କରୋନାରେ ଯୁବ ସୁମୋ ରେସଲର ମୃତ
ଟୋକିଓ,୧୩।୫(ଏଏଫ୍ପି): କୋଭିଡ୍-୧୯ ସଂକ୍ରମଣରେ ଜାପାନର ଜଣେ ୨୮ ବର୍ଷୀୟ ସୁମୋ ରେସଲର କିୟୋଟାକା ସୁଏଟେକ ମୃତ୍ୟୁବରଣ କରିଛନ୍ତି। ଅବଶ୍ୟରେ ସେ ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ। ସୁମୋ ରେସଲିଂ ଭଳି ପୁରାତନ କ୍ରୀଡ଼ାର ପ୍ରଥମ ଖେଳାଳିଭାବେ ସେ ପ୍ରାଣ…
ବିମାନ, ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍ଲାଇନ୍: ସବିଶେଷ ଜାଣନ୍ତୁ
ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିମାନ ଏବଂ ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍ଲାଇନ୍ କରାଯାଇଛି। ଏ ନେଇ ଏସ୍ଆର୍ସି ପ୍ରଦୀପ ଜେନା ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ରେଳରେ କିମ୍ବା ବିମାନରେ ଓଡ଼ିଶାକୁ ଆସିବେ ସେମାନେ ପ୍ରଥମେ ରାଜ୍ୟ…
ଆଗ୍ରାର ଜେଲ ନୂଆ ହଟସ୍ପଟ: ମୃତ କଏଦୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୧୦ କଏଦୀ କରୋନା ସଂକ୍ରମିତ
ଆଗ୍ରା,୧୩।୫: ରାଜସ୍ତାନ ଆଗ୍ରା ଜିଲାର ଏକ ଜେଲ୍ ଏବେ କରୋନା ଭାଇରସ୍ର ନୂଆ ହଟସ୍ପଟ ପାଲଟିଛି। ଆଗ୍ରାରେ ଥିବା ସେଣ୍ଟ୍ରାଲ୍ ଜେଲରେ ୧୦ ଜଣ କଏଦୀ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଆତଙ୍କ…
ଡାବୁଗାଁରେ ‘ଲୁଣ ମିଳିବ ନାହିଁ’ ଗୁଜବ: ଅସାଧୁ ବ୍ୟବସାୟୀ ମାଲାମାଲ; ଚିନ୍ତାରେ ଖାଉଟି
ଡାବୁଗାଁ,୧୩।୫(ଡି.ଏନ୍.ଏ.): କରୋନାକୁ ରୋକିବା ନିମନ୍ତେ ସାରା ରାଜ୍ୟରେ ଲକ୍ଡାଉନ୍ ସ୍ଥିତି ଜାରି ରହିଛି। ତେବେ ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ ଅହେତୁକ ମାତ୍ରାରେ ଦରବୃଦ୍ଧି କରାଇ ଖାଉଟି ମାନଙ୍କୁ ଶୋଷଣ କରୁୁଛନ୍ତି।ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ କୌଣସି…
ଚାଷ ପାଇଁ ଛାଡ଼ିଲେ ଚାକିରି
ପିଲାଟି ଦିନରୁ ତାଙ୍କର ଚାଷ ପ୍ରତି ଥିଲା ଅହେତୁକ ଆଗ୍ରହ। ହେଲେ ଇଞ୍ଜିନିୟରିଂ ପାଠ ପଢ଼ି ସେ ଟେଲିକମ୍ ବିଭାଗରେ ପାଇଲେ ଚାକିରି। କିନ୍ତୁ କେଜାଣି କାହିଁକି ପୁଣି ଚାଷକୁ ନେଇ ତାଙ୍କର ସ୍ବପ୍ନ ବଢ଼ିଗଲା। ୧୫ ବର୍ଷର ଇଞ୍ଜିନିୟରିଂ ଚାକିରି…
ବମ୍ବେରୁ ଫେରିଲେ ୨୬୧ ପ୍ରବାସୀ, ଖୋର୍ଦ୍ଧା ଷ୍ଟେଶନରେ ପହଞ୍ଚିଲା ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍
ଖୋର୍ଦ୍ଧା ଅଫିସ,୧୩।୫: ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍ ବମ୍ବେର ଥାନେ ଅଞ୍ଚଳରୁ ପ୍ରବାସୀ ଶ୍ରମିକଙ୍କୁ ଆଣି ଓଡିଶାର ଖୋର୍ଦ୍ଧା ରୋଡ଼ ଷ୍ଟେଶନରେ ପହଞ୍ଚିଛି । ବୁଧବାର ସକାଳ ୯ଟାରେ ଖୋର୍ଦ୍ଧା ରୋଡ ଷ୍ଟେଶନରେ ଏହି ଟ୍ରେନ ପହଞ୍ଚିବା ପରେ ଜିଲା ପ୍ରଶାସନ…
