବାମରାରେ ସାନିଟାଇଜ ଜାରି

ବାମରା, ୧୬।୪ (ଡି.ଏନ.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ଚାରିଆଡେ ସାନିଟାଇଜ ପ୍ରକ୍ରିୟା ଜାରି ରହଛି। ଏହିକ୍ରମରେ ସମ୍ବଲପୁର ଜିଲା ବାମରା ବ୍ଲକ ସଦର ମହକୁମା ଓ କେଶାଇବାହାଲଠାରେ ମଧ୍ୟ ସାନିଟାଇଜ ଚାଲିଛି। ବାମରା ଅଗ୍ନିଶମ ବିଭାଗ ଭାରପ୍ରାପ୍ତ…

ଅର୍ଥପାଇଁ ସଂକ୍ରମଣକୁ ଭୟନାହିଁ: କଣ୍ଟାପଡ଼ାର ବିଭିନ୍ନ ବ୍ୟାଙ୍କରେ ସାମାଜିକ ଦୂରତ୍ୱକୁ ଫୁ’

କଣ୍ଟାପଡା, ୧୬।୪(ଡି.ଏନ୍‌.ଏ.): ଜନଧନ ଆକାଉଣ୍ଟଧାରୀଙ୍କ ଖାତାକୁ କେନ୍ଦ୍ର ସରକାର ଟଙ୍କା ପଠାଇଥିବା ଖବର ପ୍ରକାଶ ପାଇବା ପରେ କଣ୍ଟାପଡା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କରେ ଭିଡ ପରିଲକ୍ଷିତ ହୋଇଛି। ବୁଧବାର ବ୍ୟାଙ୍କରେ ବ୍ୟାଙ୍କ ଖାତା ଚେକ କରିବାପାଇଁ ଭିଡ ଅସମ୍ଭାଳ…

ରାମାୟଣର ସୁଷେଣ ବୈଦ୍ୟ ବିକୁଥିଲେ ପାନ: ତାଙ୍କ ହୋଟେଲର ନାମ ସଞ୍ଜିବନୀ

ଉଜ୍ଜୟନୀ,୧୬।୪: ଏବେ ଦିଲ୍ଲୀ ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ରାମାୟଣର ପ୍ରସାରଣ ପୁଣି ଥରେ କରାଯାଉଛି। ରାମାୟଣରେ ସୁଷେଣ ବୈଦ୍ୟ ଭୂମିକାରେ ରମେଶ ଚୌରାସିୟା ଅଭିନୟ କରିଥିଲେ। ଇତିମଧ୍ୟରେ ରମେଶଙ୍କର ମୃତ୍ୟୁ ହୋଇ ସାରିଛି। ରାମାୟଣରେ ଅଭିନୟ କରିବା…

ହଜାରେ ବର୍ଷରେ ଥରେ ବାଦୁଡିଠାରୁ ମଣିଷକୁ ବ୍ୟାପୁଛି କରୋନା !

ନୂଆଦିଲ୍ଲୀ,୧୬।୪: ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ଏକ ସୂଚନା ଅନୁଯାୟୀ, ଚାଇନାରେ କରାଯାଇଥିବା ଗବେଷଣାରୁ ଜଣାପଡିଛି କି କୋଭିଡ-୧୯ ମହାମାରୀର ମୂଳ କୁହାଯାଉଥିବା କରୋନା ଭାଇରସ ବାଦୁଡିଙ୍କଠାରେ ଦେଖାଯାଉଥିବା ଏକ ପ୍ରକାର ଭୂତାଣୁର ପରିବର୍ତ୍ତିତ ରୂପ। ଆଇସିଏମ୍‌ଆର୍‌ କହିଛି ଏହା…

ଦିଲ୍ଲୀରେ ଏସ୍‌ଆଇ ପରିବାର କରୋନା ସଂକ୍ରମିତ: ପୋଲିସ କଲୋନୀର ୩ ବ୍ଲକ ସିଲ୍‌

ନୂଆଦିଲ୍ଲୀ,୧୬।୪: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। କରୋନା ବିରୋଧରେ ଲଢ଼େଇରେ ଜାରି ରଖିଥିବା ଯୋଦ୍ଧା ଏଥିରୁ ବର୍ତ୍ତି ପାରୁ ନ ଥିବା ବେଳେ ସେମାନଙ୍କ ପରିବାର ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି। ଏହି କ୍ରମରେ…

ଲକ୍‌ଡାଉନ୍‌ ସମୟରେ ଘରେ ମଦ ପହଞ୍ଚାଉଛି କୁକୁର, ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହାକୁ ରୋକିବା ପାଇଁ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିରୁ ମଧ୍ୟ ବାଦ୍‌ ପଡ଼ିନି ଆମେରିକା। ଏଠାରେ ମଧ୍ୟ ଲକ୍‌ଡାଉନ୍‌ ଜାରି ହୋଇଛି। ଏଭଳି ପରିସ୍ଥିତିରେ ଲୋକମାନେ କରୋନା…

