କଅଁଳ କାନ୍ଧରେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର
କଟକ ଅଫିସ,୫ା୬: ତେର ବର୍ଷର ବାଳକ ରାଜରୋଶନ ଠାକୁର। ପଢ଼ାବହି ବଦଳରେ ତାଙ୍କ କାନ୍ଧରେ ଏବେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର। ୨ବର୍ଷ ହେବ ନିଜ ପରିବାର ପାଇଁ ସେ ହିଁ ସାହାରା ପାଲଟିଛନ୍ତି। ବାପା ରମେଶ ଠାକୁର ଦୁଇବର୍ଷ ହେବ…
ଚାଷୀଙ୍କୁ ୪୫୦ କୋଟି କୃଷିଋଣ
କଟକ ଅଫିସ,୫ା୬: ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଶୁକ୍ରବାର ୨୦୨୦ ଖରିଫ ଚାଷ ପାଇଁ କଟକ ଜିଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲାପାଳ ଭବାନୀ ଶଙ୍କର ଚୟନୀ ଏଥିରେ ଅଧ୍ୟକ୍ଷତା କରି ସାମୂହିକ କୃଷି ଉତ୍ପାଦନର…
ବିକ୍ରି ହେଉଛି ଏକ୍ସପାଏରି ଖାଦ୍ୟ ପ୍ୟାକେଟ୍
କଟକ ଅଫିସ,୫ା୬: ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଲକ୍ଡାଉନ୍ ଜାରି ରହିଥିବା ବେଳେ ଏଥିରେ ବ୍ୟବସାୟ କ୍ଷେତ୍ର ଭୀଷଣ କ୍ଷତି ସହୁଛି। ଛୋଟ ବଡ଼ ଦୋକାନରେ ସାମଗ୍ରୀ ଷ୍ଟକ୍ ବଢ଼ିଯାଇଛି। କ୍ଷତିରୁ ବର୍ତ୍ତିବା ପାଇଁ ଏବେ ବ୍ୟବସାୟୀମାନେ ପୁରୁଣା…
ମହାରାଷ୍ଟ୍ରରେ ଗତ ୨୪ଘଣ୍ଟାରେ ୧୩୯ମୁଣ୍ଡ ନେଲାଣି କରୋନା
ମୁମ୍ବାଇ,୫।୬: ଦେଶବ୍ୟାପି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ କରୋନା ଭାଇରସ୍ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର। ଗତ ୨୪ ଘଣ୍ଟାରେ ମହାରାଷ୍ଟରେ ୨୪୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା…
୨ ଖଇନି କମ୍ପାନୀରେ ଚଢାଉ, ୩ ଗିରଫ: ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଖଇନି, ଯନ୍ତ୍ରପାତି ଜବତ
ଆସିକା,୫ା୬(ଡି.ଏନ୍.ଏ.)- ଗଞ୍ଜାମ ଜିଲା ଆସିକା-ଭଞ୍ଜନଗର ମୁଖ୍ୟରାସ୍ତା ନିକଟ ଗାଙ୍ଗପୁର ଠାରେ ବେଆଇନଭାବେ ଚାଲିଥିବା ଦୁଇଟି ଖଇନି କମ୍ପାନୀ ଉପରେ ଶୁକ୍ରବାର ଗାଙ୍ଗପୁର ପୋଲିସ ଚଢାଉ କରିଥିଲା। ସେଠାରୁ ବିପୁଳ ପରିମାଣର ଖଇନି, ଖଇନି ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲ ଓ ଯନ୍ତ୍ରପାତି ଜବତ…
ବନ୍ଦ ହେବ ଧରାକୋଟଗଡ ରଥଯାତ୍ରା
ଧରାକୋଟ,୫ା୬(ଡି.ଏନ.ଏ.)- ଧରାକୋଟଗଡ଼ର ରଥଯାତ୍ରା ଚଳିତ ବର୍ଷ ହେବନାହିଁ। ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଗୁଣ୍ଡିଚା ଯାତ୍ରା କରୋନା ମହାମାରୀ ଯୋଗୁ ବନ୍ଦ କରାଯାଇଥିବା ଦେବୋତ୍ତର ଗୁମାସ୍ତା ଅଶୋକ କୁମାର ଗୌଡ କହିଛନ୍ତି। ଶୁକ୍ରବାର ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ…
କୋଭିଡ୍ ପରିଚାଳନାରୁ ହଟିଲେ ୯ ବରିଷ୍ଠ ଆଇଏଏସ୍ ଅଫିସର
ଭୁବନେଶ୍ୱର,୫ା୬(ବ୍ୟୁରୋ)- ବରିଷ୍ଠ ଆଇଏଏସ୍ ଅଧିକାରୀ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର କୋଭିଡ୍-୧୯ ପାଇଁ ଆବଶ୍ୟକ ସାମଗ୍ରୀ କ୍ରୟ କମିଟିର ମୁଖ୍ୟ ପଦବୀରୁ ଅବ୍ୟାହତି ଦେଇଛନ୍ତି। ଏଥିସହିତ ଆହୁରି ୯ ଜଣ ଆଇଏଏସ୍ ଅଫିସରଙ୍କୁ ମଧ୍ୟ କୋଭିଡ୍ ପରିଚାଳନା ଅତିରିକ୍ତ ଦାୟିତ୍ୱରୁ ହଟାଇ…
ମାସ୍କ ପିନ୍ଧି ନ ଥିବାରୁ ପୋଲିସ ଭିଆଇଲା ଏଭଳି କାଣ୍ଡ
ଯୋଧପୁର,୫।୬: କିଛି ଦିନ ତଳେ ଆମେରିକାରେ ପୋଲିସର ବର୍ବରତା ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। କିଛି ପୋଲିସକର୍ମୀ ଜର୍ଜ ଫ୍ଲୋଏଡ୍ ନାମକ ବ୍ୟକ୍ତିଙ୍କ ମୁଣ୍ଡକୁ ଆଣ୍ଠୁରେ ଚାପିଦେଇଥିଲେ। ଫଳରେ ଅଣନିଃଶ୍ୱାସୀ ହୋଇ ଜର୍ଜଙ୍କ ମୃତ୍ୟୁ ହୋଇଥିଲା। ତେବେ ଆମେରିକା ଭଳି…
ଅମ୍ଫନ୍ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍
ଚାନ୍ଦବାଲି/ଭଦ୍ରକ ଅଫିସ, ୫ା୬(ଡି.ଏନ୍.ଏ.): ୪ଜଣିଆ କେନ୍ଦ୍ରୀୟ ଟିମ୍ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ପ୍ରକାଶ, ସହକାରୀ କମିଶନର ଡ. ସୋମନାଥ ଅଗସିମଣି, କେନ୍ଦ୍ରୀୟ ମତ୍ସ୍ୟ ବିଭାଗର ସହକାରୀ କମିଶନର ଏସ୍.କେ. ରଥ, କେନ୍ଦ୍ରୀୟ ପରିବହନ ଓ ରାଜପଥ ସହକାରୀ…
ଇମାମୀନଗର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା
ରେମୁଣା, ୫।୬(ଡି.ଏନ.ଏ.): କରୋନା କଟକଣା ପାଇଁ ଶୁକ୍ରବାର ମହାପ୍ରଭୁଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା ନିରାଡ଼ମ୍ବର ଭାବେ ସମ୍ପନ୍ନ ହୋଇଛି। ଇମାମୀ ନଗର ଜଗନ୍ନାଥଙ୍କ ମନ୍ଦିରରେ ଅନୁଷ୍ଠିତ ସ୍ନାନଯାତ୍ରା ଭକ୍ତଙ୍କ ବିନା ସମ୍ପନ୍ନ ହୋଇଛି। ପୂର୍ବାହ୍ନ ୬ଟାରେ ମଙ୍ଗଳାର୍ପଣ, ପୂର୍ବାହ୍ନ ୮ଟାରେ ଜୀଉମାନଙ୍କୁ ଧାଡ଼ି…
ଗଛ ଲଗାଇ ପାଳିଲେ ବିଶ୍ୱ ପରିବେଶ ଦିବସ
ବାଲେଶ୍ୱର ଅଫିସ, ୫।୬: ବାଲେଶ୍ୱର ଜିଲାରେ ବିଭିନ୍ନ ବ୍ଲକରେ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଯୁବଗୋଷ୍ଠୀମାନେ ଗଛ ଲଗାଇ ବିଶ୍ୱ ପରିବେଶ ଦିବସ ପାଳିଛନ୍ତି। ଅନ୍ୟପକ୍ଷରେ ଅନ୍ୟ ଯୁବଗୋଷ୍ଠୀଙ୍କୁ ପରିବେଶ ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବା ପାଇଁ ନିବେଦନ କରିବା ପରମ୍ପରା ସୃଷ୍ଟି…
ଥାନା ପରିସରରେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର
ଠାକୁରମୁଣ୍ଡା, ୫ା୬(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନାରେ କାର୍ଯ୍ୟରତ ଡ୍ରାଇଭର ଥାନା ପରିସରରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା(ନଂ.୫୪/୨୦) ରୁଜୁ କରିବା ସହ ଅଭିଯୁକ୍ତ ଡ୍ରାଇଭର ଏମ.ଡି.ଅଜାରୁଦ୍ଦିନଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ,…
Archives


