Home Left

ଆଇପିଏଲ୍‌: ବର୍ଣ୍ଣବୈଷମ୍ୟ ଆକ୍ଷେପ ନେଇ ସାମିଙ୍କ ଅଭିଯୋଗ

କିଙ୍ଗଷ୍ଟନ,୭।୬(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମଧ୍ୟ ବର୍ଣ୍ଣବୈଷମ୍ୟ ଆକ୍ଷେପ ଭଳି କଳଙ୍କ ରହିଛି। ଏକଥା ବିଶ୍ୱାସ ନ ହେଲେ ବି ସତ ବୋଲି ଓ୍ବେଷ୍ଟଇଣ୍ଡିଜ ପୂର୍ବତନ ଅଧିନାୟକ ଡାରେନ୍‌ ସାମିଙ୍କ ଅଭିଯୋଗରୁ ସ୍ପଷ୍ଟ ହୋଇଛି। ଆଇପିଏଲ୍‌ ଖେଳିବା ବେଳେ…

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ: ଚିକିତ୍ସାଳୟରେ ଭର୍ତ୍ତି

ଜୟପୁର,୭।୬(ଡି.ଏନ.ଏ): ପଦ୍ମଶ୍ରୀ କମଳା ପୂଜାରୀ ଗତ ଶନିବାର ମଧ୍ୟାହ୍ନରେ ଅସୁସ୍ଥ ଯୋଗୁ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରବିବାର ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଥିବା ସହିତ ଆସନ୍ତା ସୋମବାର ଡିସଚାର୍ଜ କରାଯିବ ବୋଲି ଚିକତ୍ସାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ କରାଯାଇଛି…

ଗାଙ୍ଗୁଲି ଆଇସିସି ଚେୟାରମ୍ୟାନ ହେବା ଚାହାନ୍ତି କାନେରିଆ

ନୂଆଦିଲ୍ଲୀ,୭।୬: ଭାରତୀୟ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନୂଆ ଅଧ୍ୟକ୍ଷ ହେବା ଚାହାନ୍ତି ପାକିସ୍ତାନର ହିନ୍ଦୁ କ୍ରିକେଟର ତଥା ପୂର୍ବତନ ସ୍ପିନର ଡାନିସ୍‌ କାନେରିଆ। ଏହି ହାଇପ୍ରୋଫାଇଲ ପଦ ପାଇଁ ଗାଙ୍ଗୁଲି ହିଁ ଉପଯୁକ୍ତ ବ୍ୟକ୍ତି।…

ମିକ୍ସଡ ମାର୍ଶାଲ ଆର୍ଟ: ମ୍ୟାକ୍‌ ଗ୍ରେଗରଙ୍କ ତୃତୀୟଥର ପାଇଁ ଅବସର ଘୋଷଣା

ଡବଲିନ୍‌,୭।୬: ଆୟର୍ଲାଣ୍ଡର ମିକ୍ସଡ୍‌ ମାର୍ଶାଲ ଆର୍ଟ (ଏମ୍‌ଏମ୍‌ଏ) ଖେଳାଳି କନୋର ମ୍ୟାକ୍‌ ଗ୍ରେଗର ପୁଣି ଥରେ ଅବସର ଘୋଷଣା କରିଛନ୍ତି। ଗତ ୪ ବର୍ଷ ମଧ୍ୟରେ ସେ ତୃତୀୟଥର ପାଇଁ ଅବସର ଘୋଷଣା କରିଛନ୍ତି। ସେ ଏନେଇ ଟୁଇଟ୍‌ କରି ସୂଚନା…

କୋହଲିଙ୍କ ସହିତ ଖେଳିଥିବାରୁ ଭାଗ୍ୟବାନ ମନେ କରୁଛି: ଓ୍ବିଲିୟମସନ

ମୁମ୍ବାଇ,୭।୬(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ। କୋହଲିଙ୍କ ସହିତ ଖେଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି ସେ କହିଛନ୍ତି। ଜଣେ ଯୁବରୁ ପରିପକ୍ୱ କ୍ରିକେଟର ହୋଇଥିବା କୋହଲିଙ୍କୁ ଆରମ୍ଭରୁ ଅତି…