ହତ୍ୟା ମାମଲାର ସାକ୍ଷୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ମାଷ୍ଟରମାଇଣ୍ଡ୍ ଫେରାର, ୪ କୋର୍ଟ ଚାଲାଣ
ବ୍ରହ୍ମପୁର ଅଫିସ,୧୩ା୫: ଏକ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ପୂର୍ଣ୍ଣ ଜେନାଙ୍କୁ ହତ୍ୟା ଉଦ୍ୟମ ଘଟଣାର ୪ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ କେସ ନମ୍ବର ୧୩୧/୨୦ରେ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ରୋହିଗାଁର…
ଲକ୍ଡାଉନ୍ରେ ଘରେ ବସି ବୋର୍ ହେଲେଣି ସୋନମ
ବଲିଉଡ୍ ଅଭିନେତ୍ରୀ ସୋନମ କପୁର ସୋସିଆଲ ମିଡିଆ ଇନ୍ଷ୍ଟ୍ରାଗ୍ରାମ୍ରେ ସବୁବେଳେ ସକ୍ରିୟ। ପ୍ରତିଦିନ ସେ କିଛି ନା କିଛି ଫଟୋ ଶେୟାର କରିଥାନ୍ତି। ଏବେ କିନ୍ତୁ ସେ କିଛି ଫଟୋ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ଏଥିସହ ଫଟୋରେ ସେ ଲେଖିଥିବା…
କରୋନା ଯୋଦ୍ଧାଙ୍କ ପାଇଁ ୫ କୋଟି ଟଙ୍କା ଦାନକଲେ ଉର୍ବଶୀ
କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍ କଳାକାର। ଏହି ତାଲିକାରେ ସାମିଲ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ସେ ହେଲେ ଅଭିନେତ୍ରୀ ଉର୍ବଶୀ ରୌତେଲା। ଉର୍ବଶୀ ୫ କୋଟି…
ରଥ ନିର୍ମାଣକାରୀଙ୍କ ସ୍ବାବ୍ ସଂଗ୍ରହ
ପୁରୀ ଅଫିସ,୧୫।୩: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣରେ ଯେପରି ସାମାନ୍ୟତମ ସମସ୍ୟା ନ ହୁଏ ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଇଛି। ଏଥିଲାଗି ପୂର୍ବ ନିଷ୍ପତ୍ତି ମୁତାବକ ବୁଧବାର ରଥ ନିର୍ମାଣକାରୀଙ୍କ କୋଭିଡ-୧୯ ଟେଷ୍ଟ ଲାଗି ସ୍ବାବ୍ ସଂଗ୍ରହ…
ଏମ୍କେସିଜିରେ ଯାଆଁଳା ସନ୍ତାନ ଜନ୍ମଦେଲେ କରୋନା ସଂକ୍ରମିତ ମହିଳା
ବ୍ରହ୍ମପୁର,୧୩ା୫(ଡି.ଏନ୍.ଏ.): ଏମ୍କେସିଜି ବଡ଼ ମେଡିକାଲରେ ବୁଧବାର ସକାଳୁ ସିତଲାପଲ୍ଲୀ କୋଭିଡ୍-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଗଞ୍ଜାମ ଜିଲାର ଜଣେ ୩୨ ବର୍ଷୀୟା ମହିଳା ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ମହିଳା ଜଣକ ଏକ ପୁତ୍ର ଓ କନ୍ୟାକୁ ଜନ୍ମ ଦେଇଥିଲେ। ଏହାର କିଛି…
ସ୍ବାସ୍ଥ୍ୟ ସେବା ଉପରେ କରୋନା ପ୍ରଭାବ: ଆସନ୍ତା ୬ ମାସରେ ୧୨ ଲକ୍ଷ ଶିଶୁଙ୍କ ହେବ ମୃତ୍ୟୁ
ଜେନେଭା,୧୩।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଏପରି ସ୍ଥଳେ ବହୁ ଦେଶରେ ଲକ୍ଡାଉନ୍ ଜାରି ହୋଇଛି। ଫଳରେ ସାଧାରଣ ସ୍ବାସ୍ଥ୍ୟ ସେବା ଯୋଗାଣ ବାଧାପ୍ରାପ୍ତ ହେଉଥିବା ୟୁନିସେଫ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଏହି ଧାରା ଜାରି…
Archives