ଭୁବନେଶ୍ୱର ଯାଇଥିବା ଅଧିକାରୀଙ୍କୁ ଖୋଜୁଛି ଗଞ୍ଜାମ ଜିଲା ପ୍ରଶାସନ: ଚିହ୍ନଟ ପରେ କ୍ୱାରାଣ୍ଟାଇନ୍‌ରେ ରହିବେ,ଜଣଙ୍କୁ ଜିଲାପାଳଙ୍କ କାରଣ ଦର୍ଶାଅ ନୋଟିସ

ଛତ୍ରପୁର,୧୬।୪(ଡି.ଏନ୍‌.ଏ.)- ରାଜ୍ୟରେ ରାଜଧାନୀ ଭୁବନେଶ୍ୱର କରୋନା ହଟ୍‌ସ୍ପଟ୍‌ ସହର ପାଲଟିଛି। ଇତି ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ମାତ୍ରାଧିକ ଏଠାରୁ ହୋଇଥିବାରୁ ଏବେ ଭୁବନେଶ୍ୱରରୁ ବିଭିନ୍ନ ଅଞ୍ଚଳକୁ ଫେରୁଥିବା ବ୍ୟକ୍ତିମାନଙ୍କ ଉପରେ ଅନ୍ୟ ଜିଲା ପ୍ରଶାସନ ନଜର ରଖୁଛି। ଏହି…

ସାବଧାନ ! କରୋନା ସଂକ୍ରମଣ ପୂର୍ବରୁ ପାଦରେ ଦେଖାଦିଏ ଏଭଳି ଦାଗ

ମାଦ୍ରିଦ୍‌,୧୬।୪: କରୋନା ସଂକ୍ରମଣ ପୂର୍ବରୁ ଶରୀରରେ କେତେକ ଲକ୍ଷଣ ପାଇଥାଏ। ସେସବୁ ମଧ୍ୟରେ ଥଣ୍ଡା, କାଶ, ସର୍ଦ୍ଦି, ଜ୍ୱର, ଗଳା ଦରଜ ଆଦି ରହିଛି। ଏହାସହିତ କେତେକଙ୍କ ଘ୍ରାଣ ଶକ୍ତି କମି ଯାଉଥିବା କୁହାଯାଉଛି। ସେହିପରି କିଛି ଲୋକଙ୍କଠାରେ ଆଖି ପୋଡ଼ିବା…

ଡାକ୍ତର-ପୋଲିସଙ୍କୁ ଅସମ୍ମାନ ଜଣାଉଥିବା ବ୍ୟକ୍ତିଙ୍କୁ ଭାଇଜାନ୍‌ଙ୍କ ଭତ୍ସନା: କହିଲେ ‘କିଛି ଜୋକର୍‌ଙ୍କ ପାଇଁ ଭାରତରେ ବ୍ୟାପିବାରେ ଲାଗିଛି କରୋନା’

ବମ୍ବେ: କରୋନା ମହାମାରୀ ମୁକାବିଲା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଡାକ୍ତର ଏବଂ ପୋଲିସ କର୍ମଚାରୀ। ପୋଲିସ ଲୋକମାନଙ୍କୁ ସଚେତନ କରୁଥିବା ବେଳେ ସଂକ୍ରମିତଙ୍କ ଚିକିତ୍ସା ଭାର ନିଜ କାନ୍ଧରେ ସମ୍ଭାଳିଛନ୍ତି ଡାକ୍ତରମାନେ। ହେଲେ କିଛି ଲୋକ ସେମାନଙ୍କୁ ଅସଦ୍‌ବ୍ୟବହାର…

ପ୍ରକୃତିର ଶୋଷଣ ନୂଆ ରୋଗର ପ୍ରକୋପ ବଢ଼ାଇବ

ଓ୍ବାଶିଂଟନ,୧୬ା୪: ମହାମାରୀ କରୋନା ଯୋଗୁ ବିଶ୍ୱ ଏବେ ଥରହର। କେହି କେହି ଏହା ମାନବୀୟ ଅବହେଳାର ପରିଣାମ ବୋଲି କହୁଥିବା ବେଳେ ପ୍ରକୃତିର ଶୋଷଣ ଏଭଳି ରୋଗକୁ ଆମନ୍ତ୍ରଣ କରିଛି ବୋଲି ମଧ୍ୟ କେତେକ ତଥ୍ୟରୁ ଜଣାପଡ଼ିଛି। କରୋନା ମହାମାରୀ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri