Home Left

ଟ୍ରାକ୍ଟର ଚଲାଇଲେ ତେଜସ୍ବୀ ଯାଦବ

ପାଟନା,୨୫।୯: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କୃଷି ବିଲ ବିରୋଧରେ ଏକ ଟ୍ରାକ୍ଟର ରାଲି ବାହାର କରିଛନ୍ତି। ଏହି ସମୟରେ ତେଜସ୍ବୀ ନିଜେ ଟ୍ରାକ୍ଟର ଚଲାଇ କୃଷି ବିଲ୍‌କୁ ବିରୋଧ…

କୋଭିଡ୍‌ ହସ୍ପିଟାଲରେ ଆର୍‌ଟିପିସିଆର୍‌ ଟେଷ୍ଟ ଆରମ୍ଭ

ପୁରୀ ଅଫିସ,୨୫ା୯:ପୁରୀ ଜିଲାରେ କରୋନା ସଂକ୍ରମଣ ଏବେ ଅଣାୟତ୍ତ ହୋଇପଡ଼ିିଛି। ଖୋର୍ଦ୍ଧା ଓ କଟକ ପରେ ସଂକ୍ରମିତଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛି ପୁରୀ। ଦୈନିକ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ପୁରୀ ଉପରେ ଏବେ ରାଜ୍ୟ…

ରାଜରାସ୍ତାକୁ ଓହ୍ଲାଇଲେ କୃଷକ

ନୂଆଦିଲ୍ଲୀ,୨୫।୯: ଚାଷୀ ପାଇଁ ମୋଦି ସରକାର ଆଣିଥିବା ବିଲକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଛି। ଭାରତୀୟ କିଷାନ ୟୁନିଅନ ସମେତ ବିଭିନ୍ନ କୃଷକ ସଂଗଠନ ଆଜି ସାରା ଦେଶରେ ବନ୍ଦ ଡାକରା ଦେଇଛି। ୩୧ଟି ସଂସ୍ଥା ଏଥିରେ ଯୋଗ…

ଅକ୍ଟୋବର ୧୦ ସୁଦ୍ଧା ସିବିଏସ୍‌ଇ ଦ୍ୱାଦଶ କମ୍ପାର୍ଟମେଣ୍ଟ ରେଜଲ୍ଟ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ କମ୍ପାର୍ଟମେଣ୍ଟ ପରୀକ୍ଷାଫଳ ଅକ୍ଟୋବର ୧୦ କିମ୍ବା ତା’ ପୂର୍ବରୁ ପ୍ରକାଶ ପାଇବ। ଏ ନେଇ ସିବିଏସ୍‌ଇ ପକ୍ଷରୁ ଗୁରୁବାର ସୁପ୍ରିମକୋର୍ଟକୁ ଅବଗତ କରାଯାଇଛି। ଯେହେତୁ ଅକ୍ଟୋବର ୩୧ ସୁଦ୍ଧା…

ରାଜ୍ୟ ସଭାର ୮୩ ଅଧିକାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୫।୯: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। କରୋନା ଭିତରେ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଗତ ବୁଧବାର ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଶେଷ କରାଯାଇଛି। ଏସବୁ ଭିତରେ ସଂସଦ ଚାଲିଥିବାବେଳେ ରାଜ୍ୟ ସଭାର ୮୩ ଅଧିକାରୀ…

ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ,…

ଏବେଠୁ ଚାଇନା ସତର୍କ

ଜାତିସଂଘ, ୨୫ା୯:ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍‌ଏସ୍‌ସି)ରେ ତୁରନ୍ତ ସଂସ୍କାର ଆଣିବା ଲାଗି ଜି-୪ ଗ୍ରୁପ ଯଥା ଭାରତ, ବ୍ରାଜିଲ, ଜାପାନ ଓ ଜର୍ମାନୀ ‘ଟେକ୍ସ୍‌ଟ ବେସ୍‌ଡ ନେଗୋସିଏଶନ’ ଉପରେ ଗୁରୁତ୍ୱ ଦେବା ପରେ ଚାଇନା ଗୁରୁବାର ପ୍ରତିକ୍ରୟା ପ୍ରକାଶ କରିଛି। ଉଲ୍ଲେଖଯୋଗ୍ୟ,…

ଥମୁନିି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୮୬ ହଜାରରୁ ଅଧିକ ଚିହ୍ନଟ, ୧୧୪୧ ମୃତ୍ୟୁ

ନୂଆଦିଲ୍ଲୀ,୨୫।୯: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଗତ କିଛି ଦିନ ହେବ କରୋନା ସଂକ୍ରମଣ ୮୦ ହଜାରରୁ ଅଧିକ ରହିଛି। ଶୁକ୍ରବାର ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୮୬ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ…

ଗୁଜରାଟକୁ ଯାଉଛନ୍ତି ସର୍ବାଧିକ ଶ୍ରମିକ: ସ୍ବାଭାବିକ ହେଉଛି ସ୍ଥିତି, କର୍ମସ୍ଥଳୀମୁହାଁ ପ୍ରବାସୀ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଜୀବନଜୀବିକା ଓ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏକ୍ଷେତ୍ରରେ ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଥିବାରୁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଫେରିଥିବା ପ୍ରବାସୀ…

ଫିଟ୍‌ନେସ୍‌ ପାଇଁ ଏସବୁ ଜିନିଷକୁ ବାଏ ବାଏ କହିଛନ୍ତି କୋହଲି

ନୂଆଦିଲ୍ଲୀ,୨୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବାର୍ଷିକୀ ଅବସରରେ ଦେଶର କିଛି ଫିଟ୍‌ନେସ୍‌କୁ ଧ୍ୟାନ ଦେଉଥିବା ବଛାବଛା ସେଲିବ୍ରିଟିଙ୍କ ସହ କଥା ହୋଇଥିଲେ। ଏହି କ୍ରମରେ ଭାରତୀୟ କ୍ରିକେଟର ବିରାଟ କୋହଲି ମଧ୍ୟ ମୋଦିଙ୍କ ସହ କଥା…

ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରସଙ୍ଗ: ଓଇଆର୍‌ସି ନିଷ୍ପତ୍ତି କହି ଦୋଷ ଛଡ଼ାଇଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର,୨୫।୯(ବ୍ୟୁରୋ): କରୋନା ମହାମାରୀ ସମୟରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ଘରୋଇ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍‌ ବୋଝ ଲଦି ଦେଇଛନ୍ତି। ଅକ୍ଟୋବର ପହିଲାରୁ ଉପଭୋକ୍ତାଙ୍କୁ ୟୁନିଟ୍‌ ପିଛା ଅଧିକ ୨୦ ପଇସା ଦେବାକୁ ହେବ। ତେବେ ଓଇଆର୍‌ସିର ନିଷ୍ପତ୍ତିକୁ ଶକ୍ତିମନ୍ତ୍ରୀ…

ରୋକାଯାଇପାରୁନି ଦୁର୍ଘଟଣା

ଭୁବନେଶ୍ୱର ୨୫।୯(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା କମିବାର ନାଁ ଧରୁନାହିଁ। ସୁପ୍ରିମକୋର୍ଟ କମିଟି ପକ୍ଷରୁ ଏନେଇ ଓଡ଼ିଶା ସରକାରଙ୍କୁ ବାରମ୍ବାର ତାଗିଦ କରୁଥିଲେ ମଧ୍ୟ ସେଥିରେ ସେତେଟା ସୁଧାର ଆସି ପାରୁନାହିଁ। ସୁପ୍ରିମକୋର୍ଟ ସଡକ ଦୁର୍ଘଟଣା ରୋକିବା ନିମନ୍ତେ କେତେକ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?