Home Left

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୫ଆତଙ୍କବାଦୀ

ଶ୍ରୀନଗର,୧୦।୬: ଜମ୍ମୁ-କଶ୍ମୀର ଶୋପିଆନ ଜିଲାରେ ବୁଧବାର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଉ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ସୂଚନାଯୋଗ୍ୟ,…

୧୫ ଯାଏ ରାଜ୍ୟସାରା ବର୍ଷା: ୧୪ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ ଓ୍ବେଲମାର୍କରେ ପରିଣତ ହେବ। ଏହାର ପ୍ରଭାବରେ ବୁଧବାର ଓ ଗୁରୁବାର…

ପୃଥିବୀର ୨୬ ଦେଶରେ ନାହିଁ କରୋନା

ଓ୍ବାଶିଂଟନ, ୧୦।୬ : ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ଦେଖାଦେଇଛି। ଆମେରିକା ଭଳି ବିକଶିତ ଦେଶରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିିଦିନ ବଢ଼ିବାରେ ଲାଗିଛି। ତେବେ ଇତିମଧ୍ୟରେ ୨୬ଟି ଦେଶ କରୋନା ସଂକ୍ରମଣ ମୁକ୍ତ ହୋଇଥିବା କୁହାଯାଉଛି।…

ପକ୍ଷୀର ଜୀବନ ବଞ୍ଚାଇଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଦୂରେଇ ଥିଲେ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଧୋନୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ ଏକ ପକ୍ଷୀର ଜୀବନ ବଞ୍ଚାଉଥିବା ଦେଖାଯାଇଛି। ପକ୍ଷୀଟିକୁ ପାଣି…

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ମାସ୍କ, ୫ ହଜାର ଟଙ୍କା

ପୁରୀ ଅଫିସ, ୧୦।୬: ଶ୍ରୀମନ୍ଦିର ସେବାୟତମାନେ କରୋନା ସଂକ୍ରମଣଠାରୁ କିପରି ଦୂରେଇ ରହିବେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ସଚେତନତା ଶିବିରଠାରୁ ଆରମ୍ଭକରି ସେବାୟତଙ୍କ କୋଭିଡ୍‌ ଟେଷ୍ଟ ଏବଂ ସଙ୍ଗରୋଧରେ ରଖାଯିବା…

କୋଭିଡ୍‌-୧୯ ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ବ୍ରହ୍ମପୁର ଅଫିସ,୧୦ା୬: ଏମ୍‌କେସିଜି ମେଡିକାଲ କାଜୁଆଲଟି ପରିସରରେ ବୁଧବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ମେଡିକାଲରୁ ଜଣେ କରୋନା ପଜିଟିଭ୍‌ ରୋଗୀଙ୍କୁ ନେଇ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଯାଉଥିବା କୋଭିଡ୍‌-୧୯ ଆମ୍ବୁଲାନ୍ସ ନମ୍ବର ଓ ଆର ୦୭ ଭି…

ପ୍ରବାସୀ ଶ୍ରମିକଙ୍କ ପାଇଁ ୬ଟି ବିମାନ ବୁକ୍‌ କଲେ ଅମିତାଭ ବଚ୍ଚନ

ଲକ୍‌ଡାଉନରେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ସେଲିବ୍ରିଟିମାନେ ଆଗେଇ ଆସୁଛନ୍ତି। ସୋନୁ ସୁଦ, ପ୍ରକାଶ ରାଜ, ସ୍ବରା ଭାସ୍କର ଏବଂ ଅମିତାଭ ବଚ୍ଚନଙ୍କ ଭଳି ଷ୍ଟାରମାନେ ଶ୍ରମିକଙ୍କୁ ଘରେ ପହଞ୍ଚାଇବାରେ ସହଯୋଗ କରୁଛନ୍ତି। ଗତ କିଛି ଦିନ ତଳେ ସେ ଉତ୍ତର…

