Home Left

ବୁଧବାର ବିଶ୍ୱକର୍ମା ପୂଜା: ରାଶି ଅନୁଯାୟୀ ଏପରି କରନ୍ତୁ ଉପାୟ, ବ୍ୟବସାୟରେ ହେବ ଉନ୍ନତି

ବିଶ୍ୱକର୍ମା ପୂଜା ଦିନ ବିଶ୍ୱକର୍ମା ଋଷିଙ୍କୁ ପୂଜା କରାଯାଇଥାଏ। ଏହାଦ୍ୱାରା ବ୍ୟାପାରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ମାନ୍ୟତା ରହିଛି। ତେବେ ଚଳିତ ବର୍ଷ ସେପ୍ଟେମ୍ବର ୧୬ ତାରିଖ ଅର୍ଥାତ ବୁଧବାରରେ ପଡ଼ୁଛି ଏହି ପୂଜା। ଆସନ୍ତୁ ରାଷି ଅନୁଯାୟୀ ବିଶ୍ୱକର୍ମାଙ୍କୁ…

ରାଜସ୍ଥାନ ରୟାଲ୍ସକୁ ଫେରିଲେ ଓ୍ବର୍ନ

ଦୁବାଇ, ୧୫।୯: ଅଷ୍ଟ୍ରେଲିଆର ପୂର୍ବତନ ମହାନ ଲେଗ୍‌-ସ୍ପିନର ଶେନ୍‌ ଓ୍ବର୍ନ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟିମ୍‌ ରାଜସ୍ଥାନ ରୟାଲ୍ସକୁ ପୁଣିଥରେ ଫେରିଛନ୍ତି। ଓ୍ବର୍ନଙ୍କୁ ରାଜସ୍ଥାନ ଦଳର ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ସେ ମଧ୍ୟ ଦଳର ବ୍ରାଣ୍ଡ୍‌ ଆମ୍ବାସାଡ଼ର…

ଆଇପିଏଲ୍‌ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାରେ କୋହଲି ଶୀର୍ଷରେ

ନୂଆଦିଲ୍ଲୀ, ୧୫।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ। ଭାରତରେ କରୋନା ମହାମାରୀ ଜଟିଳ ପରିସ୍ଥିତିକୁ ଦେଖି ଚଳିତ ସଂସ୍କରଣ ୟୁଏଇରେ ଆୟୋଜନ କରିବାକୁ…

ଘରେ ଆର୍ଥିକ ଅଭାବ ଲାଗି ରହୁଛି କି? ସୁଧାର ପାଇଁ ଆପଣାନ୍ତୁ ଏହି ୫ ଉପାୟ; କିଛି ଦିନ ମଧ୍ୟରେ ଫରକ ଦେଖନ୍ତୁ..

ବାସ୍ତୁଶାସ୍ତ୍ରକୁ ବହୁତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଘରେ ଆର୍ଥିକ ଅଭାବ ଲାଗି ରହୁଥିଲେ ,ଏହାକୁ ଆପଣାଇବା ଦ୍ୱାରା ସ୍ଥିତିରେ ସୁଧାର ଆସିଥାଏ ବୋଲି ମାନ୍ୟତା ରହିଛି। ଅଭାବକୁ ଘରୁ ବାହାର କରିବାକୁ ହେଲେ କିଛି ବାସ୍ତୁଗତ ଦିଗ ପ୍ରତି ଧ୍ୟାନ…

ନ୍ୟୁଜିଲାଣ୍ଡ ବିପକ୍ଷରେ ପଦାର୍ପଣ କରିଥିବା ପୂର୍ବତନ ଭାରତୀୟ କ୍ରିକେଟର୍‌ଙ୍କ ପରଲୋକ

ମୁମ୍ବାଇ, ୧୫।୯: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ସଦାଶିବ ରାଓଜୀ ପାଟିଲଙ୍କ ମଙ୍ଗଳବାର ପରଲୋକ ଘଟିଛି। କୋହ୍ଲାପୁରସ୍ଥିତ ନିଜ ବାସଭବନରେ ୮୬ ବର୍ଷ ବୟସରେ ସଦାଶିଷ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ତ୍ରୀ ଓ ୨ ଝିଅଙ୍କ ସହ ସେ…

ସଚିନ ଆଉଟ୍‌ ହେବା ପରେ ‘ଦେବଦାସ’ ଫିଲ୍ମ ଦେଖିବାକୁ ଚାଲି ଯାଇଥିଲେ ଏହି କ୍ରିକେଟରଙ୍କ ମା’ବାପା; ପୁଅଙ୍କ ଖେଳ ଦେଖି ନ ଥିଲେ

ନୂଆଦିଲ୍ଲୀ,୧୫।୯: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ଅଧିନାୟକତ୍ୱରେ ଖେଳାଯାଇଥିବା ନେଟଓ୍ବେଷ୍ଟ ଟ୍ରଫିକୁ ଆଜି ବି ଲୋକେ ମନେ ପକାନ୍ତି। ଭାରତୀୟ ଟିମ୍‌ ଅନେକ ଫାଇନାଲ ହାରିବା ପରେ ଉକ୍ତ ଟୁର୍ନାମେଣ୍ଟରେ ଜିତିଥିଲା। ୨୦୦୨ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଇଲଂଣ୍ଡକୁ…