କେରଳରୁ ରାୟଗଡ଼ା ଷ୍ଟେଶନରେ ପହଞ୍ଚିଲେ ୧୦୭୪ ପ୍ରବାସୀ

ରାୟଗଡ଼ା ଅଫିସ,୭।୬: କେରଳରେ କାମ କରୁଥିବା ପ୍ରବାସୀ ଶ୍ରମିକ ସତନ୍ତ୍ର ଟ୍ରେନ ଯୋଗେ ଫେରିଛନ୍ତି। ୧୦୭୪ ଜଣ ପ୍ରବାସୀ ଶ୍ରମିକ କେରଳର ଆଲ୍ଲେପି ସମ୍ବଲପୁର ଟ୍ରେନରେ ରାୟଗଡ଼ା ଷ୍ଟେଶନରେ ପହଞ୍ଚିଛନ୍ତି । ଏତେ ସଂଖ୍ୟକ ପ୍ରବାସୀଙ୍କ ଆସିବା ଫଳରେ ଷ୍ଟେଶନ ଲୋକାରଣ୍ୟ…

ଉପକାରୀ ପୁଦିନା: ଜାଣନ୍ତୁ ଗ୍ରୀଷ୍ମଋତୁରେ କିପରି କରିବେ ବ୍ୟବହାର

ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିଥାଏ। କାରଣ ଏହି ଋତୁରେ ସ୍ବାସ୍ଥ୍ୟ ଖରାପ ହେବାର ଅଧିକ ଆଶଙ୍କା ଦେଖାଯାଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଋତୁରେ ସୁସ୍ଥ ରହିବା ସହ ଗରମରୁ ମୁକ୍ତି ପାଇବା ଲାଗି ପୁଦିନା ବ୍ୟବହାର…

ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ କଙ୍ଗନା

ମୁମ୍ବାଇ: କଙ୍ଗନା ରାଣାଓ୍ବତ୍‌ ବର୍ତ୍ତମାନ ପରଦା ପଛରେ ରହି ଫୁଲ୍‌ ଟାଇମ୍‌ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ତାଙ୍କ ନିର୍ଦ୍ଦେଶନାରେ ରାମ ମନ୍ଦିର ପ୍ରସଙ୍ଗ ଉପରେ ଆଧାରିତ ଏକ ଫିଲ୍ମ ‘ଅପରାଜିତା ଅଯୋଧ୍ୟା’ ନିର୍ମାଣ କରିବାକୁ ଯାଉଛନ୍ତି। ଯାହାକୁ ‘ବାହୁବଳୀ…

ଖୋର୍ଦ୍ଧା ଜିଲାରେ ସଂଘରୋଧ ଅବଧି ବୃଦ୍ଧି: ଏଣିକି ୧୪ ଦିନ ରହିବେ ପ୍ରବାସୀ

ଖୋର୍ଦ୍ଧା ଅଫିସ,୭।୬ :ଖୋର୍ଦ୍ଧା ଜିଲାରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ସଂଘରୋଧ ଅବଧି ୭ଦିନ ବୃଦ୍ଧି ଘଟିଛି। ଏନେଇ ଜିଲାପାଳ ଶିତାଂଶୁ ରାଉତ ଚିଠି ଲେଖି ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହାର ଅବଧି ସାତ ଦିନ ଥିଲା। ଏହି ଅବଧି…

ଖୋଲିବାକୁ ପ୍ରସ୍ତୁତ ଧାର୍ମିକ ଅନୁଷ୍ଠାନ

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ପାଇଁ ମାର୍ଚ୍ଚ ଶେଷ ବେଳକୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ। ସେବେଠାରୁ ଦେଶରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ତେବେ ଜୁନ୍‌ ୧ରୁ ଦେଶରେ ଅନ୍‌ଲକ ୧.୦ ଲାଗୁ ହେବା ପରେ…

ଲକ୍‌ଡାଉନ୍‌ରେ ଘରେ ବସି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି କୋହଲି; ଜାଣନ୍ତୁ କେମିତି

କରୋନା ଭାଇରସ୍‌ ଯୋଗୁ ଗତ ଦୁଇ ମାସ ହେବ କୌଣସି ମ୍ୟାଚ୍‌ ଆୟୋଜନ କରାଯାଇ ନାହିଁ। ଫଳରେ ଖେଳାଳିମାନେ ଲକ୍‌ଡାଉନ୍‌ରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ କୋହଲି ଘରେ ବସି ସୋସିଆଲ ମିଡିଆରେ ବେଶ୍‌…

ସୋମବାରଠାରୁ ଗଞ୍ଜାମରେ ଘର ଘର ବୁଲି କରାଯିବ ସ୍କ୍ରିନିଂ: ଜିଲାପାଳ

ଛତ୍ରପୁର,୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ କରୋନା ପଜିଟିଭ ତାଲିକାରେ ଜିଲା ପ୍ରଥମରେ ରହିଛି। ଗଞ୍ଜାମରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଜିଲାକୁ ଫେରି କ୍ୱାରେଣ୍ଟାଇନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri