ବରୀରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ: ପ୍ରାୟ ୧୦୦୦ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ
ବରୀ/ରତ୍ନଗିରି,୨।୫(ସ୍ବ.ପ୍ର./ଡି.ଏନ୍.ଏ.): ଯାଜପୁର ଜିଲା ଶନିବାର ୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ବରୀ ବ୍ଲକର ବୋଲି ଜଣାପଡ଼ିଛି। ତେବେ ପ୍ରଥମ ଥର ବରୀ ବ୍ଲକରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ବରୀ ବ୍ଲକ କଳାମାଟିଆ ପଞ୍ଚାୟତର…
କରୋନା ଲଢ଼େଇରେ ସଫଳତା: ସଂକ୍ରମିତଙ୍କୁ ରେମ୍ଡିସିଭିର୍ ଔଷଧ ଦେଲେ ପଡୁନି ଭେଣ୍ଟିଲେଟରର ଆବଶ୍ୟକତା
ଓ୍ବାଶିଂଟନ,୨।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ତେବେ କରୋନା ଲଢ଼େଇରେ ଧୀରେଧୀରେ ସଫଳତାର ଆଶା ସୃଷ୍ଟି ହେବାରେ ଲାଗିଛି। ଆମେରିକାରେ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଇବୋଲା ସଂକ୍ରମଣ ରୋକିବା ପାଇଁ ବ୍ୟବହାର କରାଯାଇଥିବା ରେମ୍ଡିସିଭିର୍ ଔଷଧର ପ୍ରୟୋଗ…
CORONAVIRUS UPDATE: ଯାଜପୁରରେ ଆଉ ୫ ଆକ୍ରାନ୍ତ ଚିହ୍ନଟ: ତଥ୍ୟ ଜାରିକଲେ ରାଜ୍ୟ ସରକାର
ଭୁବନେଶ୍ୱର,୨।୫ (ବ୍ୟୁରୋ): ଯାଜପୁର ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି। ଏହାକୁ ମିାଶଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ…
ଏବେ ଟ୍ରେନ୍ରେ ଫେରିବେ ପ୍ରବାସୀ ଶ୍ରମିକ, ଶିକ୍ଷାର୍ଥୀ
ନୂଆଦିଲ୍ଲୀ,୧।୫: କରୋନା ଭାଇରସ ସଂକ୍ରମଣ ଯୋଗୁ ଦେଶରେ ଲକ୍ଡାଉନ ଜାରି ରହିଛି। ଏହାରି ଭିତରେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକ ଓ ଶିକ୍ଷାର୍ଥୀମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ଏବେ ସ୍ବତନ୍ତ୍ର ଟ୍ରେନ୍ ଚାଲିବ। କେନ୍ଦ୍ର ସରକାର ଶୁକ୍ରବାର…
ଆମେରିକାକୁ ଘାରିଛି କରୋନା ଭ୍ୟାକ୍ସିନ ଫର୍ମୁଲା ଚୋରି ହେବାର ଭୟ !
ଓ୍ବାଶିଂଟନ,୧।୫: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏବେ ଏହି ସଂକ୍ରମଣରେ ବିଶ୍ୱରେ ପାଖାପାଖି ୨ ଲକ୍ଷ ୩୩ ହଜାର ଲୋକଙ୍କ ଜୀବନ ଗଲାଣି। ଏହାର କାରଣ ହେଉଛି କରୋନା ମହାମାରୀର ଚିକିତ୍ସା ପାଇଁ…
ମାଲକାନଗିରିରେ ଅନେକ କୋଲ୍କାତା ଫେରନ୍ତା: ବିଭିନ୍ନ ସ୍ଥାନରେ ଚଢ଼ାଉ
ମାଲକାନଗିରି,୧ା୫(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଏଯାବତ୍ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତେବେ କୋଲ୍କାତା ଫେରନ୍ତାଙ୍କୁ ନେଇ ଏବେ ଜିଲାବାସୀଙ୍କୁ ଭୟ ଘାରିଛି। ସେଠାରୁ ଆସିଥିବା ଅନେକ ଲୋକ ଏବେ ମାଲକାନଗିରିରେ ଲୁଚି ରହିଥିବା ଜିଲା ପ୍ରଶାସନ ଖବର ପାଇଛି। ୪୨ ଜଣ…
୩ ଦିନ ପାଇଁ ସିଲ୍ ହେଲା ରିମ୍ସର ମାଇକ୍ରୋବାୟୋଲୋଜି ଡିପାର୍ଟମେଣ୍ଟ
ରାଞ୍ଚି,୧।୫: ରାଞ୍ଚିରେ ଥିବା ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ରିମ୍ସ)ର ମାଇକ୍ରୋବାୟୋଲୋଜି ଡିପାର୍ଟମେଣ୍ଟକୁ ୩ ଦିନ ପାଇଁ ସିଲ୍ କରିଦିଆଯାଇଛି। ସେଠାରେ ଜଣେ ଲାବୋରୋଟୋରୀ ଟେକ୍ନିସିଆନ୍ କରୋନାରେ ପୀଡିତ ଥିବା ଏପ୍ରିଲ ୩୦ ଅର୍ଥାତ୍ ଗୁରୁବାର ଜଣାପଡିବା ପରେ ଶୁକ୍ରବାରଠାରୁ ୩…
୬ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ
ଭୁବନେଶ୍ୱର,୧ା୫(ବୁ୍ୟୁରୋ): ରାଜ୍ୟର ୬ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଶନିବାର ରାଜ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଆକ୍ରାନ୍ତ ନଂ ୧୨୩, ୧୨୪, ୧୨୫, ୧୨୬, ୧୨୭ ଏବଂ ୧୨୮ଙ୍କ ବିବରଣୀ ପ୍ରଦାନ କରାଯାଇଛି। ସେଥିରୁ ଯାଜପୁର…
୨୦୨୧ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍ କାର୍ଯ୍ୟସୂଚୀ ପୁନଃ ନିର୍ଦ୍ଧାରିତ
ନୂଆଦିଲ୍ଲୀ,୧।୫ (ପି.ଟି.): ବ୍ୟାଡମିଣ୍ଟନ ଓ୍ବାଲର୍ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍) ସ୍ପେନ୍ରେ ଆୟୋଜନ ହେବାକୁ ଥିବା ୨୦୨୧ ବିଶ୍ୱ ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ଏହି ଟୁର୍ନାମେଣ୍ଟ ୨୦୨୧ ଅଗଷ୍ଟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ବର୍ତ୍ତମାନ ଏହାକୁ ନଭେମ୍ବର-…
କାଳବୈଶାଖୀ: ହିଞ୍ଜିଳିକାଟୁ ଇନ୍ଡୋର ଷ୍ଟାଡିୟମ କ୍ଷତିଗ୍ରସ୍ତ
ହିଞ୍ଜିଳିକାଟୁ,୧ା୫(ଡି.ଏନ୍.ଏ.)- ହିଞ୍ଜିଳିକାଟୁ ଓ ଆଖପାଖରେ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷାପବନ ସହ ବଜ୍ରପାତ ହୋଇଛି। ବିଭିନ୍ନ ସ୍ଥାନରେ ବହୁ ଛୋଟବଡ ଗଛ ଭାଙ୍ଗିବା ସହ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି। ପ୍ରାୟ ୮ କୋଟି ଟଙ୍କାରେ…
ସମସ୍ତ ପ୍ରବାସୀ ଫେରନ୍ତାଙ୍କ ହେବ ସ୍ବାବ ପରୀକ୍ଷା: ଜିଲାପାଳ
ଛତ୍ରପୁର,୧ା୫(ଡି.ଏନ୍.ଏ.)- କରୋନା ମୁକାବିଲା କ୍ଷେତ୍ରରେ ଯେଉଁ ବ୍ୟକ୍ତି ବିଶେଷ କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତା ଦେବାକୁ ଇଚ୍ଛୁକ ସେମାନେ ଗଞ୍ଜାମ ଜିଲା ପ୍ରଶାସନର କୋଭିଡ ସେଲ ସହିତ ଯୋଗାଯୋଗ କରି ଏହା କରିପାରିବେ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର…
୩ଦିନ ହେଲା ପାଣିଆସୁନି, ଟ୍ୟାଙ୍କର ଯୋଗେ ପାଣି ଯୋଗାଇଲେ ସରପଞ୍ଚ
ଗଞ୍ଜାମ,୧ା୫(ଡି.ଏନ୍.ଏ.)- ଲକ୍ଡାଉନ୍ ବେଳେ ପାନୀୟଜଳ ସମସ୍ୟା ଗଞ୍ଜାମ ବ୍ଲକ ପାଣିବନ୍ଧ ପଞ୍ଚାୟତବାସୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ୩ ଦିନ ହେଲା ପାଇପ ଯୋଗେ ପାଣି ଆସୁନାହିଁ। ଫଳରେ ଲୋକ ନାହିଁ ନ ଥିବା ଅସୁବିଧା…
Archives