କ୍ରିକେଟର ସ୍ବାମୀଙ୍କଠାରୁ ଅଧିକ ଲୋକପ୍ରିୟ ଏହି ଆଙ୍କର୍‌: ଫୁଟବଲ୍‌ ବିଶ୍ୱକପ୍‌ ଏବଂ କମନଓ୍ବେଲ୍‌ଥ୍‌ ଗେମ୍ସ୍‌‌ରେ ଆସିଛନ୍ତି ନଜର

ନୂଆଦିଲ୍ଲୀ,୧୫।୯: ଭାରତରେ ବହୁତ କମ୍‌ କ୍ରିକେଟ ଖେଳାଳି ଅଛନ୍ତି ଯେଉଁମାନଙ୍କ ଜୀବନସାଥୀ ମଧ୍ୟ କ୍ରିକେଟଜଗତ ସହ ଡଡ଼ିତ। ସେଭଳି ଗୋଟିଏ ଦମ୍ପତ୍ତି ହେଲେ ଷ୍ଟୁଅର୍ଟ ବିନ୍ନି ଏବଂ ମୟନ୍ତି ଲାଙ୍ଗର। ୨୦୧୨ରେ ମୟନ୍ତୀଙ୍କୁ ବିବାହ କରିଥିଲେ ଷ୍ଟୁଅର୍ଟ। ଉଭୟଙ୍କ ଲଭ୍‌ଷ୍ଟୋରୀ କୌଣସି…

ଡେବ୍ୟୁ ମାଚ୍‌ରେ କ୍ୟାରିୟର ଶେଷ ହେବା ଭଳି ମନେ ହୋଇଥିଲା, ହେଲେ ଧୋନୀଙ୍କ ପାଇଁ ସଫଳ ଖେଳାଳି ପାଲଟିଲେ ଏହି ଅଲ୍‌ରାଉଣ୍ଡର 

ନୂଆଦିଲ୍ଲୀ,୧୫।୯: ଆଉ କେଇ ଦିନ ପରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏଥିରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ସମସ୍ତଙ୍କ ରହିଛି। କାରଣଟି ହେଲା ଅଗଷ୍ଟ ୧୫ ତାରିଖରେ ଧୋନୀ କ୍ରିକେଟରୁ ସନ୍ୟାସ…

ଏଭଳି ବୁଦ୍ଧି ପ୍ରୟୋଗ କରି ଗଛରୁ ଫଳ ତୋଳୁଛି ହାତୀ , ଆଉ ତା ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ଆଉ ଦାମୀ ପୋଷାକ ପିନ୍ଧୁ ନାହାନ୍ତି କରିନା!

ମୁମ୍ବାଇ: ବଲିଉଡ୍ କୁଇନ୍ କରିନା କପୁର ଖାଁ ସବୁବେଳେ ତାଙ୍କ ଷ୍ଟାଇଲକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ଦାମୀ ପୋଷାକ ସାଙ୍ଗକୁ ଦାମୀ ଆଉଟଫିଟ୍‌ରେ ସୁନ୍ଦର ଦିଶନ୍ତି ଏହି ନାୟିକା । ଏବେ କିନ୍ତୁ କରିନା ତାଙ୍କ ଦ୍ୱିତୀୟ ସନ୍ତାନ ଆସିବାକୁ…

ଘୋଷଣା ହେଲା ‘ବିଗ୍ ବସ୍‌-୧୪’ ଗ୍ରାଣ୍ଡ ପ୍ରିମିୟରର ତାରିଖ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାଁଙ୍କ ରିୟଲିଟି ଶୋ’ ‘ବିଗ୍ ବସ୍‌-୧୪’ ଅପେକ୍ଷାର ଅନ୍ତ ଘଟିଛି । ଏହା ଖୁବ୍ ନିକଟରେ ଅନ୍‌ଏୟାର ହେବ ବୋଲି ଘୋଷଣା କରାଯାଇଛି । ଏଥର ବି ମେକର୍ସ ଏଣ୍ଟରଟେନମେଣ୍ଟକୁ ଖୁବ୍ ଗୁରୁତ୍ୱ ଦେଇଛନ୍ତି ।…

ମାସ୍କ ନ ପିନ୍ଧିଲେ ଖୋଳିବାକୁ ପଡିବ କରୋନା ସଂକ୍ରମିତ ମୃତକଙ୍କ ପାଇଁ କବର

ଜାକର୍ତ୍ତା,୧୫ ।୯: କରୋନା ସଂକ୍ରମଣ ସାରା ବିଶ୍ୱକୁ ଥରହର କରାଇ ଦେଇଥିବା ବେଳେ ଏହାକୁ ରୋକିବାକୁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମମାନ ଲାଗୁ କରାଯାଇଛି । ତେବେ କରୋନା ସଂକ୍ରମଣ ରୋକିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?