ଜାମା ମସଜିଦ୍‌ ପୁଣି ହୋଇପାରେ ବନ୍ଦ: କରୋନା ସଂକ୍ରମଣରେ ଶାହି ଇମାମ୍‌ଙ୍କ ସଚିବଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୦।୬: ଦିଲ୍ଲୀରେ କରୋନା ସଂକ୍ରମଣର କାୟା ବଢ଼ିଚାଲିଛି। ଏପରିସ୍ଥଳେ ଜାମା ମସଜିଦ୍‌ ପୁଣି ବନ୍ଦ କରାଯିବାର ଆଶଙ୍କା ରହିଥିବା ଶାହି ଇମାମ୍‌ ସୟଦ୍‌ ଅହମଦ୍‌ ବୁଖାରି ବୁଧବାର କହିଛନ୍ତି। ତାଙ୍କ ସଚିବ ଅମାନୁଲାହଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିବା ପରେ…

ଅନୁରାଗଙ୍କୁ ନୃତ୍ୟ ଶିଖାଉଛନ୍ତି ଝିଅ ଆଲିଆ

ବଲିଉଡ୍‌ର ସଫଳ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ନିଜ ଫିଲ୍ମ ପାଇଁ ବେଶ୍‌ ପରିଚିତ। ନିକଟରେ ତାଙ୍କ ଫିଲ୍ମ ‘ଚୋକ୍‌ଡ’ ରିଲିଜ୍‌ ହୋଇଥିଲା, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ରାମଜନ୍ମଭୂମି ପରିସରରେ ରୁଦ୍ରାଭିଷେକ

ଅଯୋଧ୍ୟା, ୧୦।୬: ରାମଜନ୍ମଭୂମି ପରିସରରେ ବୁଧବାର ରୁଦ୍ରାଭିଷେକ କରାଯାଇଛି। କୁବେର ତିଲଠାରେ ଥିବା କୁବେରଶ୍ୱରଙ୍କର ଅଭିଷେକ ସମ୍ପନ୍ନ ହୋଇଛି। ଦୀର୍ଘ ୨୮ ବର୍ଷ ପରେ କୁବେରଶ୍ୱରଙ୍କର ଅଭିଷେକ ହୋଇଥିବା କୁହାଯାଉଛି। ଏଥିରେ ମହନ୍ତ କମଳ ନୟନ ଦାସ ଏଥିରେ ଯୋଗଦେଇ କହିଛନ୍ତି…

ଲକ୍‌ଡାଉନ୍‌ ସମୟରେ ରୋଜଗାର ମାନ୍ଦା: ଋଣଛାଡ଼ ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଦାବିପତ୍ର

କେସିଙ୍ଗା,୧୦।୬: କଳାହାଣ୍ଡି ଜିଲା କେସିଙ୍ଗା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ସ୍ଥିତ ଭମରମାଲ ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୫୦ଜଣ ମହିଳା ବନ୍ଦନା, ମହାଶକ୍ତି, ସୂର୍ଯ୍ୟୋଦୟ, ଫଲର୍ଟନ, ଗ୍ରାମୀଣକୋଟା, ମାଇକ୍ରୋଫାଇନାନ୍ସ କମ୍ପାନୀଠାରୁ ଋଣ ଆଣିଛନ୍ତି। ମାତ୍ର କରୋନା କଟକଣା ଓ…

ଅନୁଷ୍କାଙ୍କ ‘ବୁଲବୁଲ’ର ପ୍ରଥମ ଲୁକ୍‌ ରିଲିଜ୍‌

ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତିି ଅନୁଷ୍କା ଶର୍ମା। ସେସବୁବେଳେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି। ଅନୁଷ୍କାଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ ହେଉଥିବା ନୂଆ ଫିଲ୍ମ ‘ବୁଲବୁଲ’ର ପ୍ରଥମ ଲୁକ୍‌ ରିଲିଜ୍‌ ହୋଇଛି। ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri