ରୋଜଗାର ପାଇଁ ଜୀବିକା ବଦଳାଉଛନ୍ତି କ୍ଷୁଦ୍ର ବ୍ୟବସାୟୀ
ବୁଗୁଡା,୧ା୫(ଡି.ଏନ୍.ଏ.)- ବୁଗୁଡା ସହର ତଥା ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ମାସେ ହେଲା ଲକ୍ଡାଉନ କଟକଣା ଜାରି ହୋଇଛି। ଏଥି ନିମନ୍ତେ ବହୁ ଦୋକାନ ବଜାର ବନ୍ଦ ହୋଇଛି। ଫଳରେ ଛୋଟ ଛୋଟ ବ୍ୟବସାୟୀ ଜୀବିକା ବଦଳାଇ ଅନ୍ୟ…
ଦୁଇଦିନ ପରେ ‘ଫନୀ’କୁ ପୁରିବ ବର୍ଷେ: ଏବେ ଯାଏ ଭରିନାହିଁ କ୍ଷତ
ଭୁବନେଶ୍ୱର,୧।୫(ବ୍ୟୁରୋ): ବାତ୍ୟା ‘ଫନୀ’କୁ ବର୍ଷେ ପୁରିବାକୁ ଆଉ ଦୁଇ ଦିନ ବାକି। ୨୦୧୯ ମେ’ ୩ ତାରିଖରେ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିଲା ଏହି ସାମୁଦ୍ରିକ ଝଡ଼। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଦେଖାଯାଇଥିବା ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ମଧ୍ୟରୁ ‘ଫନୀ’ ବ୍ୟାପକ…
୧୨ ଫୁଟିଆ ଅହିରାଜ ଉଦ୍ଧାର
ପାତ୍ରପୁର,୧ା୫(ଡି.ଏନ୍.ଏ.)- ପାତ୍ରପୁର ବ୍ଲକ ଅଫିସ ନିକଟ କରୁଣାକର ନୋଡାଲ ଉଚ୍ଚ ବିଦ୍ୟାଳୟରୁ ଏକ ୧୨ ଫୁଟର ଅହିରାଜକୁ ସ୍ନେକ ହେଲ୍ପ ଲାଇନ ଓ ବନ ବିଭାଗ ବନ ବିଭାଗ ଉଦ୍ଧାର କରିଛି। ଗୁରୁବାର ସ୍କୁଲ ପରିସର ନଳା ଭିତରେ ସାପ ଥିବା…
ରାଶନକାର୍ଡ ଦାବିରେ ମହିଳାଙ୍କ ବିକ୍ଷୋଭ
ପୁରୁଷୋତ୍ତମ ପୁର,୧ା୫(ଡି.ଏନ୍.ଏ.)- ଲକ୍ଡାଉନ ଯୋଗୁ ଗରିବ ଖଟିଖିଆ ଶ୍ରମିକ ଶେଣୀର ଲୋକେ ଦାନା ଯୋଗାଣ କରିବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଏଭରି ପରିସ୍ଥିତିରେ ଗରିବ ଲୋକଙ୍କୁ ଦିଆଯାଇଥିବା ରାଶନକାର୍ଡ କାଟି ଦିଆଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି…
ମଦବନ୍ଦ ଦାବିରେ ରାସ୍ତାକୁ ଓହ୍ଲାଇଲେ ମହିଳା
ବାଲିଗୁଡା,୧ା୫(ଡି.ଏନ୍.ଏ.)- ବାଲିଗୁଡା ବ୍ଲକ ବରଖମା ଗ୍ରାମରେ ଦେଶୀ ମଦ ବନ୍ଦ କରିବା ପାଇଁ ମହିଳାସଂଘ ଶୋଭାଯାତ୍ରା କରିବା ସହ ବିକ୍ରି କରୁଥିବା ଲୋକଙ୍କ ଘରକୁ ଯାଇ ମଦକୁ ଫୋପାଡିବା ସହ ହାଣ୍ଡିହଣ୍ଡା ସବୁ ଭାଙ୍ଗିଛନ୍ତି। କରୋନା ମହାମାରୀକୁ ନେଇ ସାରା ବିଶ୍ୱ…
ୱାଲ ପେଣ୍ଟିଂରେ ସୁନୀଲଙ୍କ କରୋନା ସଚେତନତା
ବାଲିଗୁଡା,୧ା୫(ଡି.ଏନ୍.ଏ.)- ବାଲିଗୁଡା ଉପଖଣ୍ଡ କ.ନୂଆଗାଁର ସୁନୀଲ ନାୟକ ନିଆରା ଢଙ୍ଗରେ କରୋନା ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ଆର୍ଥିକ ସହାୟତା ପାଇଁ ସମର୍ଥ ନ ଥିଲେ ମଧ୍ୟ ଅନ୍ତର୍ନିହିତ କଳାକୁ ପାଥେୟ କରି ସେ କରୋନା ମୁକାବିଲା ପାଇଁ ଆଗେଇ ଆସିଛନ୍ତି।…
କୋଭିଡ-୧୯ ପ୍ରଭାବ: ୨୦୨୧ ରାଜ୍ୟଗୋଷ୍ଠୀ ଯୁବ କ୍ରୀଡ଼ା ୨୦୨୩କୁ ଘୁଞ୍ଚିଲା
ନୂଆଦିଲ୍ଲୀ,୧।୫(ପି.ଟି.): କୋଭିଡ୍-୧୯ ମହାମାରୀ କାରଣରୁ ଆଉ ଏକ ମେଗା ଇଭେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ୨୦୨୧ରେ ଆୟୋଜନ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଯୁବ କ୍ରୀଡ଼ାକୁ ୨୦୨୩କୁ ଘୁଞ୍ଚାଇ ଦିଆଯାଇଛି। କରୋନା ଭାଇରସ ସଂକ୍ରମଣ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ପୂର୍ବରୁ ୨୦୨୧କୁ ଘୁଞ୍ଚାଇ ଦିଆଯାଇଥିଲା।…
ଝୁରି ହେଉଛନ୍ତି ରିଦ୍ଧିମା: କହିଲେ, ‘ବହୁତ ମନେ ପଡ଼ୁଛ ବାପା, ଫେରି ଆସ’
ବମ୍ବେ: ଶୋକରେ ବଲିଉଡ୍। ଗତ ଦୁଇ ଦିନ ମଧ୍ୟରେ ଦୁଇଜଣ ପ୍ରତିଷ୍ଠିତ କଳାକାର ଇରଫାନ୍ ଖାନ୍ ଏବଂ ଋଷି କପୁରଙ୍କୁ ବଲିଉଡ୍ ହରାଇଛି। ଏହାକୁ ସହଜରେ କେହି ଗ୍ରହଣ ମଧ୍ୟ କରିପାରୁନାହାନ୍ତି। ସମ୍ପ୍ରତି ଦେଶରେ ଲକ୍ଡାଉନ୍ ସ୍ଥିତି ଜାରି ରହିଥିବାରୁ ପ୍ରଶଂସକମାନେ…
ରାଜ୍ୟ ସରକାରଙ୍କ କ୍ଲିୟରାନ୍ସ ବିନା ଆସିପାରିବ ନାହିଁ କୌଣସି ଟ୍ରେନ୍
ଭୁବନେଶ୍ୱର,୧।୫(ବ୍ୟୁରୋ): କେରଳରୁ ଶୁକ୍ରବାର ଓ ଗୁଜୁରାଟରୁ କିଛି ଦିନ ପରେ ଓଡ଼ିଶାକୁ ଟ୍ରେନ୍ ଆସିବ। ହେଲେ ରାଜ୍ୟ ସରକାରଙ୍କ କ୍ଲିୟରାନ୍ସ ବିନା ଅନ୍ୟ ରାଜ୍ୟରୁ କୌଣସି ଟ୍ରେନ୍ ଆସିପାରିବ ନାହିଁ। ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଷ୍ଟେଶନରେ ଆଗନ୍ତୁକଙ୍କୁ ଗ୍ରହଣ କରାଯିବ। ସରକାରୀ…
କର୍କଟ ପଞ୍ଝାରେ ଭାରତ: ୧୦ ଜଣରେ ମୃତ୍ୟୁହାର ୭
ନୂଆଦିଲ୍ଲୀ: ଭର୍ସାଟାଇଲ୍ ଆକ୍ଟର ଇର୍ଫାନ ଖାନ୍ ଏବଂ ହଜାରେ ହୃଦୟରେ ରାଜୁତି କରୁଥିବା ଋଷି କପୁରଙ୍କ ପରଲୋକ ବଲିଉଡ୍କୁ ଶୋକରେ ବୁଡ଼ାଇ ଦେଇଛି। ଦୁଇଦିନରେ ଦୁଇ କଳାକାରଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସିନେପ୍ରେମୀ। ହେଲେ ଦୁଇ ଅଭିନେତାଙ୍କ ରୋଗଠାରୁ ଆରମ୍ଭ…
ରାଜ୍ୟରେ ପ୍ରବେଶ ପୂର୍ବରୁ ହାତରେ ବାଜିବ ଷ୍ଟାମ୍ପ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୧।୫(ବ୍ୟୁରୋ): ଯେଉଁମାନେ ବାହାର ରାଜ୍ୟ ତଥା ଦେଶରୁ ଫେରିବେ ସେମାନଙ୍କ ପାଇଁ ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ। ଓ୍ବେବସାଇଟ ଜରିଆରେ ଲୋକେ ରେଜିଷ୍ଟ୍ରେଶନ କରୁଛନ୍ତି। ଆସୁଥିବା ଲୋକେ ରାସ୍ତାରେ ବା ଟ୍ରେନ୍ରେ ଆସିପାରନ୍ତି। ରାସ୍ତାରେ ଆସୁଥିଲେ ସେଠାର ଜିଲା ଅଧିକାରୀଙ୍କ ପାସ୍ ନେବାକୁ…
ମେ’ମାସରେ ଘମାଘୋଟ ଲଢ଼େଇ: ବାଗ୍ଚୀ
ଭୁବନେଶ୍ୱର, ୧।୫(ବ୍ୟୁରୋ): ମେ’ ମାସ ଆମପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କରୋନା ଶତ୍ରୁ ସହ ଏ ମାସରେ ଘମାଘୋଟ ଲଢ଼େଇ ହେବ। ମାର୍ଚ୍ଚରେ ପ୍ରସ୍ତୁତି ହୋଇଥିବା ବେଳେ ଏପ୍ରିଲରେ ଯୁଦ୍ଧ କ୍ଷେତ୍ରରେ ଲଢ଼େଇ ହୋଇଛି। ମେ’ରେ ଘମାଘୋଟ ଲଢ଼େଇ ହେବ। ଏ ନେଇ…
Archives


