ଖସିଲା ଟିକ୍ଟକ୍ ରେଟିଂ
ନୂଆଦିଲ୍ଲୀ,୨୧।୫: ୟୁଟ୍ୟୁବ୍ ଇନ୍ଫ୍ୟୁଏନ୍ସର ଏବଂ ଟିକ୍ଟିକ୍ କ୍ରିଏଟରଙ୍କ ମଧ୍ୟରେ ଇଣ୍ଟରନେଟ ଓ୍ବାର ନିକଟରେ ଦେଖିବାକୁ ମିଳିଛି। ଏଥି ଯୋଗୁ ଶଟ୍ ଭିଡିଓ ପ୍ଲାଟ୍ଫର୍ମ ଟିକ୍ଟକ୍ର ରେଟିଂ ୪.୬ ଷ୍ଟାରରୁ ୨କୁ ଖସିଯାଇଛି। ଗୁଗଲ ଆପ୍ ଷ୍ଟୋରରେ ଗତ ଗୋଟିଏ ସପ୍ତାହ ମଧ୍ୟରେ…
କେରଳ ବ୍ଲାଷ୍ଟର୍ସ ଛାଡ଼ିଲେ ଝିଙ୍ଗାନ୍
କୋଚି, ୨୧ା୫ (ପି.ଟି.)-ଜାତୀୟ ଫୁଟ୍ବଲ ଟିମ୍ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ ବୁଧବାର କେରଳ ବ୍ଲାଷ୍ଟର୍ସ ଦଳ ଛାଡ଼ିଛନ୍ତି। ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)ର ଏହି ଦଳ ସହିତ ସେ ୬ବର୍ଷ ଧରି ସଂଶ୍ଳିଷ୍ଟ ଥିଲେ। ୨୦୧୫ରେ ପଦାର୍ପଣ କରିବା ପରଠାରୁ ଝିଙ୍ଗାନ…
ଉପକୂଳ ଅଞ୍ଚଳ ଛାରଖାର
ଭୋଗରାଇ, ୨୧।୫(ଡି.ଏନ.ଏ.)-ବାତ୍ୟା ଅମ୍ଫନ ପ୍ରଭାବରେ ଓଡ଼ିଶା ସୀମାନ୍ତ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱରରେ ବ୍ୟାପକ କ୍ଷତି ହୋଇଛି। ଏହି ସାମୁଦ୍ରିକ ଝଡ଼ ବୁଧବାର ଅପରାହ୍ନରେ ବାଲେଶ୍ୱର ଅତିକ୍ରମ କଲାବେଳେ ଭୋଗରାଇ ତଥା ଏହାର ଆଖପାଖ ଅଞ୍ଚଳରେ ଘଣ୍ଟାକୁ ୧୦୦ କି.ମି. ଊର୍ଦ୍ଧ୍ୱ…
କୋଭିଡ୍ ନିୟମ ଉଲ୍ଲଘଂନ, ଔଷଧ ଦୋକାନ ସିଲ୍
ଦିଗପହଣ୍ଡି,୨୧ା୫(ଡି.ଏନ୍.ଏ.)- କୋଭିଡ-୧୯ ନିୟମ ଉଲ୍ଲଘଂନ କରି ବ୍ୟବସାୟ କରୁଥିବା ଅଭିଯୋଗରେ ଦିଗପହଣ୍ଡି ବସ୍ଷ୍ଟାଣ୍ଡସ୍ଥିତ ରଥ ମେଡିସିନ ଷ୍ଟୋରକୁ ତହସିଲ ପ୍ରଶାସନ ପକ୍ଷରୁ ବୁଧବାର ସିଲ କରାଯାଇଛି। ଦିଗପହଣ୍ଡି ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍…
କଟକଣା ହେଲା କୋହଳ
କେନ୍ଦୁଝର, ୨୧।୫( ସ୍ବ.ପ୍ର.)-ଜିଲା ପ୍ରଶାସନ ଜାରି କଲା ନୂଆ ଗାଇଡ଼ ଲାଇନ। କଣ୍ଟେନମେଣ୍ଟ ଯୋନ ବାହାରେ କୋଭିଡ୧୯ ପାଇଁ ଥିବା କଟକଣା କୋହଳ କଲା। ଗ୍ରସୋରି, କ୍ଷୀର ଓ ମେଡିସିନ ଦୋକାନ ବ୍ୟତୀତ ଅନ୍ୟ ଦୋକାନ ସକାଳ ୭ଟାରୁ ସା ୫ଟା…
ସ୍ବତନ୍ତ୍ର ଟ୍ରେନ୍ରେ ଫେରିଲେଣି ୨୧.୫ ଲକ୍ଷ ପ୍ରବାସୀ
ନୂଆଦିଲ୍ଲୀ,୨୧।୫:କରୋନା ମହାମାରୀ ସଂକ୍ରମଣ ସମୟରେ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବା ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ରେଳ ମନ୍ତ୍ରଣାଳୟ ବର୍ତ୍ତମାନ ସୁଦ୍ଧା ୧୬ଶହ ଶ୍ରମିକ ସ୍ବତନ୍ତ୍ର…
‘ଓଲା’ରୁ ଛଟେଇ ହେଲେ ୧୪ଶହ କର୍ମଚାରୀ
ନୂଆଦିଲ୍ଲୀ,୨୧।୫: କରୋନା ମହାମାରୀ ସଂକ୍ରମଣ ଭୟାବହତାକୁ ନଜରରେ ରଖି ସରକାର ଦେଶରେ ଘରୋଇ ଯାନବାହନ ଚଳାଇବା ଉପରେ ରୋକ ଲଗାଇଥିଲେ। ଫଳରେ କ୍ୟାବ୍ ସେବା ଯୋଗାଣକାରୀ କମ୍ପାନୀ ଓଲା ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଛି। ଓଲା ଗତ ୨ମାସ ମଧ୍ୟରେ ୯୫%…
କନ୍ଧମାଳରେ ଆଉ ଜଣେ କରୋନା ପଜିଟିଭ
ଫୁଲବାଣୀ ଅଫିସ, ୨୧ା୫- କନ୍ଧମାଳ ଜିଲାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୩ରେ ପହଞ୍ଚିଛି। ପୂର୍ବ କରୋନା ଆକ୍ରାନ୍ତଦ୍ୱୟଙ୍କ ପରି ତୃତୀୟ ଜଣକ ମଧ୍ୟ…
ସାବିତ୍ରୀ ପାଇଁ ଆଗୁଆ ଶଟ୍ଡାଉନ୍ ଘୋଷଣା କଲେ ସରପଞ୍ଚ
ପୋଲସରା,୨୦ା୫(ଡି.ଏନ.ଏ.)-ପୋଲସରା ବ୍ଲକ କଳମ୍ବ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ସାବିତ୍ରୀ ବ୍ରତ ପାଇଁ ଶୁକ୍ରବାର ପୂର୍ବାହ୍ନ ୯ଟାରୁ ଶନିବାର ସକାଳ ୭ଟା ପର୍ଯ୍ୟନ୍ତ ପଞ୍ଚାୟତକୁ ଶଟ୍ଡାଉନ ଘୋଷଣା କରିଛନ୍ତି। ପୂଜାରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତ୍ୱ ରଖିବା, ସର୍ବସାଧାରଣ ସ୍ଥାନରେ…
ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର
ଖଲ୍ଲିକୋଟ,୨୦ା୫(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ ଢ଼ିମିରିଆ ଛକ ନିକଟରେ ବୁଧବାର ସକାଳେ ତାମିଲନାଡୁରୁ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଟ୍ରକ ପଛରେ ପିଟି ଦେଇଥିଲା। ଏଥିରେ ୩ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଆଲି ମିଦା (୩୦),…
କଣ୍ଟେନମେଣ୍ଟ ଜୋନ୍ ହେଲା ଲିଆଖାଇ: ୭୯ ଜଣଙ୍କ ସ୍ବାବ୍ ନମୂନା ସଂଗ୍ରହ
ଚିକିଟି,୨୦ା୫(ଡି.ଏନ.ଏ.)- ଚିକିଟି ବ୍ଲକ୍ ଲିଆଖାଇ ଗ୍ରାମର ଜଣେ ବ୍ୟକ୍ତି ମସ୍ତିସ୍କ କର୍କଟ ରୋଗରେ ଭୂବନେଶ୍ୱର ଏମ୍ସରେ ଚିକିସତ୍ିତ ହେଉଥିବାବେଳେ କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଥିଲା। ଜିଲା ପ୍ରଶାସନର ନିଷ୍ପତ୍ତି ପ୍ରକାରେ ମଙ୍ଗଳବାର ସନ୍ଧ୍ୟାରେ ଚିକିଟି ତହସିଲ୍ଦାର ହରପ୍ରସାଦ ଭୋଇ, ବିଡିଓ ଫାଲ୍ଗୁନି…
ଘୁଞ୍ଚିଲା ୟୁପିଏସ୍ସି ପରୀକ୍ଷା: ଜୁନ୍ ୫ ବୈଠକରେ ପରବର୍ତ୍ତୀ ନିଷ୍ପତ୍ତି
ଭୁବନେଶ୍ୱର,୨୦ା୫(ବ୍ୟୁରୋ): କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ଦ୍ୱାରା ହେବାକୁ ଥିବା ସମସ୍ତ ପରୀକ୍ଷା ଓ ସାକ୍ଷାତ୍କାରକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଉଠିବା ପରେ ବୁଧବାର ଆୟୋଗ ପକ୍ଷରୁ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ଏନେଇ ନିଷ୍ପତ୍ତି…
Archives


