ବଲବୀର ସିଂ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୧୦।୫: ଭାରତୀୟ ହକି ଲିଜେଣ୍ଡ ବଲବୀର ସିଂ ଚଣ୍ଡିଗଡର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପିଜିଆଇ ଚଣ୍ଡିଗଡକୁ ନିଆଯାଇଥିଲା। କିନ୍ତୁ ଶେଷରେ ଶନିବାର ତାଙ୍କୁ ଫୋର୍ଟିଜ ମୋହାଲିରେ ଭର୍ତ୍ତି କରାଯାଇଛି। ୧୯୪୮ ଲଣ୍ଡନ, ୧୯୫୨ ହେଲସିଙ୍କି…
ନିୟନ୍ତ୍ରଣ ରେଖାରେ ଉଡ଼ିବୁଲୁଛି ପାକିସ୍ତାନର ଏଫ୍-୧୬, ମିରାଜ ଯୁଦ୍ଧ ବିମାନ
ନୂଆଦିଲ୍ଲୀ,୧୦।୫: ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି। ଏଠାରେ ପାକିସ୍ତାନର ଏଫ୍-୧୬, ଜେଏଫ୍-୧୭ ଏବଂ ମିରାଜ-୩ ଯୁଦ୍ଧ ବିମାନ ଉଡ଼ିବୁଲୁଛି। ପାକିସ୍ତାନର ଏଭଳି କାର୍ଯ୍ୟକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ନିୟନ୍ତ୍ରଣ ରେଖା ଉପରେ ସତର୍କତା…
ବିଶ୍ୱର ସବୁଠୁ ମୂଲ୍ୟବାନ ପଦାର୍ଥ, ୧ ଗ୍ରାମର ଦାମ୍ ୭୫୫୩ କୋଟି
ସାଧାରଣତଃ ସୁନା, ରୁପା ଏବଂ ହୀରା ବିଶ୍ୱର ସବୁଠାରୁ ମୂଲ୍ୟବାନ ପଦାର୍ଥ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଏସବୁ ପଦାର୍ଥକୁ ବାଦ୍ ଦେଇ ଆଉ ଏକ ମୂଲ୍ୟବାନ ପଦାର୍ଥ ରହିଛି। ଯାହା ବିଶ୍ୱର ସବୁଠାରୁ ମହଙ୍ଗା ପଦାର୍ଥ। ଏହି ପଦାର୍ଥର ଏକ…
୧୪୦୦ରୁ ଅଧିକ ସନ୍ତାନଙ୍କ ଜନନୀ ସିନ୍ଧୁତାଇ
ମୁମ୍ବାଇ,୧୦।୫: ଜଣେ ମହିଳା ପୁଣି ସେ ୧୪୦୦ରୁ ଅଧିକ ସନ୍ତାନଙ୍କ ଜନନୀ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ମହାରାଷ୍ଟ୍ରର ସିନ୍ଧୁତାଇ ୧୪୦୦ରୁ ଅଧିକ ଅନାଥ ଶିଶୁଙ୍କ ଜନନୀ ପାଲଟିଛନ୍ତି। ମା ଭଳି ସେମାନଙ୍କ ଦେଖାଶୁଣା କରୁଛନ୍ତି।…
ଏମ୍କେସିଜିରେ ଅଘଟଣ: ଲେବର୍ ରୁମ୍କୁ ଛାଡ଼ିବାକୁ ମନା କରିବାରୁ ଡାକ୍ତରଙ୍କ କାନ କାମୁଡ଼ି ଛିଡାଇଲେ ରୋଗୀଙ୍କ ସମ୍ପର୍କୀୟ
ବ୍ରହ୍ମପୁର ଅଫିସ, ୧୦।୫- ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲରେ ରବିବାର ଏକ ଅଘଟଣ ଘଟିଛି। ଜଣେ ରୋଗୀ ସମ୍ପର୍କୀୟ କାର୍ଯ୍ୟରତ ଡାକ୍ତରଙ୍କ କାନ କାମୁଡି ଛିଣ୍ଡାଇ ଦେଇଛନ୍ତି। ଏପରିକି ମେଡିକାଲରେ ଥିବା ଅନ୍ୟ କେତେକ ଡାକ୍ତରଙ୍କୁ ଆକ୍ରମଣ କରିବା ସହ…
ଗୋଟିଏ ମାସରେ ତୃତୀୟ ଥର ପାଇଁ ଥରିଲା ଦିଲ୍ଲୀ
ନୂଆଦିଲ୍ଲୀ,୧୦।୫: ଭାରତରେ କରୋନା ସଂକ୍ରମଣ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଦିଲ୍ଲୀରେ ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ଭୂକମ୍ପ ଅନୁଭୂତ ହୋଇଛି। ରବିବାର ଅପରାହ୍ନ ୧ଟା ୫୫ରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହା ତୀବ୍ରତା ୩.୫…
କ୍ୱାରାଣ୍ଟାଇନ୍ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟଣା: କିଛି ଔଷଧ ଖାଉଥିବାରୁ ଲକ୍ଷଣ ଦେଖାଯାଉ ନ ଥିଲା
ଛତ୍ରପୁର,୧୦ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲସରା ବ୍ଲକ ଢୁଙ୍କାପଡ଼ା ପଞ୍ଚାୟତସ୍ଥିତ ଢୁଙ୍କାପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ୍ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟିଥିବା ରବିବାର ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟାହ୍ନଭୋଜନ ଖାଉଥିବାବେଳେ ହଠାତ୍ ସେ…
ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଗୋଟିଏ ଦିନରେ ଏଯାଏ ଚିହ୍ନଟ ହେଲେଣି ୬୮
ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟକୁ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ପରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ଅପରାହ୍ନ ସୁଦ୍ଧା ରାଜ୍ୟରେ ମୋଟ ୩୬୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସକାଳୁ ଅପରାହ୍ନ ୪ଟା ସୁଦ୍ଧା ମୋଟ ୬୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି।…
ଶିଳ୍ପାଙ୍କ ପଡୋଶୀଙ୍କୁ କରୋନା !
ମୁମ୍ବାଇ: କରୋନା ଭାଇରସ କାରଣରୁ ଦେଶରେ ଲକ୍ଡାଉନ ୩.୦ ଜାରି ରହିଛି। ଏହି ସମୟରେ ପ୍ରାୟ ସବୁ ସେଲିବ୍ରିଟି ଘରେ ରହି ସମୟ କାଟୁଥିବା ବେଳେ ସମୟ ସମୟରେ ଏମାନଙ୍କର କିଛି ମଜାଳିଆ ଭିଡିଓ ଦର୍ଶକଙ୍କୁ ମନୋରଞ୍ଜନ ଦେଉଛି। ବଲିଉଡ୍ ନାୟିକା…
କରୋନା ମୁକାବିଲା: ଭିଡିଓ କନ୍ଫରେନ୍ସିଂ ଜରିଆରେ ବାଚସ୍ପତି, ମନ୍ତ୍ରୀ, ଏମ୍ପି, ବିଧାୟକଙ୍କ ସହ ଗଞ୍ଜାମ ଜିଲାପାଳଙ୍କ ଆଲୋଚନା
ଛତ୍ରପୁର,୧୦ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଫଳରେ ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ପରିପ୍ରେକ୍ଷୀରେ କରୋନା ମୁକାବିଲା ନେଇ ରବିବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ବାଚସ୍ପତି, ମନ୍ତ୍ରୀ, ଏମ୍ପି, ବିଧାୟକ, ବ୍ଲକ…
ବ୍ରିଟେନରେ ୯୦ ପ୍ରତିଶତ ଲୋକ ଚାହୁଁନାହାନ୍ତି ଲକ୍ଡାଉନରେ କୋହଳ
ଲଣ୍ଡନ,୧୦।୫: କରୋନା ଭାଇରସ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏଥିରୁ ଦୂରେଇ ରହିବାର ମୁଖ୍ୟମାଧ୍ୟମ ହେଉଛି ଲକ୍ଡାଉନ। ତେଣୁ ବିଶ୍ୱର ଅଧିକାଂଶ ଦେଶ ଏବେ ଲକ୍ଡାଉନ ନିୟମକୁ ପାଳନ କରି ଚାଲିଛନ୍ତି। ଯେଉଁଠି ସଂକ୍ରମଣର ସଂଖ୍ୟା…
କରୋନାରେ ମୃତ୍ୟୁ ହୋଇଥିବା ୮୨ ପ୍ରତିଶତ ବ୍ୟକ୍ତିଙ୍କ ବୟସ ୫୦ରୁ ଊର୍ଦ୍ଧ୍ୱ: କେଜରିଓ୍ବାଲ
ନୂଆଦିଲ୍ଲୀ,୧୦।୫: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ଦିଲ୍ଲୀରେ କରୋନାରେ ମୃତ୍ୟୁ ହୋଇଥିବା ପ୍ରାୟ ୮୨ ପ୍ରତିଶତ ବ୍ୟକ୍ତିଙ୍କ ବୟସ ୫୦ ବର୍ଷରୁ ଊର୍ଦ୍ଧ୍ୱ। ଏକ ଖବରଦାତା ସମ୍ମିଳନୀରେ…
Archives


