Posted inଫୁରସତ

ପେଟ ପୋଷିବା ପାଇଁ ୭୫ ବଷୀୟା ବୃଦ୍ଧା କରୁଛନ୍ତି ଏମିତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବୃଦ୍ଧ ବୟସରେ ଲୋକେ ଆଶାବାଡ଼ିର ସାହାରା ନେଇଥାନ୍ତି। ହେଲେ ଜଣେ ୭୫ ବର୍ଷୀୟା ବୃଦ୍ଧା ଆଶାବାଡି ସହ ଏମିତି ମାର୍ଶଲ ଆର୍ଟ କରି ଦେଖାଇଛନ୍ତି, ଯାହାକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ପ୍ରଶଂସକ ପାଲଟିଲେଣି। ପେଟ ପୋଷିବା ପାଇଁ ଏହି ବୃଦ୍ଧା ରାସ୍ତା ଉପରେ ନିଜ କଳାର ପ୍ରଦର୍ଶନ କରୁଛନ୍ତି। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ରେ ମଧ୍ୟ ସେ ଏପରି କରିବାକୁ ବାଧ୍ୟ ହେଉଛନ୍ତି। ବୋଧହୁଏ ଏହା ବ୍ୟତିତ ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ। ତାଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହତିନ୍ଦର ସିଂହ ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପସନ୍‌ ଲେଖିଛନ୍ତି, ପୁଣେର ୭୫ ବର୍ଷୀୟା ବୃଦ୍ଧା, ନିଜର ପେଟ ପୋଷିବା ପାଇଁ ରାସ୍ତା ଉପରେ ମାର୍ଶଲ ଆର୍ଟ କରୁଛନ୍ତି। ତାଙ୍କ ବିଷୟରେ ଯଦି କେହି କିଛି ଜାଣିଛନ୍ତି ଦୟାକରି ସମ୍ପର୍କ କରନ୍ତୁ ବୋଲି ସେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୬୫ ଦିନ ଲକ୍‌ଡାଉନରେ ରୁହେ ଏହି ଗାଁ

ନଦୀୟା ,୧୧।୫: ଆଧୁନିକ ଯୁଗରେ ରହି ମଧ୍ୟ ଏଭଳି ଏକ ଗାଁ ଅଛି ଯେଉଁଠାରେ ବର୍ଷସାରା ଲକ୍‌ଡାଉନ ରହିଥାଏ। ଡରି ଡରି ରହୁଥିବା ଲୋକମାନେ ଘରୁ...

ଏହି ମନ୍ଦିରରେ ପାଳନ ହୁଏ ‘ନେକେଡ୍‌ ଫେଷ୍ଟିଭାଲ’

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ଜାପାନରେ ଏକ ଅଜବ ପରମ୍ପରା ଦେଖିବାକୁ ମିଳିଛି। ପ୍ରତିବର୍ଷ ଫେବୃୟାରୀ ମାସର ଦ୍ୱିତୀୟ ଶନିବାର ଦିନ...

୫୭ କେ.ଜି.ର ତମ୍ବା ବହି

ଭୋପାଲ: ପ୍ରାଚୀନ କାଳରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଡକ୍ୟୁମେଣ୍ଟକୁ ସୁରକ୍ଷିତ ରଖିବାକୁ ତମ୍ବା ପ୍ଲେଟ୍‌ର ବ୍ୟବହାର କରାଯାଉଥିଲା। କିନ୍ତୁ ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଓକିଲ ତମ୍ବା...

ହାତ ଥିବା ବିଲୁପ୍ତପ୍ରାୟ ମାଛ

କାନବେରା: ପୃଥିବୀରେ ବିଭିନ୍ନ ପ୍ରଜାତିର ଜୀବ ବାସ କରୁଥିବାବେଳେ ଅନେକ ସମୟରେ ନୂଆ କିଛି ଜୀବ ଦୃଷ୍ଟିଗୋଚର ହୋଇଥାନ୍ତି। ନିକଟରେ ଅଷ୍ଟ୍ରେଲିଆ ସମୁଦ୍ର କୂଳରେ ୨୦...

ସ୍ଫେୟର୍‌ ବେଡ୍‌

ପ୍ରସିଦ୍ଧ ବେଡ୍‌ ଡିଜାଇନର୍‌ କରିମ୍‌ ରସିଦ୍‌ଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଏହି ଖଟରେ ୩୨ ଇଞ୍ଚର ଏକ ଏଲ୍‌ଇଡି ଟିଭି ଲାଗିଥିବା ସହ ମୁହଁ ଦେଖିବା...

ଅଖା ପ୍ଲାଜୋ ପ୍ୟାଣ୍ଟର ମୂଲ୍ୟ ୬୦୦୦୦

ଫ୍ୟାଶନର ନିର୍ଦ୍ଦିଷ୍ଟ କିଛି ସଂଜ୍ଞା ନାହିଁ। କେତେବେଳେ କେଉଁ ଫ୍ୟାଶନ୍‌ ଟ୍ରେଣ୍ଡ କରେ ତାହା କହିବା ମୁସ୍କିଲ। ଅନେକ ସମୟରେ ଅଜବ ଫ୍ୟାଶନ ବି ଯୁବିପିଢିଙ୍କୁ...

ଟିକ୍‌ଟକ୍‌ ବ୍ୟାନ୍‌କୁ ସହିପାରିଲେନି ଏହି ଯୁବତୀ, ନେଲେ ଏଭଳି ଚରମ ପଦକ୍ଷେପ

ଭାରତରୁ ଟିକ୍‌ଟକ୍‌ ବ୍ୟାନ୍‌ ହେବା ଖବର ଅନେକଙ୍କୁ ଆଘାତ ଦେଇଛି। ବିଶେଷକରି ଟିକ୍‌ଟକ ବ୍ୟବହାରକାରୀ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ପ୍ଲାଟଫର୍ମ ଦ୍ୱାରା କିଛି...

ଚିନ୍ତାରେ ବିଶେଷଜ୍ଞ: କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ନିଟରେ ୨ ମାସ ପରେ ମଧ୍ୟ ଦେଖାଯାଉଛି ଲକ୍ଷଣ

ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି।...

Advertisement
Archives

Model This Week